• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

OTV-Portal
ସୂର୍ଯ୍ୟ କିରଣରେ କମୁଛି କରୋନା ମୃତ୍ୟୁହାର !

କରୋନା ଯେତିକି ରହସ୍ୟ, କୋଭିଡ୍ ଭୂତାଣୁକୁ ନେଇ ହେଉଥିବା ଗବେଷଣା ମଧ୍ୟ ସେତିକି ଉତ୍କଣ୍ଠାପୂର୍ଣ୍ଣ। ଚୀନ୍‌ର ଉହାନ୍‌ରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭୂତାଣୁକୁ ନେଇ ଆରମ୍ଭରୁ ଗବେଷଣା ଚାଲିଛି। ଅନେକ ସମୟରେ ଗବେଷକମାନେ ଏନେଇ ତଥ୍ୟ ଓ ସୂଚନା ଦେଉଛନ୍ତି। ଇତି ମଧ୍ୟରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସୂର୍ଯ୍ୟ କିରଣ କମାଉଛି କରୋନା ମୃତ୍ୟୁ ହାର। ଆମେରକୀୟ ଗବେଷକମାନେ ଏଭଳି ତଥ୍ୟ ରଖିଛନ୍ତି। ସୂର୍ଯ୍ୟ କିରଣରୁ ନିର୍ଗତ ଶକ୍ତି ଅନେକ ରୋଗରୁ ରକ୍ଷା କରିଥାଏ […]

  • Thursday, 15 July 2021
goat-human-face
ନାଁ କୁ ପଶୁ, କିନ୍ତୁ ମୁହଁ ମଣିଷ ପରି ଦେଖିବାକୁ।

ଏ ପୃଥିବୀ ବଡ଼ ବିଚିତ୍ର। ପ୍ରକୃତିର ପରିବର୍ତ୍ତନ ହେଉ ଅବା ଦୈବ ଶକ୍ତି ହେଉ, ଏଠି ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳେ ଆଉ ଚକିତ କଲା ପରି କଥା ଶୁଣିବାକୁ ପଡେ। ଗାଈରୁ ଛେଳି ଜନ୍ମ ନେବା, କୁକୁଡ଼ା ଅଣ୍ଡା ବଦଳରେ ପକ୍ଷୀ ଛୁଆ ଜନ୍ମ କରିବା,  ଏମିତି ଚକିତ କରିଦେବା ପରି କଥା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। କିନ୍ତୁ ଏହାର ବିଜ୍ଞାନ ଭିତ୍ତି ସତ୍ୟତା ଏବେ ରହସ୍ୟ ଘେରରେ ରହିଛି। ତେବେ […]

  • Thursday, 15 July 2021
Eng-ko
ମଦ୍ୟପାନ ପରେ କାହିଁକି ଇଂଲିସ‌ରେ ଅନର୍ଗଳ ଗପେ ମଦୁଆ?

ଆଜିକାଲି ମଦ ପିଇବା ଗୋଟିଏ ସାଧାରଣ କଥା ହୋଇଗଲାଣି। ପାର୍ଟି ହେଉ ଅବା ଯେକୌଣସି ଉତ୍ସବରେ ସେଲିବ୍ରେସନ୍‌ କରିବାକୁ ମଦର ଆସର ଜମେ। କିନ୍ତୁ ଅନେକ ଲୋକ ମାତ୍ରାଧିକ ମଦ୍ୟପାନ କରିସାରିବା ପରେ ନିଜର ସତ୍ତା ହରାଇ ହରାଇ ବସନ୍ତି। ଏପରିକି କିଛି ଅପରାଧିକ କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ। ହେଲେ ଅନେକ ଲୋକ ମଦ ପିଇସାରିବା ପରେ ନିଜର ସତ୍ତା ହରାଇବସନ୍ତି କିନ୍ତୁ ଜ୍ଞାନ ବଢିଯାଏ। ନିଜ ପାଖରେ ବସିଥିବା ଲୋକଙ୍କୁ ଇଂରାଜୀରେ କଥାବାର୍ତ୍ତା କରିବା […]

