• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

kiss 1
ପାପ ନୁହେଁ ଚୁମ୍ବନ...କାହିଁକି ଜାଣନ୍ତି ?

ଚୁମ୍ବନରେ ରହିଥାଏ ସ୍ନେହ, ଶ୍ରଦ୍ଧା, ଭଲ ପାଇବାର ସ୍ପର୍ଶ। ହେଲେ ଜାଣନ୍ତି, ଏହି ଚୁମ୍ବନ ପଛରେ ଥିବା ବୈଜ୍ଞାନିକ ରହସ୍ୟ ? ବୈଜ୍ଞାନିକଙ୍କ କହିବା ଅନୁଯାୟୀ,୧୦ ସେକେଣ୍ଡର କିସ୍‌ରେ ୮ କୋଟି ବ୍ୟାକ୍ଟେରିଆ ଆମେ ପରସ୍ପର ସହ ବାଣ୍ଟିଥାଉ। ଏହା ଶୁଣିବାକୁ ଅଜବ ଲାଗୁଥାଇ ପାରେ, ହେଲେ ଏହା ବିଜ୍ଞାନସିଦ୍ଧ। ତେବେ ଗୋଟିଏ କଥା ଆମକୁ ମାନିବାକୁ ପଡ଼ିବ, ଚୁମ୍ବନରେ ଆମକୁ ଲାଭ ମିଳିଥାଏ…କିଛି କ୍ଷତି ବି ସହିବାକୁ ପଡ଼ିଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ,  କିସିଂ ବା […]

  • Thursday, 22 July 2021
nepathya
ସନ୍ଥ, ଚିକିତ୍ସକ ଓ ବୈଜ୍ଞାନିକ ଧୀରେନ୍ଦ୍ର ନାରାୟଣ

ସେଇ ସନ୍ଥ, ଯାହାଙ୍କର ସାରା ଜୀବନ ବିତିଗଲା ନିରାଡ଼ମ୍ବରରେ। ସେଇ ବୈଜ୍ଞାନିକ, ଯିଏ ରସାୟନ ବିଜ୍ଞାନରେ ଗବେଷଣା କରି ପାଇଥିଲେ ସଫଳତା। ସେଇ ଚିକିତ୍ସକ, ରୋଗୀ ସେବା ଯାହାଙ୍କର ଥିଲା ଜୀବନବ୍ରତ। ସେଇ ସନ୍ଥ, ଚିକିତ୍ସକ ଓ ବୈଜ୍ଞାନିକ ଧୀରେନ୍ଦ୍ର ନାରାୟଣଙ୍କ ଉପରେ ଲେଖିକା ସୁମିତ୍ରା ପାଢ଼ୀଙ୍କ ସ୍ୱତନ୍ତ୍ର ଆଲେଖ୍ୟ । ୧୯୫୭ ମସିହାର କଥା । ସେତେବେଳକୁ ଭାରତ ମାତ୍ର ଦଶ ବର୍ଷ ତଳେ ସ୍ୱାଧୀନ ହୋଇଥାଏ । ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭଦ୍ରକ ସହର […]

  • Thursday, 22 July 2021
trespassers art group
କିଏ ଏହି ନୂଆ ଅନୁପ୍ରବେଶକାରୀ?

ସେମାନେ ‘ଟ୍ରେସପାସରସ୍’। ଓଡ଼ିଆରେ କହିଲେ ଅନୁପ୍ରବେଶକାରୀ। ଜଣେ ନୁହେଁ, ଏହି ଟ୍ରେସପାସରସ୍‌ରେ ଅଛନ୍ତି ୧୦ ଜଣ। କେଉଁଠି ଏମାନେ ଅନୁପ୍ରବେଶ କରନ୍ତି ? କାହିଁକି ତାଙ୍କର ଏ ଅନୁପ୍ରବେଶ ? ଏହି ନୂଆ ଅନୁପ୍ରବେଶକାରୀଙ୍କ ଉଦ୍ଦେଶ୍ୟ, ଆଦର୍ଶକୁ ନେଇ ପ୍ରସିଦ୍ଧ ଯୁବ ଚିତ୍ରଶିଳ୍ପୀ ରମାକାନ୍ତ ସାମନ୍ତରାୟଙ୍କ ସ୍ୱତନ୍ତ୍ର ଆଲେଖ୍ୟ । ହଠାତ୍ ଆମ ସରକାରଙ୍କୁ ଲାଗିଲା ଯେ, ଆମ ସହର ଗୁଡିକ ଅସୁନ୍ଦର ହେଇଯାଉଛନ୍ତି। ସହରକୁ ସର୍ବାଙ୍ଗ ସୁନ୍ଦର କରି ସଜେଇବାକୁ ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି। ଖାସ୍ […]

