• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

sarkarka-mal
ବିଧାୟକଙ୍କ ହାତପାଣ୍ଠିରୁ କୋଟି କୋଟି ଖର୍ଚ୍ଚ ସତ୍ତ୍ୱେ ପ୍ରକଳ୍ପ ଅଧପନ୍ତରିଆ

ଭୁବନେଶ୍ୱର : ଖର୍ଚ୍ଚ ହୋଇପାରୁନି ବିଧାୟକଙ୍କ ହାତ ପାଣ୍ଠି। ୧୩ଟି ବ୍ଲକ୍‌ରେ ଖର୍ଚ୍ଚ ନହୋଇ ପଡିରହିଛି ୫୧ କୋଟି ଟଙ୍କା। ସେପଟେ ଯାହା ଖର୍ଚ୍ଚ ହେଉଛି ତାର ବିନିଯୋଗ ପ୍ରମାଣପତ୍ର ବି ଦାଖଲ ହେଉନି। ତା ସହିତ ଅଯଥାରେ ଅପଚୟ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ଲୋକାଲ୍ ଫଣ୍ଡ ଅଡିଟ୍‌ ଧରିଛି ଏହି ସତ। ରାୟଗଡ଼ା କାଶୀପୁରରେ ବିଧାୟକ ଲାଲବିହାରୀ ହିମିରିକାଙ୍କ ହାତ ପାଣ୍ଠିରୁ ଆରମ୍ଭ ହୋଇଥିଲା ଏହି  ମାଉସୀମା ମନ୍ଦିର କାମ।  କିନ୍ତୁ ୪ ବର୍ଷ […]

  • Friday, 16 July 2021
ticket
ସଚିବାଳୟରେ ଲବି ପାଇଁ ଦଳୀୟ ନେତାଙ୍କ ଭିଡ଼

ଭୁବନେଶ୍ୱର : ଶେଷ ହେଲା ବିଧାନସଭା ଅଧିବେଶନ। ଏଣେ ଆରମ୍ଭ ହେଲା ବିଜେଡିରେ ଟିକେଟ୍ ଲବି। ପାଓ୍ୱାର ସେଣ୍ଟର କୁହଯାଉଥିବା ସଚିବାଳୟର ଥାର୍ଡ ଫ୍ଲୋର୍‌ରେ ବିଧାୟକ, ପୂର୍ବତନ ବିଧାୟକ ଓ ଆଶାୟୀଙ୍କ ଭିଡ଼। ଆଜି ସଚିବାଳୟରେ ମାଲକାନଗିରିର ବିଧାୟକ ମାନସ ମଡକାମୀ  ଓ ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଦେଖିବାକୁ ମିଳିଥିଲା। ମାନସ ପୁଣି ଥରେ ଟିକେଟ୍ ପାଇବା ପାଇଁ ଆଶା ରଖିଛନ୍ତି, ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଗ୍ରୀନ୍ ସିଗ୍‌ନାଲ୍ ମିଳିନାହିଁ। ସେପଟେ ଗତ ପଞ୍ଚାୟତ […]

  • Friday, 16 July 2021
congress
ଓଡ଼ିଶାରେ କ୍ଷମତା ହାତେଇବା ଲାଗି କଂଗ୍ରେସର ରଣନୀତି ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାରେ ଛତିଶଗଡ଼ ଫଣ୍ଡା ଆପଣେଇବାକୁ କଂଗ୍ରେସର ଷ୍ଟ୍ରାଟେଜି। କୃଷି ଋଣ ଛାଡ଼ ସାଙ୍ଗକୁ ଧାନର MSP ୨୬ ଶହ ଟଙ୍କା। ଆଉ ସୀମାବର୍ତ୍ତି ପଶ୍ଚିମ ଓଡ଼ିଶାରୁ ଦଳ ଆରମ୍ଭ କରିଛି ଏହି ଅଭିଯାନ। ତାହା ପୁଣି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନେତୃତ୍ୱରେ। ବାଘେଲ ଆଜି ନୂଆପଡ଼ାରେ ନିର୍ବାଚନୀ ସଭା କରିବା ସହ ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରିଛନ୍ତି। ଛତିଶଗଡ଼ରେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ ଓ ଧାନର […]

