• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

laxmi
୫ ପ୍ରାଣୀ କୁଟୁମ୍ବ ପାଳୁଛି ୧୭ ବର୍ଷୀୟ ଝିଅ

କୋରାପୁଟ (ଟି.ଗୌରୀଶଙ୍କର) : ଯେଉଁ ବୟସରେ ମାଆର ପଣତ ତଳେ ଖୁସି ସାଉଁଟିବା କଥା, ସେଠି ଯେତେବେଳେ ନିଜକୁ ମାଆର ଭୂମିକା ତୁଲାଇବାକୁ ପଡୁଛି, ସେଠି ଖୁସି କଥା ଭାବିବାକୁ ବେଳ କାହିଁ। ହସିଖେଳି ପଢ଼ିବା ବୟସରେ ପରିବାର ପ୍ରତିପୋଷଣ ଓ ଲାଳନପାଳନର ଗୁରୁ ଦାୟିତ୍ୱ । ଦୁର୍ଗମ କୋରାପୁଟ ଜିଲ୍ଲା ଖୁଡ଼ିଗୁଡ଼ା ଗାଁର ୧୭ ବର୍ଷର ଝିଅ ଲକ୍ଷ୍ମୀ ଉପରେ ଏବେ ଚାରି ଚାରିଟି କୁନି ଭାଇ ଭଉଣୀଙ୍କ ଲାଳନ ପାଳନର ଦାୟିତ୍ୱ। ଏହା ସାଙ୍ଗକୁ […]

  • Monday, 19 July 2021
abhi-isro copy
କନ୍ଧମାଳର ଅଭିମନ୍ୟୁ ଇସ୍ରୋର ବୈଜ୍ଞାନିକ

କନ୍ଧମାଳ : କଠିନ ପରିଶ୍ରମ, ଅଦମ୍ୟ ନିଷ୍ଠା, ଦୃଢ ମନୋବଳ ଆଗରେ ହାରମାନେ ସବୁ ପ୍ରତିବନ୍ଧକ।  ଏକଥାକୁ ପ୍ରମାଣିତ କରି ଦେଖେଇଛନ୍ତି ବିଭିନ୍ନ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିଥିବା ଅନେକ ସଫଳ ବ୍ୟକ୍ତିତ୍ୱ। ଏହିପରି ଜଣେ ଦୃଢ଼ମନା ବ୍ୟକ୍ତି ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସିମ୍ବାଲି ଗାଁର ଆଦିବାସୀ ଯୁବକ ଅଭିମନ୍ୟୁ ମଲ୍ଲିକ। ଯିଏକି ଏବେ ଇସ୍ରୋର ରକେଟ୍‌ ୱିଙ୍ଗରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଇସ୍ରୋରେ ବୈଜ୍ଞାନିକ ଅଭମନ୍ୟୁ । ଗାଁରୁ ଇସ୍ରୋକୁ ଯାତ୍ରା […]

  • Monday, 19 July 2021
KILLER
ସିରିଏଲ୍ କିଲର ବୋହୂ , ଶାଶୂ ଘରର ଛଅ ଜଣଙ୍କୁ କରିଛି ହତ୍ୟା

କେରଳ : କଥାରେ ଅଛି ଘରକୁ ସ୍ୱର୍ଗ କରିଦିଏ ବୋହୂ। ଏମିତି ଜଣେ ବୋହୂର କାରନାମା ପଦାକୁ ଆସିଛି ଶୁଣିଲେ ଛାତି ଥରି ଉଠିବ। ବୋହୂ ସାଜିଛି ସିରିଏଲ୍‌ କିଲର। ୧୪ ବର୍ଷରେ ଶାଶୂ ଘରର ଛଅ ଛଅ ଜଣଙ୍କୁ ଯୋଜନାବଦ୍ଧ ହତ୍ୟା କରି ରାସ୍ତାରୁ ହଟାଇ ଦେଇଛି। ଆଉ ଏହି ତାଲିକାରେ ଅଛନ୍ତି ଖୋଦ୍ ସ୍ୱାମୀ, ଶାଶୂ, ଶ୍ୱଶୂରଙ୍କ ସହ ଜଣେ ବର୍ଷକର ନିଷ୍ପାପ ଶିଶୁ। କେରଳ କୋଝିକୋଡ୍‌ରୁ ସାମ୍ନାକୁ ଆସିଥିବା ଏ ଲୋମଟାଙ୍କୁରା ଘଟଣା […]