  • Thursday, 15 July 2021
savarkar (2)
ମହାନ୍ କ୍ରାନ୍ତିକାରୀ ସ୍ୱାତନ୍ତ୍ରବୀର ସାବରକର: ଆଜି ପୁଣ୍ୟତିଥି

ସାବରକର ବିଶ୍ୱର ରାଜନୈତିକ ଇତିହାସରେ ପ୍ରଥମ ରାଜନୈତିକ ନେତା ଥିଲେ, ଯାହାଙ୍କୁ ଦୁଇଟି ଜନ୍ମ (୫୦ ବର୍ଷ)ର କାରାଦଣ୍ଡାଦେଶ ହୋଇଥିଲା। ଯେତେବେଳେ ଇଂରେଜ ବିଚାରପତି ନ୍ୟାୟାଳୟରେ ତାଙ୍କ ବିରୁଦ୍ଧରେ ଏହି ରାୟ ଶୁଣାଇଥିଲେ, ସେତେବେଳେ ସାବରକର କହିଥିଲେ- “୫୦ ବର୍ଷର କାରାଦଣ୍ଡାଦେଶ ଦେଇ ଇଂରେଜ ସରକାର ହିନ୍ଦୁ ମାନଙ୍କର ପୁନର୍ଜନ୍ମର ସିଦ୍ଧାନ୍ତକୁ ସ୍ୱୀକାର କରିନେଇଛନ୍ତି।” ସେଇ ମହାନ୍ କ୍ରାନ୍ତିକାରୀ ସ୍ୱାତନ୍ତ୍ରବୀର ସାବରକରଙ୍କ ଆଜି ପୁଣ୍ୟତିଥି। ଆଲେଖ୍ୟ-ଦେବଦତ୍ତ ରଥ କଳାପାଣି ସଜ୍ଜା ଏବଂ ଅମାନବୀୟ ନିର୍ଯାତନା ମହାରାଷ୍ଟ୍ରର ନାସିକ […]

  • Thursday, 15 July 2021
prakash-rao-ru-guruji
ଚା ଦୋକାନୀରୁ ସମାଜସେବୀ… ପ୍ରକାଶ ରାଓରୁ ଗୁରୁଜୀ

ଭୁବନେଶ୍ୱର (ତପନ ସ୍ୱାଇଁ): ଇହ ଜଗତରେ ଆଉ ନାହାଁନ୍ତି, ସମାଜସେବୀ ଦେବରାପଲୀ ପ୍ରକାଶ ରାଓ ଓରଫ ଡି.ପ୍ରକାଶ ରାଓ। ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କଟକ କାଳିଆବୋଦାରେ ସଂପନ୍ନ ହୋଇଛି। କଟକ ସହରରେ ଏକ ପରିଚିତ ନାଁ ପ୍ରକାଶ ରାଓ। କଟକ ଗୋପବନ୍ଧୁ ଭବନ ପାଖରେ ଥିବା ତାଙ୍କ ନିରାଡମ୍ବର ଚା’ ଦୋକାନଟି ଥିଲା ତାଙ୍କ ସବୁଦିନିଆ ଠିକଣା। ଜଣେ ଚା ଦୋକାନୀ ଯେ ଲୋକଙ୍କୁ […]

