ଆସନ୍ତାକାଲି ସାବିତ୍ରୀ ବ୍ରତ। ଏହା ପୂର୍ବରୁ କୋଭିଡ୍ କଟକଣାକୁ ଫୁ କରି ଆଜି ବଜାରରେ ଜମିଥିଲା ପ୍ରବଳ ଭିଡ଼। ମାସ୍କ ହେଉ କି ସାମାଜିକ ଦୂରତା, ସବୁ ଚୁଲିକୁ ଗଲା। ଫଳ କିଣିବା ପାଇଁ ଆଇନ ଓ କଟକଣାକୁ ଦଳିଚକଟି ନିଜ ଜୀବନକୁ ବିପଦରେ ପକାଇବାକୁ ଟିକିଏ ବି ପଛାଇଲେନି ଲୋକେ
ଭୁବନେଶ୍ୱର: ରାଜ୍ୟର ଆଇପିଏସ୍ ସ୍ତରରେ ଅଦଳବଦଳ । ଏନେଇ ବୁଧବାର ସନ୍ଧ୍ୟାରେ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ଭାବେ…
ଅର୍ଥ ଅଭାବରୁ ହଁ ନାଇଁ ଭିତରେ ଶେଷରେ ଭୁବନେଶ୍ୱରରୁ କୋଲକାତାକୁ ECMO ଚିକିତ୍ସା ପାଇଁ ଏୟାରଲିଫ୍ଟିଂ ହୋଇଛନ୍ତି କରୋନାରେ ଗୁରୁତର ହୋଇପଡ଼ିଥିବା ଅଭିଷେକ ମହାପାତ୍ର।
ଭୁବନେଶ୍ୱର: କିଛି ଦିନ ତଳେ ଆମେ ସାମ୍ନା କରିଥିବା ବାତ୍ୟା ୟାସ୍ ଓଡ଼ିଶା ଉପକୂଳରେ ବେଶି ଘନୀଭୂତ ହୋଇପାରିନଥିଲା । ସ୍ଥଳଭାଗ ଛୁଇଁବା ପୂର୍ବରୁ ପବନ ବେଗ ଓ ବାତ୍ୟାର କୋପ ପୂର୍ବାନୁମାନ ଠାରୁ ବେଶ ଦୁର୍ବଳ ହୋଇସାରିଥିଲା । ଫଳରେ…
ଉଚ୍ଚଶିକ୍ଷା ପାଇଁ ଯେଉଁ ଛାତ୍ରଛାତ୍ରୀମାନେ ବିଦେଶ ଯିବାର ଅଛି, ସେମାନଙ୍କୁ କରୋନା ଟିକା ଦେବାକୁ ସ୍ୱତନ୍ତ୍ର ଅଭିଯାନ କରାଯାଇଛି। ଏହି ବର୍ଗର ବ୍ୟକ୍ତି କଟକ ଗୋପାଳପୁରର କଲ୍ୟାଣ ମଣ୍ଡପ ଓ ଖୋର୍ଦ୍ଧା ପିଏନ୍ କଲେଜରେ ଟିକା ନେଇପାରିବେ ବୋଲି ସୂଚନା ମିଳିଛି।
ନିଜେ ଚାଲିଗଲେ, ହେଲେ ସାତ ଜଣଙ୍କ ଜୀବନ ବଞ୍ଚାଇ ଦେଲେ। ଲକଡାଉନ୍ ସମୟରେ ସୁରଟ୍ରୁ ଆସିଲା ହୃଦୟବିଦାରକ ଦୃଶ୍ୟ।
ବିଧାୟକ ପାଣ୍ଠି ନିୟମରେ ସଂଶୋଧନ ପାଇଁ ବିଜେପି ବିଧାୟକଙ୍କ ଦାବି । ଏନେଇ ମୁଖ୍ୟମନ୍ତ୍ରୀ ଓ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟର ବିଜେପି ବିଧାୟକ । ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, କୋଭିଡ ମହାମାରୀ ପାଇଁ ମାସ୍କ ବଣ୍ଟନ…
ନୂଆଦିଲ୍ଲୀ: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟ୍କା । ବିଗତ କିଛି ସାଧାରଣ ନିର୍ବାଚନରେ କଂଗ୍ରେସ ସୁଧୁରୁଥିବା ଓ ବିଜେପି ଖସୁଥିବା କଂଗ୍ରେସ ଦାବି କରୁଥିବା ବେଳେ ଏବେ ପୁଣି ଲାଗିଛି ଝଟ୍କା । ଗତବର୍ଷ ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ସିନ୍ଧିଆ…
