• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

iceman
-୩୫ ଡିଗ୍ରୀ ତାପମାତ୍ରାରେ ଖୋଲା ଦେହରେ ବରଫ ଉପରେ ଚାଲିଲେ

ପୃଥିବୀ ଏବେ ଥଣ୍ଡାରେ ଥରୁଛି। ଯେମିତି ଫୃଥିବୀ ଉପରେ କେହି ବରଫ ଚାଦର ଘୋଡାଇ ଦେଇଛି। ହେଲେ ଏହି ଶୀତ, ଥଣ୍ଡା ଯେମିତି ହାର ମାନିଯାଇଛି ଏଇ ଯୁବକଙ୍କ ପାଖରେ। ଖାଲି ହାର ମାନିନି। ଯେମିତି ଥଣ୍ଡା ନିଜେ କମ୍ପି ଯାଉଛି ତାଙ୍କୁ ଦେଖି। କାରଣ ଏତେ ଥଣ୍ଡାରେ ବି  ସେ ଖାଲି ପାଦରେ, ଖାଲି ଦେହରେ ବରଫ ଉପରେ ଦୌଡ଼ୁଛନ୍ତି। ଏହି ଆଇସମ୍ୟାନ ହେଉଛନ୍ତି ଫିନ୍‌ଲାଣ୍ଡର ବିମ ହାଫ। ବିମ୍‌ ହାଫ ଗତବର୍ଷ ଫିନ୍‌ଲାଣ୍ଡର ପୋଲାର […]

  • Tuesday, 13 July 2021
media-2020
ସାମ୍ବାଦିକ ଓ ସାମ୍ବାଦିକତା ପାଇଁ  ବର୍ଷ-୨୦୨୦

ଭୁବନେଶ୍ୱର(ସାରଦା ଲାହାଙ୍ଗୀର): ଦେଖୁ ଦେଖୁ  ବିତିଗଲା ଅଭିଶପ୍ତ ବର୍ଷ ୨୦୨୦। ବର୍ଷ ତମାମ କୋରୋନାର କରାଳ ଛାୟା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ଶିକ୍ଷା ,ସ୍ୱାସ୍ଥ୍ୟ ଓ ବ୍ୟବସାୟଠାରୁ ଆରମ୍ଭ କରି ଜୀବନ ଜୀବିକା ଉପରେ ପଡିଛି ଏହାର ଗଭୀର ପ୍ରଭାବ ।ଲୋକଙ୍କ ପାଇଁ ଆଣିଦେଇଛି ଦୁଃଖ ଓ ଯନ୍ତ୍ରଣା । ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ସାଧାରଣ ବ୍ୟବସାୟୀ ଏବଂ ଚାକିରିଆ ଠାରୁ ଆରମ୍ଭ କରି ଦିନ ମଜୁରିଆ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପଡିଛି ଏଇ […]

moon
ବିଜ୍ଞାନର ଜୟଯାତ୍ରା ପାଇଁ ମନେ ରହିବ ୨୦୨୦

ଭୁବନେଶ୍ୱର: ଦୁଃଖର ବର୍ଷ ୨୦୨୦। ଆଉ ମାତ୍ର କେଇ ଦିନ ପରେ ଧରାପୃଷ୍ଠରୁ ନେବ ବିଦାୟ । ପୃଥିବୀବାସୀ ୨୦୨୦କୁ ସବୁଦିନ ପାଇଁ ମନେ ରଖିବେ। ଯଦିଓ ଖୁସିରେ ନୁହେଁ, ସେ ଦେଇଥିବା ଦୁଃଖ ପାଇଁ ସବୁବେଳେ ମନେ ପଡୁଥିବ ଏହି ବର୍ଷ। କୋଭିଡ ମହାମାରୀଠାରୁ ଆରମ୍ଭ କରି ଅନେକ ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ  ୨୦୨୦ ବକ୍ଷକୁ ବିଦୀର୍ଣ୍ଣ କରିଛି । ତେବେ ଏସବୁ ଦୁଃଖ ଭିତରେ କିଛିଟା ଆତ୍ମସନ୍ତୋଷ ବି ଉପଲବ୍ଧ ହୋଇଛି […]

Cyber Fraud
ପ୍ରକୃତ ବନ୍ଧୁ ନୁହନ୍ତି ସୋସିଆଲ ମିଡ଼ିଆର ବନ୍ଧୁ, ସମୟ ଆସିଲେ ଶତ୍ରୁ ସାଜିପାରନ୍ତି . .