a
ହ୍ୱାଇଟ୍ ଫଙ୍ଗସ୍ କଣ, ଏହା କାହିଁକି ବ୍ଲାକ୍ ଫଙ୍ଗସ୍ ଠାରୁ ବିପଜ୍ଜନକ? ଜାଣନ୍ତୁ…

କରୋନା ମହାମାରୀ ଭିତରେ ଏବେ ଫଙ୍ଗଲ ସଂକ୍ରମଣ ବିପଦ ସୃଷ୍ଟି କରିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ର ଅନେକ ଆକ୍ରାନ୍ତ ହେବା  ପରେ କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟମାନଙ୍କୁ ଏହାକୁ ମହାମାରୀ ଘୋଷଣା କରିବାକୁ କହିଥିଲେ। ଏହି ସଂକ୍ରମଣର ବିପଦ ଟଳି ନ ଥିବା ବେଳେ ଏବେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ ଖେଳେଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ନୂତନ ସଂକ୍ରମଣ ବ୍ଲାକ୍ ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ। କାରଣ ଏହା କେବଳ ଗୋଟିଏ ଅଙ୍ଗକୁ ନୁହେଁ, […]

corona
ଶ୍ମଶାନକୁ ନିତିଦିନ ଆସୁଛି ୧୩୦ ରୁ ଅଧିକ ଶବ: ସଂସ୍କାର ପାଇଁ ଅସହାୟତା ପ୍ରକାଶ କଲେଣି ମଶାଣୀ ବନ୍ଧୁ

ସାରା ଦେଶରେ କରୋନା ମହାମାରୀ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି। ଦିନକୁ ଦିନ ଭୟଙ୍କର ଭାବରେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ, ଶ୍ମଶାନରେ ଶବ ସଂସ୍କାର କରିବାକୁ ଅସହାୟ ମନେ କଲେଣି ମଶାଣୀ ବନ୍ଧୁ।

  • Wednesday, 14 July 2021
Mask
କରୋନାଠୁ ସୁରକ୍ଷା ଦେବ କିଏ? ଏନ ୯୫ ନା କପଡ଼ା ମାସ୍କ...

ଅଦୃଶ୍ୟ ମହାମାରୀ କରୋନା କବଳରେ ପୂରା ଦେଶ। କେମିତି ଏହି ମହାମାରୀଠୁ ନିଜକୁ ବଂଚାଇ ହେବ ତାହାକୁ ନେଇ ସମସ୍ତେ ଏବେ ଚିନ୍ତାରେ। ଆଉ ଏହାରି ମଧ୍ୟରେ, ସରକାର ବାରମ୍ବାର କହୁଛନ୍ତି ଯେ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କଲେ କରୋନା କବଳରୁ ବଂଚିହେବ।

mud-festival
ମଣିଷ ଶରୀରକୁ କାଦୁଅ ମାଟି ଦିଏ ଲାଭ?

ପରସ୍ପର ମୁହଁରେ ରଙ୍ଗ ବୋଳି ରଙ୍ଗର ପର୍ବ ହୋଲି ଖେଳାଯାଏ। ହେଲେ ଏଠି ହୋଲି ଖେଳାଯାଏ ନିଆରା ଢଙ୍ଗରେ। ରଙ୍ଗ ବଦଳରେ ମାଟିରେ ହୋଲି ଖେଳିଥାଆନ୍ତି ଲୋକେ । ଏହି ମଡ୍ ଫେଷ୍ଟିଭାଲ୍ପ ରସ୍ପରକୁ ମାଟି ଲଗାଇ ଲୋକମାନେ ଉତ୍ସବର ଆନନ୍ଦ ଉଠାଇଥାଆନ୍ତି।

  • Wednesday, 14 July 2021
corona-death
ପ୍ରତି ମିନିଟ୍‌ରେ ୮ ଜଣଙ୍କ ମୁଣ୍ଡ ନେଉଛି କରୋନା

କରୋନା ସ୍ଥିତି ସଙ୍ଗୀନ। ହୁ ହୁ ହୋଇ ବଢୁଛି ସଂକ୍ରମଣ। ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏବେ ଏହି ଅଦୃଶ୍ୟ ମହାମାରୀରେ ଜୁଝି ହେଉଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାରି ମଧ୍ୟରେ ବିଶ୍ୱରେ ୩୦ ଲକ୍ଷ ପାର୍‌ ହେଲାଣି କରୋନା ଜନିତ ସଂକ୍ରମଣର ସଂଖ୍ୟା।

