• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

kharabala-up
ଖାରବେଳଙ୍କୁ ଅାକ୍ରମଣ ପଛର କାରଣ ଖୋଜିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ଅାକ୍ରମଣ କରୁଥିବା ଏ ଯୁବକ ସୁମନ୍ତ ନାୟକ କେଉଁ ଦଳର ?  କାହା ପ୍ରରୋଚନା ଏବଂ କାହା ଇଙ୍ଗିତରେ ଜଣେ ପ୍ରତିଷ୍ଠିତ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଉପରେ ଏଭଳି ହିଂସା ? ଅାକ୍ରମଣକାରୀ ଯୁବକ ବିଜେଡିର ବୋଲି ନିଜେ ଖାରବେଳ ଅଭିଯୋଗ କରିଥିଲା ବେଳେ ଅାଜି ବିଜେପି ଅାଣିଛି ଅାଉ ଏକ ସାଂଘାତିକ ଅଭିଯୋଗ। କହିଛି ଖାରବେଳଙ୍କୁ ଅାକ୍ରମଣ କରିଥିବା ଦୁଇ ଯୁବକ ସୁମନ୍ତ ନାୟକ ଓ […]

  • Friday, 16 July 2021
sambalpur-up
ତେଜୁଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଅାନ୍ଦୋଳନ

ସମ୍ବଲପୁର : ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପଶ୍ଚିମ ଓଡ଼ିଶାରେ ଅହରହ ଜାରି ରହିଛି ଓକିଲଙ୍କ ଅାନ୍ଦୋଳନ । ଦୀର୍ଘ ୭୮ ଦିନ ବିତିଯାଇଥିଲ ବି ସରକାର ନୀରବ। ତେଣୁ ଅାଗକୁ ଅାନ୍ଦୋଳନକୁ ବ୍ୟାପକ କରିବା ପାଇଁ ସମ୍ବଲପୁର ଏବଂ ବଲାଙ୍ଗିର ଓକିଲ ସଂଘ ନିଷ୍ପତ୍ତି ଶୁଣାଇଛନ୍ତି । ସେପଟେ ଅାଇନସେବା ପ୍ରଭାବିତ ହୋଇଥିବାବେଳେ ଜାମିନ ନପାଇ ଛୋଟମୋଟ ମାମଲାରେ ଜେଲ୍‌ରେ ପଡ଼ିରହିଛନ୍ତି କଏଦୀ । ସୋନପୁର ଜିଲ୍ଲାର ମାଖନୀ ମେହେର । ଚୋରୀ ଅଭିଯୋଗରେ […]

  • Friday, 16 July 2021
tree-cutting-up
ବଳରାମପୁର ଗଛକଟା ନେଇ ଗୃହରେ ତୁମ୍ବିତୋଫାନ

ଢେଙ୍କାନାଳ : ବଳରାମପୁର ଗଛ କଟା ପଛରେ କାହାର ହାତ ? କାହା ଚାପରେ କଟାଗଲା ଗଛ। ଏହାକୁ ନେଇ ଅାଜି ବିଧାନସଭାରେ ହୋଇଥିଲା ତୁମ୍ବିତୋଫାନ୍। ମଦ ଫାକ୍ଟ୍ରି ପାଇଁ ରାତି ଅଧିଅା ଶହ ଶହ ଗଛକଟା ପଛରେ କମ୍ପାନୀ-ଅଫିସର-ଜଙ୍ଗଲ ବିଭାଗ ଓ ଇଡ୍‌କୋର ମଧୁଚନ୍ଦ୍ରିକା ଥିବା ଅଭିଯୋଗ ଅାଣି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ। ମଦ କମ୍ପାନୀର ସ୍ୱାର୍ଥ ପାଇଁ ଜିଲ୍ଲା ପ୍ରଶାସନ ପ୍ରୋତ୍ସାହନରେ ଗଛକଟା ଶୀର୍ଷକ ମୁଲତବୀ ଅାଲୋଚନାରେ ଭାଗ ନେଇ ବିରୋଧୀଦଳ ନେତା […]

