• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

ice-cream
ସାବଧାନ ! ଆଇସକ୍ରିମ ବାକ୍ସରେ ଠାବ ହେଲାଣି କରୋନା ଭୂତାଣୁ.

ଚାଇନା ଆଇସକ୍ରିମରେ କରୋନା ଭୂତାଣି। ଚିନ୍ତାରେ ଆଇସକ୍ରିମ ଖାଇଥିବା ଲୋକେ। ତେବେ କରୋନା ଭାଇରସ ପାଇଁ ଦିନେ ଯେଉଁ ଦେଶ ଚର୍ଚ୍ଚାରେ ଥିଲା,ଆଇସକ୍ରିମରେ କରୋନା ଭୂତାଣୁ ଥିବା ଜଣାପଡ଼ିବା ପରେ ପୁଣି ଥରେ ଚର୍ଚ୍ଚରେ ଚାଇନା। ଖବର ଜଣାପଡ଼ିବା ପରେ ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।

  • Wednesday, 14 July 2021
petrol-pump
ଗ୍ରାହକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ଠକିଲେ ରଦ୍ଦ ହେବ ପମ୍ପ ମାଲିକଙ୍କ ଲାଇସେନ୍ସ

ଗ୍ରାହକଙ୍କୁ ଆଉ ଠକି ପାରିବେ ନାହିଁ ପେଟ୍ରୋଲ ପମ୍ପ ମାଲିକ। ତେଲ ଭରିବା ବେଳେ ନିର୍ଧାରିତ ଲିଟରଠୁ କମ ଦେଲେ ସ୍ଥିତି ହୋଇପାରେ ସଙ୍ଗୀନ।

  • Wednesday, 14 July 2021
NETAJI
ଯେବେ ନେତାଜୀଙ୍କ ପ୍ରତିମୂର୍ତ୍ତି ପାଇଁ ଖର୍ଚ୍ଚ କରିଦେଲେ ସବୁ ଜମା ଟଙ୍କା.....

୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ। ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ ସୁବାଷ ବୋଷ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ପ୍ରମୁଖ ଭୂମିକା ଥିଲା

gapshap
ଯାତ୍ରା ଜଗତରେ ଅଭିନେତ୍ରୀ କେତେ ସୁରକ୍ଷିତ?

କେବଳ ରିଲ୍ ନୁହେଁ ବରଂ ରିଏଲରେ ବି ୨ ବନ୍ଧୁ ଅଟନ୍ତି ତମାସା ମିଶ୍ର ଓ ରାଜଶ୍ରୀ ଶତପଥୀ। ଅନେକ ସମୟରେ ଏକାଠି ଖାଇବା ସହ ଏକାଠି ବୁଲି ଥାଆନ୍ତି ଏଦି ୨ ଯାତ୍ରା କଳାକାର। ତେବେ ଦୁଇ ବନ୍ଧୁ ଯେ, ଦିନେ ଏକାଠି ଅଭିନୟ କରିବାର ସୁଯୋଗ ପାଇବେ ତାହା କାହାକୁ ବା ଜଣା ଥିଲା?

  • Wednesday, 14 July 2021
  • Gapsap
whatsp-policy
Whatsappକୁ ଲାଗିବ କି ଝଟକା! ନୂଆ ପଲିସିକୁ ବଦଳାଇ ପାରନ୍ତି କେନ୍ଦ୍ର ସରକାର

କମୁଛି ହ୍ୱାଟ୍ସଆପ ଚାହିଦା। ବଢୁଛି ସିଗ୍‌ନାଲ ଓ ଟେଲିଗ୍ରାମ୍‌ ଆପର ବ୍ୟବହାର। ନୂଆ ନିୟମ ପରେ ସାରା ବିଶ୍ୱରେ ହ୍ୱାଟ୍ସଆପର ଲୋକପ୍ରିୟତା କମିବା ଆରମ୍ଭ ହୋଇଛି। ଏହାରି ଭିତରେ ଏକ ବଡ଼ ଖବର ସମ୍ନାକୁ ଆସିଛି। କେନ୍ଦ୍ର ସରକାର ହ୍ୱାଟ୍ସଆପ ଜାରି କରିଥିବା ନୂଆ ପଲିସି ଉପରେ ଅନୁଧ୍ୟାନ କରିବା ଆରମ୍ଭ କରି ଦେଇଛନ୍ତି…