  • Thursday, 22 July 2021
gopala-bhanda
ରସିକିଆ ଗୋପାଳ ସତରେ ମଣିଷ ନା କିମ୍ବଦନ୍ତୀର ଚରିତ୍ର ?

ତାଙ୍କ ନାଁ ଶୁଣିଲେ ଆଖି ଆଗରେ ନାଚିଯାଏ ଏକ କୌତୁକିଆ, ରସିକିଆ ମଣିଷର ଥଟ୍ଟା, ମଜ୍ଜା। ମନେ ପଡିଯାଏ ପ୍ରଖର ବୁଦ୍ଧି ସମ୍ପନ୍ନ ଜଣେ ବ୍ୟକ୍ତିଙ୍କ ବାକ୍‌ଚାତୁରୀ। ପିଲାଙ୍କ ଗପପେଡ଼ିର ଏକ ଚିରସବୁଜ ନାୟକ ସେ। ସେ ହେଉଛନ୍ତି ଗୋପାଳ ଭାଣ୍ଡ ।   କିଏ ଏହି ଗୋପାଳ ଭାଣ୍ଡ ? କେଉଁଠି ତାଙ୍କ ଘର ? କେଉଁଠି ରହିଛି ତାଙ୍କର ଅସ୍ତିତ୍ୱ ? ଗୋପାଳ ଭାଣ୍ଡଙ୍କ ଅସ୍ତିତ୍ୱକୁ ନେଇ              […]

  • Thursday, 22 July 2021
Ko-artist
ଆପଣ ଜାଣିଛନ୍ତି କି ପୃଥିବୀର ଦଶ ଧନୀ ଚିତ୍ରଶିଳ୍ପୀଙ୍କ ନାଁ?

ବିଶ୍ୱକର୍ମା ଓ ଶୂଦ୍ର ନାରୀ ଔରସରୁ ଜନ୍ମିତ ନଅ ଜାତି ଭିତରୁ ଚିତ୍ରକର ଗୋଟେ ଜାତି । ଭାରତୀୟ ବର୍ଣ୍ଣ ବ୍ୟବସ୍ଥାରେ ଚିତ୍ରଶିଳ୍ପୀଙ୍କୁ ଶୂଦ୍ର ଭାବରେ ଦେଖାଯାଏ । ବିଶ୍ୱକର୍ମାଙ୍କ ସନ୍ତାନ ଭାବରେ ସେମାନଙ୍କୁ ଗୋଟିଏ ପଟରେ ସମ୍ମାନ ଦିଆଯାଏ ଓ ଅନ୍ୟ ପଟରେ ଶୂଦ୍ର ମା’ ପାଖରୁ ଜନ୍ମ ବୋଲି ତଳିଆ କରି ଦେଖାଯାଏ

  • Thursday, 22 July 2021
collage
ଚାକିରି ଛାଡ଼ି ନର୍ସରୀ ବ୍ୟବସାୟ, ସଫଳ ହେଲ ଆକାଶଦୀପ

ରାଜସ୍ଥାନ  : ନର୍ସରୀ ବ୍ୟବସାୟ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ଯୁବକ । ୪ ବର୍ଷ ପୂର୍ବେ ବ୍ୟବସାୟ କରିବାକୁ ଚାକିରି ମେ।ହ ତ୍ୟାଗ କରି ବ୍ୟବସାୟ ଆରମ୍ଭ କରିଥିଲେ, ଆଉ ଆଜି ସଫଳ ହେଲେ । ରାଜସ୍ଥାନର ଉଦୟପୁର ଜିଲ୍ଲା ନିବାସୀ ଆକାଶଦୀପ ବୈଷ୍ଣବ ନର୍ସରୀ  ବ୍ୟବସାୟ କରନ୍ତି । ତାଙ୍କ ନର୍ସରୀରେ ୨ ହଜାରରୁ ଅଧିକ ପ୍ରକାରର ଚାରା ଦେଖିବାକୁ ମିଳେ ।  କଠିନ ପରିଶ୍ରମ କରି  ତିନିରୁ ଚାରି […]

