• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "531" result for "ଭକ୍ତ" in https://otvkhabar.in

ramayana-1
ମୁସ୍‌ଲିମ୍‌ ଦେଶ କିନ୍ତୁ ଅଧିକାଂଶ ଲୋକ ଏଠି ରାମଭକ୍ତ

ନୂଆଦିଲ୍ଲୀ: ପୃଥିବୀରେ ଏମିତି ଏକ ମୁସଲିମ ରାଜ୍ୟ ରହିଛି ଯେଉଁଠି ରାଜ୍ୟର ଅଧିକାଂଶ ଲୋକ ରାମ ଭକ୍ତ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ? କିନ୍ତୁ ଏହା ସତ।  ଦକ୍ଷିଣ ଏସିଆରେ ଅବସ୍ଥିତି ଇଣ୍ଡୋନେସିଆର ଲୋକ ସଂଖ୍ୟା ପ୍ରାୟ ୨୩ କୋଟି । ଏହା ପୃଥିବୀର ୪ର୍ଥ ସର୍ବାଧିକ ଲୋକସଂଖ୍ୟା ବିଶିଷ୍ଟ ଦେଶ। ଏଥସହିତ ପୃଥିବୀର ସବୁଠାରୁ ବଡ ମୁସ୍‌ଲମାନ ବହୁଳ ଦେଶ। ଏହି ଦେଶରେ ହିନ୍ଦୁ ଧର୍ମଗ୍ରସ୍ଥ ରାମାୟଣ ଅତି ଲୋକପ୍ରିୟ। ୧୯୭୩ରେ ଏଠିକାର […]

Badrinath Temple
ଖୋଲିଲା ବଦ୍ରିନାଥ ମନ୍ଦିର, କରୋନା ଯୋଗୁ ଭଗବାନଙ୍କ ଦର୍ଶନ କରିପାରିଲେନି ଭକ୍ତ

ନୂଆଦିଲ୍ଲୀ: ଆଜି ଭୋରରୁ ଉତ୍ତରାଖଣ୍ଡ ସ୍ଥିତ ବଦ୍ରିନାଥ ମନ୍ଦିର ଖୋଲା ହୋଇଛି। ମନ୍ଦିର ଫାଟକ ଖୋଲିବା ପୂର୍ବରୁ ପୂରା ମନ୍ଦିରକୁ ସୁନ୍ଦର ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଥିଲା। ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ୨୭ଜଣଙ୍କ ଉପସ୍ଥିତିରେ ଭୋର ୪ଟା ୩୦ରୁ ଫାଟକ ଖୋଲା ଯାଇଥିଲା। ଏହାପରେ ପାରମ୍ପରିକ ରୀତିନୀତିରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ତେବେ ମହାମାରୀ କରୋନା ଯୋଗୁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। କୋଭିଡ୍‌-୧୯କୁ ନେଇ କେନ୍ଦ୍ର ସରକାର ଜାରି କରିଥିବା […]

tara-2
ତାରାତାରିଣୀ ପୀଠରେ କଟକଣା; ଚୈତ୍ର ପର୍ବରେ ଭକ୍ତଙ୍କୁ ମିଳିବନି ସୁବିଧା

ବ୍ରହ୍ମପୁର: ବ୍ରହ୍ମପୁରର ତାରାତାରିଣୀ ପୀଠରେ ପ୍ରସିଦ୍ଧ ଚୈତ୍ର ପର୍ବରେ ହେବନି ଜନସମାଗମ। କରୋନା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଚୈତ୍ର ପର୍ବରେ ଜନସମାଗମ ନହେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅନୁରୋଧ କରିଛନ୍ତି। ତେବେ ମାଙ୍କ ଚୈତ୍ରପର୍ବ ପୂଜାବିଧି ଯଥାରିତି ଅନୁଷ୍ଠିତ ହେବ। ପର୍ବ ସମୟରେ ଲୋକଙ୍କୁ ଯୋଗାଇ ଦିଆଯାଉଥବା ସୁବିଧା ସୁଯୋଗ ପ୍ରତ୍ୟାହୃତ ହେବ। ସମାଗମ ସ୍ଥଳକୁ ନେବା ପାଇଁ ଗାଡ଼ି ବ୍ୟବସ୍ଥାରେ ମଧ୍ୟ […]