  • Monday, 19 July 2021
jio
ଗ୍ରାହକଙ୍କୁ ଜିଓ ଦେଲା ଝଟ୍‌କା

ନୂଆଦିଲ୍ଲୀ :  ମୋବାଇଲ୍ ଉପଭୋକ୍ତାଙ୍କୁ ଝଟ୍‌କା ଦେଲା ଜିଓ ନେଟ୍ଓ୍ୱାର୍କ । ଏଣିକି ଜିଓରୁ ଅନ୍ୟ ନେଟଓ୍ୱାର୍କକୁ କଲ୍ କଲେ ଗଣିବାକୁ ପଡ଼ିବ ଟଙ୍କା। ଗ୍ରାହକଙ୍କୁ ମିନିଟ୍‌କୁ  ୬ ପଇସା ହିସାବରେ ଦେବାକୁ ହେବ। ଅକ୍ଟୋବର ୧୦ ଅର୍ଥାତ୍‌ ଆସନ୍ତା କାଲିଠୁ ଜିଓର ନୂଆ ଦର ଲାଗୁ ନେଇ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୂଚନା। ଟ୍ରାଇର ନୂଆ ନିୟମ ଯୋଗୁଁ ଜିଓର ୧୩, ୫୦୦ କୋଟି କ୍ଷତି ହୋଇଛି। ଏଣୁ ଇଣ୍ଟରକନେକ୍ସନ୍ ୟୁସେଜ୍ ଚାର୍ଜ(IUC)କୁ କୋଟି କୋଟି […]

  • Monday, 19 July 2021
ଜଳଖିଆରେ ଚୁଟି ପଡିଥିବା ଦେଖି ପତ୍ନୀଙ୍କୁ ଲଣ୍ଡା କଲେ ସ୍ୱାମୀ !

ଢାକା : ଜଳଖିଆରେ ଚୁଟି ପଡିଥିବା ଦେଖି ଜଣେ  ବଙ୍ଗୀୟ ବ୍ୟକ୍ତି ନିଜ ପତ୍ନୀଙ୍କ ସହ କରିଛନ୍ତି ଅଜବ କାଣ୍ଡ। ପତ୍ନୀଙ୍କର ମୁଣ୍ଡକୁ ସଂପୂର୍ଣ୍ଣ ଲଣ୍ଡା କରିଦେଇଛନ୍ତି । ଆଉ ଏହି ଘଟଣାରେ ବାଂଲାଦେଶ ପୁଲିସ୍‌ ଏହି ବ୍ୟକ୍ତିଙ୍କୁ ଗିରଫ କରିଛି ।  ଜୟପୁରହାଟ ଠାରେ ଚଢ଼ଉ କରି ପୁଲିସ୍‌ ଅଭିଯୁକ୍ତ ବବୁଲ ମଣ୍ଡଳଙ୍କୁ ଗିରଫ କରିଛନ୍ତି। ଗାଁ ଲୋକଙ୍କ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁଲିସ୍‌ କହିବା ଅନୁଯାୟୀ, ପତ୍ନୀଙ୍କ ପ୍ରସ୍ତୁତ ସକାଳ ଜଳଖିଆରେ […]

  • Monday, 19 July 2021
bamura
ଗାନ୍ଧୀଜୀଙ୍କ ଅନୁଗୁଳ କନେକ୍ସନ...

ଅନୁଗୁଳ( ବିରଜା ଦାସ) : ଅହିଂସାର ପୂଜାରୀଙ୍କ ଅନୁଗୁଳ କନେକ୍ସନ୍। ଜାତିର ଜନକ ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତା ନିବାରଣ ପାଇଁ ଯାତ୍ରା କରୁଥିବା ବେଳେ ୧୯୩୪ ମସିହା ମେ ୫ ଓ ୬ ତାରିଖରେ ଅନୁଗୁଳ ଓ ବାମୁରରେ ଅବସ୍ଥାନ କରିଥିଲେ। ସେଠାରେ ଆୟୋଜନ କରିଥିଲେ ଏକ ସଭା। ଲକ୍ଷ୍ୟ ଥିଲା, ଅସ୍ପୃଶ୍ୟତା ବିରୋଧରେ ସ୍ୱର ଉତ୍ତୋଳନ ସହ ସ୍ୱାଧୀନତା ଆନ୍ଦୋଳନ ପାଇଁ ଜନଜାଗରଣ ସୃଷ୍ଟି କରିବା। ଝାରସୁଗୁଡ଼ା ଓ ସମ୍ବଲପୁରର କାର୍ଯ୍ୟକ୍ରମ ସାରିବା ପରେ ଗାନ୍ଧୀ […]

