• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

duti say social media
ଦୂତି କହିଲେ, ହଁ ମୁଁ ମୋ କଥା ସାରା ଦୁନିଆକୁ ଜଣେଇ ସାରିଛି…

ଭୁବନେଶ୍ୱର : ଚର୍ଚ୍ଚାରେ ଦୌଡ଼ ରାଣୀ ଦୂତି ଚାନ୍ଦ। ନିଜର ଜଣେ ବାଲ୍ୟ ବାନ୍ଧବୀଙ୍କ ସହ ସମଲିଙ୍ଗୀ ସଂପର୍କକୁ ନେଇ ନିଜେ ଦୂତି ସ୍ୱୀକାର କରିଥିବା ବେଳେ ଏହି ସମ୍ପର୍କକୁ ତାଙ୍କ ପରିବାର ବିରୋଧ କରିଛନ୍ତି। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ଜୋରଦାର ଆଲୋଚିତ ହେଉଥିବା ବେଳେ ଆଜି ଏ ସମ୍ପର୍କରେ ଦୂତି ତାଙ୍କ ଫେସବୁକ୍‌ ଆକାଉଣ୍ଟରେ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସେ ଲେଖିଛନ୍ତି ଯେ,  “ହଁ ମୁଁ ମୋ କଥା ସାରା ଦୁନିଆକୁ ଜଣେଇ […]

  • Saturday, 17 July 2021
duti--
ଦୂତିଙ୍କ ସମଲିଙ୍ଗୀ ସମ୍ପର୍କ ବିବାହକୁ ଆଇନ ସ୍ୱୀକୃତି ଦେବ ତ?

ଭୁବନେଶ୍ୱର : ଆଥଲେଟ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସଂପର୍କ ପ୍ରସଙ୍ଗକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା ବେଳେ ଗଣମାଧ୍ୟମରେ ଦୂତିଙ୍କ ମା’ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ଦୂତି। ଗଣମାଧ୍ୟମରେ ମା’ ଦେଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ଦୂତି। ଘର ପ୍ରତି କୌଣସି କର୍ତ୍ତବ୍ୟ କରୁନାହିଁ ବୋଲି ତାଙ୍କ ମା’ ଦେଇଥିବା ମନ୍ତବ୍ୟ ମିଛ ଓ ତାଙ୍କୁ ପ୍ରଲୋଭନ ଦେଖାଇ ମନ୍ତବ୍ୟ ଦେବାକୁ କୁହାଯାଇ ଥାଇପାରେ ବୋଲି ଦୂତି କହିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ […]

  • Saturday, 17 July 2021
examiner
ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ

ଭୁବନେଶ୍ୱର : କମିଶନରେଟ୍‌ ପୁଲିସ କବଜାରେ ନକଲି ପରୀକ୍ଷାର୍ଥୀ ରାକେଟ୍‌। ୫ଲକ୍ଷ ଟଙ୍କାରେ ହୋଇଥିଲା ଓୟୁଏଟି ପ୍ରବେଶିକା ପରୀକ୍ଷା ଡିଲ। ଅସଲି ପରୀକ୍ଷାର୍ଥୀ ବଦଳରେ ନିଟ୍‌ ଓ ଆୟୁର୍ବେଦିକ କ୍ୱାଲିଫାଏ କରିଥିବା ରାଜ୍ୟ ବାହାରର ଛାତ୍ର ଦେଉଥିଲେ ପରୀକ୍ଷା। ସେହି ରାକେଟକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୁଲିସ। ବିହାରର ଅମିତ ସିଂହ ଓ ଭୁବନେଶ୍ୱରର ରଂଜିତ ବେଉରା ଦୁହେଁ ଏକ ଘରୋଇ ଇଂଜିନିୟରିଂ କଲେଜର ମାର୍କେଟିଂ ଷ୍ଟାଫ। ଅସଲି ଓୟୁଏଟି ପରୀକ୍ଷାର୍ଥୀ ଯୁଧିଷ୍ଟିର ମଲ୍ଲିକଙ୍କ ସ୍ଥାନରେ […]