  • Friday, 16 July 2021
music
ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମରେ ଉଡ଼ିଲା ଟଙ୍କା

ସୁରତ : ସୁରତର ବାରଡୋଲୀ ତହସିଲରେ ଲୋକେ ପ୍ରବଳ ଟଙ୍କା ଉଡ଼ାଇଛନ୍ତି। ଅଭ୍ୟୁଦୟ ଏଜୁକେଶନ ଏଣ୍ଡ ଚାରିଟେବଲ୍‌ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏକ ସଂଗୀତ ସମାରୋହ ଅବସରରେ କଣ୍ଠଶିଳ୍ପୀଙ୍କ ଗୀତରେ ଖୁସି ହୋଇ ଟଙ୍କା ବର୍ଷା କରିଛନ୍ତି ଲୋକେ। ଉପସ୍ଥିତ ଦର୍ଶକ ଓ ଶ୍ରୋତା ଲୋକ ଗାୟକ କିର୍ତ୍ତିଦାନ ଗଡବୀଙ୍କ ଭଜନ ଗାୟନରେ ପୁରା ମସ୍‌ଗୁଲ୍‌ ହୋଇଯାଇଥିଲେ। ସେଠାରେ ୧୦ ଟଙ୍କିଆ ନୋଟ୍‌ରୁ ଆରମ୍ଭ କରି ୨ ହଜାର ଟଙ୍କିଆ ନୋଟ୍ ବର୍ଷା କରିଥିଲେ ଲୋକେ। ଉଲ୍ଲେଖନୀଯ […]

  • Friday, 16 July 2021
village2
ମୌଳିକ ଅଧିକାରରୁ ବଞ୍ଚିତ ଉଦଳା ପାଟ୍ଟଶାଣିପୁର ଗାଁ

ଉଦଳା :  ଗ୍ରାମାଞ୍ଚଳର ବିକାଶ ଲାଗି ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ଏହାର ପ୍ରକୃତ ଉପକାର ଲୋକେ ପାଉନଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳାର ପାଟଶାଣୀପୁର ଗାଁରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ। ବହୁ ଅବ୍ୟବସ୍ଥା ଘେରରେ ରହିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ପାଟଶାଣୀପୁର ଗାଁ। ଏଠାରେ ୬୦ରୁ ଅଧିକ ପରିବାର ରହୁଥିଲେ ମଧ୍ୟ ସମସ୍ତେ ମୌଳିକ ସୁବିଧାରୁ ବଞ୍ଚିତ। ନା ଗାଁକୁ ଭଲ ରାସ୍ତା ଅଛି ନା ପିଇବା ପାଣିର […]

  • Friday, 16 July 2021
biopics
ଛବି ସୁଧାରିବାକୁ ସିନେମା ସାହାରା

ଭୁବନେଶ୍ୱର  :  ଭୋଟରଙ୍କ ଆଗରେ ଛବି ସୁଧାରିବାକୁ ବାୟୋପିକ୍ ସାହାରା। ନିର୍ବାଚନୀ ବର୍ଷରେ ଚର୍ଚ୍ଚିତ ନେତାଙ୍କର ଗୋଟିଏ ପରେ ଗୋଟିଏ ବାୟୋପିକ୍ ଫିଲ୍ମକୁ ନେଇ ଏବେ ଏଭଳି ଚର୍ଚ୍ଚା। ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଦ ଆକ୍‌ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ହଲ୍‌ରୁ ନଯାଉଣୁ ଏବେ ପରଦାକୁ ଆସିବାକୁ ତୟାର ହେଲାଣି ରାହୁଲ ଗାନ୍ଧିଙ୍କ ବାୟୋପିକ୍ ‘ମାଇଁ ନେମ୍ ଇଜ୍ ରାଗା’ । ରାଗା, ରାହୁଲ ଗାନ୍ଧି। ଶୈଶବର ନିରୀହ ଆଖିରେ […]