  • Monday, 19 July 2021
oldage3
ପରିଣତ ବସୟରେ ଆଶ୍ରାବାଡ଼ି କିଏ ? ଆଶ୍ରୟ ଖୋଜୁଛନ୍ତି ବାପା

ଭଞ୍ଜନଗର/ ଭୁବନେଶ୍ୱର : ବୃଦ୍ଧ ଯେ ବ୍ୟାଧି ନୁହେଁ ,ଏକ ଅବସ୍ଥା। ବୋଧହୁଏ ସେକଥା ବୁଝିବାକୁ ନାରାଜ ପକ୍ଷାଘାତରେ ଆକ୍ରାନ୍ତ ବୃନ୍ଦାବନଙ୍କ ପୁଅ-ବୋହୂ। ତା ହୋଇନଥିଲେ ଆଜି ଆଶ୍ରୟ ଟିକେ ପାଇଁ ବାର ଦୁଆରେ ଏମିତି ହୀନସ୍ତା ହେଉନଥାନ୍ତେ। ଗଞ୍ଜାମ ବେଲଗୁଣ୍ଠା ବ୍ଳକ୍ ରତନପୁରର ବୃନ୍ଦାବନ ଗୌଡ଼ ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ଯେଉଁ ପରିଣତ ବୟସରେ ଜନ୍ମକଲା ପୁଅ ଓ ବୋହୂ ଜୀବନ୍ତ ଆଶ୍ରାବାଡ଼ି ଭଳି ତାଙ୍କୁ ସାହାରା ହେବାର ସ୍ୱପ୍ନ ଦେଖିଥିଲେ ,ସେମାନେ କିନ୍ତୁ […]

  • Monday, 19 July 2021
santosh
ସନ୍ତୋଷଙ୍କୁ କିଏ ହେବ ସାହାରା ? ଦୁର୍ଘଟଣା ଦେଇଗଲା ଦାରୁଣ ଦୁଃଖ

ଗୁଣପୁର ( ଇନ୍ଦ୍ରଜିତ୍ କୁମାର ପଣ୍ଡା) : ମନରେ ଥିଲା ଅସୁମାରୀ ସ୍ୱପ୍ନ। ସୁନ୍ଦର ଭବିଷ୍ୟତ ହାତ ଠାରି ଆଗକୁ ଆଗକୁ ଡାକୁଥିଲା । ହେଲେ ଭାଗ୍ୟ ଯେ ଏମିତି ଦାଉ ସାଧିବ କିଏ ଜାଣିଥିଲା। ସମୟ ଯେ ଏତେ ନିର୍ଦ୍ଦୟ ହୋଇପାରେ ସନ୍ତୋଷ ଶବରଙ୍କୁ ଜଣାନଥିଲା। ଘଟଣା ଥିଲା ଏମିତି। ଟ୍ରେନ୍‌ରେ ଗୁଣପୁରରୁ କାଶୀନଗର କଲେଜ୍ ଯାଉଥିଲେ ସନ୍ତୋଷ।  ଟ୍ରେନ୍‌ରୁ ଓହ୍ଲାଇବାବେଳେ ଟ୍ରେନ୍ ତଳେ ପଡି ଯାଇଥିଲେ ସେ । ସୌଭାଗ୍ୟବଶତଃ ଜୀବନ ସିନା ବଞ୍ଚି […]

  • Monday, 19 July 2021
relation
ବାଲକୋନିରେ ପ୍ରେମ ନେଇଗଲା ଜୀବନ

ନୂଆଦିଲ୍ଲୀ : ସମ୍ଭୋଗ ନେଲା ଜୀବନ । ଏମିତି ଏକ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ପତି-ପତ୍ନୀ ଘରର ୩ୟ ମହଲାରେ ଦୈହିକ ସଂପର୍କରେ ଲିପ୍ତ ଥିଲେ । ଉଭୟ ଏଥିରେ ଏତେ ମାତ୍ରାରେ ହଜିଯାଇଥିଲେ ଯେ, ଶେଷରେ ପରିଣାମ ଭୟଙ୍କର ହୋଇଗଲା। ସେହି ୩ୟ ମହଲା ବାଲକୋନିରୁ ପଡ଼ି ଚାଲିଗଲା ଦମ୍ପତିଙ୍କ ଜୀବନ । ସୂଚନା ମୁତାବକ, ମହିଳା ଜଣକର ବୟସ ୨୮ ବର୍ଷ ହୋଇଥିବା ବେଳେ ପୁରୁଷ ଜଣକର ବୟସ ୩୫ […]