Bhakta-bhabare
ଚାର୍ଲଟ୍‌ରୁ ‘ଚାରୁଲତା’..ଏକ ଭକ୍ତିପୂତ ପ୍ରେମକାହାଣୀ

ପରିପୂର୍ଣ୍ଣ ବଡ଼ଦାଣ୍ଡରେ ପତିତପାବନ ଗୁମୁଟକୁ ଚାହିଁ ରହିଥାନ୍ତି ସେ। ଅପୂର୍ବ ଆବେଗ ଓ ପୂର୍ଣ୍ଣ ସମର୍ପଣରେ ୪ଚକ୍ଷୁର ମିଳନ ହୋଇଥାଏ ସେଇଠି। ଦେଶୀ ପୁରୁଷର ପ୍ରେମରେ ହୁଏତେ କ୍ଷଣକେ ବନ୍ଧା ପଡି ଯାଇଥାନ୍ତି ଶ୍ୱେତାଙ୍ଗୀ ସୁନ୍ଦରୀ ଚାର୍ଲଟ। ୭ ଦରିଆ ସେପାରି ତାଙ୍କ ଭିଟାମାଟି । ଆଉ ଏଠି ମାଇଲ୍ ମାଇଲ୍ ଦୂରରେ କାଳିଆ । ପୁରୁଷୋତ୍ତମର ପ୍ରେମରେ ଉବୁଟୁବୁ ହେଉଥାନ୍ତି ସେ। ଅନ୍ୟମନସ୍କ ହୋଇ ଉଠୁଥାନ୍ତିୁ ଚାର୍ଲଟ୍। ଅଜାଣତରେ ଅଶ୍ରୁପାତ ହେଉଥାଏ ତାଙ୍କର। ଅଦୂରରେ ପାର୍କିଂ […]

alarnatha
ଭକ୍ତଙ୍କୁ ବାରଣ; ନୀରବି ଯାଇଛି ଅଲାରନାଥ ପୀଠ

ପୁରୀ: ବର୍ଷକରେ ଏଇ କିଛିଦିନ କୋଳାହଳମୟ ହୋଇଉଠେ ପ୍ରଭୁ ଅଲାରନାଥଙ୍କ ପୀଠ। ହେଲେ ଏଥର ଖାଁ ଖାଁ ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ମନ୍ଦିର। ଭକ୍ତଙ୍କ ଗହଳ ନାହିଁ। କେବଳ ଯାହା ଅଳ୍ପକିଛି ସେବକଙ୍କ ଗହଣରେ ଠାକୁରଙ୍କ ନୀତିକାନ୍ତି ଚାଲିଛି। ଶ୍ରୀଜୀଉ ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ କରିବା ପରେ ଜ୍ୱରରେ ପଡ଼ନ୍ତି। ସ୍ନାନବେଦିରୁ ବାହୁଡନ୍ତି ଅଣସର ଘରକୁ। ୧୫ ଦିନ ଯାଏ ଅଣସର ଘରେ ଚାଲେ ମହାପ୍ରଭୁଙ୍କ ଗୁପ୍ତ ସେବା। ଏହି ୧୫ ଦିନ […]

gajapati
ବିନା ଭକ୍ତରେ ହେବ ସ୍ନାନଯାତ୍ରା !