  • Wednesday, 14 July 2021
google
ବଡ଼ ଆକ୍ସନ୍ ନେଲା ଗୁଗଲ୍, ପ୍ଲେ ଷ୍ଟୋରରୁ ହଟାଇଲା ମୋବାଇଲ୍ ଲୋନ୍ ଆପ୍

ଗୁଗଲର ବଡ଼ ଆକ୍ସନ। ପ୍ଲେ ଷ୍ଟୋରରୁ ହଟିଲା ମୋବାଇଲ ଆପ୍। ଲୋନ ଏପ୍‌କୁ ନେଇ ଉପୁଜିଥିବା ସମସ୍ୟାରେ ଗୁଗଲ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଆର୍ଥିକ କାରବାର କରୁଥିବା ବିଭିନ୍ନ ମୋବାଇଲ ଆପ୍ଲିକେସନସ୍‌କୁ ପ୍ଲେ ଷ୍ଟୋରରୁ ବାହାର କରି ଦେଇଛି ଗୁଗଲ। ଯେଉଁ ସବୁ ଆପ୍ଲିକେସନସଗୁଡିକ ନିୟମ କାନୁନକୁ ପାଳନ କରୁ ନଥିଲେ ସେସବୁକୁ ହଟାଇ ଦିଆଯାଇଛି।

  • Wednesday, 14 July 2021
SBI-pkg
ଷ୍ଟେଟ୍ ବ୍ୟାଙ୍କ ଦେଉଛି ବଡ ଉପହାର, ଘରେ ବସି ଉଠାଇବେ ଲାଭ!

ଷ୍ଟେଟ ବ୍ୟାଙ୍କରେ ଯଦି ଆକାଉଣ୍ଟ ଅଛି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ବ୍ୟାଙ୍କ ନ ଯାଇ ଘରେ ବସି ଆପଣ ଏହାର ଲାଭ ଉଠାଇ ପାରିବେ। ଏମିତିକି ବ୍ୟାଙ୍କ ନ ଯାଇ ଟଙ୍କା ନେଣଦେଣ କରି ପାରିବେ। ଏବେ ଜାଣନ୍ତୁ, କେମିତି ମିଳିବ ଏ ସୁବିଧା…

  • Wednesday, 14 July 2021
WhatsApp
ନୂଆ ପଲିସୀକୁ ବିରୋଧ ପରେ ଏମିତି କହିଲା ହ୍ୱାଟ୍ସଆପ୍ କଂପାନୀ

ବିରୋଧ। ସବୁଠି ବିରୋଧ। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ସାରା ଦେଶରେ ବିରୋଧ। ଜୋରଦାର ବିରୋଧ ପରେ ସଫେଇ ଦେବା ଆରମ୍ଭ କରି ଦେଇଛି ହ୍ୱାଟ୍ସଆପ। ଆସନ୍ତା ଫେବୃଆରୀ ୮ ତାରିଖରୁ ନୂଆ ପ୍ରାଇଭେସି ପଲିସୀ ନେଇ ଆସୁଛି ହ୍ୱାଟ୍ସଆପ। ଯାହାକୁ ସୋସିଆଲ ମିଡିଆ ୟୁଜର୍ସ ବିରୋଧ କରୁଛନ୍ତି।

  • Wednesday, 14 July 2021
Sonu-sood
ଟେଲର ଦୋକାନୀ ସାଜିଲେ ସୋନୁ ସୁଦ୍

‌ଅନ୍ୟକୁ ସାହାଯ୍ୟ କରି ଦିନେ ଚର୍ଚ୍ଚାରେ ଥିଲେ, ଏବେ ନିଜେ ହିଁ ଟେଲରିଂ କରିବା ଆରମ୍ଭ କରିଦେଲେ ସୋନୁ ସୁଦ୍

  • Wednesday, 14 July 2021
khola katha
ମୁଖ୍ୟମନ୍ତ୍ରୀଙ୍କ କେଉଁ ଗୁଣ ସମ୍ବିତ ପାତ୍ରଙ୍କୁ ବେଶି ଭଲ ଲାଗେ?

୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ବିରୋଧରେ ତୁନି ପଡିଥିଲା ବିଜେପି। କିନ୍ତୁ ଗତ କିଛି ଦିନ ହେବ ବିଜେପି ଗର୍ଜୁଛି, ବର୍ଷୁଛି। ପୁରୀଠୁ ନୟାଗଡ ନାବାଳିକା ମାମଲା ପର୍ଯ୍ୟନ୍ତ ରାଜରାସ୍ତାରେ ପ୍ରତିବାଦ ବି କରୁଛି। ମାହାଙ୍ଗାର ମହଙ୍ଗା ରାଜନୀତିରେ ଉଠୁଛି ପଡ଼ୁଛି ଓଡିଶା।

Traffic
ଏଣିକି ଦିନକୁ ଥରେ କଟିବ ଫାଇନ୍, କନେଷ୍ଟବଳ କାଟିପାରିବେ ନାହିଁ ଜୋରିମାନା

ଏଣିକି ରାସ୍ତାରେ ଟ୍ରାଫିକ ପୋଲିସ ଚଳାଇବେ ନାହିଁ ମନମାନି ବିନା ଡ୍ୟୁଟି ଡ୍ରେସକୋର୍ଡରେ ରାତିରେ ଅଟକାଇବେ ନାହିଁ ଗାଡ଼ି ଚଳନ୍ତା ଗାଡ଼ିରୁ ଚାବି କାଢିବା ମନା ଦିନକୁ କଟିବ ମାତ୍ର ଥରେ ଜୋରିମାନା ଟ୍ରାଫିକ ନିୟମ। ଏହି ଶଦ୍ଦ ସହ ଆମେ ମାନେ ସମସ୍ତେ ପରିଚିତ। ରାସ୍ତାରେ ଗାଡ଼ି ଚଳାଇବା ମାତ୍ରେ ଟ୍ରାଫିକ ବାବଦରେ ସବୁ ନିୟମ ଜାଣିବାର ଆବଶ୍ୟକତା ରହିଛି। ନଚେତ୍ କେତେବେଳେ ଯେ, ଅକାରଣେ ଫାଇନ ଦେବାକୁ ପଡିବ ତାହା କେହି କହିପାରିବେ ନାହିଁ। […]

  • Wednesday, 14 July 2021
amitab bachan
ମୋବାଇଲ କଲ ପୂର୍ବରୁ ଆଉ ଶୁଣିବାକୁ ମିଳିବ ନାହିଁ ଅମିତାଭଙ୍କ ସ୍ୱର

ଏଣିକି ମୋବାଇଲ ଫୋନରେ ଆଉ ଶୁଣିବାକୁ ମିଳିବ ନାହିଁ ଅମିତାଭ ବଚ୍ଚନଙ୍କ କରୋନା ସଚେତନତାର ବାର୍ତ୍ତା। ବଚ୍ଚନଙ୍କ ବଦଳରେ ଏଣିକି ଶୁଣିବାକୁ ମିଳିବ ଜଣେ ମହିଳାଙ୍କ ସ୍ୱର। କେବଳ ଏତିକି ନୁହେଁ , କରୋନା ସଚେତନତା ନୁହେଁ ବରଂ କୋଭିଡ ଟିକା ସମ୍ପର୍କରେ ମୋବାଇଲ ଫୋନରେ ଦିଆଯିବ ବାର୍ତ୍ତା।

  • Wednesday, 14 July 2021
Trafic-Rools
ଏଣିକି କାର ମଇଳା ଥିଲେ ଦେବେ ଜୋରିମାନା: ଆଉ...