  • Monday, 19 July 2021
naveen-dharmendra
ଖସିଲେ ନବୀନ, ଉଠିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଖସିଲେ ନବୀନ, ଉଠିଲେ ଧର୍ମେନ୍ଦ୍ର। ୨୦୧୯ ବର୍ଷ ପାଇଁ ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ପ୍ରକାଶ ପାଇଥିବା ଶହେ ଜଣ ମୋଷ୍ଟ ପାଓ୍ୱାରଫୁଲ୍ ଇଣ୍ଡିଆନ୍ ବା ସବୁଠୁ ଶକ୍ତିଶାଳୀ ଭାରତୀୟ ତାଲିକାରେ ନବୀନଙ୍କ ରାଙ୍କ ହ୍ରାସ ପାଇଥିଲାବେଳେ ଧର୍ମେନ୍ଦ୍ରଙ୍କ ସ୍ଥାନ ଉପରକୁ ଉଠିଛି। ଏହି ସଂସ୍ଥା ୨୦୧୮ରେ ନବୀନଙ୍କୁ ୩୦ତମ ସ୍ଥାନରେ ରଖିଥିବା ବେଳେ ଏଥର ନବୀନ ଏଥିରୁ ୯ଟି ସ୍ଥାନ ଖସି ୩୯ତମ ସ୍ଥାନରେ ରହିଛନ୍ତି। ସେହିପରି ଧର୍ମେନ୍ଦ୍ର ୩୨ ତମ ସ୍ଥାନରୁ […]

  • Monday, 19 July 2021
lata-modi
ଲତା ଦିଦି, ପ୍ରଣାମ ! ମୁଁ ନରେନ୍ଦ୍ର ମୋଦି କହୁଛି

ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ଗତକାଲି ଥିଲା ତାଙ୍କ ଜନ୍ମଦିନ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯିବା ପୂର୍ବରୁ ତାଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ। ଆଉ ସେମାନଙ୍କ ମଧ୍ୟରେ ଯାହା କଥାବାର୍ତ୍ତା ହୋଇଥିଲା, ତାହା ପ୍ରଧାନମନ୍ତ୍ରୀଙ୍କ ‘ମନ୍‌କୀ ବାତ୍‌’ରେ ଶୁଣିବାକୁ ମିଳିଥିଲା। ତା’ହେଲେ ପଢ଼ନ୍ତୁ ସେମାନଙ୍କ ମଧ୍ୟରେ କ’ଣ ସବୁ କଥାବାର୍ତ୍ତା ହୋଇଥିଲେ। ମୋଦି: ଲତା ଦିଦି, ପ୍ରଣାମ! ମୁଁ ନରେନ୍ଦ୍ର ମୋଦି କହୁଛି । ଲତା: ପ୍ରଣାମ! […]

  • Monday, 19 July 2021
std4
ଶିକ୍ଷକ ବଦଳରେ ପିଲାଙ୍କୁ ପାଠ ପଢାଉଛନ୍ତି ଅନ୍ୟ ଜଣେ ସହପାଠୀ

ତେଲକୋଇ (ଚିନ୍ମୟ କୁମାର ସାହୁ) : ଶିକ୍ଷକ ବଦଳରେ ପିଲାଙ୍କୁ ପାଠ ପଢାଉଛନ୍ତି ଅନ୍ୟ ଜଣେ ସହପାଠୀ। ଗୋଟିଏ ଶ୍ରେଣୀରେ ନୁହେଁ, ବିଦ୍ୟାଳରେ ଥିବା ୮ଟି ଶ୍ରେଣୀର ଦୃଶ୍ୟ ପ୍ରାୟ ଏକାଭଳି। ତେବେ କାହିଁକି ଏଭଳି ଅବସ୍ଥା ? ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଶିକ୍ଷକରେ ଚାଲିଛି କେନ୍ଦୁଝର ଜିଲ୍ଲା ବେଣିଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସେ ବି ଆଠଟି ଶ୍ରେଣୀର ୯୯ ଛାତ୍ରଛାତ୍ରୀଙ୍କୁ ନେଇ  ୪ ମାସ ହେଲା ଚାଲିଛି ଏଭଳି […]

