• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Sputnik v
ଦେଶରେ ପହଞ୍ଚିଲା ସ୍ପୁଟନିକ-ଭି’ର ସବୁଠାରୁ ବଡ଼ କନସାଇନମେଣ୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶ ଚିନ୍ତାରେ ପଡ଼ିଥିବା ବେଳେ ଏବେ ଟିକା ହିଁ ଶେଷ ଭରସା । ହେଲେ ଦେଶରେ ଏବେ ଟିକା ପାଇଁ ମଧ୍ୟ ହାହାକାର ଦେଖିବାକୁ ମିଳୁଛି । ସମସ୍ତେ ଟିକା ନେବା ପାଇଁ ପ୍ରସ୍ତୁତ ।…

vaccination
ଭ୍ୟାକ୍ସିନ୍ ଟେଣ୍ଡରରେ ଆଗ୍ରହ ଦେଖାଇଲେନି ଟିକା ଉତ୍ପାଦନକାରୀ ସଂସ୍ଥା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାରେ ଆଗ୍ରହ ଦେଖାଇଲେନି ଟିକା ଉତ୍ପାଦନକାରୀ ସଂସ୍ଥା। ପ୍ରି-ବିଡିଂ ବୈଠକକୁ ଆସିଲେନି ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ନବ ଦାସ ଦେଇଥିବା ଚିଠିରୁ ଏହି ସୂଚନା ମିଳିଛି। ରାଜ୍ୟ…

  • Tuesday, 01 June 2021
Untitled-1
ବଲିଉଡ୍‌କୁ ଦୁଃଖ : ଚାଲିଗଲେ ପୁଣି ଜଣେ କଳାକାର

ମୁମ୍ବାଇ : ବଲିଉଡ୍‌କୁ ପୁଣି ଏକ ଝଟ୍‌କା। ବଲିଉଡ ଏବେ ଏପରି ଏକ ନୂଆ ହୀରାଙ୍କୁ ହରାଇଛି, ଯାହାଙ୍କ ପାଇଁ ହଜାର ହଜାର ଚଳଚ୍ଚିତ୍ର ସୁପରହିଟ୍ ହୋ‍ଇପାରିଛି। ‘ସଉଦାଗର’ – ‘ଡିସ୍କୋ ଡାନ୍ସର୍’ ପରି ଅନେକ ଚଳଚ୍ଚିତ୍ର ସେଟ୍ ଡିଜାଇନ୍ କରିଥିବା…

  • Tuesday, 01 June 2021
1
ରବିନା ଟଣ୍ଡନ କରୁଛନ୍ତି ଚାଷ କାମ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ କିଛି ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଅଭିନେତ୍ରୀ ଜଣକ ତାଙ୍କ ଗାଁର ଚାଷଜମିରେ ଏକ କୋଦାଳ ଧରି ମାଟି ଖୋଳୁଥିବା…

  • Tuesday, 01 June 2021
bajra 1
ଚୀନକୁ ମିଳିବ ମୁହଁତୋଡ଼୍ ଜବାବ୍ : ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା

ଲଦାଖରେ ଭାରତର ସ୍ୱତନ୍ତ୍ର ପ୍ରସ୍ତୁତି  ।  ଚୀନର ସମସ୍ତ ଚାଲର କଡ଼ା ଜବାବ ମିଳିବ । ଲଦାଖରେ K-9  ବଜ୍ର ମୁତୟନ କଲା ଭାରତୀୟ ସେନା । ଗତ ବର୍ଷ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ( LAC) ରେ…

  • Tuesday, 01 June 2021
nirj mishra
ରାଜ୍ୟରେ ସୁପର ସ୍ପ୍ରେଡରଙ୍କ ଯୋଗୁଁ ବଢୁଛି ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଲେ ମଧ୍ୟ ୮ ହଜାରରୁ ଅଧିକ ରହୁଛି। ମେ’ ମାସରେ ସଂକ୍ରମଣ ପିକ୍‌ରେ ରହିଛି। ସୁପର ସ୍ପ୍ରେଡରଙ୍କ ଯୋଗୁଁ ରାଜ୍ୟରେ ଏପରି ସଂକ୍ରମଣ ବଢୁଛି । କରୋନା ସଂକ୍ରମଣ ନେଇ ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ…

colector
କୋଭିଡ୍ ହସ୍ପିଟାଲରେ ଦୟନୀୟ ସ୍ଥିତି ପ୍ରସଙ୍ଗ: ହସ୍ପିଟାଲ ଯାଇ ସ୍ଥିତି ଅନୁଧ୍ୟାନ ପରେ କ୍ଲିନଚିଟ୍ ଦେଲେ କଲେକ୍ଟର