ପୃଥିବୀରେ ଏମିତି ଅନେକ ଦେଶ ଅଛି। ଯେଉଁମାନେ  ସୋମାନଙ୍କ ନିୟମକାନୁନ ଓ ଚଳଣି ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତେବେ ଆମେ ଯଦି ସେହି ଦେଶକୁ ଗସ୍ତ କରନ୍ତି ତେବେ ସେଠାକାର ନିୟମ ସମ୍ପର୍କରେ ଅବଗତ ହେବା ନିହାତି ଦରକାର। ମୋଟ ଉପରେ କହିବାକୁ ଗଲେ, ସ୍ଥାନୀୟ ଅଞ୍ଚଲର ଡ୍ରାଇଭିଂ ସମ୍ପର୍କରେ ଜାଣିବା ନିହାତି ଦରକାର।

  • Wednesday, 14 July 2021
Ko-3
ପ୍ରତିବର୍ଷ ମକରରେ ଆସନ୍ତି କିନ୍ତୁ ଏ ବର୍ଷ....

ଓଡ଼ିଶା ମାଟି ବୀର ମାଟି। ସେ ଇଂରେଜ ବିରୋଧରେ ଲଢେଇ ହେଉ କି ଚୀନ ବିରୋଧରେ। ସବୁ ବେଳେ ଆଗକୁ ବାହାରି ବୀରତ୍ୱର ପରିଚୟ ଦେଇଥାନ୍ତି ଆମର ଓଡ଼ିଆ ପୁଅ। ଆମେ କହୁଛି ଏମିତି ଜଣେ ବୀର ଯବାନର କଥା, ଯାହାଙ୍କ ବୀରତ୍ୱ ଦେଖି ଆଜିବି ଭାରତ ମାଟିରେ ପାଦ ଥାପିବାକୁ ଡରୁଛି ଚୀନ।

sahid
"ସୁଯୋଗ ମିଳିଲେ ପାକିସ୍ତାନ ସହ ଲଢ଼େଇ କରିବି "

ଆଉ ସେମାନଙ୍କ ମଧ୍ୟରେ ଥିଲେ ଜଗତସିଂହପୁର ଜିଲ୍ଲା ପାରିଶିଖର ଗାଁର ସହିଦ ପ୍ରସନ୍ନ ସାହୁ.... ପୁଲୱାମା ଆକ୍ରମଣକୁ ୨ ବର୍ଷ ପୂରିବାକୁ ଥିବା ବେଳେ ସେନା ଦିବସ ଅବସରରେ ସେହି ବୀରପୁଅକୁ ଝୁରୁଛି ନିଜ ଜନ୍ମମାଟି ଓ ସାରାଦେଶ।

D-prakesh-Row
ମୃତ୍ୟୁ ପରେ ଶରୀର ଦାନ କରିବାକୁ ଇଚ୍ଛା ରଖିଥିଲେ ଡି. ପ୍ରକାଶ ରାଓ

ନିଜର ମାନବସେବାର ମନୋଭାବ ଓ କାର୍ଯ୍ୟଶୈଳୀ ପାଇଁ ସାରା ଦେଶର ଆଜି ତାଙ୍କୁ ଝୁରୁଛି। ବଞ୍ଚିଥିବା ସମୟରେ ମୃତ୍ୟୁପରେ ନିଜ ଶରୀରକୁ ଦାନ କରିବାକୁ ମଧ୍ୟ ସଂକଳ୍ପ ନେଇଥିଲେ ସେ। ତେବେ ତାଙ୍କର ଏପରି କଥାକୁ ତାଙ୍କୁ ଆହୁରି ବେଶ ପରିଚିତ କରାଇପାରିଥିଲା। କାରଣ ପିଲାଙ୍କ ପାଠ ପଢା ଲାଗି ସେ ନିଜ ଶରୀରକୁ ଦାନ କରିବାକୁ ଚାହିଁଥିଲେ।

d prakash rao
ଚା' ଦୋକାନ କରି ବି ସ୍କୁଲ ଖୋଲିଥିଲେ.....ମେଡିକାଲ ଯାଉଥିଲେ, ଅଚିହ୍ନାଙ୍କୁ ସାହାଯ୍ୟ କରୁଥିଲେ

