• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

COVID Vaccination
କରୋନା ଭ୍ୟାକସିନ ନେବା ସମୟରେ ଏମିତି ନାଟକ କଲେ ଯୁବତୀ, ରାଗି ଯାଇ ଡାକ୍ତର କହିଲେ-'ଚାଲି ଯାଅ'

ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି. ଗତ କିଛିଦିନ ହେବ ଲଗାତାର ଭାବେ ଦେଶରେ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି. ଆଜି ବି ୩ ଲକ୍ଷ ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନାଠୁ ନିଜକୁ…

  • Tuesday, 04 May 2021
bihar
ସଂକ୍ରମଣ ବଢ଼ୁଥିବାରୁ ବିହାରରେ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପାଟଣା : ବିହାରରେ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଆସନ୍ତା ୧୫ ତାରିଖ ଯାଏଁ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା। ବିହାରରେ କରୋନାର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ୧୫ ମେ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି…

  • Tuesday, 04 May 2021
high court
ରାଜ୍ୟରେ ବନ୍ଦ ହେବ ନାହିଁ ୨୦ ପିଲାରୁ କମ୍‌ ଥିବା ସ୍କୁଲ

କମ୍ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପ୍ରସଙ୍ଗରେ ବଡ଼ ରାୟ ଦେଲେ ହାଇକୋର୍ଟ। ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ।

  • Tuesday, 04 May 2021
petroll
ନିର୍ବାଚନ ସରୁ ସରୁ ବଢିଲା ପେଟ୍ରୋଲ ଓ ଡ଼ିଜେଲ୍‌ ଦର

ନିର୍ବାଚନ ସରିଲା, ତେଳ ଦର ବଢିଲା। ବିଗତ ୨ ମାସ ହେଲାଣି ଦେଶରେ ନିର୍ବାଚନ ମାହୋଲ ଥିଲା। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ଚାଲୁଥିଲା ଆଉ ଏହାରି ମଧ୍ୟରେ ଦେଶରେ ତେଲ ଦର ବୃଦ୍ଧି ହୋଇନଥିବା ନଜର ଆସିଥିଲା।

  • Tuesday, 04 May 2021
TEACHER
କାଳ ହେଲା ନିର୍ବାଚନ ଡ୍ୟୁଟି : ୧୦ ଦିନର ସଂଘର୍ଷ ପରେ ଆଖି ବୁଜିଲେ ପ୍ରାଇମେରୀ ସ୍କୁଲର ପ୍ରିନ୍ସିପାଲ

ସୁଲତାନପୁର : ନିର୍ବାଚନ ଡ୍ୟୁଟିରୁ ଘରକୁ ଫେରିବା ପରେ ଜୀବନ ନେଇଗଲା ମହାମାରୀ । ତିନି ଦିନ ଧରି ଘରେ ସଂକ୍ରମଣରେ ଛଟପଟ ହେବାପରେ, ପରିବାର ଲୋକେ ତାଙ୍କୁ ପ୍ରୟାଗରାଜ ହସ୍ପିଟାୟଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ସାତ ଦିନ…

  • Tuesday, 04 May 2021
maish
କୁନି ଝିଅ ଆଗରେ ଚାକିିରି ତୁଚ୍ଛ : ଛୁଟି ନମିଳିବାରୁ ଇସ୍ତଫା ଦେଲେ ଡେପୁଟି ଏସପି

‘ମୁଁ ବି ଜଣେ ବାପା, ଚାରି ବର୍ଷର କୁନି ଝିଅକୁ କାହା ଭରସାରେ ଛାଡ଼ିବି’ କରୋନା ସହ ଲଢ଼େଇ କରୁଛି ସ୍ତ୍ରୀ ଘରେ ଏକୁଟିଆ କୁନି ଝିଅ ଛୁଟି ନମିଳିବାରୁ ଚାକିରିରୁ ଇସ୍ତଫା ଦେଇଦେଲେ ଡେପୁଟି ଏସପି ଝାନ୍ସି : କୁନି…

  • Tuesday, 04 May 2021
woman died
ମଦ କାରବାରକୁ ବିରୋଧ କରିବାରୁ ଚାଲିଗଲା ମହିଳାଙ୍କ ଜୀବନ

ଯାଜପୁର: ମଦ କାରବାରକୁ ବିରୋଧ କରିବାରୁ ଚାଲିଗଲା ଜୀବନ। ମଦ କାରବାରକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବରେଇ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳାଙ୍କ ନାଁ…

  • Tuesday, 04 May 2021
Oxgen
ଅକ୍ସିଜେନ୍‌ ମିଳୁନାହିଁ: ଡାକ୍ତର କହିଲେ, ଜାଣି ହେଉନାହିଁ ଦେଶ ଚଳାଉଛି କିଏ?