ମଣିଷ ଜୀବନ ବନ୍ଧୁ ବିନା ରଙ୍ଗହୀନ। ବନ୍ଧୁତା ଆକାଶ ପରି ଅସୀମ, ସାଗର ପରି ଗଭୀର। ପ୍ରକୃତ ବନ୍ଧୁ ସୁଖଦୁଃଖର ସାଥୀ। ତୁମ ଖୁସିରେ ଯିଏ ଖୁସି ହୁଏ, ଦୁଃଖରେ ଦୁଃଖୀ ହୁଏ ସିଏ ପ୍ରକୃତ  ବନ୍ଧୁ। ବନ୍ଧୁତାର ସମ୍ପର୍କ ଯେ କୌଣସି ସମ୍ପର୍କ ଠାରୁ ମଧ୍ୟ ଶକ୍ତିଶାଳୀ। ଇଶ୍ୱର ଯାହାକୁ ରକ୍ତ ସମ୍ପର୍କରେ ବାନ୍ଧିବାକୁ ଭୁଲିଯାଆନ୍ତି, ତାକୁ ବନ୍ଧୁତାର ନିବିଡ଼ ବନ୍ଧନରେ ବାନ୍ଧି ଦିଅନ୍ତି । ବନ୍ଧୁତାରେ ଜାତିଅଜାତି, ଧନୀ ଗରିବର ଭେଦଭାବ ନଥାଏ। ଏହି […]

  • Tuesday, 13 July 2021
କୁକୁର ଓ ବିଲେଇଙ୍କ ପାଇଁ ତିଆରି ହେବ ଶ୍ମଶାନ ଘାଟ : ଅନ୍ତିମ ସଂସ୍କାର କରିବେ ପୂଜାରୀ

ପଶୁପ୍ରେମୀଙ୍କ ପାଇଁ ଖୁସି ଖବର ।  କୁକୁର ଓ ବିଲେଇ ପାଇଁ ଖୁବଶୀଘ୍ର ତିଆରି ହେବ ଶ୍ମଶାନ ଘାଟ । ଭାବନାତ୍ମକ ସମ୍ପର୍କକୁ ଆଖି ଆଗରେ ରଖି ନୂଆ ବ୍ୟବସ୍ଥା ଆରମ୍ଭ କରାଯିବ । ନୀବିଡ଼ ସମ୍ପର୍କକୁ ସ୍ମୃତିର ସୂତା ଖିଅରେ ବାନ୍ଧିବାକୁ ସମସ୍ତ ଯେ।ଜନା ହେ।ଇସାରିଛି । ଏବେ ସୁଦ୍ଧା ସାରା ଦେଶରେ ପଶୁପକ୍ଷୀଙ୍କ ପାଇଁ ଶ୍ମଶାନ ଘାଟର କୌଣସି ବ୍ୟବସ୍ଥା କରାଯାଇନାହିଁ, ହେଲେ ଖୁବଶୀଘ୍ର ରାଜଧାନୀ ଦିଲ୍ଲୀର ଦ୍ବାରିକା ଠାରେ ପଶୁଙ୍କ ପାଇଁ ଶ୍ମଶ।ନ […]

  • Tuesday, 13 July 2021
Desi-Car
ପୁରା ଦେଶୀ କାର, ନା ଅଛି ପେଟ୍ରୋଲ.. ନା ପ୍ରଦୂଷଣ, ଭିଡିଓ ହେଲ ଭାଇରାଲ୍‌

ନୂଆଦିଲ୍ଲୀ: ଦେଶୀ କାର। କାରରେ ବସିବାର ଆନନ୍ଦ ମିଳିବ। ନା ଅଛି ପ୍ରଦୂଷଣ ନା ପ୍ରେଟ୍ରୋଲ ଚିନ୍ତା।  ଆପଣ ଅନେକ କାର ଦେଖିଥିବେ। ହେଲେ ଏମିତି କାର ଦେଖିଛନ୍ତି କି ? ଏମିତି ଏକ ଅଜିବ କାର ଆଜି ଆପଣଙ୍କୁ ଆମେ  ଦେଖାଇବୁ। ଏହି ଆଗରେ ଫିକା ପଡିଯିବ ବିଶ୍ୱର ନାମୀଦାମୀ କାର। ଏମିତିକି ଆମେରିକୀୟ କାର ନିର୍ମାତା କମ୍ପାନୀ ଏଲନ ମସ୍କ ଓ ଟେସ୍ଲା ଏହାକୁ ଦେଖିଲେ ମୁଣ୍ଡରେ ହାତ ଦେଇ ବସିବେ। ଏବେ ଆସନ୍ତୁ […]

  • Tuesday, 13 July 2021
Binika
ସାରା ପରିବାରକୁ ମାଡ଼ି ବସିଛି ରୋଗ; ଏପଟେ ଦାଉ ସାଧୁଛି ଅଭାବ