  • Friday, 16 July 2021
bjp
ଏଥର କଥାରେ ନୁହେଁ, ଲିଖିତ ପ୍ରତିଶ୍ରୁତିର ଫଣ୍ଡା

ଭୁବନେଶ୍ୱର :  ଆଉ ନେତାଙ୍କର ଖାଲି କଥା, କାମ ଦେଉନି। ମୁଖ ନିଶୃତ ପ୍ରତିଶ୍ରୁତି ଫେଲ୍ ମାରିବା ପରେ ଲୋକେ ଭରସାକୁ ନେବାକୁ ପ୍ରସ୍ତୁତ ନୁହଁନ୍ତି।  ତେଣୁ ଏଥର ନିର୍ବାନରେ ଆସିଛି ନୂଆ ଫଣ୍ଡା, ଲିଖିତ ପ୍ରତିଶ୍ରୁତିକୁ ନେଇ ରାହୁଲ ଗାନ୍ଧିଙ୍କ ଗ୍ୟାରେଣ୍ଟି କାର୍ଡ ବଣ୍ଟନ ପରେ ଏହାକୁ କାଉଣ୍ଟର ଲାଗି ରାଜ୍ୟ ବିଜେପି ବି ଆରମ୍ଭ କରିଛି ପ୍ରତିଶ୍ରୁତି ପତ୍ର ବଣ୍ଟନ। ୧୯ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଇଏ ରାଜ୍ୟ ବିଜେପିର ପ୍ରତିଶ୍ରୁତି। ଦଳ କ୍ଷମତାକୁ […]

  • Friday, 16 July 2021
rahul
ମୋଦି-ନବୀନ ଆପଣମାନଙ୍କୁ ଅଣଦେଖା କରିଛନ୍ତି : ରାହୁଲ୍‌ ଗାନ୍ଧି

ଭବାନୀପାଟଣା : ଭବାନୀପାଟଣା ସଭାରେ ରାହୁଲ୍‌ ଗାନ୍ଧି। ନିଜର ଅଭିଭାଷଣରେ ଆରମ୍ଭରୁ ଉଭୟ ନବୀନ ଓ ମୋଦିଙ୍କୁ ଟାର୍ଗେଟ୍‌ କଲେ ରାହୁଲ୍‌। କହିଲେ କଂଗ୍ରେସ ଆପଣଙ୍କ ଅଞ୍ଚଳକୁ ସବୁବେଳେ ସ୍ୱତନ୍ତ୍ର ଭାବେ ଦେଖିଛି। ସବୁ କଂଗ୍ରେସ ପ୍ରଧାନ ମନ୍ତ୍ରୀ ଆପଣଙ୍କୁ  ଗୁରୁତ୍ୱ ଦେଇଛନ୍ତି। ଆପଣଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଜରୁରୀ ବୋଲି କଂଗ୍ରେସ୍‌  ଅନୁଭବ କରିଛି। ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ଶାସନର ଦୋଷ ଦୃର୍ବଳତାକୁ ବଖାଣି ରାହୁଲ୍‌ କହିଲେ, ଉଭୟ ଆପଣମାନଙ୍କୁ ଅଣଦେଖା କରିଛନ୍ତି। […]

  • Friday, 16 July 2021
ups
ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କ ପାଇଁ ବଦଳିପାରେ ନିୟମ

ଭୁବନେଶ୍ୱର : ବଦଳିପାରେ କେନ୍ଦ୍ରୀୟ ଲୋକସେବା ଆୟୋଗ ବା ୟୁପିଏସ୍‌ସିର ନିୟମ। ସହଜ ଓ ସରଳ ହୋଇପାରେ ଆୟୋଗର ସର୍ତ୍ତାବଳୀ। ଭୁବନେଶ୍ୱରରେ ଅନୁଷ୍ଠିତ ୟୁପିଏସ୍‌ସି ଓ ବିଭିନ୍ନ ରାଜ୍ୟର ପିଏସ୍‌ପି ଅଧ୍ୟକ୍ଷଙ୍କ ଦୁଇଦିନିଆ ସମ୍ମିଳନୀରେ ଆଜି ଏଭଳି କେତେକ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ପ୍ରସ୍ତାବ ଅନୁସାରେ, ସିଭିଲ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେରିଟ୍ ଲିଷ୍ଟରେ ରହୁନଥିବା ପରୀକ୍ଷାର୍ଥୀମାନେ ଅନ୍ୟ ଚାକିରି ପାଇଁ ଆଉ UPSCର ପରୀକ୍ଷା ଦେବାକୁ ପଡ଼ିବନି। ଗୋଟିଏ ପରୀକ୍ଷାରୁ ସଫଳ ପ୍ରାର୍ଥୀଙ୍କ […]