  • Friday, 16 July 2021
cycle
ଭୁବନେଶ୍ୱରରେ ୨୬ତାରିଖରୁ ଗଡ଼ିବ ସ୍ମାର୍ଟ ସାଇକେଲ୍

ଭୁବନେଶ୍ୱର : ସ୍ମାର୍ଟ ସିଟିରେ ସ୍ମାର୍ଟ ସାଇକେଲ ଟ୍ରାକ୍‌। ରାସ୍ତାକୁ ବିଭକ୍ତିକରଣ କରାନଯାଇ ୩ ଫୁଟ ଚୌଡାରେ ନାଲି ରଙ୍ଗର ଚାଦର ବିଛାଯାଇଛି। ତା ଉପରେ ନଭେମ୍ବର ୨୬ରୁ ଗଡିବ ସାଇକେଲ। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସାଇକେଲର ସିମ୍ବଲ ବି ଦିଅାଯାଇଛି। ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ୧୪ ଶହ ସାଇକେଲ। ଅାସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବାକୁ ଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ହଜାରେ ସାଇକେଲ ଗଡିବ। ସାଇକେଲ ଷ୍ଟାଣ୍ଡ ପାଇଁ ୧୨୦ଟି ସ୍ଥାନ ଚିହ୍ନଟ […]

  • Friday, 16 July 2021
siv-thakre-up
ରାମ ମନ୍ଦିର ନିର୍ମାଣ ଲାଗି ବଢୁଛି ଚାପ ; ଅଯୋଧ୍ୟାରେ ଉଦ୍ଧବ ଠାକ୍‌ରେଙ୍କ ପୂଜାର୍ଚ୍ଚନା

ଉତ୍ତର ପ୍ରଦେଶ :  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ପ୍ରୟାସ।  ଏଥିପାଇଁ କାଲିଠାରୁ ଅଯୋଧ୍ୟାରେ ଅାରମ୍ଭ ହେଉଛି ବିଶ୍ୱହିନ୍ଦୁ ପରିଷଦର ଧର୍ମ ସଂସଦ। ଏଥିରେ ସାରା ଦେଶରୁ ସନ୍ଥ ଓ ସାଧୁ ଯୋଗଦେବେ। ଏଥିସହ ପ୍ରାୟ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ଏକାଠି ହେବାର ସମ୍ଭାବନା ରହିଛି। ଅଯୋଧ୍ୟାରେ ରାମ ମନ୍ଦିର କିପରି ନିର୍ମାଣ ହୋଇପାରିବ ସେ ନେଇ ମୁଖ୍ୟତଃ ଏଥିରେ ଅାଲୋଚନା ହେବ। ୧୯୯୨ ବାବ୍ରି […]

  • Friday, 16 July 2021
konark
ବିପଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖଶାଳାର ଗର୍ଭଗୃହ

କୋଣାର୍କ  : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ବାହ୍ୟ ସ୍ଥିତି ଠାରୁ ଆଭ୍ୟନ୍ତରୀଣ ସ୍ଥିତି ବିପଦରେ। ୧୯୦୩ ମସିହାରେ ବ୍ରିଟିଶ୍ ସରକାର ମୁଖଶାଳାର ସ୍ଥିତି ଗମ୍ଭୀର ଥିବା ଦେଖି ବାଲି ଓ ପଥର ଭର୍ତ୍ତି କରି ସିଲ୍‌ କରିଥିଲେ।  ଏହା ମଧ୍ୟରେ ୧୧୫ ବର୍ଷ ବିତିଯାଇଛି। ଗର୍ଭଗୃହର ଅାଭ୍ୟନ୍ତରୀଣ ସ୍ଥିତିରେ କଣ ପରିବର୍ତ୍ତନ ଅାସିଛି ଜାଣିବା ପାଇଁ କେନ୍ଦ୍ରୀୟ ଗବେଷଣା ସଂସ୍ଥା ସି.ବି.ଅାର.ଅାଇ. ୨୦୧୫ ମସିହାରେ ପ୍ରଥମ ପର୍ଯ୍ୟାୟରେ ଜିପିଅାରଏସ, ଲେଜର ସ୍କାନିଂ ଓ ଏଣ୍ଡୋସ୍କୋପି […]

