• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

plasma therapy
କରୋନା ଚିକିତ୍ସାରୁ ବାଦ୍‌ ପଡ଼ିଲା ପ୍ଲାଜ୍‌ମା ଥେରାପି

କରୋନା ଚିକିତ୍ସାରୁ ବାଦ୍‌ ପଡ଼ିଲା ପ୍ଲାଜ୍‌ମା ଥେରାପି କ୍ଲିନିକାଲ୍‌ ମ୍ୟାନେଜମେଣ୍ଟ ଗାଇଡଲାଇନ୍‌ରୁ ପ୍ଲାଜ୍‌ମା ଥେରାପି ଚିକିତ୍ସା ପଦ୍ଧତିକୁ ହଟା ଯାଇଛି କରୋନା ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଥେରା ଫଳପ୍ରଦ ହେଉନଥିବା ଅନେକ ଗବେଷଣାରୁ ଜଣାପଡ଼ିଛି ନୂଆଦିଲ୍ଲୀ: କରୋନା ଚିକିତ୍ସାରୁ ପ୍ଲାଜ୍‌ମା ଥେରାପିକୁ…

  • Tuesday, 18 May 2021
mask-hecking-odisha
ନିୟମ ମାନୁନାହାନ୍ତି ଲୋକେ: ବଢୁଛି ସଂକ୍ରମଣ

ସହର ପରେ ଗାଁରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ତେବେ ଏ ନେଇ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁନି ସଚେତନତା।

  • Tuesday, 18 May 2021
coronavirus in odisha
କାମ ଦେଲା ଲକଡାଉନ୍‌: ରାଜଧାନୀରେ କମିଲା ସଂକ୍ରମଣ

ଲକଡାଉନ୍‌ କଟକଣା ଯୋଗୁଁ ରାଜଧାନୀ ଦିଲ୍ଲୀରେ ଖସୁଛି କରୋନା ସଂକ୍ରମଣ ଗ୍ରାଫ୍। ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସିଆସିଛି।

  • Tuesday, 18 May 2021
Modi
ରାଜ୍ୟର ଅଧିକାରୀ ଓ ଫିଲ୍ଡ ଅଫିସରଙ୍କ ସହ ଆଜି କଥା ହେବେ ମୋଦି

କରୋନା ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ। ବିଭିନ୍ନ ରାଜ୍ୟର ଅଧିକାରୀ ଓ ଫିଲ୍ଡ ଅଫିସରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

  • Tuesday, 18 May 2021
cyclone-tauktae
ବାତ୍ୟା ତାଉତେର ଲ୍ୟାଣ୍ଡଫଲ୍ ପରେ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି

ଅତିଭୀଷଣ ସାମୁଦ୍ରିକ ଝଡ଼ ତାଉତେର ଲ୍ୟାଣ୍ଡଫଲ୍ ପରେ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି

  • Tuesday, 18 May 2021
E1mrFS2VgAMAvWu
ଶିବସୁନ୍ଦର ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍

ଭୁବନେଶ୍ଵର: ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ମିଳିଲା BCCIର ନୂଆ ଦାୟିତ୍ୱ । ଶିବସୁନ୍ଦର ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ଆଗାମୀ ଇଂଲଣ୍ଡ ଟୁର୍ ପାଇଁ  ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଟିମର…

  • Monday, 17 May 2021
online class
ଏଥର ବି ହେବ ଭିଡିଓ କ୍ଲାସ, DHSEର ନିର୍ଦ୍ଦେଶ

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ଭିଡିଓ କ୍ଲାସ । ମହାମାରୀ କରୋନା ଯୋଗୁଁ ପୂର୍ବବର୍ଷ ଭଳି ଏଥର ବି ଭିଡିଓ କ୍ଲାସ ଅନୁଷ୍ଠିତ ହେବ । ଏନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ…

  • Monday, 17 May 2021
corona testing
ଏଣିକି ଗର୍ଭବତୀଙ୍କ ପାଇଁ ଡୋର ଷ୍ଟେପରେ ମିଳିବ ଟେଷ୍ଟିଂ ସୁବିଧା

