• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

0
୨୦୨୧ ପାଇଁ ଏମିତି ଭବଷ୍ୟବାଣୀ କଲେ ଅନ୍ଧ ବାବା

ନୂତନ ଆଶା ଓ ଉଦ୍ଦୀପନା ନେଇ ଆସୁଛି ନୂତନ ବର୍ଷ । କରୋନା ଭୂତାଣୁର ଭୟ ଭିତରେ ପାଖାପାଖି ୯ ମାସ ବିତାଇବା ପରେ ନବବର୍ଷକୁ ଜାକଜମକରେ ସ୍ୱାଗତ କରିବାକୁ ଚାହିଁ ବସିଛନ୍ତି ବିଶ୍ୱବାସୀ । ଚଳିତ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବ ବେ।ଲି   ଅନେକ ଆଶା ଥିଲା । ହେଲେ ନବବର୍ଷ ୨୦୨୧କୁ ନେଇ ବୁଲଗେରିଆର ବାବା ଭାଙ୍ଗାଙ୍କ ଭିବଷ୍ୟତବାଣୀ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏବର୍ଷ ମଧ୍ୟ ବିଶ୍ୱ ଅନକ ପ୍ରାକୃତିକ ବିପର୍ଯ୍ୟୟର […]

  • Thursday, 22 July 2021
7
ଗାଟିଏ କୁକୁର ପାଇଁ ତିନି ଦଳ ମୁହଁ।ମୁହିଁ : ରକ୍ତରଞ୍ଜିତ ହେଲା ଘଟଣାସ୍ଥଳ

ଗାଟିଏ କୁକୁର ପାଇଁ ତିନି ଦଳ ମୁହଁ।ମୁହିଁ : ରକ୍ତରଞ୍ଜିତ ହେଲା ଘଟଣାସ୍ଥଳ

  • Thursday, 22 July 2021
irctc-pay-on-delivery-860x508-1566981123
ଯାତ୍ରୀଙ୍କୁ ଭାରତୀୟ ରେଳବାଇର ନୂଆବର୍ଷ ଉପହାର, ମାତ୍ର କିଛି ସେକେଣ୍ଡରେ ବୁକ୍ ହେବ ରେଳ ଟିକେଟ୍

ନୂଆଦିଲ୍ଲୀ : ୱେବସାଇଟରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟିକେଟ ବୁକ୍ କରନ୍ତି । ହେଲେ ଅଧିକ ବ୍ୟବହାର ହେତୁ ବେଳେବେଳ ଇ-ଟିକେଟିଂ ୱେବସାଇଟ୍ ହ୍ୟାଙ୍ଗ କିମ୍ବା ସ୍ଲୋ ହୋଇଯାଏ  । ଯଦ୍ୱାରା ଟିକେଟ ବୁକ୍ ହେଉ ହେଉ ଅଧାରୁ ଅଟକି ଯାଏ ।  କିନ୍ତୁ ଭାରତୀୟ ରେଳ (Indian Railways), IRCTC ଇ-ଟିକେଟିଂ ୱେବସାଇଟ୍ ଏବଂ ଆପ୍ ଉଭୟକୁ ଅପଗ୍ରେଡ଼୍ କରିବାକୁ ଯାଉଛି । ଆଜି ଏହି ୱେବସାଇଟକୁ ଲଞ୍ଚ କରିବେ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ […]

  • Thursday, 22 July 2021
130016408_1417139718648148_4833342543187060394_n
ଭାରତର ଭିନ୍ନ ଜଣେ ସୁପରହିରୋ ’ହେଲମେଟ୍ ମ୍ୟାନ’

ଭାରତର ଭିନ୍ନ ଜଣେ ସୁପରହିରୋ ’ହେଲମେଟ୍ ମ୍ୟାନ’ । ପ୍ରିୟ ବନ୍ଧୁର ମୃତ୍ୟୁ ପରେ ଭାଙ୍ଗିପଡ଼ିଥିବା ବିହାର ଯୁବକ ବାଇକ୍ ଚାଳକଙ୍କୁ ମାଗଣାରେ ହେଲମେଟ୍ ବାଣ୍ଟୁଛନ୍ତି  । ସଡ଼କ ଦୁ‍ର୍ଘଟଣାରେ ଯେପରି କୌଣସି କଅଁଳ ନିଷ୍ପାପ ଜୀବନ ଅକାରଣରେ ଝରିନପଡେ, ସେଥିପାଇଁ ଚାକିରି ଛାଡ଼ି ଏହି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି

  • Thursday, 22 July 2021
shiv_0
ଶିବ କୁମାରଙ୍କ ହାତରେ ଯାଦୁ

ଉତ୍ତରପ୍ରଦେଶ : ଆଖିଝଲସା ନିଖୁଣ କାରିଗରୀ ମାଧ୍ୟମରେ ମାଟିକୁ ସୁନାରେ ପରିଣତ କରୁଛନ୍ତି ଶିବକୁମାର ପ୍ରଜାପତି । ମାଟି କାରିଗରୀରୁ ଦୂରେଇ ଯାଉଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏଲଏଲବି ପାସ୍ କରିଥିବା ଏହି ଯୁବକ । ତାଙ୍କ କୁମ୍ଭାର କଳାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ମାନିତ କରିସାରିଛନ୍ତି । ଏବେ ଅଯୋଧ୍ୟା, ବିଶାଖାପାଟଣା ଓ ହାଇଦ୍ରାବାଦ ଆଦି ସ୍ଥାନକୁ ମାଟି ତିଆରି ସାମଗ୍ରୀ ଯୋଗାଇବା ସହ ରୁଗଣ ଅବସ୍ଥାରେ ଥିବା ମାଟିର କଳାକୁ ନୂଆ ପରିଚୟ ଦେଇଛନ୍ତି […]

  • Thursday, 22 July 2021
Bhalu
ଥାନା ବୁଲିଲେ ଭାଲୁ !

ଛତିଶଗଡ : ଥାନା ପରିଭ୍ରମଣରେ ତିନି ଟିକିଆ ଭାଲୁ ଦଳ । ବିଳମ୍ବିତ ରାତ୍ରୀରେ ଛତିଶଗଡର କାଙ୍କେର ସହରର ଏକ ପୋଲିସ ଷ୍ଟେସନ ପରିସରରେ ତିନିଟି ଭାଲୁ  ବୁଲୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହା ଚର୍ଚ୍ଚର କେନ୍ଦ୍ରବିନ୍ଦୁ ପାଲଟିଛି । ଭିଡ଼ିଓଟିକୁ ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି ଏବଂ ସେୟାର ମଧ୍ୟ କରୁଛି ।  ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି ଗୋଟିଏ ଭାଲୁକୁ ଅନୁସରଣ କରି ପଛରେ ଆଉ ୨ଟି ଭାଲୁ  ଥାନା ଭିତରକୁ […]

  • Thursday, 22 July 2021
77
ଜଣେ ବୀରଙ୍ଗନାଙ୍କ କାହାଣୀ ! ବିବାହର ୩ ବର୍ଷ ପରେ ଆରପାରିକୁ ଚାଲିଗଲେ ସ୍ୱାମୀ, ପ୍ରଚଣ୍ଡ ଆତ୍ମବିଶ୍ୱାସ ବଳରେ ଏୟାରଫେ।ର୍ସରେ କାମ କରିବାର ସୁଯେ।ଗ ପାଇଲେ ରାଧା

୨୧ ଜୁନ ୨୦୧୮ – ରାଧାଙ୍କ ପାଇଁ ଏକ କାଳ କ୍ଷଣ, ଯେଉଁଦିନ ତାଙ୍କର ସବୁକିଛି ଶେଷ ହେ।ଇଗଲା, ହୃଦଘାତରେ ଜୀବନ ହରାଇଥିଲେ ତାଙ୍କ ସ୍ୱାମୀ ୧୮ ଡିସେମ୍ବ –  ତାଙ୍କ ଟ୍ରେନିଂ ପୁରା ହେଲା ଓ ତା’ପର ଦିନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସାମ୍ନାରେ ଫ୍ଲାଇଂ ଅଫିସର ରୂପେ ଦାୟିତ୍ବ ଗ୍ରହଣ କଲେ ରାଧା ଜଣେ ବୀରଙ୍ଗନାଙ୍କ ବୀରତ୍ୱର କାହାଣୀ । ବୀର ଭୂଇଁର ସେବା ଉଦ୍ଦେଶ୍ୟରେ ନିଜକୁ ସମର୍ପି ଦେଲେ ଜମ୍ମୁର ବୀର ପୁତ୍ରୀ […]

