• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "10" result for "ରିଷଭ ପନ୍ତ" in https://otvkhabar.in

Rishabh Pant
Indian Cricketer Rishabh Pant: ଦିନିକିଆରେ ରିଷଭ ପନ୍ତଙ୍କ ପାଇଁ ସବୁଠୁ ବଡ଼ ଚାଲେଞ୍ଜ୍ କିଏ?

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ରିଷଭ ପନ୍ତଙ୍କ ଠାରୁ ଲୋକେଶ ରାହୁଲଙ୍କୁ ଦିଆଯାଇଥିଲା ଅଗ୍ରାଧିକାର । ସେ ମଧ୍ୟ ନିଜ ପ୍ରଦର୍ଶନ ବଳରେ ତାଙ୍କ ଚୟନକୁ ସଠିକ୍ ସାବ୍ୟସ୍ତ କରିଥିଲେ । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ଦିନିକିଆରେ ପନ୍ତଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହୋଇଛନ୍ତି କି ରାହୁଲ?

rishabh pant
ରିଷଭ ପନ୍ତଙ୍କୁ ବଡ଼ ଝଟକା; ଗଣିବେ୨୪ ଲକ୍ଷ ଟଙ୍କାର ଜୋରିମାନା; ଜାଣନ୍ତୁ କାହିଁକି...

ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ କୋଲକତା ନାଇଟ୍‌ ରାଇଡର୍ସଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଆଉ ଏକ ଝଟ୍‌କାର ସମ୍ମୁଖୀନ ହୋଇଛନ୍ତି । 

Will Rishabh Pant play in the 2024 T-20 World Cup
Sports: ୨୦୨୪ ଟି-୨୦ ବିଶ୍ୱକପ୍‌ରେ ଖେଳିବେ କି ରିଷଭ ପନ୍ତ

ପ୍ରାୟ ୧୫ ମାସ ପରେ ଆଘାତରୁ ସୁସ୍ଥ ହୋଇ ଆଇପିଏଲ୍ ଜରିଆରେ କ୍ରିକେଟ୍‌କୁ ଫେରିଛନ୍ତି ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତ। ଏହି ଲିଗ୍ ତାଙ୍କ ପାଇଁ ୨୦୨୪ ଟି-୨୦ ବିଶ୍ୱକପ୍ ଟିମ୍‌ରେ ସ୍ଥାନ ପାଇବା ଲାଗି ଶେଷ ସୁଯୋଗ। ଏଥିରେ ତାଙ୍କୁ ନିଜ ଫର୍ମ ଓ ଫିଟ୍‌ନେସ୍ ସାବ୍ୟସ୍ତ କରିବାକୁ ହେବ।

Rishabh Pant is back
ଦେଢ଼ ବର୍ଷ ପରେ କ୍ରିକେଟ ମଇଦାନକୁ ଓହ୍ଲାଇଲେ ରିଷଭ ପନ୍ତ

ପ୍ରାୟ ଦେଢ ବର୍ଷ ପରେ ଆଜି କ୍ରିକେଟ୍ ମଇଦାନକୁ ଓହ୍ଲାଇଛନ୍ତି ୱିକେଟ୍କିପର ବ୍ୟାଟର ରିଷଭ ପନ୍ତ। ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ପନ୍ତ।

Rishab Pant
କେମିତି ଅଛନ୍ତି ରିଷଭ ପନ୍ତ ? ଦୁର୍ଘଟଣା ପରେ ପ୍ରଥମ ଥର ଷ୍ଟାଡିୟମକୁ ଆସିବେ

"ଯଦି ରିଷଭ ପନ୍ତ ସୁସ୍ଥ ଅନୁଭବ କରନ୍ତି ଓ ଦିଲ୍ଲୀ କ୍ୟାପିଟାଲ୍ସ ଅନୁମତି ପ୍ରଦାନ କରେ ତେବେ ଆମେ ତାଙ୍କୁ ପଡ଼ିଆକୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ଆମେ ତାଙ୍କର ସମସ୍ତ ପ୍ରକାର ଦାୟିତ୍ୱ ନେବୁ । ତାଙ୍କୁ ଘର ଆଣିବା ଠାରୁ ପୁଣି ଘରେ ଛାଡ଼ିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିବୁ ।" ଏହା କହିଛନ୍ତି DDCA ନିର୍ଦ୍ଦେଶକ ।

Rishabh Pant and Kapil Dev
ରିଷଭ ପନ୍ତଙ୍କୁ ଚାପୁଡ଼ା ମାରିବେ କପିଳ ଦେବ !