  • Saturday, 17 July 2021
WATER
ନଳକୂଅରୁ ବାହାରୁଛି ପଙ୍କୁଆ ପାଣି

ଚାନ୍ଦବାଲି (ବାସୁଦେବ ଦାସ) : ଗାଁରେ ଅଛି ନଳକୂପ, ହେଲେ ବାହାରୁଛି ପଙ୍କୁଆ ପାଣି । ବାଧ୍ୟ ହୋଇ ସେହି ପାଣିକୁ ପିଉଛନ୍ତି ଗାଁ ଲୋକେ। ଏମିତି ଅଭିଯୋଗ ଆଣିଛନ୍ତି ଚାନ୍ଦବାଲି ବ୍ଲକ ବିଜୟ ନଗର ପଞ୍ଚାୟତ ଇଚ୍ଛାପୁର ଗାଁର ଲୋକେ। ଇଚ୍ଛାପୁର ଗାଁରେ ରୁହନ୍ତି ୧୦୦ରୁ ଊର୍ଦ୍ଧ୍ୱ ପରିବାର। ହେଲେ ଏତେ ଲୋକଙ୍କ ପାଇଁ ରହିଛି ଗୋଟିଏ ମାତ୍ର ନଳକୂପ। ତାହା ପୁଣି କେତେ ବେଳେ ଖରାପ ହୋଇ ହୋଇଯାଉଛି ତ କେତେବେଳେ ଏଥରୁ ବାହାରୁଛି […]

  • Saturday, 17 July 2021
ratha
ବାତ୍ୟା ତାଣ୍ଡବକୁ ଫୁ କରି ଆଗେଇ ଚାଲିଛି ଘୋଷଯାତ୍ରା ପ୍ରସ୍ତୁତି

ପୁରୀ : ବାତ୍ୟା ଫୋନି ଯୋଗୁଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଧା ସତ୍ତ୍ୱେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ସୁରୁଖୁରୁରେ ଆଗେଇ ଚାଲିଛି। ବିଜୁଳି ନଥିବାରୁ  ବଡ଼ ବଡ଼ କାଠ କଟାଯିବାରେ ଅସୁବିଧା ହୋଇଥିଲା। ତେବେ ବିଦ୍ୟୁତ୍‌ ଆସିବା ପରେ ରଥ ନିର୍ମାଣ କାଅର୍ଯ୍ୟ ଦ୍ରୁତଗତିରେ ଚାଲିଛି। ରୂପକାର ସେବକମାନେ ବି ରଥର ସୌନ୍ଦର୍ଯ୍ୟକରଣ କାମରେ ଲାଗି ପଡ଼ିଛନ୍ତି। ରଥଖଳାକୁ ବିଦ୍ୟୁତ୍‌ ସଂଯୋଗ ସ୍ୱାଭାବିକ୍‌ ହେବାପରେ ଦ୍ରୁତଗତିରେ କାମ ଆଗେଇ ଚାଲିଛି ରଥ କାମ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ […]

  • Saturday, 17 July 2021
j
କାଠ ମାଫିଆଙ୍କ ପ୍ରାଦୁର୍ଭାବ ; ଅବାଧରେ ଚାଲିଛି ଗଛ କଟା

କରଞ୍ଜିଆ (ସତ୍ୟବ୍ରତ ବେହେରା) : ପରିବେଶ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚରେ କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯାଉଛି। ଅବାଧରେ ଚାଲିଛି ଗଛ କଟା। ବେଧଡ଼କ ଭାବେ ବିଭିନ୍ନ ମୂଲ୍ୟବାନ ଗଛ ଲୁଟି ନେଉଛନ୍ତି ମାଫିଆ। ମୟୂରଭଞ୍ଜ କରଞ୍ଜିଆ ଏନ୍ଏସିକୁ ଲାଗି ରହିଥିବା ଏହି ଜଙ୍ଗଲ ଏବେ ସଫା ହେବାକୁ ଲାଗିଛି। କାଠ ମାଫିଆଙ୍କ ପ୍ରାଦୁର୍ଭାବ ପାଇଁ ଜଙ୍ଗଲଟି ନଷ୍ଟ ହେବାକୁ ଲାଗିଛି। ଏହି ଜଙ୍ଗଲରେ ମୂଲ୍ୟବାନ ଚନ୍ଦନ ଗଛ ଥିବାରୁ ଏହାର […]

  • Saturday, 17 July 2021
water
ପିଇବା ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ ; ସ୍ଥାଣୁ ପାଲଟିଛି ପ୍ରଶାସନ

ବାରିପଦା / କୋରାପୁଟ : ଟୋପାଏ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ରାତି ପାହିଲେ ନଳକୂପ ପାଖରେ ଲମ୍ବା ଲାଇନ୍। ଗରା, ବାଲଟି ଧରି ପିଇବା ପାଣି ସଂଗ୍ରହ କରୁଛନ୍ତି ମହିଳା। ଆଉ ଏହି ଦୂଷିତ ପାଣି ନେଇ ବ୍ୟବହାର କରୁଛନ୍ତି। ପାଣି ମୁନ୍ଦାଏ ପାଇଁ ପ୍ରତିଦିନ ଏଭଳି ହିନସ୍ତା ହେଉଛନ୍ତି ମୟୂରଭଞ୍ଜ ବଡସାହୀ ପାଟପୁର ଗାଁବାସୀ। ଏଯାଏଁ ଗାଁକୁ ନା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ପାଦ ପଡିଛି ନା ନିର୍ମାଣ ହୋଇଛି […]