  • Friday, 16 July 2021
q1
ରକ୍ତ ପରୀକ୍ଷା ପାଇଁ ଛିଡ଼ା ହେବାକୁ ପଡ଼ୁଛି ୭ରୁ ୮ ଘଣ୍ଟା

ବ୍ରହ୍ମପୁର: ରୋଗୀଙ୍କ ଯନ୍ତ୍ରଣାଠୁ ବଳି ଯାଇଛି ରକ୍ତ ପରୀକ୍ଷା ପାଇଁ ଥିବା ଲମ୍ବା ଲାଇନ୍। ମାଗଣାରେ ରକ୍ତ ପରୀକ୍ଷା ପାଇଁ ସରକାରଙ୍କ ସୁବିଧାର ବାସ୍ତବ ଚିତ୍ର କ’ଣ, ତାହା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍ କଲେଜକୁ ଦେଖିଲେ ଆପଣ ଜାଣିପାରିବେ। ରକ୍ତ ପରୀକ୍ଷା ପାଇଁ ୭ରୁ ୮ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଯାହା ରୋଗୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି। ସରକାରୀ ଡାକ୍ତରଖାନାରେ ମାଗଣାରେ ରକ୍ତ ପରୀକ୍ଷା ହେବ। ରୋଗୀଙ୍କୁ ସହାୟତା କରିବା […]

  • Friday, 16 July 2021
bali yatra
ଆଜିଠୁ କଟକର ଐତିହାସିକ ବାଲିଯାତ୍ରା

କଟକ : ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା। ସବୁ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପାଖାପାଖି ୪୪ ଏକର ଜମିରେ ଖୋଲିବ ୧୩ ଶହରୁ ଅଧିକ ଷ୍ଟଲ। ବାଲିଯାତ୍ରାରେ ସବୁ ପ୍ରକାର ସାମଗ୍ରୀ ମିଳିବ। ସାଧାରଣ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ମିଳିବ। ତା ସହିତ ଜମିବ ବିଭିନ୍ନ ରକମ ଖାଦ୍ୟର ପସରା। ଏଥର ଓର୍‌ମାସର ୩୫୦ଟି ଷ୍ଟଲ୍‌ ପଡ଼ିଛି। ଦର୍ଶକଙ୍କ ପାଇଁ ଚଳିତ ବର୍ଷ ଚହଟା […]

  • Friday, 16 July 2021
1
ଚାଷୀଙ୍କ ପିଛା ଛାଡୁନି ଦୁର୍ଦ୍ଦଶା: ଧାନ ପରେ ପରିବା ଚିନ୍ତା

ଭୁବନେଶ୍ୱର: ଦୁର୍ଦ୍ଦଶା ଚାଷୀଙ୍କ ପିଛା ଛାଡୁନି। ଧାନ ପରେ ଏବେ ପନିପରିବାର ଅଭାବୀ ବିକ୍ରି ସମସ୍ୟାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଖାସ୍ କରି କୋବି ଚାଷୀଙ୍କୁ ବିପୁଳ କ୍ଷତି ସହିବାକୁ ପଡୁଛି। ଏବର୍ଷ ଅନୁକୂଳ ପାଗ ଯୋଗୁ କୋବି ଚାଷ ଭଲ ହୋଇଛି। ତେବେ ଚାଷୀଙ୍କ ମନରେ ଖୁସି ନାହିଁ। କାହିଁକି ନା ହେକ୍ଟର ହେକ୍ଟର ଜମିରେ କୋବି ଚାଷ କରିଥିବା ଚାଷୀ ଭଲ ଉତ୍ପାଦନ ଦୃଷ୍ଟିରୁ ଭଲ ଦିପଇସା ପାଇବା କଥା। କିନ୍ତୁ ସଂରକ୍ଷଣ […]

  • Friday, 16 July 2021
kalinga
ହକି ବିଶ୍ୱକପ୍ ପାଇଁ ଜୋରଦାର୍ ପ୍ରସ୍ତୁତି

ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ଜୋରଦାର୍ ପ୍ରସ୍ତୁତି। ଷ୍ଟାଡିୟମ୍‌ ଠାରୁ ଅାରମ୍ଭ କରି ରାସ୍ତାଘାଟ, ସବୁଠି ଏବେ ହକି ଫିବର୍। ତେବେ ଏହି ମେଗା ଇଭେଣ୍ଟରେ ପାର୍କିଂ ବ୍ୟବସ୍ଥା ହେବ। ପୁଲିସ ପାଇଁ ହେବ ବଡ଼ ଚାଲେଞ୍ଜ  ଟ୍ରାଫିକ୍‌ ସମସ୍ୟା ଓ ଭିଡ଼କୁ ଅାଖିରେ ରଖି ପାର୍କିଂ ପାଇଁ ତିଅାରି ହୋଇଛି ସ୍ୱତନ୍ତ୍ର ମାଷ୍ଟର ପ୍ଲାନ୍‌। ଉଦ୍‌ଘାଟନୀ ଉତ୍ସବରୁ ଫାଇନାଲ୍ ମ୍ୟାଚ୍ ପାଇଁ ଷ୍ଟାଡିୟମ୍ ଭିତରେ ଏବଂ ବାହାରେ ୧୦ଟି ପାର୍କିଂ ସ୍ଥାନକୁ ଚିହ୍ନଟ କରାଯାଇଛି। […]