ଭୟଙ୍କର ହେବାରେ ଲାଗିଛି କରୋନା। ଆଉ ଏହାରି ମଧ୍ୟରେ ଦେଶର ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି। ଅନେକ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ କାରଣରୁ ଅନେକ ଲୋକଙ୍କର ଜୀବନ ବି ଯାଉଛି।

  • Tuesday, 04 May 2021
bill gates
ବିବାହର ୨୭ ବର୍ଷ ପରେ ପତ୍ନୀଙ୍କୁ ତଲାକ୍‌ ଦେବେ ବିଲ୍‌ ଗେଟସ୍‌

ନ୍ୟୁୟର୍କ: ମାଇକ୍ରୋସପ୍ଟର କୋ-ଫାଉଣ୍ଡର ବିଲ୍‌ ଗେଟସଙ୍କ ପାରିବାରିକ ଜୀବନରେ ଫାଟ । ବିବାହର ୨୭ ବର୍ଷ ପରେ ବିଲ୍‌ ଗେଟସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟସଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବ । ଏ ନେଇ ଦୁହେଁ ଘୋଷଣା କରିଛନ୍ତି…

  • Tuesday, 04 May 2021
corona positive
ଦେଶରେ ଚିହ୍ନଟ ହେଲେ ୩,୫୭,୨୨୯ କରୋନା ଆକ୍ରାନ୍ତ, ଆଖି ବୁଜିଲେ ୩୪୪୯

କରୋନାର ଦ୍ୱିତୀୟ ଲହର ଦେଶରେ ଭୟାନକ ସ୍ଥିତି ସୃଷ୍ଟି କରିଛି । ସୋମବାର ସୁଦ୍ଧା ଦେଶର କରୋନା ରୋଗୀଙ୍କ ସଂଖ୍ୟା ୨ କୋଟି ଛୁଇଁଛି

  • Tuesday, 04 May 2021
weding
କରୋନା କାଳର ବିବାହ : ବାଡ଼ି ସାହାଯ୍ୟରେ କନ୍ୟାକୁ ବରଣମାଳା ପିନ୍ଧାଇଲା ବର

ବେଗୁସରାଇ : ବିବାହ ଉତ୍ସବରେ ସାମାଜିକ ଦୂରତ୍ୱ ପାଳନ । କୋଭିଡ ନିୟମକୁ ଦୃଷ୍ଟିରେ ରଖି କନ୍ୟାକୁ ବାଡ଼ି ସାହାଯ୍ୟରେ ବରଣମାଳା ପିନ୍ଧାଇଲେ ବର । ବିହାର ବେଗୁସରାଇରେ ମହାମାରୀ ମଧ୍ୟରେ ହୋଇଥିବା ଏକ ବିବାହରେ ନବଦମ୍ପତ୍ତି ସାମାଜିକ ଦୂରତା ନିୟମକୁ…

  • Tuesday, 04 May 2021
cm yogi adityanath
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ୍ଣ ହତ୍ୟା ମେସେଜ ଘଟଣାକୁ ନେଇ ଥାନାରେ ଅଭିଯୋଗ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସର ଛାନଭିନ ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ୍ଣ ହତ୍ୟା ମେସେଜ ମିଳିଥିବା ସୂଚନା ମିଳିଛି।…

  • Tuesday, 04 May 2021
sbi
ଆଲର୍ଟ କଲା ଏସବିଆଇ : ୩୧ମେ ପର୍ଯ୍ୟନ୍ତ କାମ ଶେଷ ନକଲେ ଫ୍ରିଜ ହୋଇପାରେ ଆକାଉଣ୍ଟ

ନୂଆଦିଲ୍ଲୀ : ଗ୍ରାହକଙ୍କୁ ଆଲର୍ଟ କରିଛି ଦେଶର ସବୁଠାରୁ ବଡ଼ ବ୍ୟାଙ୍କ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାରା ଦେଶରେ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଗତ ଶନିବାର ଦିନ ନୂଆ ନୋଟିଫିକେସନ୍ ଜାରି କରିଛି । ବିଳମ୍ବ…