  • Thursday, 22 July 2021
hr
ଭାଇରସ ଭୟ ଭିତରେ ବଡ଼ ବିପଦ ସାଜି ବାଟ ଓଗାଳିଲା ତାଲାବନ୍ଦ : ସକରାତ୍ମକ ଚିନ୍ତା ନେଇ ଆଗକୁ ବଢ଼ିଲେ ଆଉ ସଫଳ ହେଲେ . . .

୨୦୨୦ର ସ୍ମୃତି, ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ତାଜା ରହିବ। କିଛି ଖଟା ଓ କିଛି ମିଠାର ଅନୁଭୂତି ନେଇ ଆଗକୁ ବଢ଼ୁଛି ମଣିଷ ସମାଜ । ଅଦୃଶ୍ୟ ଭାଇରସ୍ ଭୟ ସତ୍ତ୍ୱେ ସକରାତ୍ମକ ଦିଗରେ ଚିନ୍ତା କରିବା ମଣିଷର ସାଧାରଣ ପ୍ରବୃତ୍ତି । ଏ ବର୍ଷର ସ୍ମୃତି ସମସ୍ତଙ୍କର ମନରେ ରହିବ । ଭୁଲିବା ପାଇଁ ଚେଷ୍ଟା କଲେ ବି ଭୁଲି ହେବନି । ତେବେ କରୋନା କାଳର ଅସହାୟତାକୁ ମନେ ରଖିବା ଅପେକ୍ଷା ସଫଳତା […]

  • Thursday, 22 July 2021
Judge
ଗୋପାଳକଙ୍କ ବିଚାରପତି ଝିଅ : ଗୁହାଳରେ ପାଠପଢ଼ି ଜଜ୍ ହେଲେ ଅଭାବୀ ବାପାର ଗୁଣମତୀ ଝିଅ

ଗାଈ ଗୁହାଳରୁ ସେସନ କୋର୍ଟର ଜଜ୍। ଗୁହାଳରେ ପାଠ ପଢ଼ି ବିଚାରପତି ହେଲେ ଅଭାବୀ ବାପାର ଗୁଣମତୀ ଝିଅ। ସବୁ ବାଧାବିଘ୍ନକୁ ଆଡ଼େଇ ଉଦୟପୁରର ସୋନଲ ଶର୍ମା ଲେଖିଲେ ସଫଳତାର କାହାଣୀ। ଘର ଘର କ୍ଷୀର ବାଣ୍ଟିବ। ସହ ଖତରେ ଲଟପଟ ହୋଇ ଗୁହାଳ ସଫା କରୁଥିବା ଝିଅ ଯେ ଦିନେ ବିଚାରପତି ହେବ କିଏ ଜାଣିଥିଲା ? ମେଧାକୁ ପାଥେୟ କରି ଗାଈ ଗୁହାଳରୁ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ସୋନଲ୍। ଉଦୟପୁରର ପ୍ରତାପନଗର ଅଞ୍ଚଳ […]

  • Thursday, 22 July 2021
3-kglemon
ପ୍ରକୃତିର ଚମତ୍କାର କୁହ କିମ୍ବା ଆଶୀର୍ବାଦ : କୃଷକଙ୍କ ବାଡ଼ିରେ ଫଳୁଛି ୩ କେଜିଆ ଲେମ୍ବୁ