ବାରିପଦାର ଏକ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ ପ୍ରସଙ୍ଗକୁ ନେଇ ଆଜି ଜିଲ୍ଲାପାଳଙ୍କୁ ଭେଟିଛି ବିଜେପି ପ୍ରତିନିଧୀ ଦଳ। ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟିଛି ବିଜେପି ଟିମ୍।

  • Tuesday, 01 June 2021
2
ଏହି ଦୋକାନରେ ମିଳୁଛି ସନ୍ନି ଲିଓନ୍ ଚପ୍

ମୁମ୍ବାଇ : ଅନେକ ସମୟରେ ଦେଖାଯାଏ ଯେ ବଲିଉଡ ସେଲିବ୍ରେଟଙ୍କ ପ୍ରଶଂସକମାନେ ନିଜ ପିଲାମାନଙ୍କୁ କଳାକାରଙ୍କ ନାମରେ ନାମିତ କରିବାକୁ ପ୍ରେରିତ ହୋଇଥାନ୍ତି। ଲୋକମାନେ ତାରକାମାନଙ୍କୁ ସେମାନଙ୍କର ପ୍ରେରଣା ଭାବରେ ବିବେଚନା କରନ୍ତି ଏବଂ ସେମାନଙ୍କ ପାଇଁ କିଛି କରିବାକୁ ପ୍ରସ୍ତୁତ…

  • Tuesday, 01 June 2021
pratapgarh
ବିବାହ ମଣ୍ଡପରେ କନ୍ୟାର ଦବଙ୍ଗ ଷ୍ଟାଇଲ୍

ପ୍ରତାପଗଡ଼ : ହାତରେ ବନ୍ଧୁକ, ବିବାହ ମଣ୍ଡପକୁ ଦବଙ୍ଗ ଷ୍ଟାଇଲରେ ଏଣ୍ଟ୍ରି ମାରିଲେ କନ୍ୟା । ମୁଣ୍ଡରେ ହାତେ ଲମ୍ବର ଓଢ଼ଣା ଟାଣି ପ୍ରଥମେ ଗୁଳି ଫୁଟାଇଲେ ତା’ ପରେ ବରକୁ ବରଣମାଳା ପିନ୍ଧାଇଲେ । ଉତ୍ତରପ୍ରଦେଶର ପ୍ରତାପଗଡ଼ର ଜେଠୱାରା ପୋଲିସ…

  • Tuesday, 01 June 2021
Moonsoon-1pm
ଏଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ଚଳିତ ଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଜୁନରୁ ସେମ୍ବେରରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ। ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଛି। ଦେଶର ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଭାଗରେ ମୌସୁମୀ ସ୍ୱାଭାବିକ ରହିବ

  • Tuesday, 01 June 2021
Tokyo 2020 Olympic
ସବୁ ଅଲିମ୍ପିକ୍ସ ଖେଳାଳିଙ୍କୁ ଦିଆଯିବ କରୋନା ଟିକା

ଅଭୂତପୂର୍ବ ସତର୍କତା ଭିତରେ ଆୟୋଜିତ ହେବ ବିଶ୍ୱର ସର୍ବବୃହତ କ୍ରୀଡ଼ା ମହୋତ୍ସବ ଅଲିମ୍ପିକ୍ସ। ଏଥିରେ ଭାଗ ନେବାକୁ ଥିବା ସବୁ ଆଥଲେଟଙ୍କ ଟିକାକରଣ କରାଯିବ। ଏଥିପାଇଁ ଫାଇଜର ସହ ଚୁକ୍ତି ହୋଇଛି।

  • Tuesday, 01 June 2021
cbk mohanty
କରୋନା ମୃତ୍ୟୁ ସଂଖ୍ୟା କାହିଁକି ବଢୁଛି ? କାରଣ କହିଲେ DMET