  • Wednesday, 14 July 2021
Taitenik
ସମୁଦ୍ର ମଧ୍ୟରେ କେମିତି ବୁଡ଼ିଥିଲା ଟାଇଟେନିକ୍ ଜାହାଜ, ଜାଣନ୍ତୁ ପୂରା କାହାଣୀ

ଟାଇଟେନିକ୍‌ ଜାହାଜ ବୁଡ଼ିବାକୁ ନେଇ ଏବେ ବି ଅନେକ କଳ୍ପନା ଓ ଜଳ୍ପନା ଲାଗି ରହିଛି। ଜାହାଜ କେମିତି ବୁଡ଼ିଲା ଓ କାହିଁକି ବୁଡ଼ିଲା ତାହାକୁ ନେଇ ଆଜି ବି ବିତର୍କ ଚାଲୁଛି। ବିଶ୍ୱର ବୁଠୁ ବଡ଼ ଜାହାଜକୁ ନେଇ ବର୍ତ୍ତମାନ ସମୟରେ ବି ଚାଲିଛି ଆଲୋଚନା। ତେବେ ଆସନ୍ତୁ ଜାଣିବା ବିଶ୍ୱର ସବୁଠୁ ବଡ଼ ଜାହାଜ କେମିତି ଓ କାହିଁକି ବୁଡ଼ିଥିଲା?

  • Wednesday, 14 July 2021
money
କେନ୍ଦ୍ରର ଏହି ଯୋଜନାରେ ସାମିଲ ହେଲେ ପ୍ରତି ମାସ ଆପଣ ବି ପାଇବେ ୫ ହଜାର ଟଙ୍କାର ପେନସନ୍

ଲୋକଙ୍କ ଲାଗି ସରକାର ଅନେକ ସମୟରେ ଯୋଜନା କରନ୍ତି। ଯାହାଦ୍ୱାରା ଦେଶର ନାଗରିକମାନେ ଅନେକ ଲାଭ ମଧ୍ୟା ପାଆନ୍ତି। ଏହାରି ମଧ୍ୟରେ ସରକାର ପୁଣି ଥରେ ଏକ ନୂଆ ଯୋଜନା କରିଛନ୍ତି ଯାହାଦ୍ୱାରା ଆପଣ ବି ମାସକୁ ପାଇପାରିବେ ୫ ହଜାର ଟଙ୍କା।

  • Wednesday, 14 July 2021
padmanava-mandir
ମନ୍ଦିର ଖୋଲିବ ତ ମହାପ୍ରଳୟ ମାଡ଼ି ଆସିବ

ହିନ୍ଦୁ ଧର୍ମରେ ୩୩ କୋଟି ଦେବତା ଥିବା କୁହଯାଏ। ସେଥିଲାଗି ୧୨ ମାସରେ ୧୩ ପର୍ବର ପାଳନ କରାଯାଏ। କେବଳ ଏତିକି ନୁହେଁ ବରଂ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନରେ ବି ଅନେକ ତୀର୍ଥ କରିବାକୁ ଯାଆନ୍ତି

  • Wednesday, 14 July 2021
cyclonE
ଚଳିତ ଥର ତାଣ୍ଡବ ରଚିବ ବାତ୍ୟା, ମାତ୍ର ଏତିକି ଦିନ ମଧ୍ୟରେ ମାଡ଼ି ଆସିବ ୧୦ ରୁ ଅଧିକ ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ଼

୨୦୨୧ ମସିହାରେ ବି କରୋନା ପିଛା ଛାଡ଼ିଲା ନାହିଁ। ଲଗାତାର ଭାବରେ ଦେଶରେ ଓ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।

