
ଫିଲ୍ମ ନିର୍ମାତା ଓ ଅନ୍ୟ କଳାକାର ମଧ୍ୟ କହିଛନ୍ତି, ଏଭଳି ପୋଷ୍ଟର ତିଆରି ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଜାଣିଶୁଣି କାହାରିକୁ ଅପମାନିତ କରିବା ପାଇଁ ଏଭଳି ପୋଷ୍ଟର କରାଯାଇ ନାହିଁ ।
ଠାକୁର ଘରର ଆଣ୍ଠୁଆ ଗୋପାଳ ମୂର୍ତ୍ତି କେମିକି ଗଲା ଆମ୍ବ ଗଛ ଉପରକୁ? ପ୍ରଭୁ ଶ୍ରୀକୃଷ୍ଣଙ୍କର ଆମ୍ବ ଖାଇବାକୁ କାହିଁକି ଇଚ୍ଛା ହେଲା? ଘର ସାରା କେମିତି ବିଛାଡ଼ି ହୋଇପଡ଼ିଲା ତୁଳସୀ ପତ୍ର? ପ୍ରଭୁ କଣ ନିଜେ ଗଲେ ଆମ୍ବ ଗଛକୁ ନା ତାଙ୍କୁ କିଏ ନେଇ ସେଠାରେ ଥୋଇଛି? ଦେଖନ୍ତୁ ଏହି ଭିଡ଼ିଓ...ଜାଣନ୍ତୁ ଭାଇରାଲ ପଛର ସତ କଣ?
ଠାକୁର ଘରର ଆଣ୍ଠୁଆ ଗୋପାଳ ମୂର୍ତ୍ତି କେମିକି ଗଲା ଆମ୍ବ ଗଛ ଉପରକୁ? ପ୍ରଭୁ ଶ୍ରୀକୃଷ୍ଣଙ୍କର ଆମ୍ବ ଖାଇବାକୁ କାହିଁକି ଇଚ୍ଛା ହେଲା? ଘର ସାରା କେମିତି ବିଛାଡ଼ି ହୋଇପଡ଼ିଲା ତୁଳସୀ ପତ୍ର? ପ୍ରଭୁ କଣ ନିଜେ ଗଲେ ଆମ୍ବ ଗଛକୁ ନା ତାଙ୍କୁ କିଏ ନେଇ ସେଠାରେ ଥୋଇଛି? ଦେଖନ୍ତୁ ଏହି ଭିଡ଼ିଓ...ଜାଣନ୍ତୁ ଭାଇରାଲ ପଛର ସତ କଣ?
ଶନିବାର ଦିନ ଭାରତର ପ୍ରଧାନ ବିଚାରପତି ଏନ.ଭି ରାମଣା ବିବାଦର ସମାଧାନ ପାଇଁ AD) ବ୍ୟବସ୍ଥା ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ପାଳନ ପାଇଁ ଚଳଚଂଚଳ ବୃନ୍ଦାବନ। ମଥୁରା ସହ ସାରାଦେଶ ଓ ପୁରୀରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି।
ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ପାଳନ ପାଇଁ ଚଳଚଂଚଳ ବୃନ୍ଦାବନ। ମଥୁରା ସହ ସାରାଦେଶ ଓ ପୁରୀରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି।
ଆଜି ପବିତ୍ର ଜନ୍ମାଷ୍ଟମୀ । ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥିକୁ ପାଳନ ଲାଗି ସାରା ଦେଶ ଆଜି ଚଳଚଞ୍ଚଳ । ଧୂପ, ଦୀପ ନୈବେଦ୍ୟରେ ସାରା ପରିବେଶ ଆରାଧନାମୟ । ଭକ୍ତମାନେ ଉପବାସ ରଖି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ଏହି ଅବସରରେ ସହରର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତିର ଆୟୋଜନ ମଧ୍ୟ ହୋଇଛି । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମହାରାଜ କଂସଙ୍କ ବନ୍ଦୀଶାଳାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ ।