  • Saturday, 17 July 2021
boy
ମା ସହ ଝଗଡ଼ା କରି ଦେଶ ଛାଡ଼ି ପଳାଇଲା ୧୨ବର୍ଷର ପିଲା

ସିଡ଼ିନୀ : ଅନେକ ସମୟରେ ଏମିତି କିଛି ଘଟଣା ସାମନାକୁ ଆସେ ଯାହା ଖୁବ୍ ଆଶ୍ଚର୍ଯ୍ୟଜନକ ମନେହୁଏ। ଆମକୁ ବିଶ୍ୱାସ ବି ହୁଏନି, ଏମିତି ଘଟଣା ଘଟିଥିବ ବୋଲି। ହେଲେ ସିଡ଼ିନୀରେ ଘଟିଥିବା ଏ ଘଟଣାଟି ପୁରା ସତ। ଜଣେ ୧୨ ବର୍ଷର ପିଲା ନିଜ ମା’ଙ୍କ ସହ ଝଗଡ଼ା କରି ଘରୁ ପଳାଇ ଯାଇଥିଲା। ଆଉ ତାପରେ ଯାହା କରିଛି, ତାହା ଜାଣିଲେ ଆପଣ ବିଶ୍ୱାସ କରିବେନି। ମିଳିଥିବା ସୂଚନା ଅନୁସାରେ, ସିଡ଼ିନୀରେ ରହୁଥିବା ଏହି […]

u
ଟ୍ରେନ୍‌ରୁ ଖସି ପଡ଼ିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ହାବିଲଦାର ଓ ଡ୍ରାଇଭର୍

ଭୁବନେଶ୍ୱର : ଟ୍ରେନ୍‌ରୁ ଖସିପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଜୀବନ ଦାନ ଦେଲେ ହାବିଲଦାର ସୁକାନ୍ତ କୁମାର ହାତୀ ଓ ଡ୍ରାଇଭର ସନ୍ତୋଷ ସାମନ୍ତରାୟ। ଏଥିପାଇଁ ଉଭୟଙ୍କୁ ସମ୍ମାନିତ କରାଯାଇଛି। ଆହତ ଜଣକ ହେଲେ ବିହାରର ଉମେଶ କୁମାର। ସେ ଏର୍ଣ୍ଣାକୁଲମରେ ଥିବା ଘରକୁ ଟ୍ରେନରେ ଫେରୁଥିବା ବେଳେ ଭୁବନେଶ୍ୱର ଭିଏସ୍ଏସ୍ ନଗର ନିକଟରେ ଟ୍ରେନ୍‌ରୁ ଖସି ପଡ଼ିଥିଲେ। ଗୁରୁତର ଆହତ ଅବସ୍ଥାରେ ସେ ଜରୁରୀକାଳୀନ ନମ୍ବର ୧୦୦କୁ ଫୋନ୍‌ କରିଥିଲେ। ଦେବଦୂତ ଭଳି ସାଙ୍ଗେ ସାଙ୍ଗେ ପହଞ୍ଚି […]

  • Saturday, 17 July 2021
water
ତରଭୁଜ ଦୋକାନରେ ପଥଚାରୀଙ୍କ ଭିଡ଼

ଯାଜପୁର (ଗୁଲାମ ଗସ୍) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ଗରମରୁ ଟିକେ ମୁକ୍ତି ପାଇବା ପାଇଁ ଖରାଦିନେ ବାଟୋଇଙ୍କ ପ୍ରଥମ ପସନ୍ଦ ତରଭୁଜ। ଧୁ ଧୁ ଖରା। ଗରମ ସାଙ୍ଗକୁ ଓଠ, ପାଟି ଶୁଖି ଯାଉଛି। ଆଉ ଏମିତି ସମୟରେ ମିଠା ମିଠା ତରଭୁଜ ଖାଇବାର ମଜା ଟିକେ ନିଆରା। ଯାଜପୁର ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ରାସ୍ତା ଦେଇ ଯାଉଥିବା ପଥଚାରୀ ଘଡିଏ ଅଟକୁଛନ୍ତି ତରଭୁଜ […]