ପୁରୀ: ଆସୁଛି ସ୍ନାନଯାତ୍ରା। ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଚାହିଁ ବସିଛନ୍ତି। ହେଲେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍ପତ୍ତି ଭକ୍ତଙ୍କୁ ହତାଶ କରିଛି। ସ୍ନାନଯାତ୍ରାରେ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ନାହିଁ । ଭକ୍ତମାନଙ୍କୁ ସିଧାସଳଖ ଦର୍ଶନର ସୁବିଧା ମିଳିବ ନାହିଁ।  ଘରେ ରହି ମହାପ୍ରଭୁଙ୍କ ଦର୍ଶନ କରିବେ।  ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏପରି ସୂଚନା […]

01-sital
ସରିଲା ଦେବ ବିବାହ, ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ଦେବ ଦମ୍ପତି

ସମ୍ବଲପୁର: ସମ୍ବଲପୁର ସହରରେ ରୀତିନୀତି ଅନୁଯାୟୀ  ସଂପନ୍ନ ହୋଇଛି ଦେବ ବିବାହ । ମାଆ ପାର୍ବତୀଙ୍କ ପାଣି ଗ୍ରହଣ କରିଛନ୍ତି ଦେବ ଦେବ ମହାଦେବ। ଆସନ୍ତାକାଲି ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ। ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହର ଉତ୍ସବମଖର ହୋଇଥିଲେ ହେଁ ଯାତ୍ରା ଆଡମ୍ବର ନାହିଁ। ସାଦାସିଧା ତଥା  ନିରାଡମ୍ବର ଭାବେ ବାହାଘର ସରିଛି ଦେବ ବିବାହ।  ଏଥର କନ୍ୟା ଘରେ ବାହାଘର ହୋଇନି । ବରଂ ମନ୍ଦିର ପରିସରରେ ବ୍ରାହ୍ମ ମୁହୂର୍ତ୍ତରେ ହାତଗଣ୍ଠି ପଡ଼ିଥିଲା। ଆସନ୍ତାକାଲି […]

Ratha yatra
ବିନା ଭକ୍ତରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଗଲେ କାଳିଆ ସାଆନ୍ତ, ସନ୍ଧ୍ୟା ପୂର୍ବରୁ ପହଞ୍ଚିଲେ

କାଳିଆର ଦିବ୍ୟ ଲୀଳା । କରୋନା କାଳରେ ପୁଣି ବିନା ଭକ୍ତରେ ଭାବର ଠାକୁରଙ୍କ ଘୋଷଯାତ୍ରା । ଏଥର ବି ବିନା ଭକ୍ତରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଘୋଷଯାତ୍ରାରେ ଗଲେ କାଳିଆ ସାଆନ୍ତ ।

raceller
ଭାରୋତ୍ତଳନ ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ଯୁବକ ଭକ୍ତରାମ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): କଥାରେ ଅଛି ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ସବୁକିଛି ସମ୍ଭବପର ହୋଇଥାଏ। ଏହାକୁ ସତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଆର୍‌ଏସ୍‌ସି-୦୪ ଗାଁର ଭକ୍ତରାମ ଦୋସ୍ତି। ଆସନ୍ତା ୯ ରୁ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଭାରୋତ୍ତଳନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭକ୍ତରାମ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି। ଅଷ୍ଟ୍ରେଲିଆ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ଗତ ଜାନୁଆରୀ ୨୦ରୁ ସେ ପଞ୍ଜାବ ପଟିଆଲା ସ୍ଥିତ ଜାତୀୟ […]

puri
ଆଜି ଉଭା ଅମାବାସ୍ୟା: ବାହାର କାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ: ଆଜି ଉଭା ଅମାବାସ୍ୟା। ସକାଳୁ ରାତି ୯ଟା ପର୍ଯ୍ୟନ୍ତ ବାହାର କାଠ ନିକଟରୁ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ସକାଳ ଧୂପ ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ତିନି ବାଡ଼ରୁ ଆଣି ତିନି ରଥରେ ଦେବେ। ଏହାପରେ ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ରଥଖଳାରୁ ସିଂହଦ୍ୱାରକୁ ଟଣାଯିବ। ୧୫ ଦିନର ବିରତି ପରେ ଭକ୍ତମାନେ ଶ୍ରୀଜିଉଙ୍କୁ ନବଯୌବନ ରୂପରେ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଛନ୍ତି। ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ […]