  • Monday, 19 July 2021
sea
ଦ୍ରୁତ ଗତିରେ ଉପରକୁ ଉଠୁଛି ସମୁଦ୍ର ଜଳସ୍ତର

ଭୁବନେଶ୍ୱର : ହିମାଳୟରୁ ଆରମ୍ଭ କରି ଆଣ୍ଟାର୍କଟିକା ଯାଏଁ ତରଳୁଛି ବରଫ ଭଣ୍ଡାର। ପୂର୍ବ ଆକଳନ ତୁଳନାରେ ଅଧିକ ଦ୍ରୁତ ଗତିରେ ଉପରକୁ ଉଠୁଛି ସମୁଦ୍ର ଜଳ ସ୍ତର। ଏହାର ପ୍ରଭାବରେ ନିଉ ୟର୍କରୁ ସାଙ୍ଘାଇ ଯାଏଁ ଅନେକ ସହରରେ ହେବ ନିୟମିତ ବନ୍ୟା। ଏବଂ କୋଟିକୋଟି ଲୋକଙ୍କ ପୁଷ୍ଟି ଓ ଖାଦ୍ୟ ଆବଶ୍ୟକତା ପୂରଣ କରୁଥିବା ମତ୍ସ୍ୟ ସଂପଦ ମଧ୍ୟ ଦ୍ରୁତଗତିରେ କ୍ଷୟମାଣ। ଏମିତି କିଛି ଚିନ୍ତାଜନକ କଥା ଉଲ୍ଲେଖ ରହିଛି ମିଳିତ ଜାତିସଂଘର ପାଗ […]

  • Monday, 19 July 2021
maruti suzuki
କାର୍ କିଣିବାକୁ ଚାହୁଁଛନ୍ତି କି ? ମାରୁତି ସୁଜୁକି ଦେଉଛି ନୂଆ ଅଫର

ନୂଆଦିଲ୍ଲୀ : ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଗ୍ରାହକଙ୍କ ପାଇଁ ମାରୁତି ସୁଜୁକିର ନୂଆ ଅଫର। ବିଭିନ୍ନ ମଡେଲ ଉପରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରାଯାଇଛି। ନୂଆ ଦର ଆଜିଠାରୁ ଲାଗୁ ହୋଇଛି। କମ୍ପାନୀ ପକ୍ଷରୁ ପ୍ରମୋସନାଲ ଅଫର ଉପରେ ଗ୍ରାହକମାନଙ୍କୁ ୫ହଜାର ଟଙ୍କାର ରିହାତି ମଳିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟାକ୍ସ ହ୍ରାସ ପାଇଁ ଘୋଷଣା କରିବା ପରେ ଏହାର ପ୍ରଭାବ ମାର୍କେଟ ଉପରେ ପଡିଛି। ନୂଆ ଅଫର ପରେ […]

  • Monday, 19 July 2021
gnarilata
ଉଲଗ୍ନ ନାରୀ ପରି ଏ କି ଫୁଲ, ଜାଣନ୍ତି ?

ଭଗବାନଙ୍କର ଏ ସୃଷ୍ଟି କେତେ ବିଚିତ୍ର, ତାହା  ଆମ ଚାରିପାଖର ଜିନିଷକୁ ଦେଖିଲେ ଜଣାପଡ଼େ । ଆଉ ବିଶ୍ୱାସ ହୁଏନି ଏଭଳି ଆଶ୍ଚର୍ଯ୍ୟକର ଘଟଣା ସବୁ ଘଟେ। ଏକ  ଫୁଲ ଅଛି ଯାହାକୁ ଦେଖିଲେ ଆପଣ ଭାବିବେ ଏହା ଜଣେ ଯୁବତୀର ଶରୀର ପରି। ଆଉ କହିବେ ପ୍ରକୃତିର କି ଅଦ୍ଭୂତ କରିସ୍ମା । ଯୁବତୀଙ୍କ ଉଲଗ୍ନ ଶରୀରର ଭ୍ରମ ସୃଷ୍ଟିହେବ । ଏ ଫୁଲର ନାଁ ନାରୀଲତା  । ଏ ଫୁଲଟି ବିଷୟରେ ସଠିକ୍‌ ତଥ୍ୟ ଜଣାପଡିନାହିଁ […]