  • Saturday, 17 July 2021
elep
ନରସିଂହପୁର ରେଞ୍ଜରେ ହାତୀଙ୍କ ଜଳକ୍ରୀଡ଼ା

ନରସିଂହପୁର(ଦିଲ୍ଲୀପ ପଣ୍ଡା) : ଚାଲିଯାଇଛି ବାତ୍ୟା ଫୋନି। ବଢ଼ିଚାଲିଛି ସୂର୍ଯ୍ୟଙ୍କ ପ୍ରକୋପ ଏବଂ ଗୁଳୁଗୁଳି। ଏହାର ପ୍ରଭାବ ମଣିଷଙ୍କ ସମେତ ବନ୍ୟଜନ୍ତୁଙ୍କ ଉପରେ ପଡୁଛି। ଅସହ୍ୟ ଖରାରେ ଛଟପଟ ହେଉଛନ୍ତି ବନ୍ୟଜନ୍ତୁ। ଖରା ଦାଉରୁ ରକ୍ଷା ପାଇଁ ପାଣି ଟିକେ ପାଇଁ ଡହଳ ବିକଳ ହେଉଛନ୍ତି ହାତୀପଲ। କଟକ ଜିଲ୍ଲା ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ଜୟପୁର ମା’ ପ୍ରଗଳାଙ୍କ ନିକଟରେ ଥିବା ଏକ ଡ୍ୟାମ୍‌ରେ ହାତୀ ପଲ ପାଣି ପିଇ ଆଶ୍ୱସ୍ତ ଅନୁଭବ କରୁଛନ୍ତି। ଦନ୍ତା […]

  • Saturday, 17 July 2021
mass fishing
 ଚର୍ଚ୍ଚାରେ ମଣିପୁରର ସାମୂହିକ ମାଛମରା ପର୍ବ

ମଣିପୁର : ଆଧୁନିକତାକୁ ଆଦରି ନେଉଥିବା ମଣିଷ କିନ୍ତୁ ଆଜି ବି ନିଜ ପରମ୍ପରାକୁ ନେଇ ଗର୍ବ ଓ ଗୌରବ ଅନୁଭବ କରୁଛି। ବିବିଧତାରେ ଭରପୂର ଭାରତରେ ଆଜି ବି ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ବଞ୍ଚି ରହିଛି ଶହ ଶହ ବର୍ଷର ପରମ୍ପରା ଓ ଐତିହ୍ୟ। କେବଳ ବଞ୍ଚିରହି ନାହିଁ ବରଂ ଆର ପୀଢ଼ି କେମିତି ତାକୁ ଆଗକୁ ନେବେ ସେଥିପାଇଁ ମଧ୍ୟ ପ୍ରୟାସ ଜାରି ରହିଛି। ଠିକ୍ ଏମିତି ଏକ ପରମ୍ପରାର ଝଲକ […]

  • Saturday, 17 July 2021
akhil
ଯବାନଙ୍କ ପାଇଲଟ୍‌ ପ୍ରୋଜେକ୍ଟ: ତିଆରି କଲେ ସୋଲାର ଫ୍ରିଜ୍‌

କାନପୁର: ଆଇଆଇଟି କାନପୁରରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ରେଫ୍ରିଜିରେଟର ବା ଫ୍ରିଜ୍‌ ତିଆରି କରାଯାଇଛି, ଯାହାକି ବିଦ୍ୟୁତ୍‌ ଶକ୍ତିରେ ନୁହେଁ ସୌର ସେଲ୍‌ରେ ଚାଲିବ। ଏହାକୁ ଯେକୌଣସି ସ୍ଥାନରେ ରଖାଯାଇପାରିବ। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଇ-କାର୍ଟ ଔଷଧ ଓ ପନିପରିବାକୁ ଫ୍ରେସ୍ ରଖିବାରେ ଏହାକୁ ବ୍ୟବହାର କରାଯାଇ ପାରିବ। ଏହାକୁ ତିଆରି କରିଛନ୍ତି ଭାରତୀୟ ସେନା ବାହିନୀର ଲେଫ୍ଟନାଣ୍ଟ କର୍ଣ୍ଣେଲ୍‌ ଅଖିଲ୍‌ ସିଂହ ଚରକ। ଅଖିଲ୍‌ଙ୍କ କହିବାନୁସାରେ ଏହାର ଦାମ୍‌ ପାଖାପାଖି ୫୦ ହଜାର ଟଙ୍କା […]

