ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରୀ ଦେଶରେ ତାଣ୍ଡବ ରଚୁଥିବା ବେଳେ ତୃତୀୟ ଲହରୀକୁ ନେଇ ସତର୍କତା ବଢ଼ିଯାଇଛି । ଆଉ ଏପରି ସମୟରେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାର ସିଙ୍ଗାପୁର ଷ୍ଟ୍ରେନକୁ ନେଇ ଚିନ୍ତା ବ୍ୟକ୍ତ କରିବା…
ମୁମ୍ବାଇ : ଅଭିନେତା ସଞ୍ଜୟ କପୁର ଏବଂ ମହିପ କପୁରଙ୍କ ଝିଅ ଶନାୟା କପୁର କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସ ଅଧୀନରେ ବଲିଉଡ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିର୍ଦ୍ଦେଶକ କିମ୍ବା ଚଳଚ୍ଚିତ୍ର ନିର୍ମାତା ଅପେକ୍ଷା କରଣ ଜୋହର ଗତ କିଛି…
ନୂଆଦିଲ୍ଲୀ : ‘ରାଜଧାନୀ ଦିଲ୍ଲୀରେ କେହି ବଞ୍ଚିପାରିବେ ନାହିଁ’ । ମହାମାରୀର ଭୟାବହତା ସମ୍ପର୍କରେ ଜାଣି କିଛି ଦିନ ପୂର୍ବରୁ ଏପରି ଟ୍ୱିଟ କରିଥିଲେ ଜାମିଆ ମିଲିଆ ଇସଲାମିଆର ସହକାରୀ ପ୍ରଫେସର । ଆଉ ଟ୍ୱିଟ୍ କରିବାର କିଛି ଦିନ ପରେ…
ପୁରୀ : ପୁଲିସ୍-ଦୋକାନୀ ମୁହାଁମୁହିଁ। ପୁରୀ ବଡ଼ଶଙ୍ଖରେ ପୁଲିସ୍ ଓ ଦୋକାନୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସକାଳେ ବଡ଼ଶଙ୍ଖ ନିକଟରେ କିଛି ଦୋକାନୀ ବସିଥିବା ବେଳେ ପୁଲିସ୍ ସେମାନଙ୍କୁ ଉଠାଇଥିଲା। ଏହାକୁ ନେଇ ପୁଲିସ୍ ସହ ଯୁକ୍ତିତର୍କ…
ନୂଆଦିଲ୍ଲୀ: ଦେଶରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା। ଦେଶରୁ ସଂକ୍ରମଣ ହାର ଧୀରେ ଧୀରେ କମୁଥିଲେ ହେଁ କମୁନି ମୃତ୍ୟୁ ସଂଖ୍ୟା। ଆଜି ଦେଶରେ ସର୍ବାଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪,୫୨୯ ଜଣ କରୋନାରେ…
ନୂଆଦିଲ୍ଲୀ : କେନ୍ଦ୍ରକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ । ଭାରତରେ ଟିକାକରଣ ଚାଲିଥିବା ବେଳେ ଟିକାର ଅଭାବ ସମୟରେ ବଡ଼ ବୟାନ ଦେଇଛନ୍ତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । କରୋନା ଟିକାର ଉତ୍ପାଦନ ବଢ଼ାଇବା ପାଇଁ ଅନ୍ୟ କମ୍ପାନୀକୁ ଲାଇସେନ୍ସ ଦେବା ଆବଶ୍ୟକ,…
ଗାଜାସିଟି: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାଶର ଘନ ଘନ ରକେଟ୍ ମାଡ଼ ଜାରି ରହିଛି । ସପ୍ତାହକ ମଧ୍ୟରେ ଜେରୁଜେଲମ ସହରକୁ ଟାର୍ଗେଟ କରି ୩ ହଜାରରୁ ଅଧିକ ରକେଟ୍ ମାଡ଼ କଲାଣି ହମାଶ । ତେବେ ଆଇରନ…
ନୂଆଦିଲ୍ଲୀ : ଡିପ୍ ଡିପ୍ରେସନରେ ପରିଣତ ହୋଇଥିବା ତାଉତେ ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଛି। ବର୍ତ୍ତମାନ ଗୁଜରାଟରୁ ଉତ୍ତର-ଉତ୍ତରପୂର୍ବ ଭାରତ ଆଡକୁ ଗତିକରୁଛି। ଘଣ୍ଟାକୁ ୨୦ କିମି ବେଗରେ ଏହା ଆଗକୁ ଆଗକୁ ବଢି ଦୁର୍ବଳ ହେଉଛି। ଆସନ୍ତା ୬…
୩୦୦ରୁ ଅଧିକ ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରିଥିଲେ ନିଜେ କରୋନା ସଂକ୍ରମିତ ହେବା ପରେ ୩ ଘଣ୍ଟା ପର୍ଯ୍ୟନ୍ତ ମିଳିଲାନି ବେଡ ଅକାଳରେ ଚାଲିଗଲା ଜୀବନ ହିସାର : ନିର୍ଦ୍ଦୟ ହୋଇଗଲା ମହାମାରୀ । ଆଉ ଜଣେ ଗରିବଙ୍କ ଦେବଦୂତକୁ କବଳିତ…