  • Thursday, 22 July 2021
rupee4-8
ସୁପ୍ରିମକେ।ର୍ଟଙ୍କ ବଡ଼ ନିଷ୍ପତ୍ତି ! ଚାକିରି ଶେଷ ହେଲେ ତୁରନ୍ତ ବାସଭବନ ଛାଡ଼, ଆଉ ବକେୟା ଅର୍ଥରାଶି ପଇଠ କର, ନହେଲେ ମିଳିବନି ଗ୍ରାଚ୍ୟୁଟି ଟଙ୍କା

ଚାକିରି ଶେଷ ହେଲେ ବାସଭବନ ଛାଡ଼, ଆଉ ବକେୟା ଅର୍ଥରାଶି ତୁରନ୍ତ ପଇଠ କର ।  ଆଉ କ୍ଷମତାର ଅପବ୍ୟବହାର କରିପାରିବେ ନାହିଁ ସରକାରୀ କିମ୍ବା ବେସରକାରୀ କର୍ମଚାରୀ । ଅବସର ପରେ ସରକାରୀ କିମ୍ବା କମ୍ପାନୀ ପକ୍ଷରୁ ଦିଆଯାଇଥିବା ବାସଭବନରେ ରହିବା ଦଣ୍ଡନୀୟ ଅପରାଧ ।  ନିୟମ ନମାନି ନିର୍ଦ୍ଧାରିତ ସମୟରୁ ଅଧିକ ଦିନ ସରକାରୀ ବାସଭବନକୁ ବଳପୂର୍ବକ କବଜା କଲେ, ଜେ।ରିମାନା ସହ ଭଡ଼ା ଆଦାୟ କରାଯିବ ବେ।ଲି ସ୍ପଷ୍ଟ କରିଛନ୍ତି ସର୍ବେ।ଚ୍ଚ ନ୍ୟାୟାଳୟ […]

  • Thursday, 22 July 2021
harsh
ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ  ପ୍ରାୟ ସମୟ ମାସ୍କ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ମାସ୍କ ଲଗାଇବାକୁ ଆଦୌ ଭଲ ଲାଗୁନାହିଁ। ଯାହାର ବିକଳ୍ପରେ ସେମାନେ ପ୍ଲାଷ୍ଟିକ୍‌ର ଫେସ୍‌ କଭର ବ୍ୟବହାର କରୁଛନ୍ତି। ନିକଟରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିର ଜଣେ ଯୁବକ ଏବଂ ଯୁବତୀ ମୁହଁରେ  ପ୍ଲାଷ୍ଟିକ୍‌ ଫେସ୍‌ କଭର ଲଗାଇ ରାସ୍ତାରେ […]

  • Thursday, 22 July 2021
fire
ଆଶ୍ଚର୍ଯ୍ୟ ! ପାର୍କରେ ଲାଗିଲା ନିଆଁ, ନା ଜଳିଲା ଗଛ ନା ଚେୟାର୍‌...

ନୂଆଦିଲ୍ଲୀ: ଏକ ପାର୍କରେ ନିଆଁ ଲାଗି ଯାଇଥିବା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।  ଭିଡିଓଟି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଅବିଶ୍ୱସନୀୟ।  ଏହି ଘଟଣା ଦେଖିବାକୁ ମିଳିଛି ସ୍ପେନର କାଲାହୋରା ପାର୍କରେ । ଭିଡିଓରେ ଦେଖିବାକୁ ମିଳିଛି, ପାର୍କରେ ନିଆଁର ପ୍ରକୋପ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି। ହେଲେ ଆଶ୍ଚର୍ଯ୍ୟ, ସେଠାରେ ଥିବା ନା ଗଛ ନା  ଚେୟାର୍‌ କୌଣସିଥିରେ ଏହାର ପ୍ରଭାବ ଦେଖିବାକୁ ମିଳୁନି। ଅର୍ଥାତ୍‌ ଗଛ, ଚେୟାର୍‌କୁ ନିଆଁ ଆଦୌ […]