ବିନିକା (ଦିଲ୍ଲୀପ କୁମାର ସାହୁ): ଏଇ ପରିବାରର ଭାଗ୍ୟାକାଶରେ ସତେ ଯେମିତି ଦୁଃଖ ଆଉ ହତାଶାର କଳାବାଦଲ ଛାଇ ଯାଇଛି।  ଭାଗ୍ୟ ଆଉ ଭଗବାନ ଏମାନଙ୍କ ଉପରେ ଦାଉ ସାଧିଛନ୍ତି। ଦୁଃଖ ତ  ଦେଇଛନ୍ତି ହେଲେ ଆଶ୍ୱାସନା ଦେଇ ପଦେ କଥା କହିବାକୁ ପାଖରେ କେହି ନାହିଁ। ଲୁହ ପୋଛିବାକୁ ହାତଟିଏ ନାହିଁ। ଏମାନଙ୍କ ଦେଖିଲେ ମନରେ ସ୍ୱତଃ ପ୍ରଶ୍ନ ଆସେ,  କେମିତି ଏତେ ଦୁଃଖକୁ ସାମ୍ନା କରୁଛନ୍ତି ଏମାନେ? ହଁ, ଇଏ ଏମିତି ଏକ ପରିବାର,ଯେଉଁ […]

  • Tuesday, 13 July 2021
luck-down-kbr
ଲକ୍‌ଡାଉନରେ ପୁଣି ଲୋକପ୍ରିୟ ହୋଇଥିଲା ୯୦ ଦଶକର ଏଇ ଧାରାବାହିକ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଶେଷ ହେବ ୨୦୨୦। ପଛକୁ ଚାହିଁଲେ ଦିଶିଯାଏ ଏକ ଝାପ୍‌ସା ମୁହଁ, ଯେଉଁ ମୁହଁରେ ଆକର୍ଷଣ ନାହିଁ, ଆଶ୍ୱାସନା ନାହିଁ । ବରଂ ରହିଛି ହୃଦୟ ଥରେଇ ଦେବା ବଳି ଅନୁଭୂତି। ତଥାପି ଏହି ବର୍ଷକୁ ମନେ ରଖିବା ପରି ଅନେକ କିଛି ରହିଛି। ଏହି ବର୍ଷ ଆମକୁ ମନେ ପକେଇ ଦେଇଛି ୯୦ ଦଶକର ସ୍ମୃତିକୁ। କରୋନା ପାଣ୍ଡାମିକ୍‌ ସମୟରେ ସମସ୍ତେ ଘରେ ରହିଲେ ଗୃହବନ୍ଦୀ ହୋଇ। ତା […]

photo church
ଏମିତି ଚର୍ଚ୍ଚ ଯେଉଁଠି କୋରଲ ସଙ୍ଗୀତ ସହ ଶୁଭେ ହର ହର ମହାଦେବ

‍ବାରଣାସୀ: ଆଜି ବଡ଼ଦିନ। ଆଜିର ଏହି ପବିତ୍ର ଦିନରେ ଆମେ ଏକ ନିଆରା ଚର୍ଚ୍ଚ କଥା କହିବୁ। ଯେଉଁ ଚର୍ଚ୍ଚର କୋରଲ ସଙ୍ଗୀତ ସାଙ୍ଗକୁ ହର ହର ମହାଦେବ ସ୍ୱରର ଗୁଞ୍ଜରଣ ସାରା ଅଞ୍ଚଳରେ ସୃଷ୍ଟି କରୁଛି ଆଧ୍ୟାତ୍ମିକ ପରିବେଶ। ଏଠି ଦେଖିବାକୁ  ମିଳେ ସର୍ବଧର୍ମ ସମଭାବର ଝଲକ। କାନ୍ଥରେ ବାଇବେଲ ସହ ଲେଖା ହୋଇଛି ଗୀତାର ଶ୍ଳୋକ। ଏହି ନିଆରା ଚର୍ଚ୍ଚ ରହିଛି ଧର୍ମ ଓ ଅଧ୍ୟାତ୍ମିକର ନଗରୀ କାଶୀରେ। ଗୋଟିଏ ଜାଗାରେ ଦେଖିବାକୁ ମିଳେ […]

  • Tuesday, 13 July 2021
dknl-stike
କୋରାନ, ଭାଗବତ, ତୁଳସୀ ଗଛ ରଖି ଧାରଣାରେ ମୁସ୍‌ଲିମ ଦମ୍ପତି