କୃଷକଙ୍କ ବାଡ଼ିରେ ଫଳୁଛି ୩ କେଜିଆ ଲେମ୍ବୁ । ପ୍ରକୃତିର ଚମତ୍କାର କୁହ କିମ୍ବା ଆଶୀର୍ବାଦ ।  ହରିୟାଣା ହିସାରମଣ୍ଡି କିଶନଗଡ଼ ଗାଁରେ ହେ।ଇଛି ଏପରି ଚମତ୍କାର ।  ଚାଷୀ ବିଜେନ୍ଦ୍ର ଥେ।ରିଙ୍କ ଜମିରେ ଫଳିଛି ତରଭୁଜ ଆକାରର ଲେମ୍ବୁ । ଏତେ ବଡ଼ ଲେମ୍ବୁ କଥା ଶୁଣି ସମେସ୍ତ ଆଶ୍ଚର୍ଯ୍ୟ ହେ।ଇଯାଉଛନ୍ତି । କଥାଟି ଅବିଶ୍ୱନୀୟ ହେଲେ ମଧ୍ୟ ନିରାଟ ସତ ।  ଦେଖିବା ଲେ।କ ଘଡ଼ିଏ ଅଟକି ଯାଇ ଲେମ୍ବୁ ବଗିଚାକୁ ଚାହୁଁଛନ୍ତି ।

  • Thursday, 22 July 2021
୭୭୭୭
୨୧ ବର୍ଷିୟା ଆର୍ଯ୍ୟା ରଚିଲେ ଇତିହାସ : ଦେଶର ସର୍ବକନିଷ୍ଠ ମେୟର ହେଲେ ଇଲେକ୍ଟ୍ରିସିଆନଙ୍କ ଝିଅ

ଅଳ୍ପ ବୟସରୁ ବିରଳ ସଫଳତା । ଦେଶର ସବୁଠାରୁ କନିଷ୍ଠ ମେୟର ହେବେ ଆର୍ଯ୍ୟା ରାଜେନ୍ଦ୍ରନ୍ । ଜାତୀୟ ସ୍ତରରେ ନିଆରା ରେକର୍ଡ଼ । ନିକଟରେ କେରଳର ମ୍ୟୁନିସିପାଲ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ୨୧ ବର୍ଷିୟା ଆର୍ଯ୍ୟା ମୁଡାବନମୁଗାଲ ଆସନରୁ ବିଜୟୀ ହୋଇଛନ୍ତି ।  ବାମ ଗଣତାନ୍ତ୍ରିକ ମେଣ୍ଟରୁ ବିଜୟ ଲାଭ କରିଥିବା ଆର୍ଯ୍ୟା ରାଜେନ୍ଦ୍ରନ ଥିରୁବନ୍ତପୁରମ୍ ଜିଲ୍ଲାର ମେୟର ହେବେ । ଦଳର ଜିଲ୍ଲା ସମିତି ଓ ରାଜ୍ୟ ସମିତି ତାଙ୍କୁ ସଭ୍ୟପଦକୁ […]

  • Thursday, 22 July 2021
ଖାଇବା ଥିଲେ ଦିଅ, ନଥିଲେ ନେଇଯାଅ ! ଭେ।କିଲାଙ୍କ ପେଟ ଭରୁଛି ନୀଳ ରଙ୍ଗର ଫ୍ରିଜ୍ : ଉଦାର ମନ ନେଇ ପ୍ରୟାସ ଆରମ୍ଭ କରିଛନ୍ତି ଆହାନ୍ ଖାନ୍

ଭେ।କିଲାଙ୍କ ପେଟ ଭରୁଛି ନୀଳ ରଙ୍ଗର ଫ୍ରିଜ୍ । ଆଉ ପରଦା ପଛର ନାୟକ ସାଜିଛନ୍ତି ଆହାନ୍ ଖାନ୍ । ପେଟ ପୂରାଇ ଦୁଇ  ବେଳା ଦୁଇ ମୁଠା ଖାଇପାରୁନଥିବା ଲେ।କଙ୍କ ପାଇଁ କୌଣସି ଦେବଦୂତଙ୍କ ଠାରୁ କମ୍ ନୁହଁନ୍ତି ଏହି ମହାନ୍ ମଣିଷ ଜଣକ । ମାନବ ସେବା ହିଁ ମାଧବ ସେବା, ଏହି କଥାକୁ ସେ ଭଲଭାବେ ଅନୁଭବ କରିପାରିଛନ୍ତି । ହଂକଂ ଜେ।ର୍ଡ଼ାନର ବୁମନଷ୍ଟ୍ରିଟରେ ଆହାନ ଆରମ୍ଭ କରିଛନ୍ତି ଏହି ଅଭିନବ ପ୍ରୟାସ । […]