  • Friday, 16 July 2021
vishal-dev-up
କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଓଟିଭି ଉପରେ ଏତେ ରାଗ କାହିଁକି ?

ଭୁବନେଶ୍ୱର :  କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଓଟିଭି ଉପରେ ଏତେ ରାଗ କାହିଁକି ? ହକି ବିଶ୍ୱକପ୍ ଟିକଟ୍ ବିକ୍ରିରେ ଗତକାଲିର ଚରମ ଅବ୍ୟବସ୍ଥା ସମ୍ପର୍କିତ ଖବର ପ୍ରସାରଣ ପରେ ସତେ ଯେମିତି ଖଡ଼ଗହସ୍ତ ହୋଇଛନ୍ତି ବିଶାଲ ଦେବ। ହକି ସମ୍ପର୍କିତ ଖବର ସଂଗ୍ରହ ଲାଗି ଯାଇଥିବା ଓଟିଭି ଟିମ୍‌କୁ ଅାଜି ନିଜ ଚାମ୍ବରରୁ ତଡି ଦେବା ସହ ସାମ୍ବାଦିକ ସମ୍ମିଳନୀକୁ ତମକୁ ଡକାଯାଇନଥିଲା, ଅାସିଲ କାହିଁକି ବୋଲି କହି ଖରାପ୍ ବ୍ୟବହାର କରିଥିଲେ କ୍ରୀଡ଼ା […]

  • Friday, 16 July 2021
women---up
ବିଧାନସଭାରେ ମହିଳାଙ୍କ ଲାଗି ସଂରକ୍ଷଣ ପ୍ରସ୍ତାବ: ବିରୋଧୀ କହିଲେ ଭୋଟ୍ ଭେଳିକି

ଭୁବନେଶ୍ୱର : ଭୋଟ ପୂର୍ବରୁ ମହିଳାଙ୍କ ପାଇଁ ସଂରକ୍ଷଣର ସଂକଳ୍ପ ଅାଣି ନବୀନ କହୁଛନ୍ତି ଦିନଟି ଐତିହାସିକ। କିନ୍ତୁ ପ୍ରଶ୍ନ ଉଠୁଛି ଐତିହାସିକ କେବଳ ଘୋଷଣାରେ ନା ଏହା ପଛରେ ରହିଛି ବାସ୍ତବତା। ଏକଥା ଖୋଦ୍‌ ନବୀନ ଜାଣିଛନ୍ତି। ବିଧାନସଭାରେ ସଂକଳ୍ପ ପାରିତ ହେଲେ ବି ଯେ ପର୍ଯ୍ୟନ୍ତ ସଂସଦରେ ଅାଇନ ଅାସିନି ସେ ପର୍ଯନ୍ତ ସଂକଳ୍ପ ମୂଲ୍ୟହୀନ। ତଥାପି ମହିଳାଙ୍କ ପାଇଁ ଉଭୟ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣର ସଂକଳ୍ପ ଅାଣି ନବୀନ […]