  • Saturday, 17 July 2021
market
ବାତ୍ୟା ପରେ ପରିବା ବଜାରରେ ନିଆଁ

ଭୁବନେଶ୍ୱର : ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିବା ବାତ୍ୟା ‘ଫୋନି’ର ପ୍ରଭାବ ଏବେ ସିଧାସଳଖ ପରିବା ମାର୍କେଟ ଉପରେ ପଡ଼ିଛି। କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ପରିବା ବଜାରରେ ଦର ଆକାଶ ଛୁଆଁ। ଫୋନି ଯୋଗୁ ଅଧିକାଂଶ କଞ୍ଚା ପରିବା ଦର ଦୁଇ ସପ୍ତାହ ଭିତରେ ପ୍ରାୟ ଦୁଇଗୁଣା ବଢ଼ିଛି। ଫୋନି ମାଡ଼ରେ ଅଣ୍ଟା ଭାଙ୍ଗି ପଡ଼ିଥିବା ଉପକୂଳବାସୀ ହଠାତ୍ ପରିବା ଦର ବୃଦ୍ଧିକୁ ନେଇ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛନ୍ତି। ନଗଦ […]

  • Saturday, 17 July 2021
n s
୧୯ ଭୋଟ୍ ସରିନଥିଲେ ବି ଦିଲ୍ଲୀ ଦଖଲ ଲାଗି କସରତ

ଭୁବନେଶ୍ୱର : କେନ୍ଦ୍ରରେ କ୍ଷମତା ଦଖଲ ପାଇଁ ଆଗୁଆ ପ୍ରସ୍ତୁତି କରୁଥିବା ଉଭୟ ୟୁପିଏ ଓ ଏନଡିଏ ଏବେଠୁ ‘ସହଯୋଗୀ’ ଖୋଜିବାରେ ବ୍ୟସ୍ତଥିବାବେଳେ ଏହା ଏବେ ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାସୀନ ଥିବା ‘ବିଜେଡି’ ପାଇଁ ସୋନେ ପେ ସୁହାଗା ସାବ୍ୟସ୍ତ ହୋଇଛି। ‘ଫୋନି’ ମୁକାବିଲା ଆଳରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ଓ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଆଜି ତୃଣମୂଳ କଂଗ୍ରେସ ନେତ୍ରୀ […]

  • Saturday, 17 July 2021
puri
୧୨ ଦିନ ପରେ ଆଲୋକିତ ହେଲା ଶ୍ରୀମନ୍ଦିର

ପୁରୀ/ ଖୋର୍ଦ୍ଧା/ ଜଗତସିଂହପୁର : ତୋଡ଼ ଦେଖାଇ ବାତ୍ୟା ଫୋନି ଫେରି ଯିବାର ୧୨ ଦିନ ବିତି ଗଲାଣି, ହେଲେ ପର୍ଯ୍ୟଟନର ସହର ପୁରୀରେ କିନ୍ତୁ ସରୁନି ଅନ୍ଧାରର ରାଜୁତି। ପ୍ରାୟ ଦେଢ଼ ସପ୍ତାହ ପରେ ଆଜି ଶ୍ରୀମନ୍ଦିରରେ ବିଦ୍ୟୁତ୍ ସରୋବରାହ ତ ସ୍ୱାଭାବିକ ହୋଇଛି, କିନ୍ତୁ ସହରବାସୀଙ୍କ ଘରେ କେବେ ଚାଲିବ ଲାଇଟ୍ ଓ ପଙ୍ଖା ନିର୍ଦ୍ଦିଷ୍ଟ ଭାବେ ସେ ଉତ୍ତର କାହା ପାଖରେ ନାହିଁ। ତେବେ ଯଥାଶୀଘ୍ର ଶ୍ରୀକ୍ଷେତ୍ର ଓ ସମଗ୍ର ପୁରୀ ଜିଲ୍ଲାକୁ […]

  • Saturday, 17 July 2021
arohi2-up
ସଫଳତାର ଶୀର୍ଷରେ ଆରୋହୀ : ଏକାକୀ ଅତିକ୍ରମ କଲେ ଆଟ୍‌ଲାଣ୍ଟିକ୍‌ ମହାସାଗର