  • Thursday, 22 July 2021
0
୨୦୨୧ ପାଇଁ ଏମିତି ଭବଷ୍ୟବାଣୀ କଲେ ଅନ୍ଧ ବାବା

ନୂତନ ଆଶା ଓ ଉଦ୍ଦୀପନା ନେଇ ଆସୁଛି ନୂତନ ବର୍ଷ । କରୋନା ଭୂତାଣୁର ଭୟ ଭିତରେ ପାଖାପାଖି ୯ ମାସ ବିତାଇବା ପରେ ନବବର୍ଷକୁ ଜାକଜମକରେ ସ୍ୱାଗତ କରିବାକୁ ଚାହିଁ ବସିଛନ୍ତି ବିଶ୍ୱବାସୀ । ଚଳିତ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବ ବେ।ଲି   ଅନେକ ଆଶା ଥିଲା । ହେଲେ ନବବର୍ଷ ୨୦୨୧କୁ ନେଇ ବୁଲଗେରିଆର ବାବା ଭାଙ୍ଗାଙ୍କ ଭିବଷ୍ୟତବାଣୀ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏବର୍ଷ ମଧ୍ୟ ବିଶ୍ୱ ଅନକ ପ୍ରାକୃତିକ ବିପର୍ଯ୍ୟୟର […]

  • Thursday, 22 July 2021
7
ଗାଟିଏ କୁକୁର ପାଇଁ ତିନି ଦଳ ମୁହଁ।ମୁହିଁ : ରକ୍ତରଞ୍ଜିତ ହେଲା ଘଟଣାସ୍ଥଳ

ଗାଟିଏ କୁକୁର ପାଇଁ ତିନି ଦଳ ମୁହଁ।ମୁହିଁ : ରକ୍ତରଞ୍ଜିତ ହେଲା ଘଟଣାସ୍ଥଳ

  • Thursday, 22 July 2021
irctc-pay-on-delivery-860x508-1566981123
ଯାତ୍ରୀଙ୍କୁ ଭାରତୀୟ ରେଳବାଇର ନୂଆବର୍ଷ ଉପହାର, ମାତ୍ର କିଛି ସେକେଣ୍ଡରେ ବୁକ୍ ହେବ ରେଳ ଟିକେଟ୍

ନୂଆଦିଲ୍ଲୀ : ୱେବସାଇଟରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟିକେଟ ବୁକ୍ କରନ୍ତି । ହେଲେ ଅଧିକ ବ୍ୟବହାର ହେତୁ ବେଳେବେଳ ଇ-ଟିକେଟିଂ ୱେବସାଇଟ୍ ହ୍ୟାଙ୍ଗ କିମ୍ବା ସ୍ଲୋ ହୋଇଯାଏ  । ଯଦ୍ୱାରା ଟିକେଟ ବୁକ୍ ହେଉ ହେଉ ଅଧାରୁ ଅଟକି ଯାଏ ।  କିନ୍ତୁ ଭାରତୀୟ ରେଳ (Indian Railways), IRCTC ଇ-ଟିକେଟିଂ ୱେବସାଇଟ୍ ଏବଂ ଆପ୍ ଉଭୟକୁ ଅପଗ୍ରେଡ଼୍ କରିବାକୁ ଯାଉଛି । ଆଜି ଏହି ୱେବସାଇଟକୁ ଲଞ୍ଚ କରିବେ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ […]

  • Thursday, 22 July 2021
130016408_1417139718648148_4833342543187060394_n
ଭାରତର ଭିନ୍ନ ଜଣେ ସୁପରହିରୋ ’ହେଲମେଟ୍ ମ୍ୟାନ’