ଢେଙ୍କାନାଳ(ରିପୋର୍ଟ: ରାଜଶ୍ରୀ ଶତପଥୀ): ଖୋଲା ଆକାଶ ତଳେ ବିତିଲାଣି ୬ ରାତି, ୫ ଦିନ।  କିଟି କିଟି ଅନ୍ଧାର ସାଙ୍ଗକୁ  ହାଡଭଙ୍ଗା ଶୀତ। ତା ସହିତ ଘନ କୁଡୁଡି । ପ୍ରକୃତିର ଏପରି ପ୍ରହାରରେ ତଥାପି ହାରି ନାହାନ୍ତି  ଏହି ଦମ୍ପତି। ନ୍ୟାୟ ପାଇଁ ତାଙ୍କ ଲଢେଇ ଜାରି ରଖିଛନ୍ତି। ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ରାତି ଦିନ ପଡି ରହିଛନ୍ତି। ସର୍ବଧର୍ମର ଦ୍ୱାହିରେ ନ୍ୟାୟ  ଭିକ୍ଷା କରୁଛନ୍ତି। ଏହି ଦମ୍ପତ୍ତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର […]

  • Tuesday, 13 July 2021
lake
ଆଶ୍ଚର୍ଯ୍ୟ ! ହଠାତ୍‌ ଗୋଲାପୀ ରଙ୍ଗ ହୋଇଗଲା ଏହି ଦ୍ରଦର ଜଳରାଶି

ଔରଙ୍ଗାବାଦ: କିଛିଦିନ ତଳେ ଆମେରିକା ମେକ୍ସିକୋର Acapulco ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ସମୁଦ୍ର ଲହଡିରୁ ନୀଳ ରଙ୍ଗର ଆଲୋକ ବାହାରିଥିବା ନଜର ଆସିଥିଲା। ଏବେ ପୁଣି ଏମିତି କିଛି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହାରାଷ୍ଟ୍ରର ଲୋନାର୍‌ ହ୍ରଦ ହଠାତ୍‌ ଗୋଲାପୀ  ରଙ୍ଗରେ ପରିବର୍ତ୍ତନ ହୋଇଯାଇଥିଲା। ଏହି ଦୃଶ୍ୟ ପ୍ରତ୍ୟେକ ଦେଖଣାହାରୀଙ୍କୁ  ଆଶ୍ଚର୍ଯ୍ୟ କରିଛି। ମୁମ୍ବାଇ ଠାରୁ ପ୍ରାୟ ୫୦୦ କି.ମି. ଦୂରରେ ରହିଛି ବୁଲ୍‌ଧାନା ଜିଲ୍ଲାର ଲୋନାର୍‌ ହ୍ରଦ […]

  • Tuesday, 13 July 2021
odisha-girl
କ୍ୟାନ୍ସର ରୋଗୀଙ୍କ ପାଇଁ ଭୁଲିଗଲେ ସୌନ୍ଦର୍ଯ୍ୟ, ଦାନ କଲେ ଚୁଟି

ବାରିପଦା (ମାନିକ ଲାଲ ପାଣି): ମଣିଷ ମାତ୍ରେ ସୌନ୍ଦର୍ଯ୍ୟପ୍ରିୟ। ବିଶେଷକରି ମହିଳାମାନେ। ମହିଳାମାନେ  ନିଜ ସୌନ୍ଦର୍ଯ୍ୟ ପ୍ରତି ଖାଲି ସଚେତନ ନୁହଁନ୍ତି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଉପଚାର କରନ୍ତି। ହେଲେ ପ୍ରକୃତ ସୌନ୍ଦର୍ଯ୍ୟ ଶରୀରରେ ନୁହେଁ, ଥାଏ ମନର ଉଦାରତାର, କାମର ମହାନତାରେ….। ଏହା ପ୍ରମାଣିତ କରିଛନ୍ତି ବାରିପଦାର ଯୁବତୀ ଶ୍ରୁତି ସ୍ୱପ୍ନା ମାଇତି। ଦିନେ ସେ ଲମ୍ବା ବାଳ ରଖି ଏନ.ଏସ.ଏସ. ତରଫରୁ ଜାତୀୟ ସ୍ତରୀୟ ପ୍ୟାରେଡ଼ରେ ଭାଗ ନେଇଥିଲେ । ଲମ୍ବା ବାଳ […]