ଗତ ଡିସେମ୍ବର ୩୦ରେ କ୍ରିକେଟର୍ ରିଷଭ ପନ୍ତ୍ ଦୁର୍ଘଟଣାର ଶିକାର ହୋଇଥିଲେ।

rp-1567397835
ଧୋନିଙ୍କୁ ଟପିଲେ ରିଷଭ ପନ୍ତ

କିଙ୍ଗଷ୍ଟନ୍: ଟିମ୍ ଇଣ୍ଡିଆର ଯୁବ ଖେଳାଳି ରିଷଭ ପନ୍ତ ଟେଷ୍ଟ କ୍ରିକେଟରେ ୫୦ ବ୍ୟାଟ୍ସମ୍ୟାନଙ୍କୁ ଦ୍ରୁତ ଭାବେ ଆଉଟ୍ କରିବାରେ ପ୍ରଥମ ଭାରତୀୟ ୱିକେଟକିପର ହୋଇଛନ୍ତି। ନିଜର ଏହି ଉପଲବ୍ଧି ସହ ସେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇଛନ୍ତି। ୨୧ ବର୍ଷୀୟ ପନ୍ତ ରବିବାର ନିଜର ୧୧ତମ ଟେଷ୍ଟରେ ୫୦ତମ ଶିକାର ହାସଲ କରିଛନ୍ତି । ଧୋନି ୧୫ ଟେଷ୍ଟରେ ଏହି କାରନାମା କରିଥିଲେ। ଈଶାନ୍ତ ଶର୍ମାଙ୍କ ବଲରେ ପନ୍ତ କ୍ରେଗ୍ ବ୍ରାଥୱେଟଙ୍କ […]

rishabh pant
ଏହି ଅଭିନେତ୍ରୀଙ୍କୁ ହ୍ୱାଟ୍ସଆପ୍‌ରୁ ବ୍ଲକ୍‌ କଲେ କ୍ରିକେଟର ରିଷଭ ପନ୍ତ

ମୁମ୍ବାଇ: ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ଭାରତୀୟ କ୍ରିକେଟର ରିଷଭ ପନ୍ତ ତାଙ୍କ ହ୍ୱାଟ୍ସଆପ୍‌ରୁ ବ୍ଲକ୍‌ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଏହି ଅଭିନେତ୍ରୀଙ୍କ ସହ ଡେଟ୍‌ କରୁଥିବା ନେଇ ମଧ୍ୟ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। କଥାଟା ହେଲା ଫିଲ୍ମ ଅପେକ୍ଷା ଆଫାୟାର୍ସଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ବଶୀ ରୌଟେଲାଙ୍କୁ କ୍ରିକେଟର ରିଷଭ ପନ୍ତ ତାଙ୍କ ହ୍ୱାଟ୍ସଆପ୍‌ ବ୍ଲକ୍ କରି ଦେଇଥିବା କୁହାଯାଉଛି। ପ୍ରଥମେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ […]

rishav
ଟେଷ୍ଟ ଡେବ୍ୟୁର ରାଜ୍‌ ଖୋଲିଲେ ରିଷଭ ପନ୍ତ

ମୁମ୍ବାଇ: ଯୁବ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ କହିଛନ୍ତି ଭାରତ-ଏ ଟିମ୍‌ ସହ ଇଂଲଣ୍ଡ ଗସ୍ତକରିବା ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି। ଏଥିପାଇଁ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସୁଯୋଗ ମିଳିବା ସହିତ ଇଂଲଣ୍ଡର ପେସ୍‌ ଓ ବାଉନସର୍‌ ବଲ ସହ ପରିଚୟ ହୋଇଯାଇଥିଲା ବୋଲି ସେ କହିଛନ୍ତି। ୨୦ ବର୍ଷିୟ ପନ୍ତ ଟେଣ୍ଟବ୍ରିଜ୍‌ରେ ତାଙ୍କର ପ୍ରଥମ ଟେଷ୍ଟର ପ୍ରଥମ ପାରିରେ ୨୪ ରନ୍‌ କରିଥିଲେ। ଏଥିସହିତ ୭ ଟି କ୍ୟାଚ୍‌ ମଧ୍ୟ ନେବାରେ […]