  • Friday, 16 July 2021
a11
ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ଗଞ୍ଜାମ/ରାୟଗଡ଼ା (ପ୍ରଦୀପ କୁମାର/ ମନୋଜ ପାତ୍ର): ଭଲକି ପିଇବା ପାଣି ଟୋପେ ବି ମିଳୁନି। ମାଇଲ୍ ମାଇଲ୍ ବାଟ ଚାଲି ଚାଲି ଗଲା ପରେ ବି ଯେଉଁ ଟୋପାଏ ପାଣି ମିଳୁଛି ତାହା ପ୍ରକୃତରେ ପିଇବା ଯୋଗ୍ୟ ନୁହେଁ।  ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ କନ୍ଧସାରଳା ଗ୍ରାମବାସୀ ଏଭଳି ଦୟନୀୟ ଅବସ୍ଥାରେ ପାଣି ପାଇଁ ଛଟପଟ ହେଉଛନ୍ତି। ଗାଁ ରେ ମହିଳା ମାନେ କୋଷ କୋଷ ବାଟ ଅତକ୍ରମ କରି ନଦୀ ପଠାରେ ଚୁଆ […]

  • Friday, 16 July 2021
a4
ମୌଳିକ ସୁବିଧା ନ ଥିବାରୁ ଭୋଟ୍ ବର୍ଜନ ଚେତାବନୀ

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ଅନ୍ତର୍ଗତ ତେନ୍ତୋଳ ପଞ୍ଚାୟତର ୫ ନମ୍ବର ୱାର୍ଡରେ ପ୍ରାୟ ଦେଢ଼ ଶହରୁ ଅଧିକ ଲୋକେ ବାସ କରୁଛନ୍ତି। ହେଲେ ଦୁର୍ଭାଗ୍ୟର କଥା ଏବେ ବି ସେହି ୱାର୍ଡରେ ମୌଳିକ ସୁବିଧା ସବୁ ଅପହଞ୍ଚ ହୋଇ ରହିଛି। ୱାର୍ଡକୁ ଯିବାକୁ ଭଲ ରାସ୍ତାଟିଏ ନ ଥିବା ବେଳେ ପାନୀୟ ଜଳ ସମସ୍ୟା ମଧ୍ୟ ଲାଗି ରହିଛି। ବିଜୁଳି ଆଲୁଅ ନ ଥିବାରୁ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପିଲାଏ […]

  • Friday, 16 July 2021
arresty
ମହଙ୍ଗା ପଡ଼ିଲା ଏକାଧିକ ଯୁବତୀଙ୍କ ସହ ସଂପର୍କ

ଭୁବନେଶ୍ୱର :  ଲଭ୍‌, ସେକ୍ସ ଆଉ ତାପରେ ଲୁଟ୍। ଜଣେ ନୁହେଁ କି ଦୁଇଜଣ ନୁହେଁ ; ଏମିତି ଏକାଧିକ ମହିଳା ଓ ଯୁବତୀଙ୍କୁ ଧୋକା ଦେଇଛି ଜଣେ ୪୨୦ ଲଭର। ନାଁ ପ୍ରିୟ ରଞ୍ଜନ ନାୟକ। ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ। ଅଭିଯୋଗ ଅନୁସାରେ, ଏହି ୪୨୦ ପ୍ରେମିକ ନିଜକୁ ଡାକ୍ତର, ଓଏସ୍ ଅଫିସର ଏବଂ ସରକାରୀ କର୍ମଚାରୀ କହି ଧନୀ ଘରର ଝିଅ ଏବଂ ମହିଳାଙ୍କୁ ଫସାଉଥିଲା। ପରେ ସେମାନଙ୍କୁ ନିଜ ପ୍ରେମ ଜାଲରେ […]

  • Friday, 16 July 2021
exam
ଅନ୍‌ଲାଇନ୍‌ରେ UPSC ଓ OPSC ନିଯୁକ୍ତି ପରୀକ୍ଷା ଲାଗି ବ୍ଲୁପ୍ରିଣ୍ଟ୍