  • Thursday, 22 July 2021
chiranjeevi
ମେଗାଷ୍ଟାର ଚିରଞ୍ଜୀବଙ୍କ ମୁହଁରେ ଓଡ଼ିଆ ଏସ୍‌ଆଇଙ୍କ ପ୍ରଶଂସା

ମାଲକାନଗିରି: ଭଲ କାମ ପାଇଁ ପୁଣି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲାର ଏସ୍‌ଆଇ ଶୁଭଶ୍ରୀ ଭବାନୀ ନାୟକ। ଏଥର ତାଙ୍କୁ ପ୍ରଶଂସା କରିଛନ୍ତି ସାଉଥ ମେଗାଷ୍ଟାର ଚିରଞ୍ଜୀବ। ଗତକାଲି ମଦର୍ସ ଡେ’ ଅବସରରେ ଚିରଞ୍ଜୀବ ନିଜ ଟ୍ୱିଟର୍‌‌ ପେଜ୍‌ରେ ଏକ ଭିଡିଓ ଜାରି କରିଥିଲେ। ଏହି ଭିଡିଓରେ ସେ ଶୁଭଶ୍ରୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ପୁଲିସ୍‌ ଚାକିରି ଭଳି କଠୋର ଦାୟିତ୍ୱ ଭିତରେ ଜଣେ ଅସହାୟ ବୃଦ୍ଧାଙ୍କୁ ମା’ ଭଳି ସ୍ନେହ ଦେଇ ଖୁଆଇ ଦେବା ନେଇ ଶୁଭଶ୍ରୀଙ୍କୁ […]

  • Thursday, 22 July 2021
sea
ଆଶ୍ଚର୍ଯ୍ୟଜନକ ଦୃଶ୍ୟ ! ସମୁଦ୍ର ଲହଡ଼ିରୁ ବାହାରିଲା ନୀଳ ରଙ୍ଗର ଆଲୋକ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ଅନେକ ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇଛି। ଏହି କାରଣରୁ ବିଭିନ୍ନ ଦେଶରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇବା ସହ ନଦୀର ପାଣି ଆହୁରି ସ୍ୱଚ୍ଛ ହୋଇଯାଛି। ଜନଗହଳିପୂର୍ଣ୍ଣ ସ୍ଥାନ ଏବେ ଶୂନ୍‌ଶାନ୍‌ ହୋଇଯାଇଛି। ଏସବୁ ଭିତରେ ଏକ ସମୁଦ୍ର ବେଳାଭୂମିରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ସମୁଦ୍ର ଲହଡିରୁ ନୀଳ ରଙ୍ଗର ଆଲୋକ ବାହାରିଥିବା ଦେଖିବାକୁ ମିଳିଛି। ଆମେରିକା ମେକ୍ସିକୋର Acapulco ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥିଲା ଏପରି ନିଆରା […]

  • Thursday, 22 July 2021
rainfall
କରୋନା ସଙ୍କଟ ସମୟରେ ଓଡିଶା ପାଇଁ ବାତ୍ୟା ଭୟ ! ମେ' ୧ରେ ଲଘୁଚାପ, ୩ରେ କରିପାରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ଏବେ କରୋନା ସଙ୍କଟ ସମୟ ଦେଇ ରାଜ୍ୟ ଗତି କରୁଥିବା ବେଳେ ଆଉ ଏକ ବିପଦ ଓଡିଶା ଉପରକୁ ଆସୁଛି। ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ଫନି ପରି ଭୟଙ୍କର ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ମେ’ ୧ ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ।  ପୁଣେ ସ୍ଥିତ Indian Institute of Tropical Metrology (IITM), ଓ  […]

  • Thursday, 22 July 2021
kim
ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗଙ୍କ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ: ମୃତ୍ୟୁ ସହ ସଂଘର୍ଷ କରୁଥିବା ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। କୁହାଯାଉଛି, ତାଙ୍କର cardiovascular ସମସ୍ୟା ରହିଛି। ଆମେରିକା ଟିଭି ଚ୍ୟାନେଲ ସିଏନଏନ ରିପୋର୍ଟ ଅନୁଯାୟୀ, କିମ୍‌ ଜୋଙ୍ଗଙ୍କର ସର୍ଜରୀ କରାଯାଇଥିଲା। ହେଲେ ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। କିମ୍‌ ଜୋଙ୍ଗଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ ହେଲେ ତାଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟକୁ ହୁଏତ ଅଳ୍ପ ଲୋକ ଜାଣିଥିବେ। ତାହାହେଲେ ଆସନ୍ତୁ […]

