ଦେଶ ସ୍ୱାଧୀନତା ହେବା ପରେ ସମ୍ବିଧାନ ସଭାରେ ଦେଶର ନାମ ନେଇ ପ୍ରଶ୍ନ ଉଠିଲା ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାବେ ପରିଚିତ ହେବାକୁ ଯାଉଥିବା ଏ ଦେଶର ନାମ କ’ଣ ରଖାଯିବ। ସମ୍ବିଧାନ ସଭାରେ ଭାରତ, ହିନ୍ଦୁସ୍ତାନ, ହିନ୍ଦ୍ ଏବଂ ଇଣ୍ଡିଆ ଭଳି ନାମ ବାବଦରେ ଅନେକ ଆଲୋଚନା ହେଲା।
ଦେଶର ସାର୍ବଭୌମକତା, ଏକତା ଓ ଅଖଣ୍ଡତାକୁ ହନନ କରୁଥିବା ଶକ୍ତିଙ୍କ ସକ୍ରିୟ ସହଯୋଗରେ ଦେଶରେ ବିଦ୍ରୋହ, ଉତ୍ତେଜନା, ବିବାଦ, ଆନ୍ଦୋଳନ, ହିଂସା ଆଦି ବଢିଚାଲିଛି। କେବେକେବେ ଜାତିର ଦ୍ୱାହି ଦେଇ ତ ବେଳେବେଳେ ଧର୍ମ, ପୁଣି କେତେବେଳେ ଭାଷା, ରାଜ୍ୟ କିମ୍ବା ବ୍ୟବସ୍ଥା ନେଇ ବିଛିନ୍ନତାବାଦ ଓ ସନ୍ତ୍ରାସବାଦ କାୟା ବିସ୍ତାର କରିଚାଲିଛି।
ଯେଉଁଠି ଦେଖିବେ, ସେଠି ଦିନରାତି କାମ ହେଉଛି।