  • Friday, 16 July 2021
nari-up
ଉଦ୍‌ବେଗଜନକ ଭାବେ ରାଜ୍ୟରେ ବଢୁଛି ଦୁଷ୍କର୍ମ ଘଟଣା

ଭୁବନେଶ୍ୱର : ଏଟିଏମ୍‌ ଭିତରେ ମହିଳାଙ୍କ ଇଜ୍ଜତ ଲୁଟ୍। କଟକ ସହରର ପିଲିଗ୍ରିମ ରୋଡ୍‌ରେ ଥିବା ଏଟିଏମ୍ ଭିତରେ ମହିଳାଙ୍କୁ ହୋଇଛି ଦୁର୍ଷ୍କମ। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଗତ ଶନିବାର ରାତି ପ୍ରାୟ ୨ଟାରେ ଘଟିଛି ଏହି ଘଟଣା। କଲେଜ ଛକ ନିକଟରୁ ସଂପୃକ୍ତ ମହିଳାଙ୍କୁ ଉଠାଇ ଅାଣି ଏଟିଏମ୍ ଭିତରେ ଦୁଷ୍କର୍ମ କରିଥିଲେ ସିକ୍ୟୁରିଟି ଗାର୍ଡ ଦୀପକ ପରିଡ଼ା ଏବଂ ଅନ୍ୟ ଜଣେ ଯୁବକ ପ୍ରଭାତ ରାଉତ। ଅାଉ ରାସ୍ତାରେ ଛାଡ଼ି ଉଭୟେ ହୋଇଯାଇଥିଲେ ଫେରାର୍ […]

  • Friday, 16 July 2021
naveen-up
ନବୀନ-ନରସିଂହ ଭିତିରି ସଂପର୍କ

ଭୁବନେଶ୍ୱର : ନବୀନ-ନରସିଂହଙ୍କ ଭିତିରିଅା ସଂପର୍କକୁ ନେଇ ଜୋରଦାର ଚର୍ଚ୍ଚା। ପୂର୍ବତନ ବିଧାୟକ ତଥା କଂଗ୍ରେସ ସାଧାରଣ ସଂପାଦକ କୃଷ୍ଣ ସଗରିଅା ଏଭଳି ଅଭିଯୋଗ ଅାଣିବା ପରେ ସୃଷ୍ଟି ହୋଇଛି ରାଜନୈତିକ ହଟଚମଟ। ସେପଟେ ସରଗରିଅାଙ୍କ ଅଭିଯୋଗକୁ ନେଇ କଂଗ୍ରେସ୍‌ରେ ଅାରମ୍ଭ ହୋଇଯାଇଛି ମହାଭାରତ। ପ୍ରସଙ୍ଗ ଭିତରକୁ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଟାଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ନରସିଂହଙ୍କୁ ବିରୋଧୀ ଦଳ ନେତା ପଦରୁ ଓ ତାଙ୍କୁ ବିରୋଧୀ ମୁଖ୍ୟ […]

  • Friday, 16 July 2021
man-in-train-up
ଟ୍ରେନ୍‌ ତଳେ ଶୋଇ ଦୁର୍ଘଟଣାରୁ ବର୍ତ୍ତିଗଲେ

ବିପଜ୍ଜନକ ଭାବେ ଟ୍ରେନ୍‌ ଲାଇନ ପାର ହେଉଥିବାବେଳେ ଦୁର୍ଘଟଣାରୁ ଅାଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି ଜଣେ ବ୍ୟକ୍ତି। ଏହିପରି ଏକ ଘଟଣା ଘଟିଛି ଅାନ୍ଧ୍ରପ୍ରଦେଶ ଅନନ୍ତପୁର ରେଲେଓ୍ୱ ଷ୍ଟେସନରେ। ଘଟଣାଟି ଥିଲା ଏମିତି । ଅନ୍ୟ ଏକ ପ୍ଲାଟଫର୍ମକୁ ଯିବା ପାଇଁ ବ୍ୟକ୍ତି ଜଣକ ଫୁଟଓଭର ବ୍ରିଜ୍‌ର ବ୍ୟବହାର ନକରି ରେଳ ଧାରଣା ଉପରେ ଚାଲିଯିବାକୁ ଚେଷ୍ଟା କରିଥିଲେ। ଠିକ୍ ଏହି  ସମୟରେ ଟ୍ରେନ୍‌ ଅାସୁଥିବାରୁ ବ୍ୟକ୍ତି ଜଣକ ଉପାୟଶୂନ୍ୟ ହୋଇ ରେଳ ଧାରଣା ଉପରେ ଶୋଇ […]