  • Tuesday, 13 July 2021
TODAYS-THUM-UP
ଦୁର୍ଘଟଣା: କେବଳ ସେପ୍ଟେମ୍ବରରେ ଚାଲିଗଲା ୨୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ୮ଟି ଜିଲ୍ଲା ଆଗରେ ରହିଛି । ଏହି ଜିଲ୍ଲାମାନଙ୍କ ଭିତରେ ରହିଛି ବାଲେଶ୍ୱର । ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲାରେ ଲକଡାଉନ ଓ ସଟଡାଉନ ସତ୍ତ୍ୱେ ମୋଟ୍ ୧୬୪ଟି ଦୁର୍ଘଟଣା ଘଟିଛି ।କେବଳ ସେପ୍ଟେମ୍ବର ମାସରେ ଯାଇଛି ୨୦ ଜଣଙ୍କ ଜୀବନ। ବେପରୁଆ ଗାଡ଼ିଚାଳନା ଓ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନକୁ ତାଗିଦ କରିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟରେ ୩୦ରୁ […]

  • Tuesday, 13 July 2021
Untitled-1
ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଭାରତର ନୁହେଁ, ପ୍ରାଚୀନ ପାକିସ୍ତାନର !

ଇସଲାମବାଦ: ଭାରତ ବିରୋଧରେ ମିଛ ଖବର  ପ୍ରଚାର କରିବାରେ ମାହିର ପାକିସ୍ତାନ ପୁଣି ଏକ ମିଛ କହିଛି। ଏଥର ଭାରତର ଇତିହାସକୁ ନେଇ ମିଥ୍ୟା ଖବର ପ୍ରଚାର କରିଛି। ଭିଏତନାମରେ ଥିବା ପାକିସ୍ତାନ ରାଜଦୂତ କମର ଅବ୍ବାସ ଖୋଖର ଦାବି କରିଛନ୍ତି, ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଭାରତର ନୁହେଁ। ଏହା ପ୍ରାଚୀନ ପାକିସ୍ତାନର ଏକ ଅଂଶ। ସେତିକି ନୁହେଁ, ଖୋଖର ଟ୍ୱିଟ କରି ଦାବି କରିଛନ୍ତି, ତକ୍ଷଶିଳା ବିଶ୍ୱବିଦ୍ୟାଳୟ ପାକିସ୍ତାନରେ ଥିଲା ଏବଂ ଚାଣକ୍ୟ, ପାଣିନୀଙ୍କ ପରି ବିଦ୍ୱାନ […]

  • Tuesday, 13 July 2021
indian army
୧୯୭୧ ଯୁଦ୍ଧରେ ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ପୋଷ୍ଟ ଛାଡ଼ି ପଳାଇଥିଲେ ପାକ୍‌ ସେନା

ନୂଆଦିଲ୍ଲୀ: ପାଖେଇ ଆସୁଛି ଡିସେମ୍ବର ୧୬ ତାରିଖ । ସହିଦ ଦିବସ। ଏହି ଦିନ ଯେତିକି ପାଖେଇ ଆସୁଛି ସେତିକି ଜୀବନ୍ତ ହଇଉଠୁଛି ଆମ ବୀର ଯବାନଙ୍କ ଅମର କୀର୍ତ୍ତି। ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ନିଜର ବୀରତ୍ୱ, ଶୌର୍ଯ୍ୟକୁ ଅମର କରି ଦେଇ ଯାଇଛନ୍ତି ବୀର ଯୋଦ୍ଧା। ଏହି ଯୁଦ୍ଧରେ ଭାରତୀୟ ଯବାନମାନେ ଖାଲି ପାକିସ୍ତାନକୁ ହରାଇ ନ ଥିଲେ ବରଂ ସେମାନେ ପାକିସ୍ତାନର କିଛି ଅଂଶ ନିଜ କବ୍‌ଜାକୁ ନେଇ ଆସିବା ପାଇଁ ଆଗେଇ […]

child
ପରୀ ପରେ ଆଉ ଜଣେ ଶିଶୁକନ୍ୟା ଗାଁ ଦାଣ୍ଡରୁ ନିଖୋଜ

ନୟାଗଡ: ନୟାଗଡ ଜିଲ୍ଲାର ପରୀ ହତ୍ୟାର ଦୁଃଖ ମନରୁ ଲିଭିନି। ପୁଣି ଆସିଛି ଏକ ଦୁଃଖଦ ଘଟଣା। ପରୀ ହତ୍ୟାକୁ ନେଇ ରାଜ୍ୟ ରାଜନୀତି କମ୍ପୁଥିବାବେଳେ ପୁଣି ନୟାଗଡ଼ରେ ନିଖୋଜ ହୋଇ ଯାଇଛି ଆଉ ଜଣେ ଶିଶୁକନ୍ୟା । ଶିଶୁକନ୍ୟା ନିଖୋଜ ହୋଇଥିବା ନେଇ ରାଜସୁନାଖଳା ଫାଣ୍ଡି ଥାନାରେ ଏତଲା ଦିଆଯାଇଛି । ଘଟଣା ଘଟିଛି ରଣପୁର ବ୍ଲକ ଦଧତ୍ପାଟଣାରେ। ଗତକାଲି  ମଧ୍ୟାହ୍ନରେ ଗାଁ ଦାଣ୍ଡରେ ଖେଳୁଥିଲା ୩ ବର୍ଷର କୁନି ଝିଅଟିଏ । ହେଲେ ସେଇ […]

