Train
ସେପ୍ଟେମ୍ବରରେ ଚାଲିବ ସ୍ୱତନ୍ତ୍ର ଟ୍ରେନ। ସ୍ୱତନ୍ତ୍ର ଭାବେ ତୀର୍ଥଯାତ୍ରୀଙ୍କ ପାଇଁ ଏହି ଟ୍ରେନ ଗଡ଼ିବ। ପିତୃପକ୍ଷ ସମୟରେ ତୀର୍ଥ ଯାତ୍ରୀଙ୍କ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନ ଭଦ୍ରକ, ବାଲେଶ୍ୱର ଦେଇ ବାରଣାସୀ , ପ୍ରୟାଗରାଜ୍ ଓ ଗୟାରେ ରହିବ। ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ୬ ରାତି ଓ ୭ ଦିନର ଏହି ପ୍ୟାକେଜରେ ସ୍ଲିପର କ୍ଲାସ ଯାତ୍ରୀଙ୍କ ପାଇଁ ୬ ହଜାର ୬୨୦ ଟଙ୍କା ଏବଂ ତୃତୀୟ ଶ୍ରେଣୀ AC ଯାତ୍ରୀଙ୍କ ପାଇଁ ୧୧ ହଜାର ୩୦ ଟଙ୍କା ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)