ଭୁବନେଶ୍ୱର : ଚାକିରୀ ଆଶାୟୀଙ୍କ ଲାଗି ଖୁସି ଖବର। ଏଣିକି ଅନ୍‌ଲାଇନ୍‌ରେ ହେବ UPSC ଓ OPSC ପରୀକ୍ଷା। ଫର୍ମ ପୂରଣ ଠାରୁ ପରୀକ୍ଷା ଫଳ, ଅନ୍‌ଲାଇନ୍‌ରେ ହେବ ସବୁ କାମ। ଭୁବନେଶ୍ୱରରେ ଅନୁଷ୍ଠିତ UPSC ଓ ରାଜ୍ୟ ଲୋକସେବା ଆୟୋଗ ଅଧ୍ୟକ୍ଷଙ୍କ ସମ୍ମିଳନୀରେ ଏନେଇ ରୋଡ୍‌ମ୍ୟାପ୍ ପ୍ରସ୍ତୁତ ହୋଇଛି। ଚାକିରୀ ଆଶାୟୀ ପରୀକ୍ଷା ବେଳେ ଯେଭଳି ମାନସିକ ସ୍ତରରେ ହଇରାଣ ନହେବେ ସେଥିଲାଗି ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିବାକୁ ଯୋଜନା ପ୍ରସ୍ତୁତ କରୁଛି କେନ୍ଦ୍ରୀୟ ଲୋକସେବା […]

  • Friday, 16 July 2021
ss
ମିଶନ ୧୨୦ ପ୍ଲସ୍ ରଣନୀତିକୁ ଶାହାଙ୍କ ଫାଇନାଲ ଟଚ୍

ଭୁବନେଶ୍ୱର : ମୋଦି ଶାହା-ଯୋଡ଼ିଙ୍କ ଘନ ଘନ ଓଡ଼ିଶା ଗସ୍ତ। ଦେଢ଼ ମାସ ଭିତରେ ୫ଟି ବଡ଼ ସାଧାରଣ ସଭା। ମୋଦିଙ୍କ ଖୋର୍ଦ୍ଧା, ବାରିପଦା ଓ ବଲାଙ୍ଗୀର ସମାବେଶ ପରେ ସାଲେପୁର ଓ ପୁରୀରେ ନିର୍ବାଚନୀ ବିଗୁଲ ବଜାଇଛନ୍ତି ଶାହା। ମୋଦି- ଶାହା ଯୋଡିଙ୍କ ଏ ୫ ସଭା ପରେ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ଚୂଡାନ୍ତ ରଣନୀତି। ହେଲେ ଗଣମାଧ୍ୟମର ନଜର ଅଢୁଆଳରେ ହୋଇଥିଲା ବୈଠକ। ପ୍ରଥମେ ଜିଲ୍ଲା ପ୍ରଭାରୀ, ତାପରେ  ବିଧାନସଭାର ପ୍ରଭାରୀ ପଦାଧିକାରୀ […]

  • Friday, 16 July 2021
budget
ଆସନ୍ତା ୭ ତାରିଖରେ ରାଜ୍ୟ ବଜେଟ୍

ଭୁବନେଶ୍ୱର :  ଆସନ୍ତା ୭ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବାକୁ ଯାଉଥିବା ବେଳେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବ୍ରିଫ୍‌କେସ୍ ଉପରେ ଏବେ ନଜର। ଆଗକୁ ନିର୍ବାଚନ ଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କି କି ଲୋଭନୀୟ ସ୍କିମ୍ ରହିବ ତାକୁ ନେଇ କଳ୍ପନାଜଳ୍ପନା। ଏଥର ବଜେଟ୍‌ରେ ୧୩୨ ଲକ୍ଷ ୬୬୦ କୋଟି ଟଙ୍କାର ବ୍ୟୟବରାଦକୁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିସାରିଛି। ତେବେ ନିର୍ବାଚନ ବର୍ଷ ହୋଇଥିବାରୁ ପ୍ରଥମ ୪ ମାସ ପାଇଁ ପ୍ରାୟ ୫୦ […]