  • Wednesday, 14 July 2021
bandege
ଡାଇବେଟିସ୍‌ ରୋଗୀଙ୍କ ଘା' ଭଲ କରିଦେବ ଏହି ସ୍ୱତନ୍ତ୍ର ବ୍ୟାଣ୍ଡେଜ୍‌, ଜାଣନ୍ତୁ ଏହା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ...‌

: ରୋଷେଇ ଘରେ ହଳଦୀର ବ୍ୟବହାର ସଂପର୍କରେ ସମସ୍ତେ ଜାଣନ୍ତି। କିନ୍ତୁ ଏଥିରୁ ନିର୍ମିତ ବ୍ୟାଣ୍ଡେଜ୍ ଯେ ରୋଗୀର ଘାକୁ ଶୀଘ୍ର ଭଲ କରିପାରିବ, ତା ହୁଏତ ଅନେକ ଭାବିନଥିବେ।

  • Wednesday, 14 July 2021
rajmahal
ମାତ୍ର ୮୭ ଟଙ୍କାରେ ବିକ୍ରି ହେଲା ରାଜମହଲ!

ମାତ୍ର ୮୭ ଟଙ୍କାରେ ବିକ୍ରି ହେଲା ରାଜମହଲ ମହଲରେ ରହିଛି ୧୩୫ କୋଠରୀ ନୂଆଦିଲ୍ଲୀ: ବିଶ୍ୱାସ ହେଉ ନଥିଲେ ବି ସତ। ଘଟଣାଟି କିଛି ଏମିତି ରହିଛି ଯାହା ସମ୍ପର୍କରେ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ୧୩୫ କୋଠରୀ ବିଶିଷ୍ଟ ଏକ ବିଶାଳ ରାଜ ମହଲକୁ ମାତ୍ର ୮୭ ଟଙ୍କାରେ ବିକ୍ରି କରିଦେଇଛନ୍ତି ଜଣେ ରାଜକୁମାର। ଯାହାକୁ ନେଇ ପୂରା ଦେଶରେ ଚାଲିଛି ଜୋରସୋରରେ ଚାଲିଛି। ଆଜିକା ଦିନରେ ନିଜର ଘରଖଣ୍ଡେ ତିଆରି କରିବା […]

  • Wednesday, 14 July 2021
whatsp
ପୁଣି ନୂଆ ଫିଚର୍‌ ଆଣିବ ହ୍ୱାଟ୍ସଆପ୍। ଜାଣନ୍ତୁ କଣ ସୁବିଧା ପାଇବେ ଆପଣ?

ପୁଣି ନୂଆ ଫିଚର୍‌ ଆଣିବ ହ୍ୱାଟ୍ସଆପ୍। ଏଣିକି ଫେସବୁକ ପରି ହ୍ୱାଟ୍ସଆପରେ ଆପଣ ଲଗଆଉଟ କରିପାରିବେ ବୋଲି ଜଣାପଡିଛି। ୟୁଜର୍ସ ନିଜ ହିସାବରେ ଯେତେବେଳେ ଚାହିଁବେ ଲଗ ଇନ କରିପାରିବେ ଏବଂ ଏଥିରୁ ବ୍ରେକ ନେବାକୁ ହେଲେ ‘ଲଗ ଆଉଟ’ କରିପାରିବେ ବୋଲି ସୂଚନା ରହିଛି।

  • Wednesday, 14 July 2021
144815224_425276031891019_2257059459606994303_n
ଏଣିକି ୨ ମାସ ପାଇଁ ମାଛ ଖାଇବା ଓ କିଣିବା ଉପରେ ଲାଗିଛି ପ୍ରତିବନ୍ଧକ, ଜାଣନ୍ତୁ କେଉଁଠି?