ମୁମ୍ବାଇ : କ୍ୟାପଟେନ୍ ଆରୋହୀ ପଣ୍ଡିତ। ବୟସ ମାତ୍ର ୨୩ ବର୍ଷ। ଏତେ କମ୍‌ ବୟସରେ ସେ ଯେଉଁ ସଫଳତା ପାଇଛନ୍ତି ତାହା ସାରା ବିଶ୍ୱକୁ ଚମକାଇ ଦେଇଛି। ଲାଇଟ୍‌ ସ୍ପୋର୍ଟ ଏୟାରକ୍ରାଫ୍ଟରେ ସେ ଏକାକୀ ଆଟ୍‌ଲାଣ୍ଟିକ୍‌ ମହାସାଗର ଅତିକ୍ରମ କରିଛନ୍ତି। ବିଶ୍ୱର ପ୍ରଥମ ମହିଳା ଭାବେ ଆରୋହୀ ଏହି ସଫଳତା ହାସଲ କରିଛନ୍ତି। ସ୍କଟଲାଣ୍ଡର ୱିକରୁ ସେ ଉଡ଼ାଣ ଭରିଥିଲେ।  ପ୍ରାୟ ୩ ହଜାର କିଲୋମିଟର ଅତିକ୍ରମ କରି ସେ ମେ ୧୩ରେ କାନାଡ଼ାରେ ପହଞ୍ଚିଛନ୍ତି। […]

  • Saturday, 17 July 2021
pollution
ଆପଣଙ୍କ ଗାଡ଼ି ବାୟୁ ପ୍ରଦୂଷଣ କରୁଛି କି ? କଣ କରିବେ ଜାଣନ୍ତୁ

ଏବେ ଦିନକୁ ଦିନ ଲୋକ ସଂଖ୍ୟା ବଢିବାରେ ଲାଗିଛି। ଏହା ସହ ତାଳ ଦେଇ ଅନେକ ସଂଖ୍ୟାରେ ଗାଡ଼ି ମଟର ମଧ୍ୟ ବଢୁଛି।  ଫଳରେ ପରିବେଶ ଉପରେ ଏହାର ପ୍ରଭାବ ପଡୁଛି। ବାୟୁମଣ୍ଡଳ ଦୂଷିତ ହେଉଛି। ଯଦି ଆପଣ ଜାଣୁଛନ୍ତି ଯେ ଆପଣଙ୍କ କାର୍ ବାୟୁମଣ୍ଡଳକୁ ଅଧିକ ଦୂଷିତ କରୁଛି। ତୁରନ୍ତ ଏହି ଉପାୟ ଅବଲମ୍ବନ କରନ୍ତୁ। ୧ – କାର୍‌ ଇଞ୍ଜିନ୍‌କୁ ଚେକ୍‌ କରନ୍ତୁ – ଯେତେବେଳେ ଆପଣ ଭାବୁଛନ୍ତି ଯେ ଆପଣଙ୍କ କାର୍‌ ଅଧିକ […]

  • Saturday, 17 July 2021
electricity
ଅନିଶ୍ଚିତତା ଭିତରେ ପୁରୀ ବଡ଼ଦାଣ୍ଡକୁ ବିଜୁଳି ସଂଯୋଗ

ପୁରୀ /ଖୋର୍ଦ୍ଧା : କେବେ ମୁଣ୍ଡ ଟେକିବ ଫୋନି ମାଡ଼ରେ ଧରାଶାୟୀ ପୁରୀ ଜିଲ୍ଲାର ବିଦ୍ୟୁତ୍ ସରବରାହ ବ୍ୟବସ୍ଥା। ହରିଶଙ୍କରପୁର ଅଞ୍ଚଳର ରାସ୍ତା କଡ଼ରେ ଶୋଇଛି ଶହ ଶହ ବିଦ୍ୟୁତ୍ ଖୁଣ୍ଟ। ଏଗୁଡିକ ସଳଖ କରିବା ଲାଗି କେତେ କର୍ମଚାରୀ ଓ କେତେ ଦିନ ଲାଗିବ ଆକଳନ ଲଗାଇବା ବି ମୁସ୍କିଲ। ବାତ୍ୟା ଯିବାକୁ ୧୨ ଦିନ ହୋଇଥିଲେ ବି ଏହି ଅଞ୍ଚଳରେ ପହଞ୍ଚି ନାହାନ୍ତି ବିଦ୍ୟୁତ୍ ବିଭାଗ କର୍ମଚାରୀ। ପଟ୍ଟନାୟକ ଛକରୁ ସୁଆଣ୍ଡୋକୁ ଯାଇଥିବା ରାସ୍ତାର […]