ଭାରତର ଭିନ୍ନ ଜଣେ ସୁପରହିରୋ ’ହେଲମେଟ୍ ମ୍ୟାନ’ । ପ୍ରିୟ ବନ୍ଧୁର ମୃତ୍ୟୁ ପରେ ଭାଙ୍ଗିପଡ଼ିଥିବା ବିହାର ଯୁବକ ବାଇକ୍ ଚାଳକଙ୍କୁ ମାଗଣାରେ ହେଲମେଟ୍ ବାଣ୍ଟୁଛନ୍ତି  । ସଡ଼କ ଦୁ‍ର୍ଘଟଣାରେ ଯେପରି କୌଣସି କଅଁଳ ନିଷ୍ପାପ ଜୀବନ ଅକାରଣରେ ଝରିନପଡେ, ସେଥିପାଇଁ ଚାକିରି ଛାଡ଼ି ଏହି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି

  • Thursday, 22 July 2021
shiv_0
ଶିବ କୁମାରଙ୍କ ହାତରେ ଯାଦୁ

ଉତ୍ତରପ୍ରଦେଶ : ଆଖିଝଲସା ନିଖୁଣ କାରିଗରୀ ମାଧ୍ୟମରେ ମାଟିକୁ ସୁନାରେ ପରିଣତ କରୁଛନ୍ତି ଶିବକୁମାର ପ୍ରଜାପତି । ମାଟି କାରିଗରୀରୁ ଦୂରେଇ ଯାଉଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏଲଏଲବି ପାସ୍ କରିଥିବା ଏହି ଯୁବକ । ତାଙ୍କ କୁମ୍ଭାର କଳାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ମାନିତ କରିସାରିଛନ୍ତି । ଏବେ ଅଯୋଧ୍ୟା, ବିଶାଖାପାଟଣା ଓ ହାଇଦ୍ରାବାଦ ଆଦି ସ୍ଥାନକୁ ମାଟି ତିଆରି ସାମଗ୍ରୀ ଯୋଗାଇବା ସହ ରୁଗଣ ଅବସ୍ଥାରେ ଥିବା ମାଟିର କଳାକୁ ନୂଆ ପରିଚୟ ଦେଇଛନ୍ତି […]

  • Thursday, 22 July 2021
Bhalu
ଥାନା ବୁଲିଲେ ଭାଲୁ !

ଛତିଶଗଡ : ଥାନା ପରିଭ୍ରମଣରେ ତିନି ଟିକିଆ ଭାଲୁ ଦଳ । ବିଳମ୍ବିତ ରାତ୍ରୀରେ ଛତିଶଗଡର କାଙ୍କେର ସହରର ଏକ ପୋଲିସ ଷ୍ଟେସନ ପରିସରରେ ତିନିଟି ଭାଲୁ  ବୁଲୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହା ଚର୍ଚ୍ଚର କେନ୍ଦ୍ରବିନ୍ଦୁ ପାଲଟିଛି । ଭିଡ଼ିଓଟିକୁ ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି ଏବଂ ସେୟାର ମଧ୍ୟ କରୁଛି ।  ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି ଗୋଟିଏ ଭାଲୁକୁ ଅନୁସରଣ କରି ପଛରେ ଆଉ ୨ଟି ଭାଲୁ  ଥାନା ଭିତରକୁ […]

  • Thursday, 22 July 2021
77
ଜଣେ ବୀରଙ୍ଗନାଙ୍କ କାହାଣୀ ! ବିବାହର ୩ ବର୍ଷ ପରେ ଆରପାରିକୁ ଚାଲିଗଲେ ସ୍ୱାମୀ, ପ୍ରଚଣ୍ଡ ଆତ୍ମବିଶ୍ୱାସ ବଳରେ ଏୟାରଫେ।ର୍ସରେ କାମ କରିବାର ସୁଯେ।ଗ ପାଇଲେ ରାଧା