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କେରଳରୁ ମଧ୍ୟ ଅନ୍ୟ ରାଜ୍ୟକୁ ମାଛ ରପ୍ତାନୀ ହୁଏ। ତେଣୁ ପ୍ରଶାସନ ତାହା ଉପରେ ମଧ୍ୟ କଟକଣା ଲାଗୁ କରିଛି।

  • Wednesday, 14 July 2021
Sanskriti-
ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି ଲୋକେ କେବଳ ସଂସ୍କୃତରେ ହିଁ କଥା ହୁଅନ୍ତି

କର୍ଣ୍ଣାଟକ: ଆମ ଭାରତୀୟ ସଂସ୍କୃତି, ପରମ୍ପରା, ଭାଷା, ସାହିତ୍ୟ ସମଗ୍ର ବିଶ୍ୱଠାରୁ ବେଶ୍ ନିଆରା ଆଉ ଖାସ୍  ମଧ୍ୟ ଅଟେ। ସମଗ୍ର ବିଶ୍ୱ ମାନିଛି ଆମ ବିବିଧତାରେ ଥିବା ସୁନ୍ଦରତାକୁ। ଆମ ଶାସ୍ତ୍ର ପୁରାଣ ବି ଆମ ଦେଶର ମହାନତାର ଗାଥା ବର୍ଣ୍ଣନା କରେ। ସେହିପରି ଭାରତୀୟଙ୍କ ମୂଳ ଭାଷା ସଂସ୍କୃତ ବୋଲି ଆମେ ସମସ୍ତେ ଜାଣନ୍ତି। ଏହି ଭାଷାଟି ବେଶ ଉଚ୍ଚକୋଟୀର ମଧ୍ୟ। ସଂସ୍କୃତ ଭାଷାକୁ ସମସ୍ତ ଭାଷାର ଜନନୀ ବୋଲି ମଧ୍ୟ କୁହାଯାଏ। ଆଉ […]

  • Wednesday, 14 July 2021
Piramid-KO
ଗିଜା ପିରାମିଡ୍‌କୁ ନେଇ କାହିଁକି ଲାଗିରହିଛି ଚର୍ଚ୍ଚା?

ଏମିତି ଏକ ସହର ଅଛି ଯିଏ କି ନିଜ ଭିତରେ ଅନେକ ରହସ୍ୟକୁ ଲୁଚାଇ ରଖିଛି। କେତେ ବେଳେ ଗିଜାର ସ୍ପିନଙ୍କ ରହସ୍ୟ ତ ଆଉ କେତେବେଳେ ପୁରା ସହର ହିଁ ଲାଗେ ରହସ୍ୟର ଗନ୍ତାଘର। ସେହିଭଳି ଏକ ଗଭୀର ରହସ୍ୟ ହେଲା ଗିଜା ପିରାମିଡ୍।

  • Wednesday, 14 July 2021
Car-pkg
ଏଣିକି ପେଟ୍ରୋଲ କିମ୍ବା ଡିଜେଲରେ ନୁହେଁ ବରଂ ପାଣିରେ ହିଁ ଚାଲିବ ଆପଣଙ୍କ କାର....ଜାଣନ୍ତୁ କେବେ ଏହି କାର ବଜାରକୁ ଆସିବ?

ଏଣିକି ପେଟ୍ରୋଲ କିମ୍ବା ଡିଜେଲ ନୁହେଁ ବରଂ ପାଣିରେ ଚାଲିବ ଆପଣଙ୍କ କାର। ହୁଏତ ଏହି ଘଟଣା ଶୁଣିବା ପରେ ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଏହି ଘଟଣା ପୂରା ସତ ଅଟେ। କାରଣ ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲର ଦର କ୍ରମାଗତ ଭାବେ ଆକାଶଛୁଆଁ ହେବାକୁ ଲାଗିଛି

  • Wednesday, 14 July 2021
Saraswati-Devi-1212
ସରସ୍ୱତୀଙ୍କୁ କେମିତି ପୂଜା କଲେ ମିଳେ ଆଶୀର୍ବାଦ?