  • Thursday, 22 July 2021
fake call
୧୦୪କୁ ଫେକ୍‌ କଲ୍: "ମାଡାମ୍‌ ପ୍ଲିଜ, ଆପଣଙ୍କ ନାଁ କୁହନ୍ତୁ...ଆଇ ଲଭ ୟୁ"

ଭୁବନେଶ୍ୱର: କରୋନା ରେଜିଷ୍ଟ୍ରେସନ୍ ଓ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୧୦୪ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି l ହେଲେ କିଛି ଲୋକ ଏହି ଫୋନ ନମ୍ବରକୁ କଲ୍ କରି ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ କହିବା ପରିବର୍ତ୍ତେ ଥଟ୍ଟାମଜା କରିବା ସହ ଯାହା ସବୁ କହୁଛନ୍ତି, ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ। ଏଭଳି କିଛି ଏକ୍ସକ୍ଲୁସିଭ୍ ଫେକ କଲ୍ ଆମ ହାତରେ ଲାଗିଛି।   ଫେକ୍‌ କଲ୍-୧: ଜଣେ ବ୍ୟକ୍ତି ୧୦୪କୁ ଫୋନ […]

  • Thursday, 22 July 2021
facebook
ଖୁବଶୀଘ୍ର Facebookରେ ଆପଣ ପାଇପାରିବେ ଏହି ନୂଆ ଇମୋଜି

ନୂଆଦିଲ୍ଲୀ: ଫେସବୁକ୍ ଏହାର ଆପ ଓ ମେସେଞ୍ଜର(messenger)ରେ ଖୁବଶୀଘ୍ର ଦୁଇଟି ନୂଆ ଇମୋଜି ରିଆକ୍ସନ ଆଡ କରିବାକୁ ଯାଉଛି। ଏହି ନୂଆ ରିଆକ୍ସନ ଇମୋଜି କୋବିଡ-୧୯ ସହ ଜଡ଼ିତ। ଯାହାର ନାଁ ‘care’ ରଖାଯାଇଛି। ଏହା ମାଧ୍ୟମରେ ଜଣେ ୟୁଜର୍ସ ଅନ୍ୟ ଜଣଙ୍କ ୟୁଜର୍ସଙ୍କ ପୋଷ୍ଟରେ ସପୋର୍ଟ ଦେଖାଇ ପାରିବେ। Facebookରେ ଏହି ନୂଆ ଇମୋଜି ‘Face hugging’ ଭଳି କରାଯାଇଥିବାବେଳେ Messenger ରେ ‘Pulsing heart’ ଭଳି କରାଯାଇଛି। ଏହି ନୂଆ ଇମୋଜିକୁ ୟୁଜର୍ସ ପୂର୍ବରୁ […]

  • Thursday, 22 July 2021
lab
ଏବେ କ'ଣ କରୁଛନ୍ତି 'ରାମାୟଣ'ରେ ଅଭିନୟ କରିଥିବା ଲବ, କୁଶ ?

ନୂଆଦିଲ୍ଲୀ: କରୋନା ଲକଡାଉନ ବେଳେ ଘରେ ବସି ବୋର ହେଉଥିବା ଦର୍ଶକଙ୍କ ପାଇଁ ଡିଡି ନ୍ୟାଶନାଲ ଚାନେଲରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁନଃ ପ୍ରସାରିତ ହୋଇଛି। ଦୀର୍ଘ ବର୍ଷ ପରେ ଟିଭି ପରଦାରେ ଏହି ମେଗା ସିରିଏଲ ‘ରାମାୟଣ’କୁ ଲୋକେ ବେଶ ଉପଭୋଗ କରୁଛନ୍ତି। ‘ରାମାୟଣ’ ପୁନଃ ପ୍ରସାରିତ ହେବାପରେ ପୁଣିଥରେ ରାମାୟଣର କାହାଣୀ ଓ ଏଥିରେ ଅଭିନୟ କରିଥିବା କଳାକାରଙ୍କୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।  ‘ରାମାୟଣ’ରେ ଅଭିନୟ କରିଥିବା ଅନ୍ୟ କଳାକାରଙ୍କ ଭଳି […]

  • Thursday, 22 July 2021
ghost
ଘରୁ ବାହାରିବା ମନା, ରାସ୍ତାରେ ଜଗିଛନ୍ତି ଭୂତ !