ratha yatra
ବିନା ଭକ୍ତରେ ଗୁଣ୍ଡିଚା ଘର ଯିବେ କାଳିଆ ଠାକୁର-ମୁକ୍ତିମଣ୍ଡପ

ପୁରୀ:ସତରେ କ’ଣ ରଥଯାତ୍ରା ହେବନି?  ଭକ୍ତଙ୍କୁ ଦର୍ଶନ ଦେବାକୁ ଜଗତର ନାଥ ଜଗନ୍ନାଥ କ’ଣ ବଡଦାଣ୍ଡକୁ ଆସିବେନି ? ବଡଦାଣ୍ଡରେ ଗଡିବନି ନନ୍ଦିଘୋଷ ? ଏମିତି ଅନେକ ପ୍ରଶ୍ନ ଆଜି ଭକ୍ତଙ୍କ ମନରେ। କରୋନାକୁ ନେଇ ଲାଗି ରହିଛି କଟକଣା। ସାରା ଦେଶ ଲକ୍‌ଡାଉନ। ଯଦିଓ ମେ’ ୩ ତାରିଖ ଲକ୍‌ଡାଉନ ହଟିବ ତେବେ ରଥଯାତ୍ରା ବେଳକୁ ଯେ କରୋନାର ପ୍ରକୋପ ଲୋପ ପାଇଯାଇଥିବା ତାହା ନୁହେଁ। ତେଣୁ ସାମାଜିକ ଦୂରତା ଭିତରେ ରଥଯାତ୍ରା କେମିତି ହେବ? […]

EFJeABQUwAEFVeY
ଏଥର ବିନା ଭକ୍ତରେ ହେବ ଚନ୍ଦନ ଯାତ

ପୁରୀ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ପରିସ୍ଥିତିକୁ ଦେଖି ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୨ୟ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ମଧ୍ୟ ଜାରି କରାଯାଇଛି। ଏହି ଗାଇଡ ଲାଇନ ଅନୁଯାୟୀ, ଧାର୍ମିକ, ସାଂସ୍କୃତିକ କାର୍ଯ ଉପରେ କଟକଣା ଜାରି କରାଯାଇଛି। ଏପରି ପରିସ୍ଥିତିରେ କାଳିଆର ଚନ୍ଦନଯାତକୁ ନେଇ ଭକ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖା ଦେଇଛି। ଆସନ୍ତା ୨୬ ତାରିଖରେ ପଡ଼ୁଛି ଚନ୍ଦନ ଯାତ୍ରା […]

puri mandira
କରୋନା ସତର୍କତା: ଭକ୍ତଙ୍କୁ ଅରୁଣସ୍ତମ୍ଭ, ଗରୁଡ଼ସ୍ତମ୍ଭ ଛୁଇଁବା ମନା

ପୁରୀ: କରୋନା ଭୟରେ ଶ୍ରୀମନ୍ଦିରରେ ଲାଗିଲା କଟକଣା। ଶ୍ରୀମନ୍ଦିରରେ ପୂଜା ବେଳେ ମୁଖା ପିନ୍ଧିବେ ସେବାୟତ। କରୋନା ସତର୍କତାକୁ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏଥିସହ ଏଠାକୁ ଆସୁଥିବା ଦର୍ଶନାର୍ଥୀ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ରବିବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଲାଣି। ରାଜ୍ୟରେ ସତର୍କତା ସ୍ୱରୂପ ସିନେମା ହଲ, ସାଂସ୍କୃତିକ କାର୍ଯ୍ୟକ୍ରମ […]

pushyaviseka
ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ: ଆଜି ପୌଷ ପୂର୍ଣ୍ଣିମା। ପୌଷ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ  ମହାପଭ୍ରୁଙ୍କର ହୋଇଛି ଅନନ୍ୟ ପୂଷ୍ୟାଭିଷେକ ନୀତି ।  ଏହି ଅବସରରେ ଶ୍ରୀଜୀଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ଲାଗି ରହିଛି। ଡ. ନରେଶଚନ୍ଦ୍ର ଦାଶଙ୍କ କହିବା ଅନୁଯାୟୀ,  ଶାସ୍ତ୍ର ଅନୁସାରେ ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ଯିବା ପରେ ଅଯୋଧ୍ୟା […]