  • Friday, 16 July 2021
bali-yatra-up
ତୁଟିଲା କଟକ ବାଲିଯାତ୍ରା ବିବାଦ

କଟକ : ତୁଟିଲା କଟକ ବାଲିଯାତ୍ରା ବିବାଦ। ପ୍ରଶାସନ-ବ୍ୟବସାୟୀ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ମୁହାଁମୁହିଁ ପରିସ୍ଥିତି ଯୋଗୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା ଏହି ଐତିହାସିକ ଯାତ୍ରା। ତେବେ ବ୍ୟବସାୟୀଙ୍କ ପ୍ରମୁଖ ଦାବିଗୁଡ଼ିକୁ ପ୍ରଶାସନ ମାନିନେବା ପରେ ବାଲିଯାତ୍ରାରେ ସହଯୋଗ କରିବ ବୋଲି କହିଛି ବ୍ୟବସାୟୀ ସଂଘ। ଅାଜି ପୂର୍ବାହ୍ନରେ ଉପର ବାଲି ଯାତ୍ରା ପଡ଼ିଆରେ ଟେଣ୍ଟ ବନ୍ଧା ହେବା ପରିବର୍ତ୍ତେ ଖୋଲା ଯାଉଥିଲା। ଏହି ଐତିହାସିକ ଯାତ୍ରା ପାଇଁ ହାତରେ ଅାଉ ୫ଦିନ ସମୟ […]

  • Friday, 16 July 2021
elephanyt up
ନୀଳଗିରିରେ ପୁଣି ମାତିଲେ ହାତୀ

ବାଲେଶ୍ୱର : ନୀଳଗିରିରେ ପୁଣି ମାତିଲେ ହାତୀ। ଗୋପାଳପୁର ଜଙ୍ଗଲରେ ଥିବା ୫୭ଟି ଝାଡଖଣ୍ଡୀ ହାତୀ ଏବେ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। ହେଲେ ସନ୍ଧ୍ୟା ହେଲେ ସ୍ଥାନୀୟ ଲୋକଙ୍କ ଚିନ୍ତା ଅାହୁରି ବଢ଼ି ଯାଉଛି। କାରଣ ସଂଜ ନଇଁଲେ ହାତୀ ଜନବସତି ଅାଡ଼କୁ ଅାସି ଲୋକଙ୍କ ଘରଦ୍ୱାର ଭାଂଗିବା ସହ ଫସଲ ମାଡ଼ି ନଷ୍ଟ କରୁଛନ୍ତି। ଅନ୍ୟପଟେ ଘରର ଅାସବାବପତ୍ର ଓ ରୋଷେଇ ସରଂଜାମ ନଷ୍ଟ ହୋଇଯାଇଥିବାରୁ ଘରେ ଚୂଲି ବି ଜଳୁନି। ପରିସ୍ଥିତି ଏପରି […]

  • Friday, 16 July 2021
g1
ଗଞ୍ଜାମ ଜିଲ୍ଲାରେ ହ୍ରାସ ପାଉଛି ମହିଳାଙ୍କ ସଂଖ୍ୟା

ଗଞ୍ଜାମ: ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଏବଂ କନ୍ୟା ସନ୍ତାନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଉଛି। ତେବେ ଗଞ୍ଜାମ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଢେର ହ୍ରାସ ପାଇଛି। ବେଆଇନ୍‌ ଲିଙ୍ଗ ନିରୂପଣ ଓ କନ୍ୟା ଭ୍ରୂଣହତ୍ୟା ଏହାର ଏକ କାରଣ ବୋଲି ଅଭିଯୋଗ ହେଉଛି। ଅନ୍ୟପଟେ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ‘ମୋ ଗେହ୍ଲା ଝିଅ ଯୋଜନା’ ଆରମ୍ଭ କରିଛି। ସହରରେ ଛତୁ ଫୁଟିବା ଭଳି ଖୋଲିଥିବା କ୍ଲିନିକ୍ ଗୁଡ଼ିକରେ ବେଆଇନ୍‌ ଲିଙ୍ଗ […]

  • Friday, 16 July 2021
flight
ମଦ ନମିଳିବାରୁ ବିମାନରେ ମହିଳାଙ୍କ ହଙ୍ଗାମା

ମୁମ୍ବାଇ : ମଦ ନମିଳିବାରୁ ବିମାନରେ ମହିଳାଙ୍କ ହଙ୍ଗାମା। ମୁମ୍ବାଇରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଅା ବିମାନରେ ଜଣେ ବିଦେଶିନୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ବିଜନେସ୍‌ କ୍ଲାସ୍‌ରେ ଯାଉଥିବା ମହିଳା ଜଣଙ୍କ ମଦ ନମିଳିବାରୁ ବିମାନର କ୍ରୁ ମେମ୍ବରଙ୍କ ସହ ଦୁର୍ବ୍ୟବହାର କରିଥିଲେ। ପୂର୍ବରୁ ମହିଳା ଜଣକ ବିମାନରେ ମଦ୍ୟପାନ କରିସାରିଥିଲେ। ତେବେ ଅାଉ ଥରେ ମଦ୍ୟପାନ ପାଇଁ କହିବାରୁ ବିମାନର କ୍ରୁ ମେମ୍ବର ମନା କରିଥିଲେ। ଫଳରେ ବିଦେଶୀ ମହିଳା ଜଣକ ବିମାନରେ ପାଟିତୁଣ୍ଡ  କରିଥିଲେ। […]