  • Monday, 19 July 2021
aa
ଅଟୋ ଡ୍ରାଇଭର ସୁଲତା ; ଅନ୍ୟ ଝିଅଙ୍କ ପାଇଁ ଉଦାହରଣ

ଜୟପୁର( ଟି.ଗୌରୀ ଶଙ୍କର) : ଯେଉଁ ବୟସରେ ହାତ କାଗଜ କଲମ ଧରିବା କଥା, ସେହି ହାତ ଆଜି ଧରୁଛି ଏକ୍ସିଲେଟର।  ସବୁ ବାଧା ବିଘ୍ନକୁ ଭୁଲି ଅଟୋ ଚଲାଇବା ସହ କରୁଛନ୍ତି ପରିବାର  ପୋଷଣ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଖଜୁରିଗୁଡାର ମହିଳା ଅଟୋ ଡ୍ରାଇଭର ସୁଲତା ଗୋଲରୀ।  ବୟସ ମାତ୍ର ୧୮ । ହେଲେ ମନରେ  ଅଦମ୍ୟ ସାହାସ। ତିନି ଭାଇ ଭଉଣୀଙ୍କଠାରୁ ସୁଲତା ସବୁଠାରୁ ବଡ଼। ଦୀର୍ଘ ଦୁଇ ବର୍ଷ ହେଲା ସୁଲତାଙ୍କ […]

  • Monday, 19 July 2021
health3
 ଏ କ’ଣ ଗୁଣାତ୍ମକ ସ୍ୱାସ୍ଥ୍ୟସେବା; ଭାରବାଡ଼ିରେ ବୁହାହୋଇ ରୋଗୀ ଯାଉଛନ୍ତି ହସ୍ପିଟାଲ

ନାରାୟଣପାଟଣା: ଯେତେ ଚର୍ଚ୍ଚା ଯେତେ ସମାଲୋଚନା ପରେ ବି ଉପାନ୍ତ ଅଞ୍ଚଳରେ ବଦଳି ପାରୁନି ରୋଗୀ ସେବାର ସ୍ଥିତି । ଗୁରୁତର ରୋଗୀଙ୍କ ସେବାରେ ଆସିପାରୁନି ଆମ୍ବୁଲାନ୍ସ । ଫଳରେ ଠିକ୍ ସମୟରେ ସେବା ନ ପାଇ ଅକାଳରେ ଜୀବନ ହରାଉଛନ୍ତି ବହୁ ନୀରିହ ଲୋକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ତୁର୍ଲି ଗାଁରେ ପୁଣି ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି । ଗାଁକୁ ରାସ୍ତା ନ ଥିବାରୁ ଅସୁସ୍ଥଙ୍କୁ ୮ କିଲୋମିଟର ରାସ୍ତା […]

  • Monday, 19 July 2021
nurse up
'ରାଜା ମୋ ଝିଅକୁ ମାରିଛି, ତାକୁ ଫାଶୀ ଦଣ୍ଡ ଦିଆଯାଉ'

ଭୁବନେଶ୍ୱର  : ଖୋଲିବ ନର୍ସ ନିହାରିକା ପାତ୍ର ହତ୍ୟାକାଣ୍ଡର ଗୁମର। କିଛି ଦିନର ଲୁଚକାଳି ଖେଳ ପରେ ଆଜି ବିରିଡ଼ି ଥାନା ପୁଲିସ ପାଖରେ ଆତ୍ମସମର୍ପଣ କରିଛି ସନ୍ଦିଗ୍ଧ ବୟଫ୍ରେଣ୍ଡ୍‌ ରାଜା। ନିହାରିକାଙ୍କ ପ୍ରେମିକ କୁହାଯାଉଥିବା ରାଜା ଓରଫ କିଶୋର ଆଞ୍ଚଲ ଆତ୍ମସମର୍ପଣ କରିବା ପରେ ପୁଲିସ ତାକୁ କୌଣସି ଅଜ୍ଞାତ ସ୍ଥାନକୁ ନେଇ ଜେରା କରୁଛି। ଅନ୍ୟପକ୍ଷରେ ଝିଅକୁ ହରାଇବା ପରେ ବାପା-ମାଆଙ୍କ ଆଖିରୁ ଲୁହ ଶୁଖୁନି। ରାଜା ହିଁ ହତ୍ୟାକାରୀ, ତାଙ୍କୁ ଫାଶୀ ଦଣ୍ଡ […]