କେପୁହ(ଇଣ୍ଡୋନେସିଆ): ରାତିର ଅନ୍ଧକାର ଭିତରେ ରାସ୍ତା କଡ଼ରେ ବସିଛନ୍ତି ଭୂତ ! କେହିବି ଯଦି ସେଇ ବାଟ ଦେଇ ଯିବେ ମାଡ଼ି ବସିବ ଭୂତ ! ଇଣ୍ଡୋନେସିଆରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଆପଣମାନେ ଭାବୁଥିବେ ଆମେ ଆପଣଙ୍କୁ ଏସବୁ କ’ଣ କହୁଛୁ। ପ୍ରକୃତରେ ଘଟଣାଟି ହେଲା, ଏମାନେ କୌଣସି ଭୂତ ନୁହନ୍ତି। କିନ୍ତୁ ଭୂତ ଭଳି ନିଜକୁ ସଜାଇଛନ୍ତି। ଧଳା ରଙ୍ଗର ପୋଷାକ ପରିଧାନ କରିବା ସହ ପୂରା ଶରୀରକୁ ଢାଙ୍କି କି ରଖିଛନ୍ତି […]

  • Thursday, 22 July 2021
Black Creature
କିଏ ଏହି ରହସ୍ୟମୟ ଜୀବ ? ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କିଏ ଏହି ରହସ୍ୟମୟ ଜୀବ ? ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ଏବେ ଦ୍ୱନ୍ଦ୍ୱରେ ପକାଇଛି।  ପ୍ରକୃତରେ କଥାଟା ହେଲା, ଏବେ ସୋଶାଲ ମିଡିଆରେ ଏମିତି ଏକ ରହସ୍ୟମୟ ଜୀବର ଭିଡିଓ ଭାଇରାଲ୍ ହୋଇଛି ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ବେଶ ଆକର୍ଷିତ କରିଛି।  କଳା ରଙ୍ଗର ଏହି ଜୀବକୁ ଦେଖି କିଛି ଲୋକ କହିଛନ୍ତି ଯେ, ସତେ ଯେମିତି ମାର୍ଭଲ ଭିଲେନ୍ ଭେନୋମ୍ ଗ୍ରହରେ ଅବତରଣ କରିଛନ୍ତି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,  […]

  • Thursday, 22 July 2021
corona 22
ବାହାରିଲା କରୋନା ଭାଇରସ ଟିକା !

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଏହାକୁ ରୋକିବା ପାଇଁ କୌଣସି ଔଷଧ ବାହାରି ପାରିନାହିଁ। ଦିନରାତି ଏକାଠି କରି ବୈଜ୍ଞାନିକମାନେ ସେମାନଙ୍କର ରିସର୍ଚ୍ଚ ଜାରି ରଖିଛନ୍ତି। ଏପରିକି  ଅନେକ ଦେଶ ମଧ୍ୟ ଦାବି କରୁଛନ୍ତି ଯେ, କରୋନା ଭାଇରସ ଭାକ୍ସିନ(ଟିକା) ସେମାନଙ୍କ ଦେଶରେ ତିଆରି ଚାଲିଛି।  ସୂଚନା ଅନୁସାରେ, ଏସବୁ ଭିତରେ ଆମେରିକାର ବୈଜ୍ଞାନିକମାନେ ଦାବି କରିଛନ୍ତି […]