କଟକ: କରୋନା ଟେଷ୍ଟିଂ ହେଉ କିମ୍ବା ଟିକା ନେବା ପାଇଁ, ବୟସ୍କ ଲୋକଙ୍କୁ ଆଉ ଟିକାକରଣ କେନ୍ଦ୍ରକୁ ଦଉଡିବାକୁ ପଡ଼ିବ ନାହିଁ। ୭୦ ବର୍ଷରୁ ଅଧିକ ଲୋକଙ୍କ ପାଇଁ କଟକ ମହାନଗର ନିଗମ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। କଟକରେ ବୟସ୍କ…
ଭୁବନେଶ୍ୱର : ଓଡିଶା ପାଇଁ ପୁଣି ଏକ ଦୁଃଖ ଖବର। ବିଶିଷ୍ଟ ପଥର ଶିଳ୍ପୀ ତଥା ସ୍ଥପତି ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏହି ସୂଚନା ଦେଇଛନ୍ତି…
କୋଲାର : ବେଦୀ ସଜା ହୋଇଥିଲା । ବାଜାବାଣରେ ଉଚ୍ଛୁଳି ଉଠୁଥିଲା ଘର ପରିବାର । କରୋନା ନିୟମ ଉଲ୍ଲଂଘନ କରି ଦୁଇ ଦୁଇଟି ଝିଅ ଗୋଟିଏ ଦିନରେ ବିବାହ କରୁଥିଲେ ପରିବାର ଲୋକ । ବେଶ ଖୁସିବାସିରେ ମଣ୍ଡପରେ ଦୁଇ…
ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବାବେଳେ ମୃତୁ୍ୟ ସଂଖ୍ୟା ୨୦ ଉପରେ ରହୁଛି। ଆଜି ରାଜ୍ୟରୁ ୧୧,୦୯୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୧ ଜଣ ଆଖି ବୁଜିଛନ୍ତି। ଏହାକୁ…
ସଙ୍କଟର ଘଡ଼ିରେ ବୁଝିହେଲା ପ୍ରକୃତିର ପ୍ରକୃତ ମୂଲ୍ୟ । ପ୍ରକୃତି ସହ ଖେଳ ବହୁତ ହୋଇଗଲା । ଏବେ ସଚେତନ ହେବାର ସମୟ ଆସିଛି । ଜୈବ ବିବିଧତା କ୍ଷତି ସମ୍ପର୍କରେ ବୁଝିବା ପାଇଁ ଭାରତୀୟ ତିନି ଗୁଣା ଅଧିକ ଗୁଗଲ…
ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍। ଏହି କଟକଣା ଜୁନ ପହିଲା ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କଟକଣାରେ ଆହୁରି କଡ଼ାକଡ଼ି ଚେକିଂ ହେବ ବୋଲି ଜଣାପଡ଼ିଛି। ଲକ୍ଡାଉନ୍ ୨.୦ରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟକୁ…
କୋଭିଡ ସେଣ୍ଟର ପରିଦର୍ଶନ ସମୟରେ ମଇଳା ଶୌଚାଳୟ ଦେଖିଲେ ବିଜେପି ସାଂସଦ ବ୍ରସ ନମିଳିବାରୁ ହାତରେ ଘସି ଘସି ଟଏଲେଟ୍ ସଫା କଲେ ଜନାର୍ଦ୍ଦନ ମିଶ୍ରା ରିୱା : ଜନତାଙ୍କ ନେତା ଜନାର୍ଦ୍ଦନ । ଭୋଟ ପାଇବା ପରେ ଭୋଟରଙ୍କୁ ଭୁଲିଯାଉଥିବା…
ଭୁବନେଶ୍ୱର: ରାଜ୍ୟରେ କରୋନା ଦୈନିକ ସଂକ୍ରମଣ କମିବାର ନାଁ ଧରୁନି। କିଛି ଦିନ ବ୍ୟବଧାନ ପରେ ଗତକାଲି ଦୈନିକ ସଂକ୍ରମଣ ୧୦,୩୨୧ରେ ସୀମିତ ଥିବାବେଳେ ଆଜି ପୁଣି ୧୧ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରୁ…
ନୂଆଦିଲ୍ଲୀ : CBSE ଦଶମ ଶ୍ରେଣୀ ପାଇଁ ବଢ଼ିଲା ମାର୍କ ଟାବୁଲେସନ ଅବଧି। ଟାବୁଲେସନ ଡେଡଲାଇନକୁ ଜୁନ୍ ୩୦ ତାରିଖକୁ ବୃଦ୍ଧି କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ। ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ଲକଡାଉନ୍-ସଟଡାଉନ୍ କଟକଣାକୁ ଦେଖି…
ଭୁବନେଶ୍ୱ: ରାଜ୍ୟରେ ଅକ୍ସିଜେନ୍ ସୁପରିଚାଳନା ପାଇଁ ଗଠନ ହେଲା ଟାସ୍କଫୋର୍ସ । ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅକ୍ସିଜେନ ଯୋଗାଣ ପାଇଁ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତା କିଭଳି ପରିଚାଳନା କରି ହେବ ସେଥିପାଇଁ ଏହି ଟାସକ ଫୋର୍ସ ଗଠନ କରାଯାଇଛି । ଏଥିରେ…