  • Friday, 16 July 2021
ଆଠ ବର୍ଷ ବୟସରେ ତାଇକୋଣ୍ଡ ଖେଳରେ ଚାମ୍ପିଅନ୍

ବାଲେଶ୍ୱର : ବୟସ ମାତ୍ର ଆଠ ବର୍ଷ। ହେଲେ ତାଇକୋଣ୍ଡ ଖେଳରେ ବେଶ୍ ଧୁରନ୍ଧର୍। ବାଲେଶ୍ୱର ଜିଲ୍ଲା ଖଇରା ନନ୍ଦୋର ଗାଁର ସୌମ୍ୟରଞ୍ଜନ ସେଠୀ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ନିଜ ପ୍ରତିଭା ପ୍ରଦର୍ଶନ କରି ବହୁତ ମେଡାଲ୍ ପାଇଛନ୍ତି ସୌମ୍ୟ। ପିଲା ଦିନରୁ ତାଙ୍କର ଖେଳ ପ୍ରତି ବେଶ୍ ଉତ୍ସାହ ଥିଲା। ଏହାକୁ ଦେଖି ବାପା ମାନସ ସେଠୀ ଓ ମାଆ ନର୍ମଦା ତାଙ୍କୁ ଗାଁର ଜଣେ ତାଇକୋଣ୍ଡ କୋଚ୍ ପାଖରୁ ପ୍ରଶିକ୍ଷଣ ଆରମ୍ଭ […]

  • Friday, 16 July 2021
apolo
ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ରୋଗୀ

ଭୁବନେଶ୍ୱର :  ରାଜଧାନୀର ପ୍ରତିଷ୍ଠିତ ଘରୋଇ ହସ୍‌ପିଟାଲ, ଆପୋଲୋରେ ନିଆଁ ଲାଗିବା ଫଳରେ ରୋଗୀ ଓ ସମ୍ପର୍କୀୟ ଆତଙ୍କିତ। ନିଆଁ ଓ ଧୂଆଁରୁ ବର୍ତ୍ତିବାକୁ ଧାଁ ଦଉଡ଼ ଚାଲିଥିଲା। କିଏ ନିଜ ସମ୍ପର୍କୀୟଙ୍କୁ ନେଇ ଜୀବନ ବିକଳରେ ବାହାରକୁ ଧାଉଁଥିଲା, ତ ଆଉ କେଉଁଠି ICUର ଅତି ଗୁରୁତର ରୋଗୀଙ୍କୁ ଉଦ୍ଧାର କରୁଥିଲେ ହସ୍ପିଟାଲ କର୍ତ୍ତୃପକ୍ଷଷ ଆଜି ଦିନ ପ୍ରାୟ ୧୧ଟା ବେଳେ ହସ୍‌ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍‌ରୁ ଧୂଆଁ ବାହାରୁଥିବା ଦେଖି ଖେଳିଯାଇଥିଲା […]

  • Friday, 16 July 2021
assembly
ସୋମବାର ଠାରୁ ଚଳିତ ବିଧାନସଭାର ଶେଷ ଅଧିବେଶନ

ଭୁବନେଶ୍ୱର : ଦିନକ ପରେ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ।୧୯ ନିର୍ବାଚନ ପୂର୍ବରୁ ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନରେ ମୁହାଁମୁହିଁ ହେବେ ଶାସକ ବିରୋଧୀ। ବାହାରେ ଥିବା ରାଜନୈତିକ ତାତି ଗୃହରେ ବି ଅନୁଭୂତ ହେବାର ଅନୁମାନ କରାଯାଉଛି। ଖାସ୍‌ କରି ଚାଷୀ ସମସ୍ୟା, ନାରୀ ନିର୍ଯାତନା, ଭ୍ରଷ୍ଟାଚାର, ଚିଟ୍‌ଫଣ୍ଡ ଲିଙ୍କ୍‌ରେ ବିଜେଡି ନେତାଙ୍କୁ ନୋଟିସ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବାକୁ ଯୋଜନା ଚଳାଇଛନ୍ତି। କେବେ ନବୀନ ସରକାରଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ […]