  • Saturday, 17 July 2021
sncu
ସ୍ୱାଭାବିକ ହେଲା କ୍ୟାପିଟାଲ ହସ୍ପିଟାଲର SNCU

କଟକ : ସ୍ୱାଭାବିକ ହେଲା କ୍ୟାପିଟାଲ ହସ୍ପିଟାଲର SNCU ୟୁନିଟ୍‌। ବାତ୍ୟା ଫୋନିରେ ପ୍ରଭାବିତ SNCU ୟୁନିଟର ପୁନରୁଦ୍ଧାର ପରେ ୨୪ ବେଡରେ ନବଜାତଙ୍କ ଚିକିତ୍ସା ପୁଣିଥରେ ଆରମ୍ଭ ହୋଇଛି। ବାତ୍ୟା ଫୋନିର ତାଣ୍ଡବରେ SNCUର ସିଲିଂ ଖସିପଡିଥିବା ବେଳେ ସେଠାରେ ଚିକିତ୍ସିତ ହେଉଥିବା ୨୨ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ସେହି ଅଦୃଶ୍ୟ ଇଶ୍ୱର ରୂପୀ ମେଡିକାଲର କର୍ମଚାରୀ ଫୋନିର କରାଳ ତାଣ୍ଡବରୁ ସେଦିନ ଉଦ୍ଧାର କରିଥିଲେ ଏହି ନିଷ୍ପାପ ଶିଶୁଙ୍କୁ। କେବଳ ଜଣେ ନୁହେଁ, […]

  • Saturday, 17 July 2021
3
ଧିରେ ଧିରେ ସୁଧୁରୁଛି ରାଜଧାନୀର ବିଜୁଳି ବ୍ୟବସ୍ଥା

ଭୁବନେଶ୍ୱର : ଧୀରେ ଧୀରେ ସୁଧୁରୁଛି ବାତ୍ୟା କ୍ଷତିଗ୍ରସ୍ତ ରାଜଧାନୀର ବିଜୁଳି ବ୍ୟବସ୍ଥା। ବାତ୍ୟା ‘ଫୋନି’ ଯିବାର ପାଞ୍ଚ ଦିନ ପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ମରାମତି କାମ। ବାହାର ରାଜ୍ୟରୁ କୁଶଳୀ ଶ୍ରମିକମାନେ ପହଞ୍ଚିବା ପରେ ହାତ ଗଣତି କିଛି ସ୍ଥାନକୁ ବିଜୁଳି ସଂଯୋଗ ଦିଆଯାଇଛି। ଅନ୍ୟପକ୍ଷରେ କଟକରେ ସ୍ଥିତିରେ ସାମାନ୍ୟ ଉନ୍ନତି ଆସିଥିବା ବେଳେ ପୁରୀ କଥା କହିବାକୁ ବିଜୁଳି ବିଭାଗ ଅଧିକାରୀ ଏବେ ମଧ୍ୟ ଭୟ କରୁଛନ୍ତି। ଆଜି ରାଜଧାନୀ ଭୁବନେଶ୍ୱରର […]

  • Saturday, 17 July 2021
sea beach
ପୁରୀରେ 'ଫୋନି' ପ୍ରହାର ; ଅଚିହ୍ନା ଲାଗୁଛି ବେଳାଭୂମି, ଛାରଖାର ହୋଟେଲ ଶିଳ୍ପ

ପୁରୀ (ମଧୁସୂଦନ ମିଶ୍ର) : ଶ୍ରୀକ୍ଷେତ୍ର ପୁରୀ ସହ ପର୍ଯ୍ୟଟନର ସମ୍ପର୍କ ବେଶ୍ ପୁରୁଣା ଆଉ ନିବିଡ଼। ଜଗନ୍ନାଥ ଧାମରେ ପାଦ ଦେଉଥିବା ପ୍ରତିଟି ଭକ୍ତ ହୁଅନ୍ତୁ କି ପର୍ଯ୍ୟଟକ, ଠାକୁର ଦର୍ଶନ ସାରିବା ମାତ୍ରେ ତତ୍‌କ୍ଷଣାତ୍ ସମୁଦ୍ର ମୁହାଁ ହୋଇଯାଏ ମନ ଓ ପ୍ରାଣ। ସ୍ୱର୍ଣ୍ଣାଭ ବେଳାଭୂମୀରୁ ଥାଇ ବିଶାଳ ସମୁଦ୍ରର ଅସରନ୍ତି ଲହଡ଼ି ସବୁକୁ ଅପଲକ ନୟନରେ କିଛି କ୍ଷଣ ଚାହିଁଦେଲେ ଯେମିତି ମିଳିଯାଏ ଅଫୁରନ୍ତ ଆନନ୍ଦ। ହାଲୁକା ହୋଇଯାଏ ଭାରାକ୍ରାନ୍ତ ମନ। ସେଇଥିପାଇଁ […]