  • Tuesday, 04 May 2021
corona-dead
ପୁଣି ୧୫ ମୁଣ୍ଡ ନେଲା କରୋନା

୨୪ ଘଂଟାରେ ରାଜ୍ୟରେ କରୋନା ନେଇଛି ୧୫ ମୁଣ୍ଡ। ରାଜ୍ୟରେ କରୋନାରେ ୧୫ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୮୮କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ାରୁ ୩, ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୨ ଲେଖାଏଁ ମୃତ ହୋଇଛି

  • Tuesday, 04 May 2021
bamboo
ବେପାର ନାହିଁ, ଚିନ୍ତାରେ ବାଉଁଶ କାରିଗର

ବାଉଁଶରୁ ତିଆରି ସାମଗ୍ରୀର ଘରେ ରହିଛି ବେଶ ଚାହିଦା। କାହିଁ କେତେ ବର୍ଷରୁ ବାଉଁଶ ସାମଗ୍ରୀ ଘରେ ବ୍ୟବହାର ହେଉଛି। ହେଲେ ପ୍ରୋତ୍ସାହନ କମିବା ସହ ସରକାରୀ ବ୍ୟବସ୍ଥାର ଅଣ ଦେଖା ଏବେ ବାଉଁଶ କାରିଗରଙ୍କୁ କୌଳିକ ବୃତ୍ତି ଛାଡ଼ିବାକୁ ବାଧ୍ୟ କରୁଛି।

  • Tuesday, 04 May 2021
bjp
TMC କର୍ମୀଙ୍କ ହିଂସାକାଣ୍ଡକୁ ନେଇ କାଲି ଧାରଣା ଦେବ ବିଜେପି

ନିର୍ବାଚନ ଫଳ ଘୋଷଣା ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ନେଇ ଆସନ୍ତାକାଲି ଦେଶବ୍ୟାପୀ ଧାରଣା ଦେବ ବିଜେପି। ରାଜ୍ୟର ବିଭିନ୍ନ ସ୍ଥାନରେ ଟିଏମସି କର୍ମୀ ହିଂସାକାଣ୍ଡ କରି ବିଜେପି କର୍ମୀ ଓ ଦଳୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି।

  • Tuesday, 04 May 2021
pti
ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌, ମୃତ୍ୟୁ ହାର ଅଧିକ

ଦିଲ୍ଲୀରେ ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୪୩ ଜଣ ୫ ସପ୍ତାହ ପରେ ମୁମ୍ବାଇରେ ଚିହ୍ନଟ ହେଲେ କମ ଆକ୍ରାନ୍ତ ନୂଆଦିଲ୍ଲୀ : ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ…

  • Tuesday, 04 May 2021
lockdown
କାଲିଠୁ ଲକଡାଉନ୍‌ ଓଡ଼ିଶା: ଜାଣନ୍ତୁ କଣ ଖୋଲା ରହିବ ଓ କଣ ବନ୍ଦ ରହିବ

ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ୍‌। ୫ ତାରିଖରୁ ୧୯ ତାରିଖ ଯାଏ ରାଜ୍ୟରେ ୧୪ ଦିନିଆ ଲକଡାଉନ୍‌ ଲାଗିବ। ବଢ଼ୁଥିବା କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ କଟକଣା ଲାଗିବ

  • Tuesday, 04 May 2021
ciovacsin
ଆଜିଠୁ ୩ ଦିନ ସାମ୍ବାଦିକଙ୍କୁ ଦିଆଯିବ ଟିକା, ସେପଟେ ଆଜି ରାଜ୍ୟରେ ପହଞ୍ଚିବ ଆଉ ଲକ୍ଷେ କୋଭିସିଲ୍ଡ ଟିକା

ଆଜିଠୁ ତିନି ଦିନ ଯାଏ କରୋନାର ପ୍ରମୁଖ ଯୋଦ୍ଧା ସାମ୍ବାଦିକଙ୍କୁ ଦିଆଯିବ ଟିକା। ରାଜ୍ୟରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କୁ ଆଜିଠାରୁ ଟିକା ଦିଆଯିବ

  • Tuesday, 04 May 2021
coronavirus
୨୪ ଘଂଟାରେ ରାଜ୍ୟରେ ୮ ହଜାର ୨୧୬ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଥମିବାର ନାଁ ନେଉନି କରୋନା। ଆଜି ପୁଣି ଥରେ ୮ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ହୋଇଛନ୍ତି ୮୨୧୬ କରୋନା ଆକ୍ରାନ୍ତ।

  • Tuesday, 04 May 2021