ମାଆ ସରସ୍ୱତୀଙ୍କ ପୂଜା। ବାଗଦେବୀଙ୍କୁ ଆମେ ସମସ୍ତେ ସମସ୍ତେ ପୂଜା କରନ୍ତି। କୁହାଯାଏ, ମା’ ବାଗ୍‌ଦେବୀଙ୍କୁ ପୂଜା କଲେ ବିଦ୍ୟା ଲାଭ ହୁଏ। ତେଣୁ ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନାର ପର୍ବକୁ ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। ଆଉ ଆଜିର ଦିନକୁ ଅତ୍ୟନ୍ତ ଶୁଭଦିନ ବୋଲି ଲୋକେ ବିଶ୍ୱାସ ମଧ୍ୟ କରନ୍ତି। ତେଣୁ ଏହି ଦିନ ବିବାହ, ଗୃହ ନିର୍ମାଣ ତଥା […]

  • Wednesday, 14 July 2021
Dubai
ଓ୍ୱାର୍ଲଡ୍ ରେକର୍ଡ କରୁଛି ଫାଉଣ୍ଟେନ୍? ଜାଣନ୍ତୁ କେଉଁଠି ଅଛି ଏହି ଫାଉଣ୍ଟେନ୍...

ଆଜିକାଲି ବିଭିନ୍ନ ସ୍ଥାନରେ ପରିବେଶକୁ ସୁନ୍ଦର କରି ସଜାଇବା ପାଇଁ ଫାଉଣ୍ଟେନ୍ ଇତ୍ୟାଦିର ନିର୍ମାଣ କରାଯାଉଛି।  ନଦୀ, ପୋଖରୀ, ପାର୍କ ଇତ୍ୟାଦିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଫାଉଣ୍ଟେନ  ନିର୍ମାଣ କରାଯାଇଥାଏ।  କିଛି ସ୍ଥାନରେ ତ ଫାଉଣ୍ଟେନରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋର ମଧ୍ୟ ଆୟୋଜନ କରାଯାଇଥାଏ

  • Wednesday, 14 July 2021
hospital Girl Child
ଏହି ମେଡିକାଲରେ ଝିଅ ଜନ୍ମ ହେଲେ ଦେବାକୁ ପଡ଼ିବ ନାହିଁ କୌଣସି ଶୁଳ୍କ

ଡାକ୍ତରଖାନା କର୍ତ୍ତୃପକ୍ଷ ଦେଖାଇଲେ ମହାନତା। ଏମିତି କିଛି ଘୋଷଣା କଲେ ଯାହାକୁ ନେଇ ସାରା ଦେଶରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ପଡ଼ୋଶୀ ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ଶ୍ରୀ ବାଲାଜୀ ସୁପର ସ୍ପେଶିଆଲଟି ହସ୍ପିଟାଲ ପକ୍ଷରୁ ବିଶେଷ ଘୋଷଣା କରାଯାଇଛି

  • Wednesday, 14 July 2021
office-Holiday
ଏଣିକି ସପ୍ତାହକୁ ଆପଣ କରିବେ ୪ ଦିନ କାମ, ଆଉ ବାକି ୩ ଦିନ ଛୁଟି

ଖୁବଶୀଘ୍ର କେନ୍ଦ୍ର ବିଭିନ୍ନ କର୍ମଚାରୀଙ୍କ ପାଇଁ ନେଇପାରେ ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ରହିଛି । ଏଥିରେ ଗୋଟିଏ ସପ୍ତାହରେ ଜଣେ ବ୍ୟକ୍ତି ସର୍ବାଧିକ ୪୮ ଘଣ୍ଟା କାମ କରିବ ବୋଲି ପ୍ରସ୍ତାବ ଦିଆଯାଇଛି । ଏହାସହ ଅନେକ ନିୟମରେ ସରକାର କୋହଳ କରିବା ନେଇ ଅନୁମାନ କରାଯାଉଛି ।

  • Wednesday, 14 July 2021