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗୋଟିଏ ସ୍ତରକୁ ଯାଇ ପାଖାପାଖି ସେଇଠି ରହି ଯାଇଛି। ଏହା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଡିଏମ୍ଇଟିଙ୍କ ଅନୁସାରେ ରାଜ୍ୟରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢୁ ନାହିଁ । ଆକ୍ରାନ୍ତଙ୍କ ସଂଖ୍ୟା…

  • Tuesday, 01 June 2021
Tokyo 2020
ଏଥର ବାତିଲ୍‌ ହୋଇଯିବ କି ଟୋକିଓ ଅଲିମ୍ପିକ୍ସ?

ବାତିଲ ହେବ କି ଟୋକିଓ ଅଲିମ୍ପିକ୍ସ? ଜାପାନରେ କରୋନା ସଂକ୍ରମଣର ଚତୁର୍ଥ ଲହର ଉଗ୍ର ରୂପ ଧାରଣ କରିଥିବା ବେଳେ ଅଲିମ୍ପିକ୍ସ ବାତିଲ କିମ୍ବା ସ୍ଥଗିତ ରଖିବାକୁ ଦାବି ଜୋର ଧରିଛି ଦେଶର ୬୦ ପ୍ରତିଶତ ଲୋକ କ୍ରୀଡ଼ା ବାତିଲ ସପକ୍ଷରେ ମତ ଦେଇଥିବା ବେଳେ, ୮୦ ପ୍ରତିଶତ ଅଲିମ୍ପିକ୍ସକୁ ସ୍ଥଗିତ ରଖାଯିବା ଦରକାର ବୋଲି କହିଛନ୍ତି

  • Tuesday, 01 June 2021
2
ଝିଅକୁ ଚେନ୍‌ରେ ବାନ୍ଧି ରଖୁଥିଲେ ବାପା; ପୁଷ୍ଟିହୀନତାର ଶିକାର ହୋଇ ଚାଲିଗଲା ଜୀବନ

ଦମିଶ୍କ : ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା, ଯାହାକୁ ଶୁଣିବା ମାତ୍ରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଏହି ଘଟଣାଟି ଘିଟିଛି ସିରିଆର ଏକ ଶରଣାର୍ଥୀ ଶିବିରରେ। ବାପାର ପିଲା ପ୍ରତି ଅବହେଳା ଓ ଅକଥନୀୟ ନିର୍ଯାତନା…

  • Tuesday, 01 June 2021
corona vaccine
ଦୁଇଟି ଭିନ୍ନ ପ୍ରକାରର କୋଭିଡ-୧୯ ଟିକା ନେବା ସୁରକ୍ଷିତ କି? ଦେଶରେ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ୍ ଦେବାକୁ ଦେଶରେ ଜୋରସୋରରେ ଚାଲିଛି ଟିକା ଉତ୍ପାଦନ ଓ ଟିକାକକରଣ ଅଭିଯାନ । ଏବେ ୩ଟି ଟିକା ପ୍ରଚଳନ ଥିବା ବେଳେ, ଆଗକୁ ଆ ହୁରି ଅନେକ ପ୍ରକାର ନୂଆ ଟିକା ଏହି ଅଭିଯାନରେ ସାମିଲ…

shiv kumar
କର୍ଣ୍ଣାଟକରେ ଲକଡାଉନ୍ ପାଇଁ କ୍ଷତିରେ କୃଷକ : ସହାୟତା ପ୍ୟାକେଜ୍ ଦାବି କଲା କଂଗ୍ରେସ

ଧାରୱାଡ଼ : କରୋନାର ଦ୍ୱିତୀୟ ଲହରୀ ପାଇଁ ଦେଶର ଅନେକ ରାଜ୍ୟ ତାଲାବନ୍ଦରେ ଅଛନ୍ତି । ସାଧାରଣ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଚାଷୀ ଭାଇ କ୍ଷତିରେ ପଡ଼ିଛନ୍ତି ।  ସଂକ୍ରମଣରେ ଚାଷୀ ଭାଇଙ୍କ ସୁବିଧା ପାଇଁ କର୍ଣ୍ଣାଟକରେ…

  • Tuesday, 01 June 2021