  • Monday, 19 July 2021
gold
ନକଲି ସୁନା ବିସ୍କୁଟ ଦେଇ ଅସଲି ଟଙ୍କା ହଡପ କରୁଥିବା ଗ୍ୟାଙ୍ଗ ଠାବ

ଭୁବନେଶ୍ୱର : ଦୁଇଗୁଣା ଟଙ୍କା ଦେବା ପାଇଁ  କହି କିମ୍ବା ମାଟି ତଳୁ ମିଳିଥିବା ସୁନାକୁ କମ୍‌ ଦାମରେ ଦେବା ପାଇଁ କହି ଫୋନ କଲ ଆସୁଛି କି ? ତେବେ ସାବଧାନ, କାରଣ କେତେ ବେଳେ ବି  ଆପଣ ଠକେଇ ଗ୍ୟାଙ୍ଗ ଜାଲରେ ପଡି ପାରନ୍ତି। ପୁଲା ପୁଳା ଟଙ୍କା। ଅସଲି ଭଳି ଲାଗୁଥିଲେ ମଧ୍ୟ ପ୍ରକୃତରେ ଏହା ନକଲି।  ନକଲି ୨୦୦୦ ଓ ୧୦୦ ଟଙ୍କିଆ ନୋଟ । ନକଲି ସୁନା ବିସ୍କୁଟ ଦେଇ […]

  • Monday, 19 July 2021
solar
ଡିପ୍ଲୋମା ଛାତ୍ରଙ୍କ ସ୍ୱତନ୍ତ୍ର ପ୍ରୟାସ ; ତିଆରି କଲେ ଅଟୋମେଟେଡ୍ ସୋଲାର ସ୍ପ୍ରେ ମେଶିନ

ଭଦ୍ରକ(ପାର୍ଥସାରଥୀ ନାୟକ) : ପୁଅ ଚାଷୀ ନ ହୋଇ ଇଞ୍ଜିନିୟର ହବ। ତାର ଉଚ୍ଚଶିକ୍ଷା ପାଇଁ ଯେତେ କଷ୍ଟ ପଡୁ ନା କାହିଁକି, ମୁଣ୍ଡ ଝାଳ ତୁଣ୍ଡରେ ମାରି ତାର ସ୍ୱପ୍ନ ସାକାର କରିବ। ନିଜ ପୁଅ ପାଇଁ ଏମିତି ଭାବୁଥିବା ବାପାଟି ଆଜି ଖୁସିରେ ବିଭୋର । ତାଙ୍କର ସେହି ପୁଅ ଆଜି ନିଜ ବୁଦ୍ଧିରେ କିଛି ନୂଆ କରି ଦେଖେଇଛି। ଆସନ୍ତୁ ଜାଣିବା ଏମିତି ଏକ ପୁଅ ବିଷୟରେ ଯିଏ ବାପାଙ୍କ ପରିଶ୍ରମକୁ ଅଙ୍ଗେ […]

  • Monday, 19 July 2021
bagabat1
୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଯାଜପୁର (ଗୁଲାମ ଗସ ) : ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି, ହେଳେ ତରିଲେ ବ୍ରଜ ନାରୀ, ଏହି ଉକ୍ତିଟି ଅତିବଡି ଜଗନ୍ନାଥ ଦାସଙ୍କ ରଚିତ ଓଡିଆ ଭାଗବତର । ଘରେ ଘରେ ପରିଚିତ ଏହି ଓଡିଆ ଭାଗବତ । କିନ୍ତୁ ଆଶ୍ଚର୍ଯ୍ୟର କଥା ମାତ୍ର ୬ବର୍ଷ ବାଳକ କଣ୍ଠରୁ ଝରିପଡୁଛି ଅନର୍ଗଳ ଏହି ଭାଗବତ । ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତ ବଡବାଗସାହି ଗ୍ରାମର ଅଶୋକ କୁମାର […]

  • Monday, 19 July 2021
child
ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗ୍ ଭିତରୁ ମିଳିଲା ୫ ମାସର ଶିଶୁ !