  • Friday, 16 July 2021
besha-up
୨୦୨୦ ମସିହାରେ ହୋଇପାରେ ଶ୍ରୀମନ୍ଦିରରେ ଦୁର୍ଲଭ ରଘୁନାଥ ବେଶ

ପୁରୀ : ଦୀର୍ଘ ୧୧୫ ବର୍ଷର ପ୍ରତୀକ୍ଷାର ହେବ ଅବସାନ। ଶ୍ରୀମନ୍ଦିର ରତ୍ନବେଦୀରେ ବିରଳ ରଘୁନାଥ ବେଶରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଅାହ୍ଲାଦିତ ହେବେ ଭକ୍ତ। ୨୦୨୦ ମସିହାରେ ଶ୍ରୀମନ୍ଦିରରେ ହୋଇପାରେ ଦୁର୍ଲଭ ରଘୁନାଥ ବେଶ। ପୁଣି ରତ୍ନ ସିଂହାସନରେ ମହଣ ମହଣ ସୁନାରେ ବିଭୂଷିତ ହୋଇ ତ୍ରେତୟା ଯୁଗର ଧନୁର୍ଦ୍ଧର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ। ମହାପ୍ରଭୁଙ୍କ ଏ ବିରଳ ବେଶ କରାଯିବାକୁ ଉଦ୍ୟମ ଅାରମ୍ଭ ହୋଇଛି। ଶ୍ରୀମନ୍ଦିର ମାଦଳାପାଞ୍ଜି କହୁଛି, ବିଗତ ୫ଶହ ବର୍ଷ […]

  • Friday, 16 July 2021
chhita-up
ନୀରବି ଗଲା ସୁମଧୁର କଣ୍ଠ ସଙ୍ଗୀତର ବେତାଜ୍ ବାଦଶାହଙ୍କ ସ୍ୱର

ଭୁବନେଶ୍ୱର : ଅାଉ ନାହାନ୍ତି ଓଡ଼ିଆ ସଙ୍ଗୀତର ଏ ଅଲ ଟାଇମ୍ ହିଟ୍ ଗୀତର ସାରସ୍ୱତ ସାଧକ ଚିତ୍ତ ଜେନା। ଶେଷ ହୋଇଛି ତାଙ୍କ ସଙ୍ଗୀତ ସାଧାନା , ଅାଉ ନୀରବି ଯାଇଛି ତାଙ୍କ ସ୍ୱର। କୋଟି କୋଟି ବିଦଗ୍ଧ ଶ୍ରୋତାଙ୍କୁ ଶୋକ ସାଗରରେ ଭସାଇ ସେ ଅାର ପାରିକୁ ଚାଲି ଯାଇଛନ୍ତି। ୭୬ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ଚିତ୍ତ ଜେନା ଅାଜି ଭୋର ପ୍ରାୟ ୩ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ […]

  • Friday, 16 July 2021
modi-up
ମୋଦି ପୁରୀରୁ ଲଢ଼ିବା ଚର୍ଚ୍ଚା ପରେ ସରଗରମ ରାଜ୍ୟ ରାଜନୀତି

ଭୁବନେଶ୍ୱର : ବିଜେପି ଫୋକସ୍‌ରେ ଥିବା ପୂର୍ବାଞ୍ଚଳର ଦୁଇ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗର ଦଳୀୟ ସଭାପତିଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ପୁଣି ହଲଚଲ୍। ପୁରୀ ଜଗନ୍ନାଥ ଧାମରୁ ମୋଦି ଓ ପଶ୍ଚିମବଙ୍ଗରୁ ଅମିତ ଶାହ ଯଦି ସତରେ ଲଢ଼ିବେ ତାହେଲେ ପୂର୍ବାଞ୍ଚଳରେ ଦଳକୁ ବଳ ଯୋଗାଇବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଶାହ ବି କହିଥିଲେ, ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳରେ ଦଳ ଜିତିଲେ ବିଜେପିର ସ୍ୱର୍ଣ୍ଣିମ ଯୁଗ ଅାସିବ। ତେଣୁ ବିଜେପିର ଶୀର୍ଷସ୍ତରରେ […]

  • Friday, 16 July 2021
jail-up
ଜେଲ୍‌ରେ କଏଦୀଙ୍କ ଜଳଖିଅା ଖର୍ଚ୍ଚ ୧୮ଲକ୍ଷ ଟଙ୍କା !