  • Friday, 16 July 2021
kalia -kisan
ପିଏମ୍ କିଷାନ ବନାମ୍ କାଳିଆ : କେଉଁଥିରୁ ଚାଷୀକୁ ଅଧିକ ଲାଭ, ତାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ନବୀନଙ୍କ କାଳିଆ ବନାମ୍ ମୋଦିଙ୍କ ପିଏମ୍ କିଷାନ ଯୋଜନା। ୩ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟରେ ବିଜେପିର ପରାଜୟ ପରେ ବଜେଟ୍‌ରେ ପିଏମ୍ କିଷାନ ଯୋଜନା ଆଣି ବ୍ରହ୍ମାସ୍ତ୍ର ମାରିଛନ୍ତି କେନ୍ଦ୍ର ସରକାର। ତେବେ କେଉଁ ସ୍କିମ୍‌ରୁ ଚାଷୀଙ୍କୁ କଣ ଲାଭ ମିଳିବ। ପିଏମ୍ କିଷାନ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବର୍ଷକୁ ୩ଟି କିସ୍ତିରେ ମୋଟ୍ ୬ହଜାର ଟଙ୍କାର ସହାୟତା ପାଇବେ। ଏଥିରେ ଉପକୃତ ହେବେ ଦେଶର ୧୨ କୋଟି ଚାଷୀ ଯୋଜନା […]

  • Friday, 16 July 2021
kalia
କାଳିଆ ଯୋଜନାକୁ ନେଇ ଉତ୍ସାହ ଯେତିକି ଅବ୍ୟବସ୍ଥା ସେତିକି

ଭୁବନେଶ୍ୱର : କାଳିଆ ସ୍କିମ୍‌କୁ ନେଇ ଉତ୍ସାହ ଯେତିକି ଅବ୍ୟବସ୍ଥା ବି ସେତିକି। ପ୍ରଥମେ ମାଗଣା ଫର୍ମ ବିକ୍ରି ପରେ ହିତାଧିକାରୀ ଚୟନକୁ ନେଇ କଳି,ଆଉ ଏବେ ସାମନାକୁ ଆସିଛି ନୂଆ କେଁ। ଗୋଟିଏ ହାତରେ ସରକାର, ଚାଷୀଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ଜମା କରୁଛନ୍ତି, ଅନ୍ୟପଟେ ଲୋନ୍ ଆଳରେ ଚାଷୀ ଆକାଉଣ୍ଟରୁ ଟଙ୍କା ଉଠାଇନେଉଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ ଡାକି ସରକାର ତାଗିଦ କରିବା ପରେ ବି ଫଳ ଶୂନ। ବାଲେଶ୍ୱର ଜିଲ୍ଲା […]

  • Friday, 16 July 2021
arun sahu
ସିବିଆଇ ସମନକୁ ନେଇ ମୁହଁ ଖୋଲିଲେ ଅରୁଣ

ଭୁବନେଶ୍ୱର : ସିବିଆଇ ସମନକୁ ନେଇ ତିନି ଦିନର ସସ୍‌ପେନ୍ସ ପରେ ଆଜି ମୁହଁ ଖୋଲିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ତଦନ୍ତର ୪ ବର୍ଷ ପରେ କାହିଁକି ସମନ ଆସିଲା ତାକୁ ନେଇ ମନରେ ଉତ୍କଣ୍ଠା ଅଛି ବୋଲି କହିବା ସହ ଖୁବ୍‌ଶୀଘ୍ର ସିବିଆଇ ପାଖରେ ହାଜର ହୋଇ ସବୁ ପ୍ରଶ୍ନର ଉତ୍ତର ରଖିବେ ବୋଲି କହିଛନ୍ତି ଅରୁଣ। ସମନ୍‌କୁ ନେଇ ତିନି ଦିନର ସସ୍ପେନ୍ସ ପରେ ସିବିଆଇକୁ ଏମିତି ଢଙ୍ଗରେ କଟାକ୍ଷ କରିଛନ୍ତି ବିଜେଡି […]