  • Tuesday, 13 July 2021
vijay-diwas
ଜଣେ ବୀର ଯୋଦ୍ଧାଙ୍କ କାହାଣୀ ଯିଏ ଘରେ ପଶି ଶତ୍ରୁଙ୍କୁ ନିପାତ କରିଥିଲେ

ନୂଆଦିଲ୍ଲୀ: ଦେଶ ମାତୃକାର ରକ୍ଷା ପାଇଁ ଆମ ଯବାନମାନେ ସବୁବେଳେ ସ୍ମରଣୀୟ, ବନ୍ଦନୀୟ…। କୌଣସି ପରିସ୍ଥିତିରେ ଶତ୍ରୁକୁ ଖୁସି ହେବାର ମୌକା ଏମାନେ ଦେଇ ନାହାନ୍ତି। ଭାରତୀୟ ଯବାନଙ୍କର ବୀରତ୍ୱର କଥା ଯେତେ କହିଲେ ବି ସରିବନି । ବିଶେଷ ଦିନ ମାନଙ୍କରେ ସେମାନଙ୍କ ବୀରତ୍ୱ ଆଉ ତ୍ୟାଗର କାହାଣୀ ସ୍ମୃତିକୁ ଆହୁରି ସତେଜ କରିଦିଏ। ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରେ ଭାରତ। ୧୯୭୧ ଭାରତ-ପାକ୍‌ ଯୁଦ୍ଧର ସ୍ମୃତିକୁ ଏହି ଦିବସ ଆହୁରି […]

0121
ମଙ୍ଗଳ ଗ୍ରହରେ ଅଛନ୍ତି ଏଲିଏନ୍ସ ! ଯୋଗାଯୋଗରେ ଅଛନ୍ତି ଏଇ ଦୁଇ ଦେଶ

ନୂଆଦିଲ୍ଲୀ: ଏଲିଏନ୍ସକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ। ଆଶ୍ଚର୍ଯ୍ୟ, ଅବିଶ୍ୱାସ ଯୋଗ୍ୟ ହେଲେ ମଧ୍ୟ ଶୁଣିବାକୁ ଭଲ ଲାଗେ। ଏସବୁ ଶୁଣିବା ପରେ ଏଲିଏନ୍ସଙ୍କ ଅସ୍ତିତ୍ୱକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସେ -ସତରେ କ‘ଣ ଏମିତି କିଛି ଅଛି ? ଏବେ ମିଳିଯାଇଛି ଏହି ପ୍ରଶ୍ନର ଉତ୍ତର। ପ୍ରକୃତରେ ଏଲିଏନ୍ସ ଅଛି। ଏକଥା ନିଜେ କହିଛନ୍ତି ଇଜ୍ରାଏଲ ମହାକାଶ ଗବେଷକ ମୁଖ୍ୟ। ସେତିକି ନୁହେଁ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏ […]

  • Tuesday, 13 July 2021
jio
ଜିଓ ଫାଇବର୍‌ର ଏହି ପ୍ଲାନ୍‌ରେ ମିଳୁଛି ଡବଲ୍‌ ଡାଟା

ନୂଆଦିଲ୍ଲୀ: ଜିଓ ଫାଇବର (Jio Fiber) ଏହାର ଆନୁଆଲ୍‌ ସବ୍‌ସ୍କ୍ରିପସନ୍‌ ପ୍ଲାନ୍ସ ପାଇଁ ଆଡିସ୍‌ନାଲ୍‌ ଡବଲ୍‌ ଡାଟା ବେନିଫିଟସ୍‌ ଘୋଷଣା କରିଛି। ଏନେଇ ରିଲାଏନ୍ସ ଜିଓ ଏହାର ୱେବ୍‌ସାଇଟ୍‌ରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ଜିଓର ବ୍ରୋଞ୍ଜ୍‌ରୁ ଟାଇଟାନିୟମ୍‌ ପର୍ଯ୍ୟନ୍ତ ସମସ୍ତ ପ୍ଲାନ୍ସରେ ବର୍ତ୍ତମାନ ଡବଲ୍‌ ଡାଟା ମିଳିବ। ଯଦି ଆମେ ଜିଓ ଫାଇବର୍‌ର ୬୯୯ଟଙ୍କାର ବ୍ରୋଞ୍ଜ୍‌ ପ୍ଲାନ୍‌ କଥା କହିବା, ତେବେ ଗ୍ରାହକଙ୍କୁ ୧୦୦ଜିବି ପ୍ଲାନ୍‌ ବେନିଫିଟ୍‌, ୫୦ ଜିବି Introductory ଡାଟା ଓ […]

vlcsnap-error709
କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ, ବାଉଁଶ କୁଡ଼ିଆରେ କଲେ କ୍ୱାରେଣ୍ଟିନ୍‌ ସେଣ୍ଟର

