ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ଶକ୍ତିପୀଠଗୁଡିକରେ ଝାମୁଯାତ୍ରା ଦେଖିବାକି ମିଳିଥିଲା। ମାନସିକଧାରୀମାନେ ରଡ ନିଆଁରେ ଚାଲିଥିଲେ। ଆସନ୍ତୁ ଭୁବନେଶ୍ୱରର କେଦାରପଲ୍ଲୀ ବାବୁଜିନଗର ଓ ଶିଶୁଭବନର ତାରିଣୀ ମନ୍ଦିରର ସେଭଳି କିଛି ଦୃଶ୍ୟ ଉପରେ ନଜର ପକେଇ ନେବା।