ଭୁବନେଶ୍ୱର : ଜେଲ୍‌ରେ ଜଳଖିଅା ବାବଦରେ ଖର୍ଚ୍ଚ ୧୮ଲକ୍ଷ ଟଙ୍କା। ଶୁଣିବାକୁ ଅାଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ଶହେ ପ୍ରତିଶତ ସତ। ରାଜ୍ୟର ୬ଟି ଜେଲରେ ଥିବା କ୍ୟାଣ୍ଟିନ୍‌ରୁ ଅନ୍ତେବାସୀଙ୍କ ଜଳଖିଅା ବାବଦକୁ  ବର୍ଷକ ଭିତରେ ଏତେ ଟଙ୍କା ଅାୟ ହୋଇଛି। ସବୁଠୁ ଅଧିକ ୭ଲକ୍ଷ ୨୨ ହଜାର ଟଙ୍କାର ଜଳଖିଅା ଖାଇଛନ୍ତି ଝାରପଡା ଜେଲର ଅନ୍ତେବାସୀ। ତା ପଛକୁ ଅଛି ଚୌଦ୍ୱାର ଜେଲ୍, ଏଠାରୁ ଅାୟ ହୋଇଛି ୬ ଲକ୍ଷ ୩୦ହଜାର। ବ୍ରହ୍ମପୁର ଜେଲରୁ ୩ […]

  • Friday, 16 July 2021
j2
ଜୟପୁରରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଅଟକି ରହୁଛି ଶତାଧିକ ଭାରିଯାନ

ଜୟପୁର: ଜୟପୁରରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଭାରିଯାନ ଅଟକି ରହୁଛି। ପ୍ରତିଦିନି ଗାଡ଼ି ଅଟକି ରହୁଥିବାରୁ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ମଧ୍ୟ ନଜର ଆସିଛି। ଅନ୍ୟପଟେ ଜାତୀୟ ରାଜପଥର ପ୍ରଶସ୍ତିକରଣ ନାଁରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉଚ୍ଛେଦ କରି ଅଧପନ୍ତରିଆ କାମ କରୁଥିବାରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବସ୍‌, ଟ୍ରକ୍ ସବୁ ଲମ୍ବା ଲାଇନ୍‌ରେ ଠିଆ ହୋଇଥିବା […]

  • Friday, 16 July 2021
wall
ହକି ବିଶ୍ୱକପ୍ ପାଇଁ ସଜେଇ ହେଉଛି ରାଜଧାନୀ

ଭୁବନେଶ୍ୱର : ଶୂନଶାନ୍‌ ରାସ୍ତା ଅାଉ ଶୀତୁଅା ରାତି। ବହଳ ଅନ୍ଧାର ଅାସିବା କ୍ଷଣି ରାଜଧାନୀକୁ ରଙ୍ଗିନ୍ କରିବାରେ ବାହାରି ପଡ଼ନ୍ତି ବିଦେଶିନୀ। ହାତରେ ରଙ୍ଗତୁଳୀ ଧରି ଫ୍ଲାଏ ଓଭର କାନ୍ଥରେ ଅାଙ୍କି ଚାଲନ୍ତି ମନର ମାନଚିତ୍ର।  ଶୀତକୁ ଖାତିର ନକରି ରାତିରେ ରାଜଧାନୀର ମୁକୁଳା ଛାତିକୁ କରିଚାଲନ୍ତି ରଙ୍ଗିନ୍। ରାତି ଯେତିକି ବଢୁଥାଏ, ବିଦେଶିନୀ ହାତର ସ୍ପର୍ଶ ଓ ରଙ୍ଗର ରୋଲରରେ ସେତିକି ରଙ୍ଗିନ୍ ହେଉଥାଏ ରାଜଧାନୀ। ୨୦ ଫୁଟ୍ ଉଚ୍ଚ କାନ୍ଥବାଡ଼କୁ ରଙ୍ଗିନ୍ କରୁଥିବା […]

  • Friday, 16 July 2021