23232323
ନବୀନ ବାବୁଙ୍କ ମୁଣ୍ଡକୁ ଏମିତି ଭକ୍ତିଭାବ କେମିତି ଆସିଲା ? ପଚାରିଲେ ଗଜପତି

ପୁରୀ:ପୁରୀରେ ଚାଲିଥିବା ଉନ୍ନତୀକରଣ ଯୋଜନାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି  ଗଜପତି ମହାରାଜ ଦିବ୍ୟସିଂହ ଦେବ। ସେ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ସବୁକିଛି ଚାଲିଛି ବୋଲି କହିଛନ୍ତି। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦଶମ ବାର୍ଷିକ ଉତ୍ସବ ଅବସରରେ ଗଜପତି ମହାରାଜ କହିଛନ୍ତି, ଦେଶ ସ୍ୱାଧୀନ ହେବା ପରେ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ଅନେକ ସରକାର ଆସିଛନ୍ତି। ହେଲେ କୌଣସି […]

Capture-1
ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ଦେଖିବାକୁ ଭକ୍ତଙ୍କ ଭିଡ

ଭୁବନେଶ୍ୱର: ଆଜି ବଡ଼ ଓଷା। ସକାଳୁ ସକାଳୁ ବେଶ୍ ଚଳଚଞ୍ଚଳ ହୋଇଉଠିଛି  ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠ। ଆଜି ବାବା ଧବଳେଶ୍ୱର ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି। ରାତି ପ୍ରାୟ ୩ଟା ସମୟରେ ବାବା ଧବଳେଶ୍ୱରଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇଥିଲା।  ପରେ ମଙ୍ଗଳଆଳତି, ମଇଲମ ଆଦି ସମସ୍ତ ରୀତିନୀତି ନିର୍ଦ୍ଧାରିତ ସମୟ ଅନୁସାରେ ସମ୍ପାଦିତ ହୋଇଥିଲା। ଏହାପରେ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ମଧ୍ୟରାତ୍ରୀରେ […]

alaranath
ଅଣସର ଘରେ ଶ୍ରୀଜିଉ, ସେପଟେ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଗହଳି

ବ୍ରହ୍ମଗିରି: ଆଜିଠାରୁ ମହାପ୍ରଭୁ ଅଲାରନାଥଙ୍କର ଅଣସର ଦର୍ଶନ ଆରମ୍ଭ ହୋଇଛି। ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉ ୧୫ଦିନ ଧରି ଅଣସର ଘରେ ରହିବେ। ଏହି ସମୟରେ ଶ୍ରୀଜିଉଙ୍କ ଚାଲିବ ଗୁପ୍ତ ଉପଚାର। ରତ୍ନସିଂହାସନରେ ଆଉ ଭକ୍ତ ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ ପାଇବେ ନାହିଁ। ଏହି ସମୟରେ ତିନି ବାଡ଼ରେ ପଟିଦିଅଁ ପୂଜା ପାଇବାର ବିଧି ରହିଛି। ତେବେ ଏହି ସମୟରେ ବ୍ରହ୍ମଗିରିରେ ଚତୁର୍ଭୁଜ ନାରାୟଣ ରୂପୀ ଅଲରାନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନ […]

puri 1
ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିରାଜିଛନ୍ତି ଚତୁର୍ଦ୍ଧା ମୂରତି। ଶ୍ରୀଜିଉଙ୍କ ସ୍ନାନନୀତି ଓ ହାତୀବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଏଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଅନ୍ୟପକ୍ଷେ, ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ସାରା ସହରରେ ୪୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ୩ ଜଣ କମାଣ୍ଡାଣ୍ଟ, ୯ଜଣ ଡେପୁଟି କମାଣ୍ଡାଣ୍ଟ, ୧୬ଜଣ ଡିଏସ୍‌ପି […]