କେନ୍ଦ୍ରାପଡ଼ା/ଭୁବନେଶ୍ୱର: ସାଇବର ସେଲ୍କୁ ବଡ଼ ସଫଳତା । ଫେରାଇ ଆଣିଲା ଲକ୍ଷାଧିକ ଟଙ୍କା । ‘ସେୟାର ମାର୍କେଟରେ ଟଙ୍କା ଲଗାଇଲେ, ଆମେ ତୁମକୁ ପ୍ରଚୁର ଲାଭ ଦେବୁ ।’ ଏଭଳି କିଛି ଲୋଭ ଦେଖାଇ ଟଙ୍କା ଲୁଟ କରିବାର ଉପାୟ ବାହାର…
ମାଡ଼ି ଆସୁଛି ବଡ଼ ବର୍ଷା। ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ SRC ଚିଠି ଲେଖିଛନ୍ତି। ହେବାକୁ ଥିବା ବର୍ଷା ନେଇ ସତର୍କ କରିବା ସହ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ SRC ।
ବରଗଡ଼: ଚାଷ କାମ ଯାହାର କେତେ ସୁଖ ତାହାର। ହେଲେ କରୋନାର ପ୍ରତିକୂଳ ପରିସ୍ଥିତିରେ ଚାଷୀ ଆଜି ନୟାନ୍ତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରୁ। ଜିଲ୍ଲାର ସୋହେଲା ବ୍ଲକ ମାଛିମୋରା ଗାଁରେ ଭୂମୀହିନ ଚାଷୀ ବାଲ୍ମୀକ ପ୍ରଧାନ ସମ୍ପୂର୍ଣ୍ଣ…
ସୁନ୍ଦରଗଡ଼ ଜିଲ୍ଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏ ଜିଲ୍ଲାରେ ଖେଳାଳିଙ୍କ ଅଭାବ ନାହିଁ । ହକି, ଫୁଟବଲ ଭଲି ସମସ୍ତ ପ୍ରକାର ପ୍ରତିଭାଶାଳୀ ଖେଳାଳି ଏ ସୁନ୍ଦରଗଡ଼ ଜିଲ୍ଲାରେ ଭରି ରହିଛନ୍ତି
ଭୁବନେଶ୍ୱର: ଗର୍ଭାବସ୍ଥାରେ ମା’ କରୋନା ଆକ୍ରାନ୍ତ ଥିଲେ ଛୁଆ ଆକ୍ରାନ୍ତ ହେବ, ତାହା ଜରୁରୀ ନୁହେଁ । ଛୋଟ ପିଲାଙ୍କୁ ମାସ୍କ ପିନ୍ଧାଇବା ବି ଆବଶ୍ୟକତା ନାହିଁ । ଗର୍ଭାବସ୍ଥାରେ ମା’ଠାରୁ ଛୁଆ ସଂକ୍ରମିତ ହେବ ନାହିଁ । ଛୁଆ ଜନ୍ମ…
ବାତ୍ୟା ୟାସ୍ ଯିବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଦିଆଯାଉଥିବା ରିଲିଫ ଚାଉଳ ବଣ୍ଟାରେ ଅନିୟମିତତା ଦେଖାଦେଇଛି।
ବଦଳୁଛି ରଣକୌଶଳ। ବଦଳୁଛି ଯୁଦ୍ଧର ପରିଭାଷା। ଭବିଷ୍ୟତର ଲଢେଇ ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି ପ୍ରତ୍ୟେକ ଦେଶ। ତେବେ ଯାହାର ପଶ୍ଚିମରେ ପାକିସ୍ତାନ ଓ ପୂର୍ବରେ ଚୀନ୍ ଭଳି ଶତ୍ରୁ, ଅର୍ଥାତ୍ ଭାରତ ଲାଗି ଚ୍ୟାଲେଞ୍ଜ ସବୁଠୁ ଅଧିକ। ଏମିତିକି ଭାରତୀୟ ସେନାକୁ ଦିପଟୁଆ ଲଢେଇର ବି ସାମ୍ନା କରିବାକୁ ପଡିପାରେ