ଭୁବନେଶ୍ୱର: ବିଏମସିର ଆଉ ଏକ ନୂଆ ପଦକ୍ଷେପ । ଏଣିକି ଗର୍ଭବତୀ ମହିଳାଙ୍କ ଘରକୁ ଯାଇ କରିବ କରୋନା ଟେଷ୍ଟିଂ । ପୂର୍ବରୁ ବରିଷ୍ଠ ନାଗରିକଙ୍କ ଟିକାକରଣ ଏବଂ କରୋନା ଟେଷ୍ଟିଂ ପାଇଁ ଡୋର୍ ଷ୍ଟେପ୍ ବ୍ୟବସ୍ଥା ନେଇ ବିଏମସି ଘୋଷଣା…

  • Monday, 17 May 2021
BeFunky-collage
ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ

ବ୍ରହ୍ମପୁର: କୋଭିଡ ରୋଗୀଙ୍କ ପାଇଁ ବେଡ ବ୍ୟବସ୍ଥାକୁ ନେଇ ବଲିଉଡ ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ୱାର। ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ରୋଗୀଙ୍କ ପାଇଁ ସୋନୁ ସୁଦ ବେଡ୍ ସୁବିଧା କରିଥିବା ଟୁଇଟକୁ ନେଇ ମୁହାଁମୁହିଁ।…

  • Monday, 17 May 2021
Prisoner
ଜେଲରେ କରୋନା ଭୟ ! ସ୍ପେସାଲ ପାରୋଲରେ ୩ ମାସ ପାଇଁ ବାହାରିଲେ ୧୨୬ କଏଦୀ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ପେଶିଆଲ୍ ପାରୋଲରେ ଜେଲରୁ ବାହାରିଲେ ଓଡ଼ିଶାର ୧୨୬ କଏଦୀ । ଏମାନଙ୍କୁ ୯୦ ଦିନିଆ ପାରୋଲରେ ଛଡାଯାଇଛି ବୋଲି ଜେଲ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ପରେ…

  • Monday, 17 May 2021
taukte
ତାଉତେ ତାଣ୍ଡବ ! ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ; ସମୁଦ୍ର ମଝିରୁ ଉଦ୍ଧାର କଲେ ତଟରକ୍ଷୀ ବାହିନୀ ଓ ନୌସେନା ଟିମ୍

କର୍ଣ୍ଣାଟକ: ନିଶ୍ଚିତ ମୃତ୍ୟୁ  ମୁଖରୁ ବର୍ତ୍ତିଗଲେ ୯ ଜଣ ମତ୍ସ୍ୟଜୀବୀ । ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିବା ଏହି ମତ୍ସ୍ୟଜୀବୀଙ୍କୁ ତଟରକ୍ଷୀ ବାହିନୀ ଏବଂ ନୌସେନା ଟିମ୍ ଉଦ୍ଧାର କରି ସୁରକ୍ଷିତ ଭାବେ କୁଳକୁ ଆଣିଛନ୍ତି । ତାଉତେ ପ୍ରଭାବରେ…

  • Monday, 17 May 2021
cure2
ଦିନକରେ ଆରୋଗ୍ୟଙ୍କ ସଂଖ୍ୟା ୧୧ ହଜାର ଟପିଲା

ଭୁବନେଶ୍ଵର: ରାଜ୍ୟରେ ଆଜି ସୁସ୍ଥ ହେଲେ ୧୧ ହଜାର ୮୨୧ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ…

  • Monday, 17 May 2021
naveen patnaik
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ! ଗାଁ କଲ୍ୟାଣ ସମିତି କରିବ କରୋନା ନିୟନ୍ତ୍ରଣ, ଆଶାକର୍ମୀଙ୍କୁ ମିଳିବ ଦଶ ହଜାର ଟଙ୍କା

ଭୁବନେଶ୍ୱର: ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଏଏନଏମ୍ କର୍ମୀ ଓ ଆଶାକର୍ମୀ । ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହି ସର୍ଭେ…

  • Monday, 17 May 2021
Dongria-Kondh-Niyamgiri-Hills
ନିୟମ ରାଜା ଉପରେ ବିଶ୍ଵାସ: କୋଭିଡ୍ ଟେଷ୍ଟିଂକୁ କଲେ ବିରୋଧ

ରାୟଗଡ଼ା: ଆମେ ନିୟମ ରଜାଙ୍କୁ ପୂଜା କରୁଛୁ । ଆମର କିଛି ହେବ ନାହିଁ । କିଛି ଏମିତି ଢଙ୍ଗରେ କହି କରୋନା ଟେଷ୍ଟିଂକୁ ବିରୋଧ କରିଛନ୍ତି କନ୍ଧ ସମାଜର ଲୋକେ । ଏହା ତ ହେବା ସ୍ୱାଭାବିକ, କାହିଁକିନା କରୋନା…

  • Monday, 17 May 2021
Sputnik-V-2
ଖୁସି ଖବର, ଦୂର ହେବ ଟିକାକରଣ ସମସ୍ୟା ! ଡ. ରେଡ୍ଡୀ ଲ୍ୟାବ୍ ସହ ଶିଳ୍ପା ମେଡିକେୟାର ମଧ୍ୟ ପ୍ରସ୍ତୁତ କରିବ ସ୍ପୁଟନିକ୍-ଭି

ନୂଆଦିଲ୍ଲୀ: ଦେଶ ପାଇଁ ଆଉ ଏକ ଖୁସି ଖବର । ଏଣିକି ସ୍ପୁଟନିକ୍-ଭି ମଧ୍ୟ ଭାରତରେ ହେବ ଉତ୍ପାଦନ । ଏନେଇ ଡ. ରେଡ୍ଡୀ ଲ୍ୟାବ୍ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର…

  • Monday, 17 May 2021
similipal
ଶିମିଳିପାଳ ବଫର ଇଲାକାର ବିଭିନ୍ନ ଗାଁକୁ ଛୁଇଁଲା ମହାମାରୀ

ବାରିପଦା (ମାନିକ୍ ଲାଲ୍ ପାଣି): ଶିମିଳିପାଳ ବଫର ଇଲାକାର ବିଭିନ୍ନ ଗାଁକୁ ଛୁଇଁଲା କରୋନା। ପ୍ରଥମ ଲହରରେ ଛୁଇଁ ପାରିନଥିବା ବେଳେ ଦ୍ଵିତୀୟ ଲହରରେ ଅନେକ ଖଡିଆ ଆଦିମ ଜନଜାତିର ଲୋକ ଆକ୍ରାନ୍ତ ହୋଇଛନ୍ତି । ଗାଁ ଗାଁ ରେ ବୁଲୁଛି…

  • Monday, 17 May 2021
ଜାଇଫଳର ଔଷଧୀୟ ଗୁଣ; ବୃଦ୍ଧିକରେ ଇମ୍ୟୁନିଟି

କରୋନା ଜୀବାଣୁର ଦ୍ୱିତୀୟ ତରଙ୍ଗ ଲୋକଙ୍କୁ ନିଜ ଅଧୀନକୁ ନେଇଛି। ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ତାଲାବନ୍ଦ କରାଯାଇଛି। ଏହା ସହିତ ଲୋକଙ୍କୁ ମାସ୍କ ପିନ୍ଧିବାକୁ, ସାବୁନ୍ ଓ ହ୍ୟାଣ୍ଡୱାସରେ…

  • Monday, 17 May 2021
Mamata Banerjee
ଦିଦିଙ୍କ ଧମକ ! କହିଲେ- ‘ଦମ୍ ଅଛି ତ ମତେ ଗିରଫ କର’

କୋଲକତା: ଟିଏମସି କର୍ମୀଙ୍କ ଉତ୍ପାତ । ସିବିଆଇ ଅଫିସ ଆଗରେ ଟେକା ପଥର ମାଡ଼ କଲେ, ଧାରଣାରେ ବସିଲେ । ସୋମବାର ସକାଳୁ ଟିଏମସିର ଚାରି ଜଣ ନେତାଙ୍କୁ ସିବିଆଇ ଉଠାଇ ନେବା ପରେ ଏବେ ଟିଏମସି କର୍ମୀଙ୍କ ଉତ୍ପାତ ଆରମ୍ଭ…