  • Friday, 16 July 2021
q2
ରଙ୍ଗ ନୁହେଁ, ଡିବିରି ନିଆଁର ଧୂଆଁରୁ ପ୍ରସ୍ତୁତ ହେଉଛି ଚିତ୍ର

କଟକ(ବିଶ୍ୱଜିତ୍‌ ଆଚାର୍ଯ୍ୟ): ଭିନ୍ନ ଭିନ୍ନ ଶୈଳୀରେ କାନ୍‌ଭାସ୍‌ ଉପରେ ଚିତ୍ରକର ମାନେ ଏକ୍ସପେରିମେଣ୍ଟ  କରିଥାନ୍ତି। ଏମିତି ଜଣେ ଚିତ୍ରକର ଅଛନ୍ତି ଯିଏ ଡିବିରି ନିଆଁରୁ ବାହାରୁଥିବା ଧୂଆଁ ରୁ ଚିତ୍ର କରୁଛନ୍ତି। ଏହା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ତାଙ୍କର ଏହି ଧୂଆଁର ଚିତ୍ର ଶୈଳୀ ବା ସ୍ମୋକ୍ ଆର୍ଟ ଯିଏ ଦେଖୁଛି, ପ୍ରଶଂସା କରୁଛି। ଡ୍ରଇଂ ସିଟ୍‌ରେ ସେ ଭଳିକି ଭଳି କଳାକୃତି କରୁଛନ୍ତି। ମାତ୍ର ସେସବୁ ରଙ୍ଗରେ ନୁହେଁ ବରଂ ଡିବିରି ନିଆଁର […]

  • Friday, 16 July 2021
minor girl
ରାଜ୍ୟରେ ଥମୁନି ନାବାଳିକା ଅନ୍ତଃସତ୍ତ୍ୱା ଘଟଣା

କୋରାପୁଟ : ରାଜ୍ୟରେ ଥମୁନି ନାବାଳିକା ଗର୍ଭବତୀ ହେବା ଘଟଣା। କଳାହାଣ୍ଡି, କନ୍ଧମାଳ, ଅନୁଗୁଳ ପରେ କୋରାପୁଟରେ ପୁଣି ଏଭଳି ଏକ ଘଟଣା ସାମନାକୁ ଆସିଛି। ଦଶମନ୍ତପୁର ଥାନା ଅଞ୍ଚଳରେ ସଂପର୍କୀୟ ମାମୁ ଦ୍ୱାରା ବାପ ମାଆ ଛେଉଣ୍ଡ ନାବାଳିକା ଅନ୍ତଃସତ୍ତ୍ୱା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ପିଉସୀ ଦଶମନ୍ତପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ମାମୁକୁ ପୁଲିସ୍‌ ଥାନାରେ ଅଟକ ରଖିଛି। ଦୁଇ ସପ୍ତାହ ପୂର୍ବରୁ କନ୍ଧମାଳ ସେବାଶ୍ରମ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ […]

  • Friday, 16 July 2021
mahatma
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଜି ମହାପ୍ରୟାଣ ଦିବସ

ନୂଆଦିଲ୍ଲୀ : ଆଜି ଗାନ୍ଧୀ ତିରୋଧାନ ଦିବସ। ୧୯୪୮ ମସିହା ଆଜିର ଦିନରେ ଆତତାୟୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଜାତିର ପିତା ମହତ୍ମାଗାନ୍ଧି। ତାସହ ଆଜିର ଦିନକୁ ସାରା ଦେଶରେ ସହିଦ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ମହତ୍ମାଙ୍କ ସମାଧିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଚର ମନମୋହନ ସିଂ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସହ ବହୁ […]

  • Friday, 16 July 2021
q1
ନିର୍ବାଚନ ପରେ ନେତା ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ

ବ୍ରହ୍ମପୁର(ଆଲୋକ ଗୌଡ): ନିର୍ବାଚନ ପରେ ନିର୍ବାଚନ ଆସୁଛି। ପ୍ରାର୍ଥୀମାନେ ଜନସାଧାରଣଙ୍କୁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ନିର୍ବାଚନ ସରିବା ପରେ ସେମାନେ ନାଁ ପ୍ରତିଶ୍ରୁତି ପାଳନ କରୁଛନ୍ତି ନା ଲୋକଙ୍କ ଦୁଃଖ ବୁଝୁଛନ୍ତି। ଗଂଜାମ ଜିଲ୍ଲା ପୋଲସରା ବ୍ଲକ୍‌ ପାଣ୍ଡିରିପଡ଼ା ପଞ୍ଚାୟତର ଅନେକ ଗ୍ରାମବାସୀ ପାନୀୟ ଜଳ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଗମନାଗମନ ଆଦି ଅନେକ ଅସୁବିଧା ଦେଇ ଗତି କରୁଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ନଦେଲେ ଗ୍ରାମବାସୀ ଭୋଟ୍‌ […]

  • Friday, 16 July 2021