ଭୁବନେଶ୍ୱର: କରୋନା ସାରା ବିଶ୍ୱକୁ ଡରାଇ ରଖିଛି । କରୋନାରୁ ମୁକ୍ତି ପାଇବା ପାଇଁ ଦିନରାତି ଅହରହ ପରିଶ୍ରମ କରୁଛନ୍ତି ଅନେକ ବୈଜ୍ଞାନିକ ବିଶେଷଜ୍ଞ । ଆଉ ଅନ୍ୟପଟେ କରୋନା ରୋଗୀଙ୍କୁ ଭଲ କରିବା ପାଇଁ ଦିନ ରାତି ଏକ କରିଛନ୍ତି…
ଚୀନ୍ ଜାଣିଶୁଣି ଲୁଚାଉଛି କି କରୋନା ସତ? ବିଶ୍ୱ ମହାମାରୀ ସୃଷ୍ଟି କରିଥିବା ଏହି ଭୂତାଣୁର ଉତ୍ପତ୍ତି ସଂପର୍କରେ ବିଶ୍ୱକୁ ଜଣାଇବାକୁ ଚାହୁଁନି କି ବେଜିଂ?
ଭୁବନେଶ୍ୱର: ଏୟାରପୋର୍ଟରେ ଅଭିଷେକ ମହାପାତ୍ର। ଅଭିଷେକଙ୍କୁ ଆମ୍ବୁଲାନ୍ସରୁ ଏୟାର ଆମ୍ବୁଲାନ୍ସକୁ ନିଆଯାଉଛି। କିଛି ସମୟ ମଧ୍ୟରେ ପ୍ରକ୍ରିୟା ସରିଲେ କୋଲକାତା ଉଡ଼ିବ ବିମାନ। ECMO ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ସେ କୋଲକାତା ଯିବେ। କୋଭିଡ ଆକ୍ରାନ୍ତ ପରଠାରୁ ଭଦ୍ରକ ବାସୁଦେବପୁର…
ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଚିନ୍ତା । ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ଲକ୍ଡାଉନ୍ ସଟ୍ଡାଉନ୍ ଭିତରେ ଅନେକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଚାଷୀଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ…
ପୁଣି କରୋନା ଉତ୍ପତ୍ତିକୁ ନେଇ ବିବାଦ, ଆମେରିକାର ସନ୍ଦେହ ଚକ୍ଷୁରେ ଚୀନ୍। କରୋନା ଭୂତାଣୁ ବାଦୁଡ଼ି କି ବଜ୍ରକାପ୍ତା ଭଳି ଜୀବ ଠାରୁ ମଣିଷକୁ ସଂକ୍ରମିତ ହୋଇଛି ନା ଏହା ଚୀନର ଉହାନ୍ ଲାବରୁ ଲିକ୍ ହୋଇଛି, ସେନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଥିବା ବେଳେ, ଏହାର ତଦନ୍ତ ପାଇଁ ଆମେରିକା ରାଷ୍ଟ୍ରପତି ଗୁଇନ୍ଦାକୁ ନିର୍ଦ୍ଦେଶ ବି ଦେଇସାରିଛନ୍ତି।
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ଆଜି ବିଜେପିରେ ମିଶିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜିତିନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା…