• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

RBI
ଚିରା ଆଉ ଫଟା ନୋଟ୍‌ ବଦଳରେ ଏଣିକି ମିଳିବ ଟଙ୍କା?

ଚିରାଫଟା ନୋଟ୍ ଆପଣଙ୍କ ପାଖରେ ରହିଛି କି? ଏହି ସବୁ ଟଙ୍କା  ଲାଗି ଆପଣ ଚିନ୍ତାରେ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଏଣିକି ଅତିସହଜରେ ଆପଣ ବି ଚିରାଫଟା ନୋଟ୍‌ ଅତି ସହଜରେ ବଦଳାଇପାରିବେ। ଜାଣିରଖନ୍ତୁ ଯେ, କେତେ ପରିମାଣରେ ନୋଟ ଚିରାଥିଲେ ଆପଣ ଅତି ସହଜରେ ସେହି ଟଙ୍କାକୁ ଫେରାଇ ପାରିବେ ଓ ସମ ପରିମାଣରେ ଟଙ୍କା ବି ପାଇପାରିବେ?

  • Wednesday, 14 July 2021
smart pohen
ରାତି ଶୋଇବା ବେଳେ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି କି?

ମାନସିକ ଚାପ ବୃଦ୍ଧି କରିପାରେ ସ୍ମାର୍ଟ ଫୋନ୍। ଏମିତି ରିପୋର୍ଟ ଆସିବା ପରେ ସାଧାରଣ ଭାବରେ ଆପଣମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଟେନସନ ଫ୍ରୀରେ ରହିବା ଲାଗି ସ୍ମାର୍ଟ ଫୋନରେ କିଏ ଗେମ୍ ତ କିଏ ସୋସିଆଲ ମିଡ଼ିଆରେ ନିଜକୁ ବ୍ୟସ୍ତ ରଖେ ତ ପୁଣି ଆଉ କିଏ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ମାର୍ଟ ଫୋନ ବ୍ୟବହାର କରନ୍ତି।

  • Wednesday, 14 July 2021
7am-marriage-PKG
ନିଆରା ବାହାଘର: ୬୦ ଫୁଟ ଗଭୀର ଜଳରେ ହେଲା ବାହାଘର

ଶୁଭ ବିବାହ। ଏହି ଗୋଟିଏ ଶଦ୍ଦ ହିଁ ସବୁ କିଛି ବୁଝାଇଦିଏ। ସମସ୍ତେ ନିଜ ନିଜର ବିବାହକୁ କିଛି ଅଲଗା ଓ ସ୍ମରଣୀୟ କରିବା ଲାଗି ଚେଷ୍ଟା କରନ୍ତି। ବିବାହ ଦିନ ସମସ୍ତଙ୍କ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନରେ ହିଁ ଦୁଇଟି ହୃଦୟର ମିଳନ ହୁଏ

  • Wednesday, 14 July 2021
Villge
ଏମିତି ଏକ ଗାଁ, ଯେଉଁଠାରେ ଘରେ ଘରେ ଲାଗିଛି ସିସିଟିଭି

ସ୍ମାର୍ଟ ହେଉଛି ଗାଁ ଠୁ ସହର।  ସମୟ ଆଉ ଟେକନୋଲୋଜି ସହିତ ଜୀବନ ଜୀବିକାରେ ଅନେକ କିଛି ପରିବର୍ତ୍ତନ ମଧ୍ୟ ଆସିଛି । ପକେଟରେ ସ୍ମାର୍ଟଫୋନ, ଆାଉ ଆାଖପାଖରେ ସ୍ମାର୍ଟ ସହର। ଆଉ ମଣିଷ ବି ସ୍ମାର୍ଟ। ଏଭଳି ସମୟରେ ଗାଁ କେମିତି ପଛରେ ରହିବ?

  • Wednesday, 14 July 2021
Teligrm
ହ୍ୱାଟ୍ସଆପରୁ ମୁହଁ ଫେରାଇ ଟେଲିଗ୍ରାମ ମୁହାଁ ୟୁଜର୍ସ

ଭାରତୀୟ ବଜାରରେ ଟେଲିଗ୍ରାମ୍ ଆପର ବଢୁଛି ଚାହିଦା। ଧୀରେ ଧୀରେ ଅଧିକ ଲୋକପ୍ରିୟ ହେଉଛି ଏହି ଆପ୍। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଲାଗୁ ହେବା ପରଠୁ ଅଧିକାଂଶ ୟୁଜର୍ସ ଆପ ପ୍ରତି ମୁହଁ ମୋଡିବା ଆରମ୍ଭ କଲେଣି ।

  • Wednesday, 14 July 2021
cancer
କେମିତି ଜାଣିବେ ଆପଣ କର୍କଟ ରୋଗରେ ଆକ୍ରାନ୍ତ?

କର୍କଟ ରୋଗ। ବର୍ତ୍ତମାନ ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଯାଇଛି ଯେ, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। କର୍କଟ ରୋଗ ଏମିତି ଏକ ରୋଗ ଯାହା କୋଷମାନଙ୍କର ଏକ ଅସ୍ୱାଭାବିକ ଅଭିବୃଦ୍ଧି କରେ, ଯାହା ଶରୀରର ସୁସ୍ଥ ପରିବେଶକୁ ନଷ୍ଟ କରିଦିଏ

  • Wednesday, 14 July 2021
Bekari
କେନ୍ଦ୍ରର ବଡ଼ ଯୋଜନା:ଏଣିକି ବେକାର ଯୁବକ ଓ ଯୁବତୀଙ୍କୁ ୩୮ ଶହ ଟଙ୍କା ଦେବେ ଭତ୍ତା

ବେକାର ଯୁବକ ଓ ଯୁବତୀଙ୍କୁ କେନ୍ଦ୍ର ଦେବ ୩୮ ଶହ ଟଙ୍କା? କେଉଁ ମାସଠୁ ମିଳିବ ଭତ୍ତା ଟଙ୍କା? ଖବର ଗୁଜବ ନା ସତ? ନୂଆଦିଲ୍ଲୀ: ବେରୋଜଗାରିଆ ଯୁବକ ଓ ଯୁବତୀଙ୍କୁ ମାସକୁ ୩୮୦୦ ଟଙ୍କା ଭତ୍ତା ଦେଉଛନ୍ତି କେଦ୍ର ସରକାର। ଦେଶରେ ବଢିଚାଲିଥିବା ବେକାରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଜୋରସୋରରେ ଚର୍ଚ୍ଚା ଚାଲିଛି। କିନ୍ତୁ ଏମିତି କୌଣସି ନିଷ୍ପତ୍ତି କେନ୍ଦ୍ର […]

  • Wednesday, 14 July 2021
aliens--pkg
ସତରେ କଣ ପୃଥିବୀ ପୃଷ୍ଠକୁ ଆସିଛନ୍ତି ଏଲିଏନ?

ପୃଥିବୀ ପୃଷ୍ଠରେ ପୁଣି ଥରେ ଦେଖାଦେଲେ ଏଲିଏନ? କେଉଁଠି ଓ କେତେବେଳେ ଓ କିଏ ଦେଖିଲା ଏଲିଏନ? ଏଲିଏନ କଥା କହିଲେ ଅନେକ ଲୋକେ ଆଗ୍ରହର ସହ ଶୁଣନ୍ତି ଆଉ ତାହା ସମ୍ପର୍କରେ ଜାଣିବାକୁ ବି ଚେଷ୍ଟା କରନ୍ତି। ଆପଣ ବଲିଉଡ ଫିଲ୍ମରେ ନିଷ୍ଟିତ ଭାବରେ ଦେଖିଥିବେ କୋଇମିଲଗେୟା ଫିଲ୍ମ।

  • Wednesday, 14 July 2021
facebook
ମାତ୍ର ୧୪୫୦ ଟଙ୍କାରେ ବିକ୍ରି ହେଉଛି ଆପଣଙ୍କ ଗୋପନୀୟ ତଥ୍ୟ…

ସାବଧାନ ଫେସବୁକ ବ୍ୟବହାରକାରୀ ଫେସବୁକରୁ ହେଉଛି ତଥ୍ୟ ଲିକ୍ ୧୪୫୦ ଟଙ୍କାରେ ବିକ୍ରି ହେଉଛି ବ୍ୟବହାରୀଙ୍କ ତଥ୍ୟ ନୂଆଦିଲ୍ଲୀ:  ସୁରକ୍ଷିତ ନୁହେଁ ଫେସବୁକ? ଫେସବୁକ ବ୍ୟବହାର କରୁଥିଲେ ସାବଧାନ ହୁଅନ୍ତୁ,  କାରଣ ଫେସବୁକରୁ ବହୁ ସଂଖ୍ୟକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମଦରବୋର୍ଡର ରିପୋର୍ଟ ଅନୁଯାୟୀ, ଭାରତ ସମେତ ସାରା ବିଶ୍ୱରେ ପ୍ରାୟ ୫ଶହ ମିଲିୟନ ଲୋକଙ୍କ ମୋବାଇଲ୍ ନମ୍ବର ଲିକ୍ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ,  […]

  • Wednesday, 14 July 2021
139974735_439926740540389_7060067684020304248_n
ଆଧାର କାର୍ଡ଼ ସହ ଲିଙ୍କ୍ ହୋଇନାହିଁ କି ଆପଣଙ୍କ ମୋବାଇଲ ନମ୍ବର?

ଆଧାର କାର୍ଡ ସହ ଲିଙ୍କ ହୋଇନାହିଁ କି ଆପଣଙ୍କ ମୋବାଇଲ ନମ୍ବର? କୌଣସି କାରଣରୁ ଅପଡେଟ୍ ହୋଇପାରିନାହିଁ ମୋବାଇଲ ନମ୍ବର? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଏଣିକି ବିନା କୌଣସି ଡକ୍ୟୁମେଣ୍ଟରେ ଆପଣ ଆଧାର କାର୍ଡ ସହିତ ଆପଣଙ୍କର ମୋବାଇଲ୍ ନମ୍ବର ଅପଡେଟ୍ କରିପାରିବେ ବୋଲି ଜଣାଯାଇଛି

  • Wednesday, 14 July 2021
Trafic
ଆଉ ରାସ୍ତାରେ ଚଳିବ ନାହିଁ ମନମାନି। ଗାଡ଼ିରେ ଇନସ୍ୟୁରାନ୍ସ ନଥିଲେ ୨ ହଜାର ଫାଇନ

ଦେଶରେ ଧୀରେ କଡ଼ାକଡ଼ି ହେଉଛି ଟ୍ରାଫିକ ନିୟମ। ଏଣିକି ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା। ୯ ଅଗଷ୍ଟ ୨୦୧୯ର ମୋଟର ଯାନ ସଂଶୋଧନ ବିଧେୟକକୁ ୨୦୧୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁର ଦେଇସାରିଛନ୍ତି।

  • Wednesday, 14 July 2021
patna
ସ୍ତ୍ରୀ ଗଲେ ଆଉ ଗୋଟାଏ ବାହା ହୁଅ

ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କିଛି ଏମିତି ରାୟ ଶୁଣାଇଛନ୍ତି କୋର୍ଟ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜଣେ ସ୍ତ୍ରୀ ସ୍ୱାମୀଙ୍କୁ ପ୍ରତାରଣା ଦେଇ ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ ପତ୍ନୀ

  • Wednesday, 14 July 2021
Corona
ଏଣିକି କରୋନା ଟିକା ନେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରେଷ୍ଟୁରାଣ୍ଟରେ ମିଳିବ ଧମାକାଦାର ଅଫର୍

କରୋନା ଟିକା ନେଲେ ରେଷ୍ଟୁରାଂଟରେ ଖାଇବା ସମୟରେ ମିଳିବ ରିହାତି। ଆଶ୍ଚର୍ଯ୍ୟ ହେଉଥିଲେ ବି ଘଟଣାଟି ପୂରା ସତ। କରୋନା ଟିକା ନେବାକୁ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏବେ ସଂଯୁକ୍ତ ଆରବ ଏମିରେଟସରେ ଏକ ନୂଆ ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି

  • Wednesday, 14 July 2021
digital-voter-id
ୱେବସାଇଟରୁ ମିଳିବ ଭୋଟ କାର୍ଡ

ଭୋଟର ଭାଇଭଉଣୀଙ୍କ ଲାଗି ଖୁସି ଖବର। ଏଣିକି ଭୋଟର କାର୍ଡ ଲାଗି ଆଉ ଦୌଡିବାକୁ ପଡିବ ନାହିଁ ସକକାରୀ ଦପ୍ତର।  କାରଣ ଏଣିକି ଅନଲାଇନରେ ଆପଣ ବି ପାଇପାରିବେ ନିଜର ଭୋଟର କାର୍ଡ଼। ଅନଲାଇନରେ ପିଡ଼ିଏଫ୍ ଫର୍ମାଟରେ ଉପଲବ୍ଧ ହେବ ଭୋଟର କାର୍ଡ଼ ଯାହା ଆପଣଙ୍କ ଫୋନ କିମ୍ବା କମ୍ୟୁଟରରେ ମଧ୍ୟ ଡାଉନଲୋଡ ମଧ୍ୟ କରିପାରିବେ।

  • Wednesday, 14 July 2021
Plastic
ଏଣିକି ପ୍ଲାଷ୍ଟିକ ଦେଲେ ମିଳିବ ମାଗଣା ଖାଇବା: ଜାଣନ୍ତୁ କେଉଁଠାରେ ମିଳୁଛି ଏମିତି ସୁବିଧା

ଏଣିକି ଅଳିଆ  ପ୍ଲାଷ୍ଟିକ ଦେଲେ ମିଳିବ ଖାଇବା। ଅଳ୍ପ ନୁହେଁ ବରଂ ପେଟପୂରା ମିଳିବ ଖାଦ୍ୟ। ରାଜଧାନୀ ଦିଲ୍ଲୀର ଦକ୍ଷିଣ ଦିଲ୍ଲୀରେ ଦିଲ୍ଲୀ ନଗର ନିଗମ ନଜଫଗଡ ଜୋନରେ ଏକ ମିଠା ଦୋକାନ ସହ ମିଶି ଏମିତି ଅଭିଯାନ  ଆରମ୍ଭ କରିଛି। ଆଉ ଏଠାରେ ଲୋକମାନେ ଅଦରକାରୀ ପ୍ଲାଷ୍ଟିକ ଦେଇ ଖାଦ୍ୟ ନେଉଛନ୍ତି ଯାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା

  • Wednesday, 14 July 2021
Medicine
କେନ୍ଦ୍ରର ବଡ଼ ନିଷ୍ପତ୍ତି, କମିପାରେ ଏହି ସବୁ ଔଷଧ ଦର

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି କମିବ ଔଷଧ ଦର। ସବୁ ସମାଗ୍ରୀର ଦର ବଢୁଥିବା ବେଳେ ଏବେ କେବଳ ଔଷଧ ଦର କମାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ମିଳିଥିବା ସୂଚନା ଅନୁସାରେ,  ଫାର୍ମା କମ୍ପାନୀକୁ ପିଏଲଆଇ ଯୋଜନା ଅନ୍ତର୍ଗତ ଆବେଦନକୁ ଅନୁମୋଦନ କରିଛି କେନ୍ଦ୍ର

  • Wednesday, 14 July 2021
Rason card
ଏଣିକି ଘରେ ବସି ପ୍ରସ୍ତୁତ କରନ୍ତୁ ରାସନ କାର୍ଡ଼

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅର୍ଥାତ୍ ଗରୀବି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଏହି ଯୋଜନାରେ ପାଖାପାଖି ୮୦ କୋଟି ଲୋକଙ୍କୁ ସାମିଲ କରିବାକୁ ଥିଲା ଯୋଜନା

  • Wednesday, 14 July 2021
Constitution
କେମିତି ଓ କେବେ ଲେଖାଯାଇଥିଲା ଦେଶର ସମ୍ବିଧାନ?

ଦେଶର ସମ୍ବିଧାନ ଆଇନର ଦସ୍ତାବିଜ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାକୁ ଭିତ୍ତିକରି କେନ୍ଦ୍ର ଓ ରାଜ୍ୟ ସରକର ଶାସନ କରନ୍ତି। ଏହା ସରକାର କାର୍ଯ୍ୟପାଳିକା ଓ ନ୍ୟାୟପାଳିକା, ବିଧାନସଭା ସହ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଥିବା ସମ୍ପର୍କକୁ ନିର୍ଣ୍ଣୟ କରେ।

  • Wednesday, 14 July 2021
flag
କେବେଠୁ ପାଳନ ହେଉଛି ଗଣତନ୍ତ୍ର ଦିବସ?

ଭୁବନେଶ୍ୱର: ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ। ଏହି ଦିନ ଟି ସାରା ଦେଶରେ ବହୁତ ଧୁମଧାମରେ ପାଳନ କରାଯାଇଥାଏ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା କେବଳ ଏହାନୁହେଁ ବରଂ ସେହି ଦିନଠାରୁ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ୧୯୫୦ ମସିହା ଜାନୁଆରୀ ୨୬ରୁ ପ୍ରଥମେ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା । କିନ୍ତୁ ଏହା ରାଜପଥରେ […]

petrol
ବେକାବୁ ହେଲାଣି ତୈଳ ଦର। କେଉଁଠି ୧୦୦ ତ ଆଉ କେଉଁଠି ୯୮ ଛୁଇଁଲାଣି ଦର

ହୁ ହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଲଗାତାର ଭାବରେ ତୈଳଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଖାଉଟି। କହିବାକୁ ଗଲେ ନିତିଦିନ ହିଁ ତୈଳ ବୃଦ୍ଧି କରୁଛନ୍ତି ସରକାର

  • Wednesday, 14 July 2021
Gas
ଆଧାର କାର୍ଡ ନଥିଲେ ବି ମିଳିବ ଗ୍ୟାସ ସବସିଡ଼ି ଟଙ୍କା

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଆଧାର କାର୍ଡ ନଥିଲେ ବି ଏଣିକି ଆପଣ ପାଇପାରିବେ ଗ୍ୟାସ ସଡସିଡି। ଆଜ୍ଞା ହଁ, ବିନା ଆଧାର କାର୍ଡରେ ମିଳିପାରିବ ଗ୍ୟାସ ସବସିଡି ଟଙ୍କା। ଯଦି ଆପଣ କେବେ ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଂ କରୁଛନ୍ତି ତେବେ ସବସିଡି ସିଧାସଳଖ ଆପଣଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ।

  • Wednesday, 14 July 2021
rupees
ସାବଧାନ ! ବଜାରରୁ ଉଭେଇ ଯିବକ କି ଏହି ସବୁ ନୋଟ୍?

ବନ୍ଦ ହୋଇଯିବ ପୁରୁଣା ନୋଟ୍। ବଜାରରେ ଆଉ ଚଳିବ ନାହିଁ ୫,୧୦ ଏବଂ ୧୦୦ ଟଙ୍କିଆ ନୋଟ୍। ଆସନ୍ତା ମାର୍ଚ୍ଚ ମାସରୁ ଏହି ସବୁ ପୁରୁଣା ନୋଟ୍ ବନ୍ଦ କରିବା ଲାଗି ଚିନ୍ତା କରୁଛି ଆରବିଆଇ। ମିଳିଥିବା ସୂଚନା ଅନୁସାରେ, ଏହାର ପ୍ରଚଳନ ବନ୍ଦ କରାଯିବ ବୋଲି ଆର୍‌ବିଆଇର ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର୍‌ ବି ମହେଶ ସୂଚନା ଦେଇଛନ୍ତି।

  • Wednesday, 14 July 2021
End-World-pkg
କେଉଁଠି ସରୁଛି ପୃଥିବୀ?

ନୂଆଦିଲ୍ଲୀ: ପୃଥିବୀ, ସୃଷ୍ଟି, ପ୍ରକୃତି ଏ ସବୁକୁ ନେଇ ଅନେକ ଗବେଷଣା ହେଉଛି।  ଆଉ ତା ସହ ଅନେକ କିଛି ତଥ୍ୟ ସାମ୍ନାକୁ ଆସିଛି। ତଥାପି ଏଭଳି ବି କିଛି ରହସ୍ୟ ଆଉ ପ୍ରଶ୍ନ ରହିଯାଇଛି ଯାହା ଆମକୁ ସବୁବେଳେ ଆଶ୍ଚର୍ଯ୍ୟ କରେ।  ସେ ପ୍ରଶ୍ନର ସମାଧାନ ତ ମିଳିପାରିନି  ତଥାପି କିଛି କଳ୍ପନା ଜଳ୍ପନା ଚାଲିଛି। ତେବେ ଅନେକ କହନ୍ତି କି ଇଂଲଣ୍ଡର ଏକ ସ୍ଥାନରେ ପୃଥୀବି ସରିଛି। ତେବେ ପ୍ରକୃତରେ କେଉଁଠି ସରିଛି ପୃଥିବୀ […]

  • Wednesday, 14 July 2021
Frog
ଆଶ୍ଚର୍ଯ୍ୟ: ବେଙ୍ଗର ଦାମ୍ ଦେଢ଼ ଲକ୍ଷ

ବିଷାକ୍ତ ବେଙ୍ଗ। ଯାହାର ବିଷରେ ଏକା ସାଙ୍ଗରେ ୧୦ ଜଣ ଲୋକଙ୍କ ଜୀବନ ଯାଇପାରେ। ଆଉ ଏହି ବେଙ୍ଗର ଦାମ ଶୁଣିଲେ ଆପଣଙ୍କର ହୋସ ଚାଲିଯିବ।  ଦୁନିଆର ସବୁଠାରୁ ବିଷାକ୍ତ ବେଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରଜାତିର ବେଙ୍ଗ ଅନ୍ତର୍ଜାତୀୟ କଳା ବଜାରରେ ୨୦୦୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ଦେଢ଼ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ।

  • Wednesday, 14 July 2021
trafic
ଏଣିକି ରାସ୍ତା ମଝିରେ ଗାଡ଼ିରୁ ତେଲ ସରିଲେ ଦେବେ ଫାଇନ୍

ଟ୍ରାଫିକକୁ ନେଇ ଅନେକ ନିୟମ ଓ କଟକଣା ରହିଛି। ଯାହା ଆମେ ସମସ୍ତେ ଜାଣନ୍ତି। କାରଣ ନିତିଦିନ ଜୀବନରେ ରାସ୍ତାରେ ଗାଡ଼ି ଚଳାଇବାକୁ ହେଲେ ଏହି ସମ୍ପର୍କରେ ସବୁ ଟିକିନିଖି ତଥ୍ୟ ଆମେ ଜାଣିବା ନିହାତି ଦରକାର ନଚେତ୍ ରାସ୍ତାରେ ଜୋରିମାନା ଦେବାକୁ ଆମକୁ କେହି ରକ୍ଷା କରିବେ ନାହିଁ।

  • Wednesday, 14 July 2021