ଇମ୍ପାଲ: କରୋନା ମୁକାବିଲା କ୍ଷେତ୍ରରେ ପାଦେ ଆଗରେ ରହିଛି ମଣିପୁରର ଏକ ଗାଁ। ଏଠାରେ ରହୁଥିବା ଗ୍ରାମବାସୀଙ୍କ ସହଯୋଗ ଏବଂ ଆର୍ଥିକ ସହାୟତାରେ ବାଉଁଶରେ ୮୦ଟି ଛୋଟ ଛୋଟ କୁଡ଼ିଆ ତିଆରି ହୋଇଛି। ଯାହା କ୍ୱାରେଣ୍ଟିନ୍‌ ସେଣ୍ଟର ଭଳି କାମ କରିବ। ଯେଉଁଥିରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ ରହିଛି। ଏଥିପାଇଁ ସେମାନେ କୌଣସି ସରକାରୀ ସହାୟତା ଲୋଡ଼ି ନାହାନ୍ତି। ଇମ୍ଫାଲଠାରୁ ୧୧୫ କିଲୋମିଟର ଦୂର ସେନାପତି ଜିଲ୍ଲାର ତୁଙ୍ଗ୍‌ଜୟ ଗ୍ରାମବାସୀ ଗାଁଠୁ ଦୂରରେ ଥିବା ଖୋଲା […]

  • Tuesday, 13 July 2021
campa-3
କାମ୍ପା ଫଣ୍ଡ ମହାଦୁର୍ନୀତି: ଟଙ୍କା ଯାଉଛି ହିତାଧିକାରୀଙ୍କ ଆକାଉଣ୍ଟକୁ , ଉଠାଉଛନ୍ତି ରେଞ୍ଜର

ଭୁବନେଶ୍ୱର: ଗୋଟିଏ ପଟେ କରୋନା ଆତଙ୍କ, ହେଲେ ଆରପଟେ ଲୁଟ୍ ହେଉଛି ସରକାରୀ ଅର୍ଥ। କରୋନାର ଭୟାବହତା ମୁକାବିଲା ଭିତରେ ସମସ୍ତେ ବ୍ୟସ୍ତ ଥିବାର ସୁଯୋଗ ଉଣ୍ଡି ସରକାରୀ ତହବିଲରୁ ହୋଇଛି ମହାଲୁଟ୍ । ଜଙ୍ଗଲ ବିଭାଗର କାମ୍ପା ଫଣ୍ଡରେ ହୋଇଛି ବଡ ଧରଣର ଅନିୟମିତତା। ଯାହାର ଦସ୍ତାବିଜ୍ ଲାଗିଛି ଓଟିଭି ହାତରେ। ଉଜୁଡା ଓ କ୍ଷତିଗ୍ରସ୍ତ ଜଙ୍ଗଲର ପୁନରୁଦ୍ଧାର ଏବଂ ପୁନଃ ବନୀକରଣ ନାଁରେ ହୋଇଛି ଏହି ବଡ ଧରଣର ହେରାଫେରି। ଅନୁସନ୍ଧାନରୁ ଜଣାଯାଇଛି,  ବାଣପୁର […]

  • Tuesday, 13 July 2021
331324
ହୋମ କ୍ୱାରେଣ୍ଟିନ୍‌ରେ ଥିଲେ କେମିତି ନେବେ ଦେହର ଯତ୍ନ

ମୁମ୍ବାଇ: କାହାକୁ ଛାଡ଼ୁନି କରୋନା । ବଲିଉଡ୍‌ରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି। ସମସ୍ତ ସଚେତନତା ସତ୍ତ୍ୱେ ବଚ୍ଚନଙ୍କ ବଙ୍ଗଳାରେ ପଶିଛି କରୋନା । ଅମିତାଭ, ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ ଆସିଛି। କେବଳ ଜୟା ବଚ୍ଚନଙ୍କୁ ଛାଡ଼ି ଦେଲେ ବଚ୍ଚନ ପରିବାରର ସମସ୍ତେ କରୋନା ଆକ୍ରାନ୍ତ। ପଜେଟିଭ ରିପୋର୍ଟ ଆସିବା ପରେ ଅମିତାଭ ଏବଂ ଅଭିଷେକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଐଶ୍ୱର୍ଯ୍ୟା, ଆରାଧ୍ୟା ହୋମ କ୍ୱାରେଣ୍ଟିନ୍‌ରେ ଅଛନ୍ତି। ତେବେ ହୋମ୍‌ […]

  • Tuesday, 13 July 2021
facebook
ଫେସ୍ ବୁକ୍‌ର ରଙ୍ଗ ନୀଳ କାହିଁକି ଜାଣନ୍ତି ?