ଭଗବାନ କୃଷ୍ଣଙ୍କର ପୁରା ଜୀବନ ମାନବ ସମାଜକୁ ଦିଗ ଦେଖାଇଥାଏ । ତାଙ୍କର ପ୍ରତ୍ୟେକ କାର୍ଯ୍ୟ କୌଣସି ନା କୌଣସି ଉଦ୍ଦେଶ୍ୟ ଜନିତ ହୋଇଥାଏ । ଏହିପରି ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତ୍ୟେକ କଥା, ମାନବ ଜୀବନର ସମସ୍ତ ଦିଗ ଉପରେ ଆଧାରିତ ।
ଅଗଷ୍ଟ ୨୩ ଆଉ ୨୪ ଦୁଇଦିନ ଧରି ଜନ୍ମାଷ୍ଟମୀ ପାଳନ କରାଯାଉଥିବାରୁ ସାରାଦେଶ ଏବେ ଶ୍ରୀକୃଷ୍ଣଙ୍କ ଲୀଳାରେ ବିଭୋର। ଏଥିରୁ ବାଦ୍ ପଡି ନାହାଁନ୍ତି ଟିମ୍ ଇଣ୍ଡିଆରେ ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନି। ସିଏ ବି ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳାରେ ବୁଡ଼ିଥିବା ଦେଖିବାକୁ ମିଳିଛି। ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ସହିତ ବଂଶୀ ବି ବଜାଇଛନ୍ତି ଧୋନି। ଧୋନିଙ୍କ ବଂଶୀ ବଜାଇବା ଭିଡିଓ ଏବେ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଧୋନି ବଂଶୀ ବଜାଉଥିବା […]
ଭୁବନେଶ୍ୱର: ରାଧା-କୃଷ୍ଣଙ୍କ ପ୍ରେମ କାହାଣୀକୁ ଆତ୍ମା ସହ ପରମାତ୍ମାଙ୍କ ମିଳନ ବୋଲି କୁହାଯାଏ। ଯେବେ ବି ପବିତ୍ର ପ୍ରେମର ଉଦାହରଣ ଦିଆଯାଏ, ସେତେବେଳେ ପୁରାଣବର୍ଣ୍ଣିତ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ଅନାବିଳ ପ୍ରେମ କାହାଣୀ ହିଁ କୁହାଯାଏ। ଗୋପପୁରରେ ରାଧା-କୃଷ୍ଣଙ୍କ ପ୍ରେମକୁ ନେଇ ଅନେକ ବର୍ଣ୍ଣନା ପୁରାଣରେ ରହିଛି। ସେହି ବର୍ଣ୍ଣନା ଅନୁସାରେ ରାଧା-କୃଷ୍ଣଙ୍କ ଏହି ମିଳନରେ ପ୍ରମୁଖ ଭୂମିକା ନେଇଥିଲା ବଂଶୀ। ତେଣୁ ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ ଥିଲା ବଂଶୀ। ଗୋଟିଏ ମୁହୂର୍ତ୍ତ ବି ସେ ବଂଶୀକୁ […]
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ପଞ୍ଚୁପାଣ୍ଡବ ମେଳନ ଉଦ୍ଯାପିତ ହୋଇଯାଇଛି। ମହାଭାରତ କଥାବସ୍ତୁକୁ ନେଇ ଏହି ମେଳଣ ହୋଇଥାଏ। ତିନି ଦିନ ଧରି ଆୟୋଜିତ ହେଉଥିବା ଏହି ମେଳନରେ ଶ୍ରୀକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଓ ସୋମନାଥ ଦେବଙ୍କ ମହାମିଳନ ଆୟୋଜିତ ହୋଇଥାଏ। ଏହି ତିନିଦିନ ଏଠାରେ ସାହିଯାତ ସହ ସାସ୍କୃତିକ କାର୍ଯ୍ୟକ୍ରମ ଓ କିଣବିକାର ମଜା ଉଠାଇଥାନ୍ତି ସ୍ଥାନୀୟ ବାସିନ୍ଦା ସହ ପର୍ଯ୍ୟଟକ। ଥାନାପତି ଗୋପୀନାଥ ଦେବଙ୍କର ଆମନ୍ତ୍ରଣରେ ବ୍ରହ୍ମଗିରିର ଖାଣ୍ଡବବନରେ […]
ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀକୁ ନେଇ ସମଗ୍ର ରାଜ୍ୟ ଉତ୍ସବ ମୁଖର । ଏହି ଅବସରରେ ସହରର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତିର ଆୟୋଜନ ମଧ୍ୟ ହୋଇଛି। ଭକ୍ତମାନେ ଉପବାସ ରଖି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରି ଦିଆଯାଇଛି। ଜନ୍ମାଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ ହୁଏ। ଯେହେତୁ କୃଷ୍ଣ […]
ବରଗଡ଼: ଆଜି ବରଗଡ଼ ଧନୁଯାତ୍ରାର ଚତୁର୍ଥ ଦିନ। ଆଜି ଗୋପପୁରରେ ଶ୍ରୀକୃଷ୍ଣ ବାଲ୍ୟଳୀଳା କରିବା ସହ ମହାରାଜା କଂସଙ୍କ ପ୍ରେରିତ ପୁତନା, ବକା, ଶକଟା, ଧେନୁ ଆଦି ରାକ୍ଷସଙ୍କୁ ବଧ କରିବେ। ଅନ୍ୟପଟେ ରାକ୍ଷସଙ୍କ ବଧ ଖବର ଶୁଣି କଂସ ମର୍ମାହତ ହେବା ଏବଂ କଂସଙ୍କ ଦ୍ୱାରା ଆୟୋଜିତ ରୁଦ୍ରାଭିଷେକର କାର୍ଯ୍ୟକ୍ରମ ରହିଛି। ଗତକାଲି ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଗୋପପୁରରେ ନନ୍ଦୋତ୍ସବ ପାଳନ କରାଯାଇଥିଲା। ଅନ୍ୟପଟେ ମହାରାଜା କଂସ ହାତୀ ପିଠିରେ ବସି ମଥୁରା ନଗରୀ ଭ୍ରମଣ […]
ବାଲେଶ୍ୱର: ବର୍ଷେ ତଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭଲ ପାଇ ସୁଦୂର ରଷିଆରୁ ଓଡିଶା ଆସିଥିଲେ ଋଷିଆନ୍ ଦଂପତି। ବାଲେଶ୍ୱରକୁ ଆସିବା ପରେ ଏଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଜ୍ଜିଗଲେ। ରେମୁଣାରେ ପ୍ରଭୁ କ୍ଷୀରଚୋରାଙ୍କ ମନ୍ଦିରରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରେମରେ ବ୍ରତୀ ହେବାପରେ ଏବେ ଆଉ ନିଜ ଦେଶକୁ ଯିବାକୁ ଇଚ୍ଛା କରୁନାହାଁନ୍ତି। ଏହି ଦୁଇ ରଷିଆ ଦମ୍ପତ୍ତି ଶକ୍ତିତବ ଦାସ ଓ ତାଙ୍କ ସ୍ତ୍ରୀ ତେଜସ୍ଵିନୀ ଦାସ ଓଡିଶାାର ଲୋକଙ୍କ ସହ ରହିବାକୁ ଚାହୁଁଛନ୍ତି। […]
ଗୌହାଟୀ: ୨୦୧୫ରେ ଆସାମର ଆର୍ଟିଷ୍ଟ ଆକ୍ରାମ ହୁସେନ୍ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଚିତ୍ରକଳା ଅଙ୍କନ କରିଥିଲେ, ଯାହାକୁ ନେଇ ଏବେ ପୁଣିଥରେ ବିବାଦ ଦେଖା ଦେଇଛି। ଏହି ଚିତ୍ରକଳାରେ ଦେଖିବାକୁ ମିଳିଛି ଯେ ଶ୍ରୀକୃଷ୍ଣ ଏକ ବାର୍ରେ ଅଛନ୍ତି ଏବଂ ତାଙ୍କ ଚତ୍ତୁର୍ପାଶ୍ୱରେ କିଛି ଯୁବତୀ ବିକିନି ପିନ୍ଧି ଛିଡ଼ା ହୋଇଛନ୍ତି। ବିକିନି ପିନ୍ଧା ଯୁବତୀମାନେ କୃଷ୍ଣଙ୍କୁ କୁଣ୍ଢାଇ ଧରିବାର ଦୃଶ୍ୟକୁ ଚିତ୍ରକଳା ଦ୍ୱାରା ପ୍ରଦର୍ଶନ କରାଯାଇଛି। We request @CMOfficeAssam @sarbanandsonwal ji @himantabiswa ji […]