ଦୁବାଇ  :  ବନ୍ଦ ବ୍ୟାଗ୍‌ ଭିତରୁ ମିଳିଲା ଶିଶୁ । ଦୁବାଇ ଏୟାରପୋର୍ଟରୁ ବ୍ୟାଗ୍ ଭିତରୁ ମିଳିଲା ଏହି ଜୀବନ୍ତ ଶିଶୁଟି। ଶିଶୁଟିକୁ ଅପହରଣ କରି କରାଚିରୁ ଏକ ଟ୍ରାଭେଲ ବ୍ୟାଗ୍ ଭିତରେ କେହି ଯାତ୍ରୀ ଲୁଚାଇ ନେଉଥିଲା।  ଏତିକି ବେଳେ ସୁରକ୍ଷାକର୍ମୀଙ୍କ ହାବୁଡରେ ପଡି ଧରାପଡିଲା। Baby Bagged!! A 5 month old baby was kidnapped and carried to Dubai from Karachi inside a Travel Bag. Fortunately, it […]

  • Monday, 19 July 2021
sarojini3
ସଂଗୀତ ମନସ୍କ ସରୋଜିନୀ ; ପରିଣତ ବୟସରେ ବି ତୁଟିନି ସଂଗୀତ ପ୍ରତି ମୋହ

ଚାନ୍ଦବାଲି( ବାସୁଦେବ ଦାସ) : ପେଶା ରୋଜଗାର ଦିଏ ସତ, କିନ୍ତୁ ନିଶା ଦିଏ ବଞ୍ଚିବାର ରାହା। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ମହିଳା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ହରିପୁରର ସରୋଜିନୀ ମଲ୍ଲିକ। ତାଙ୍କୁ ୭୦ ଟପିଲାଣି ;କିନ୍ତୁ ଆଜି ବି ସେ ନିଜ କଳାକୁ ନେଇ ବେଶ୍ ସ୍ୱପ୍ନବିଳାସୀ। ପିଲାଟି ଦିନୁ ଗୀତ ଗାଇବା ଓ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ବେଶ୍ ପାରଙ୍ଗମ ସରୋଜିନୀ। ଏବେ ପରିଣତ ବୟସରେ ତଥାପି ତୁଟିନି ସଂଗୀତ […]

  • Monday, 19 July 2021
cycle2
ଜଣେ ଚାଷୀଙ୍କ ଅଭିନବ ପ୍ରୟାସ ; ତିଆରି କଲେ ବ୍ୟାଟେରି ଚାଳିତ ସାଇକେଲ

ବୌଦ୍ଧ( ଭାର୍ଜନ କୁମାର ପ୍ରଧାନ) : କୌଣସି ଇଂଜିନିୟର ବା ମେକାନିକ୍ ନୁହଁନ୍ତି, ଜଣେ ଚାଷୀ ନିଜସ୍ୱ ବୁଦ୍ଧିରେ ତିଆରି କରିଛନ୍ତି ଏକ ଏଭଳି ବ୍ୟାଟେରୀ ଚାଳିତ ସାଇକେଲ, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପରିବେଶ ଅନୁକୂଳ ସହ କମ୍ ଖର୍ଚ୍ଚରେ ବାଇକ୍ ଭଳି ସବୁ ସୁବିଧା ରହିଛି ଏହି ବ୍ୟାଟେରୀ ସାଇକେଲରେ। ଏକ୍ସିଲେଟର ମୋଡିଲେ ଚାଲୁଛି ସାଇକେଲ।  ନା ପେଡାଲ ମାରିବାକୁ ପଡୁଛି , ନା ଇଞ୍ଜିନ ସମସ୍ୟା ରହିଛି। କୌଣସି ଇନ୍ଧନର […]

  • Monday, 19 July 2021
ubera rani
ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର ଉବେର ଚାଳକ

ଭୁବନେଶ୍ୱର :  ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଲେ କିନ୍ନର ରାଣୀ। ଭାରତର ୧ ନମ୍ବର ଉବେର ଡ୍ରାଇଭର ହେବାର ସଫଳତା ହାସଲ କରିଛନ୍ତି ରାଣୀ। ଉବେର ପକ୍ଷରୁ ତାଙ୍କୁ  ଏହି ମାନ୍ୟତା ଦିଆଯାଇଛି। ୫ ଷ୍ଟାର ରେଟିଂ ସହ ଦେଶର ଏକ ନମ୍ବର ଉବେର ଚାଳକ ହେଉଛନ୍ତି ରାଣୀ। କିନ୍ନରମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀକୁ ଆଡ଼େଇ ଦୃଢ଼ ଇଚ୍ଛା ଶକ୍ତି ବଳରେ ଏହି ସବୁ ଉପଲବ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି ସେ । […]

  • Monday, 19 July 2021