  • Thursday, 22 July 2021
whatsapp
WhatsAppର ଏହି ସେଟିଂରେ ପରିବର୍ତ୍ତନ ଆଣନ୍ତୁ, କମ ସରିବ ଡାଟା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍ କରାଯାଇଛି। ଅତି ଜରୁରୀ କାମ ନ ଥିଲେ ଲୋକଙ୍କୁ ଘର ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ଏହି ସମୟରେ ଲୋକମାନେ ଘରେ ରହୁଥିବାରୁ ଇଣ୍ଟରନେଟର ଅଧିକ ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆ ହେଉ ନ ହେଲେ ଭିଡ଼ିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମର ଅଧିକ ବ୍ୟବହାର କରୁଛନ୍ତି। ଫଳରେ ମୋବାଇଲ ଡାଟା ଅଧିକ ସରିଥାଏ। ଏଠାରେ ଆମେ ଆପଣଙ୍କୁ କହି ରଖୁଛି ଯେ, […]

  • Thursday, 22 July 2021
Untitled
ପୁଣି ଥରେ ଚୀନକୁ ଘେରିବ କରୋନା !

ବେଜିଂ: ଚୀନରେ କରୋନା ଭାଇରସର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଚୀନରେ ଜଣେ ହେଲେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଏପରିକି ଚୀନରେ ଲକଡାଉନ କଟକଣା ମଧ୍ୟ ଉଠି ଯାଇଥିବା ଦେଖିବାକୁ ମିଳିଛି।  ଏସବୁ ଭିତରେ ଏବେ ବି ବୈଜ୍ଞାନିକମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିଛି। ଚ୍ୟାଲେଞ୍ଜଟି ହେଲା କରୋନା ଭାଇରସ ଦିତ୍ୱୀୟ ଥର ହେବାର ଆଶଙ୍କା। ସାଇନ୍ସ ନେଚର ମାଗାଜିନ, ହଂକଂ […]

  • Thursday, 22 July 2021
sanitizer
ଅଳ୍ପ ଖର୍ଚ୍ଚରେ ଏମିତି ଉପାୟରେ ଘରେ ତିଆରି କରନ୍ତୁ ସାନିଟାଇଜର୍‌

ଭୁବନେଶ୍ୱର: କରୋନା ପାଇଁ ବଜାରରେ ଏବେ ସାନିଟାଇଜର୍‌ର ଅଭାବ ଦେଖିବାକୁ ମିଳିଛି। ଆଉ ଯାହା ବି ମିଳୁଛି ତା’କୁ ଅଧିକ ଦାମ୍‌ରେ ବିକ୍ରି କରାଯାଉଛି। ଏପରି ସ୍ଥିତିରେ ସାନିଟାଇଜର୍‌କୁ ନେଇ ଲୋକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ହେଲେ ଏବେ ଆପଣଙ୍କୁ ଏଥିପାଇଁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। ଆପଣ ମଧ୍ୟ ଚାହିଁଲେ ଅଳ୍ପ ଖର୍ଚ୍ଚରେ ଘରେ ସାନିଟାଇଜର୍‌ ତିଆରି କରିପାରିବେ। ଘରେ କେମିତି ସାନିଟାଇଜର୍‌ ତିଆରି କରିବେ ସେନେଇ ଅଣ୍ଟା ଭିଡିଛି ସେଣ୍ଟ୍‌ ଜନ୍‌ ଆମ୍ବୁଲାନ୍ସ(ଓଡ଼ିଶା)। […]

  • Thursday, 22 July 2021
jhilik
ବିବାହ କଲେ ଝିଲିକ୍‌ !

ଭୁବନେଶ୍ୱର: ବାହା ହୋଇଗଲେ କି ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ ? ଓଲିଉଡ୍‌ର ଏହି ଚୁଲ୍‌ବୁଲି ନାୟିକା ଜଣେ ରାଜନେତାଙ୍କୁ ନିଜ ଜୀବନସାଥୀ ଭାବେ ବାଛିଥିବା ଶୁଣିବାକୁ ମିଳୁଛି। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଅଭିନେତ୍ରୀ ଝିଲିକ୍‌ ବିବାହ କରିଥିବା ନେଇ କିଛି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ବିବାହ ବେଦୀରେ ଝିଲିକ୍‌ଙ୍କ ମଥାରେ ପ୍ରୀତିରଞ୍ଜନ ସିନ୍ଦୂର ପିନ୍ଧାଉଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଫଟୋରେ ପ୍ରୀତିରଞ୍ଜନ ଘଡେଇଙ୍କ ବାପା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ […]

  • Thursday, 22 July 2021