  • Saturday, 17 July 2021
bank
ଓଦା, ମଇଳା, ଚିରା ଫଟା ନୋଟ୍‌କୁ ବଦଳାଇ ପାରିବେ

ଭୁବନେଶ୍ୱର :  ବାତ୍ୟା ‘ଫୋନି’ରେ ଓଦା ହୋଇଯାଇଥିବା ନୋଟ୍‌ ବଦଳରେ ଭଲ ନୋଟ୍‌ ପାଇ ପାରିବେ ଲୋକେ। ଏନେଇ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ୍‌। ଓଦା ନୋଟ୍‌କୁ ଶୁଖାଇ ବ୍ୟାଙ୍କ୍‌ରେ ବଦଳା ଯାଇପାରିବ। ତେବେ ମଇଳା, ଚିରା ଫଟା, ଖଣ୍ଡଖଣ୍ଡ ହୋଇଯାଇଥିବା, ଗୁଣ୍ଡ ହୋଇଯାଇଥିବା, ପୋଡ଼ିଯାଇଥିବା, ଅଠା ହୋଇ ଲାଗିଯାଇଥିବା ନୋଟ୍‌ ଗୁଡ଼ିକ ବଦଳାଇବା ପାଇଁ ଆସୁଥିବା ଜନସାଧାରଣଙ୍କୁ ସଠିକ୍‌ ଭାବେ ମାର୍ଗଦର୍ଶନ କରିବାକୁ ବ୍ୟାଙ୍କ୍‌ ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ୍‌ ନିର୍ଦ୍ଦେଶ […]

  • Saturday, 17 July 2021
electricity-fani
ବିଜୁଳି ବ୍ୟବସ୍ଥାକୁ ସଜାଡ଼ିବାକୁ ଦେବଦୂତ ସାଜିଛନ୍ତି କୁଶଳୀ ଶ୍ରମିକ

ଭୁବନେଶ୍ୱର  : ଫୋନିର ପ୍ରଳୟରେ ଦୋହଲି ଯାଇଥିବା ବିଜୁଳି ବ୍ୟବସ୍ଥାକୁ ସଜାଡ଼ିବାକୁ ଦେବଦୂତ ଭଳି ରାତି ଦିନ କାମରେ ଲାଗିଛନ୍ତି ବାହାର ରାଜ୍ୟର କୁଶଳୀ ଶ୍ରମିକ। ରାଜଧାନୀ ଭୁବନେଶ୍ୱର ଓ ସହର ଉପକଣ୍ଠରେ ନଷ୍ଟ ହୋଇଥିବା ବିଦ୍ୟୁତ ଖୁଣ୍ଟ ଏବଂ ଟାଓ୍ୱାରକୁ ସଳଖିବା ପାଇଁ କାମ କରୁଛନ୍ତି ପ୍ରାୟ ଏକ ହଜାରରୁ ଅଧିକ କର୍ମଚାରୀ। ତଥାପି କ୍ଷୟକ୍ଷତିର ପରିମାଣ ଏତେ ଅଧିକ ହୋଇଛି ଯେ ଭୁବନେଶ୍ୱରର ସବୁ ଉପଭୋକ୍ତାଙ୍କୁ କେବେ ବିଜୁଳି ମିଳିବ ତାର ସଠିକ୍ ଉତ୍ତର କାହିରି […]

  • Saturday, 17 July 2021
water-e
ପାଣି ପାଇଁ ଲୋକଙ୍କ ସଂଘର୍ଷ ଭିତରେ ବାବୁଙ୍କ ପାଇଁ ଭିଆଇପି ଟ୍ରିଟମେଣ୍ଟ

ଭୁବନେଶ୍ୱର : ଫୋନି ତାଣ୍ଡବ ପରଠୁ ସାରା ରାଜଧାନୀରେ ଜଳ ପାଇଁ ଯୁଦ୍ଧ ଭଳି ପରିସ୍ଥିତି। କିଏ ପାଣି ମୁନ୍ଦାଏ ପାଇଁ ରାତି ତମାମ୍ ଅନିଦ୍ରା ହେଲେଣି ତ’ ଆଉ କିଏ କିଏ ରାସ୍ତା ଉପରେ ହଙ୍ଗାମା କଲେଣି । ହେଲେ ସରକାରୀ ବାବୁଙ୍କ ପାଇଁ କିନ୍ତୁ ଚିନ୍ତା ନାହିଁ । କାରଣ ବାବୁଙ୍କ ସରକାରୀ କ୍ୱାଟର୍ସକୁ ଦିନ ରାତି ବୁହା ହେଉଛି ଟ୍ୟାଙ୍କର ଟ୍ୟାଙ୍କର ପାଣି । ବାତ୍ୟା ପରର ବେଦନା ଭିତରେ ବି ଚାଲିଛି […]

  • Saturday, 17 July 2021