  • Monday, 17 May 2021
ତାଉତେକୁ ନେଇ ଚିନ୍ତା ପ୍ରକଟ କଲେ ସୋନୁ ସୁଦ୍

ମୁମ୍ବାଇ: କରୋନା କାଳରେ ଆର୍ଥିକ ଦୁର୍ବଳତା ତଥା ଦୁଃଖୀ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରୁଥିବା ସୋନୁ ସୁଦ ବର୍ତ୍ତମାନ ଲୋକଙ୍କ ପାଇଁ ‌‌ଈଶ୍ଵର ବନିଯାଇଛନ୍ତି। ସୋନୁ ସୁଦ କୋଭିଡରେ ପୀଡିତ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଶଯ୍ୟା, ଅମ୍ଳଜାନ ଓ ଔଷଧର…

tauktae
ଳ୍ୟାଣ୍ଡଫଲ୍ ପୂର୍ବରୁ ତାଣ୍ଡବ ରଚିଲାଣି ତାଉତେ ! ୧୮୫ କିମି ସ୍ପିଡରେ ବହିବ ପବନ, ଉଡ଼ିବ ଛପର

ନୂଆଦିଲ୍ଲୀ: ଖୁବଶୀଘ୍ର ଲ୍ୟାଣ୍ଡଫଲ୍ କରିବ ତାଉତେ । ଆଉ ଲ୍ୟାଣ୍ଡଫଲ୍ ପୂର୍ବରୁ ଉପକୂଳରେ ତାଣ୍ଡବ ରଚିଲାଣି ବାତ୍ୟା ତାଉତେ । ସୋମବାର ରାତିରେ ଗୁଜରାଟ ଉପକୂଳ ଛୁଇଁବ ଏହି ବାତ୍ୟା । ଏଥିପାଇଁ ଏବେଠୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ପଶିଲାଣି ଛନକା…

  • Monday, 17 May 2021
Untitled-1
ମିସ୍ ୟୁନିଭର୍ସ ଟାଇଟଲ୍ ବିଜୟିନୀ ଏଣ୍ଡ୍ରିୟା

ମୁମ୍ବାଇ: ମେକ୍ସିକୋର ବିୟୁଟି କୁ‍ଇନ୍ ଏଣ୍ଡ୍ରିୟା ମେଜା ମିସ୍ ୟୁନିଭର୍ସ ୨୦୨୦ ଟାଇଟଲ୍ ଜିତିଛନ୍ତି। ପୂର୍ବତନ ମିସ୍ ୟୁନିଭର୍ସ ଜୋଜିବିନି ଟୁଞ୍ଜୀ ଏଣ୍ଡ୍ରିୟା ମେଜାଙ୍କୁ ମିସ୍ ୟୁନିଭର୍ସ ୨୦୨୦ ଭାବରେ ମୁକୁଟ ପିନ୍ଧେଇଛନ୍ତି। ଫ୍ଲୋରିଡାର ସେମିନୋଲ ହାର୍ଡ ରକ୍ ହୋଟେଲରେ ଏହି…

  • Monday, 17 May 2021
ambulance
ଆମ୍ବୁଲାନ୍ସ ପାଇଁ ଦର ଧାର୍ଯ୍ୟ କଲେ ସରକାର

ଭୁବନେଶ୍ୱର: ଏଣିକି ମନ ଇଚ୍ଛା ଭଡ଼ା ନେଇପାରିବେନି ଘରୋଇ ଆମ୍ବୁଲାନ୍ସ ମାଲିକ । ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ ହେଲା ଦର । ପ୍ରତ୍ୟେକ ବର୍ଗର ଅମ୍ବୁଲାନ୍ସ ପାଇଁ ସରକାର ଭିନ୍ନ ଭିନ୍ନ ଦର ନିର୍ଦ୍ଧାରଣ କରିଛନ୍ତି । ଏନେଇ ରାଜ୍ୟ ପରିବହନ…

  • Monday, 17 May 2021
corona
"ଆମେ ନିୟମ ରଜାଙ୍କୁ ପୂଜା କରୁଛୁ, ଆମର କିଛି ହେବ ନାହିଁ"

ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମାଜର ଲୋକେ କରୋନା ଟେଷ୍ଟକୁ ବିରୋଧ କରୁଛନ୍ତି

  • Monday, 17 May 2021
elephant
ହାତୀ ଆକ୍ରମଣରେ ଚାଷୀ ମୃତ

ତେଲକୋଇ(ଚିନ୍ମୟ କୁମାର ସାହୁ) : ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳର ଶିରିଆବାହାଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଆମ୍ବ ବଗିଚାକୁ ଯାଉଥିଲା ବେଳେ ଅଚାନକ୍ ହାତୀ…

  • Monday, 17 May 2021