୨୧ ଜୁନ ୨୦୧୮ – ରାଧାଙ୍କ ପାଇଁ ଏକ କାଳ କ୍ଷଣ, ଯେଉଁଦିନ ତାଙ୍କର ସବୁକିଛି ଶେଷ ହେ।ଇଗଲା, ହୃଦଘାତରେ ଜୀବନ ହରାଇଥିଲେ ତାଙ୍କ ସ୍ୱାମୀ ୧୮ ଡିସେମ୍ବ –  ତାଙ୍କ ଟ୍ରେନିଂ ପୁରା ହେଲା ଓ ତା’ପର ଦିନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସାମ୍ନାରେ ଫ୍ଲାଇଂ ଅଫିସର ରୂପେ ଦାୟିତ୍ବ ଗ୍ରହଣ କଲେ ରାଧା ଜଣେ ବୀରଙ୍ଗନାଙ୍କ ବୀରତ୍ୱର କାହାଣୀ । ବୀର ଭୂଇଁର ସେବା ଉଦ୍ଦେଶ୍ୟରେ ନିଜକୁ ସମର୍ପି ଦେଲେ ଜମ୍ମୁର ବୀର ପୁତ୍ରୀ […]

  • Thursday, 22 July 2021
rupee4-8
ସୁପ୍ରିମକେ।ର୍ଟଙ୍କ ବଡ଼ ନିଷ୍ପତ୍ତି ! ଚାକିରି ଶେଷ ହେଲେ ତୁରନ୍ତ ବାସଭବନ ଛାଡ଼, ଆଉ ବକେୟା ଅର୍ଥରାଶି ପଇଠ କର, ନହେଲେ ମିଳିବନି ଗ୍ରାଚ୍ୟୁଟି ଟଙ୍କା

ଚାକିରି ଶେଷ ହେଲେ ବାସଭବନ ଛାଡ଼, ଆଉ ବକେୟା ଅର୍ଥରାଶି ତୁରନ୍ତ ପଇଠ କର ।  ଆଉ କ୍ଷମତାର ଅପବ୍ୟବହାର କରିପାରିବେ ନାହିଁ ସରକାରୀ କିମ୍ବା ବେସରକାରୀ କର୍ମଚାରୀ । ଅବସର ପରେ ସରକାରୀ କିମ୍ବା କମ୍ପାନୀ ପକ୍ଷରୁ ଦିଆଯାଇଥିବା ବାସଭବନରେ ରହିବା ଦଣ୍ଡନୀୟ ଅପରାଧ ।  ନିୟମ ନମାନି ନିର୍ଦ୍ଧାରିତ ସମୟରୁ ଅଧିକ ଦିନ ସରକାରୀ ବାସଭବନକୁ ବଳପୂର୍ବକ କବଜା କଲେ, ଜେ।ରିମାନା ସହ ଭଡ଼ା ଆଦାୟ କରାଯିବ ବେ।ଲି ସ୍ପଷ୍ଟ କରିଛନ୍ତି ସର୍ବେ।ଚ୍ଚ ନ୍ୟାୟାଳୟ […]

  • Thursday, 22 July 2021
harsh
ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ  ପ୍ରାୟ ସମୟ ମାସ୍କ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ମାସ୍କ ଲଗାଇବାକୁ ଆଦୌ ଭଲ ଲାଗୁନାହିଁ। ଯାହାର ବିକଳ୍ପରେ ସେମାନେ ପ୍ଲାଷ୍ଟିକ୍‌ର ଫେସ୍‌ କଭର ବ୍ୟବହାର କରୁଛନ୍ତି। ନିକଟରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିର ଜଣେ ଯୁବକ ଏବଂ ଯୁବତୀ ମୁହଁରେ  ପ୍ଲାଷ୍ଟିକ୍‌ ଫେସ୍‌ କଭର ଲଗାଇ ରାସ୍ତାରେ […]

  • Thursday, 22 July 2021
fire
ଆଶ୍ଚର୍ଯ୍ୟ ! ପାର୍କରେ ଲାଗିଲା ନିଆଁ, ନା ଜଳିଲା ଗଛ ନା ଚେୟାର୍‌...