ନୀଳ ରଙ୍ଗର ‘F’ କୁ ଦେଖିଲେ ଆପେ ଆପେ ବୁଝି ହୋଇଯାଏ ଏହା ଫେସ୍‌ ବୁକ୍‌ ବୋଲି। ହେଲେ ଏହି F ର ରଙ୍ଗ ସବୁବେଳେ ନୀଳ କାହିଁକି ? ଜାଣନ୍ତି ଏହା ପଛରେ ଥିବା ରହସ୍ୟ ? ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ୨୩ ବର୍ଷ ବୟସରେ ୨୦୦୮ ମସିହାରେ ଦୁନିଆର ସର୍ବକନିଷ୍ଠ ଯୁବ ଆରବପତି ହୋଇପାରିଥିଲେ । ଫୋର୍ବସ୍ ଆକଳନ ଅନୁଯାୟୀ ସେତେବେଳେ ସେ ଧନୀ ତିଲିକାର ୭୮୫ ସ୍ଥାନରେ ଥଲେ । ଜୁକରବର୍ଗ […]

  • Tuesday, 13 July 2021
ମatm gupchup
ଆସିଲା ଗୁପ୍‌ଚୁପ୍‌ ଏଟିଏମ୍‌ !

କରୋନା…..ଲକ୍ ଡାଉନ..ସଟ୍‌ ଡାଉନ୍‌.. ଏସବୁ ଭିତରେ ଅନେକ ସମସ୍ୟାକୁ ତ ଆମେ ସାମ୍ନା କରୁଛୁ। ହେଲେ ଏହା ଭିତରେ ଗୁପ୍‌ଚୁପ୍ ଖାଇବାଟା ଏକ୍‌ଦମ୍‌ ବନ୍ଦ ହୋଇଯାଇଛି। ଏବେ ଗୋଟେ ଅଧେ ଗୁପ୍‌ଚୁପ୍ ବାଲା ବଜାରକୁ ଆସୁଛନ୍ତି। ହେଲେ କରୋନା କଥା ମନେ ପଡିଗଲେ ତାଙ୍କଠାରୁ ଗୁପ୍‌ଚୁପ୍‌ ଖାଇବାକୁ ଭୟ ଲାଗୁଛି। ହେଲେ କାହା ହାତ ସ୍ପର୍ଶ ବିନା ଯଦି ଗୁପ୍‌ଚୁପ୍ ମିଳି ପାରନ୍ତା ତେବେ କେତେ ଭଲ ହୁଅନ୍ତା ! ନିଶ୍ଚୟ ଭଲ ହୁଅନ୍ତା। ସେଥିପାଇଁ ତ […]

  • Tuesday, 13 July 2021
dadana-dukha
କେତେଦିନ ରହିବ ଏ ‘ମାଇବାପ୍‌’ ସରକାର ?

ଗତ କିଛି ମାସ ପୂର୍ବରୁ ସାରା ଭାରତରେ, ପ୍ରତିଟି ରାଜ୍ୟରେ ଏବଂ ପ୍ରତିଟି ଗାଁ ଗାଁରେ ଦାଦନ ଦୁଃଖର କରୁଣ କାହାଣୀକୁ ନେଇ ଚର୍ଚ୍ଚା ଚାଲିଥିଲା। କେଉଁଠି ଲୋକେ ଚାଲି ଚାଲି ପ୍ରାଣ ହରାଉଥିଲେ ତ ଆଉ କିଏ ଅଖିଆ ଅପିଆ ଭୋକ ବିକଳରେ… ହେଲେ କୁଆଡ଼େ ଗଲା ସେ ପ୍ରସଙ୍ଗ? ଦାଦନ ଦୁଃଖର କରୁଣ କାହାଣୀ ଏବଂ ଏହାର ସମସ୍ୟାର କ’ଣ ସମାଧାନ ହୋଇଗଲା? ନା କୌଣସି ମତେ ଏଭଳି ଏକ ସାମାଜିକ-ରାଜନୈତିକ ଓ ଅର୍ଥନୈତିକ […]

  • Tuesday, 13 July 2021