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି।  କଟକ ଏସ୍‌ସିବି କୋଭିଡ୍ ହସ୍ପିଟାଲରେ ଅପରାହ୍ନ ୪ଟା ୧୫ ମିନିଟ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡି.ପ୍ରକାଶ। କରୋନାରେ ଆକ୍ରାନ୍ତ ହେବା ପରେ ୩ ସପ୍ତାହ ହେଲାଣି ତାଙ୍କର ଚିକିତ୍ସା ଚାଲିଥିଲା।

khabr-odisha-office-toilet
ଅଜବ କମ୍ପାନୀ.....ଯେଉଁଠି ଶୌଚାଳୟ ଗଲେ କର୍ମଚାରୀ ଦିଅନ୍ତି ଜୋରିମାନା

ଚାଇନାର ଅନୁପ ଇଲେକ୍ଟ୍ରିକ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମ୍ପାନୀ । ଏହି କମ୍ପାନୀର ଅଜବ ନିୟମ ଲାଗି ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି। ଚାଇନାର ଗୁଆଙ୍ଗଡୋଙ୍ଗ ରାଜ୍ୟରେ ଏହି କମ୍ପାନୀ ରହିଛି।

  • Wednesday, 14 July 2021
dhoni-sabji
ବଜାରରେ ବିକ୍ରି ହେଉଛି ଧୋନୀଙ୍କ ବାଡ଼ିରେ ଫଳିଥିବା ପରିବା, ଜାଣନ୍ତୁ କାହାର ରହିଛି କେତେ ଦାମ?

କ୍ରିକେଟ୍ ପରେ ଏବେ ଫାର୍ମିଂରେ ମନୋନିବେଶ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନି। କ୍ରିକେଟରେ ଧାମାକା କରିବା ପରେ ଫାର୍ମିଂରେ କିଛି ଧମାକା କରିବାକୁ ଚିନ୍ତା କରୁଛନ୍ତି ମାହି। ନିଜ ବାଡିରେ ଥିବା ଫାର୍ମ ହାଉସରେ ଚାଷ ଆରମ୍ଭ କରିଛନ୍ତି।

  • Wednesday, 14 July 2021
vistara
ଭିସ୍ତାର ଏୟାରଲାଇନ୍ସର ଜବରଦସ୍ତ ଅଫର, ଏତିକି ଟଙ୍କାରେ ଆପଣ ବି କରିବେ ବିମାନ ଯାତ୍ରା

ନୂଆଦିଲ୍ଲୀ: ମାତ୍ର ୧୨୯୯ ଟଙ୍କାରେ ଆପଣ କରିପାରିବେ ବିମାନ ଯାତ୍ରା। ଜାତୀୟ ଗଣାମଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ଏୟାରଲାଇନ୍ସ ଏମିତି ଅଫର ଦେଇଛି। ନିଜର ଷଷ୍ଠ ତମ ବାର୍ଷିକି ଉତ୍ସବରେ ଯାତ୍ରୀଙ୍କ ଲାଗି ଏମିତି ଦମଦାର ଅଫର ଘୋଷଣା କରିଛି କମ୍ପାନୀ। ତେବେ ମାତ୍ର ୧୨୯୯ ଟଙ୍କା ଦେଇ ଆପଣ ବି ବିମାନରେ ବସିବାର ସୁଯୋଗ ପାଇବେ। ମିଳିଥିବା ସୂଚନା ଅନୁସାରେ, ବିମାନର ପ୍ରିମିୟମ ଇକୋନୋମିକ […]

  • Wednesday, 14 July 2021