ନୂଆଦିଲ୍ଲୀ: ଏକ ପାର୍କରେ ନିଆଁ ଲାଗି ଯାଇଥିବା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।  ଭିଡିଓଟି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଅବିଶ୍ୱସନୀୟ।  ଏହି ଘଟଣା ଦେଖିବାକୁ ମିଳିଛି ସ୍ପେନର କାଲାହୋରା ପାର୍କରେ । ଭିଡିଓରେ ଦେଖିବାକୁ ମିଳିଛି, ପାର୍କରେ ନିଆଁର ପ୍ରକୋପ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି। ହେଲେ ଆଶ୍ଚର୍ଯ୍ୟ, ସେଠାରେ ଥିବା ନା ଗଛ ନା  ଚେୟାର୍‌ କୌଣସିଥିରେ ଏହାର ପ୍ରଭାବ ଦେଖିବାକୁ ମିଳୁନି। ଅର୍ଥାତ୍‌ ଗଛ, ଚେୟାର୍‌କୁ ନିଆଁ ଆଦୌ […]

  • Thursday, 22 July 2021
chiranjeevi
ମେଗାଷ୍ଟାର ଚିରଞ୍ଜୀବଙ୍କ ମୁହଁରେ ଓଡ଼ିଆ ଏସ୍‌ଆଇଙ୍କ ପ୍ରଶଂସା

ମାଲକାନଗିରି: ଭଲ କାମ ପାଇଁ ପୁଣି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲାର ଏସ୍‌ଆଇ ଶୁଭଶ୍ରୀ ଭବାନୀ ନାୟକ। ଏଥର ତାଙ୍କୁ ପ୍ରଶଂସା କରିଛନ୍ତି ସାଉଥ ମେଗାଷ୍ଟାର ଚିରଞ୍ଜୀବ। ଗତକାଲି ମଦର୍ସ ଡେ’ ଅବସରରେ ଚିରଞ୍ଜୀବ ନିଜ ଟ୍ୱିଟର୍‌‌ ପେଜ୍‌ରେ ଏକ ଭିଡିଓ ଜାରି କରିଥିଲେ। ଏହି ଭିଡିଓରେ ସେ ଶୁଭଶ୍ରୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ପୁଲିସ୍‌ ଚାକିରି ଭଳି କଠୋର ଦାୟିତ୍ୱ ଭିତରେ ଜଣେ ଅସହାୟ ବୃଦ୍ଧାଙ୍କୁ ମା’ ଭଳି ସ୍ନେହ ଦେଇ ଖୁଆଇ ଦେବା ନେଇ ଶୁଭଶ୍ରୀଙ୍କୁ […]

  • Thursday, 22 July 2021
sea
ଆଶ୍ଚର୍ଯ୍ୟଜନକ ଦୃଶ୍ୟ ! ସମୁଦ୍ର ଲହଡ଼ିରୁ ବାହାରିଲା ନୀଳ ରଙ୍ଗର ଆଲୋକ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ଅନେକ ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇଛି। ଏହି କାରଣରୁ ବିଭିନ୍ନ ଦେଶରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇବା ସହ ନଦୀର ପାଣି ଆହୁରି ସ୍ୱଚ୍ଛ ହୋଇଯାଛି। ଜନଗହଳିପୂର୍ଣ୍ଣ ସ୍ଥାନ ଏବେ ଶୂନ୍‌ଶାନ୍‌ ହୋଇଯାଇଛି। ଏସବୁ ଭିତରେ ଏକ ସମୁଦ୍ର ବେଳାଭୂମିରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ସମୁଦ୍ର ଲହଡିରୁ ନୀଳ ରଙ୍ଗର ଆଲୋକ ବାହାରିଥିବା ଦେଖିବାକୁ ମିଳିଛି। ଆମେରିକା ମେକ୍ସିକୋର Acapulco ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥିଲା ଏପରି ନିଆରା […]

  • Thursday, 22 July 2021
rainfall
କରୋନା ସଙ୍କଟ ସମୟରେ ଓଡିଶା ପାଇଁ ବାତ୍ୟା ଭୟ ! ମେ' ୧ରେ ଲଘୁଚାପ, ୩ରେ କରିପାରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ଏବେ କରୋନା ସଙ୍କଟ ସମୟ ଦେଇ ରାଜ୍ୟ ଗତି କରୁଥିବା ବେଳେ ଆଉ ଏକ ବିପଦ ଓଡିଶା ଉପରକୁ ଆସୁଛି। ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ଫନି ପରି ଭୟଙ୍କର ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ମେ’ ୧ ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ।  ପୁଣେ ସ୍ଥିତ Indian Institute of Tropical Metrology (IITM), ଓ  […]

  • Thursday, 22 July 2021