• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

f
ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଅନେକ ସମୟରେ ଅଫିସ୍ କିମ୍ବା କୌଣସି ଦରକାରୀ କାମ କରୁଥିଲେ କିମ୍ବା ଅନ୍ୟମାନଙ୍କ ଗହଣରେ ଥିଲେ ଫୋନ୍‌ କଲ୍‌ ରିସିଭ୍‌ କରିପାରିନ୍ତି ନାହିଁ। କିନ୍ତୁ ସେହି ସମୟରେ ସମ୍ପର୍କୀୟ ବ୍ୟକ୍ତିମାନେ ବାରମ୍ବାର ଫୋନ୍‌ କରିଥାନ୍ତି। ଆପଣ ଚାହିଁଲେ ବି ସେମାନଙ୍କ ଫୋନ୍‌ କଲ୍‌କୁ କାଟିପାରନ୍ତି ନାହିଁ।  ଅଫିସ୍‌ରେ ଫୋନ୍‌ ଉଠାଇବା ମଧ୍ୟ ଅନେକ ସମୟରେ ସମ୍ଭବ ହୋଇନଥାଏ। ଏହି ସମୟରେ ଆପଣ ନିଶ୍ଚେ ଭାବୁଥିବେ ଯେ ଏଭଳି ଗୋଟେ ସୁବିଧା ଥାଆନ୍ତା କି, ଯେମିତି ସିମ୍‌ କାର୍ଡ […]

  • Friday, 23 July 2021
1231243
ହୃଦ୍‌ରୋଗ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ବଢୁଛି, ଟପ୍‌ ଟେନ୍‌ରେ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ପାଇଁ ଏକ ଉଦ୍‌ବେଗଜନକ ଖବର। ରାଜ୍ୟରେ  ହୃଦରୋଗ ଆକ୍ରାନ୍ତ ଶିଶୁ ଓ କିଶୋରଙ୍କ ସଂଖ୍ୟା ବୃଦ୍ଧି ପାଉଛି।  ଏପରିକି ଦେଶରେ ଟପ୍ ଟେନ୍ ତାଲିକାରେ ରହିଛି ଓଡ଼ିଶାର ନାଁ।  ଏଭଳି ତଥ୍ୟ କମ୍ପ୍ରେହେନ୍ସିଭ୍ ନ୍ୟାସନାଲ୍‌ ନ୍ୟୁଟ୍ରିସନ୍ ସର୍ଭେରୁ ସାମ୍ନାକୁ ଆସିଛି । ୨୦୧୬ରୁ ୧୮ ମଧ୍ୟରେ ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛି, ବୟସ୍କଙ୍କ ହୃଦ୍‌ଘାତର ମୁଖ୍ୟ କାରଣ ସାଜୁଥିବା ମୋଟାପଣ, ଉଚ୍ଚ ରକ୍ତଚାପ ଓ ହାଇ କୋଲେଷ୍ଟେରଲ୍ ଏବେ ଓଡ଼ିଶାର ପିଲାମାନଙ୍କଠାରେ ବହୁଳ ପରିମାଣରେ […]

  • Friday, 23 July 2021
1i0hu51g_pink-water-lake_625x300_21_August_19
ନିଆରା ଗୋଲାପୀ ହ୍ରଦ; ମନମୋହେ ପ୍ରାକୃତିକ ଦୃଶ୍ୟ

ଅଷ୍ଟ୍ରେଲିଆ:  ନାନା ରହସ୍ୟରେ ଭରା ଏ ଦୁନିଆ। ବିଶ୍ୱ ନିଅନ୍ତାଙ୍କ ସୃଷ୍ଟିରେ କେଉଁଠି, କେମିତି ଓ କ’ଣ ସବୁ ସଜାଇ ରହିଛି ତାହା ଏକାବେଳେ ଖୋଜିପାଇବା ମଣିଷ ପାଇଁ ମୁସ୍କିଲ୍। ପଶ୍ଚିମ ଅଷ୍ଟ୍ରେଲିଆର ଶେଷ ଭାଗରେ ଏକ ହ୍ରଦ ଅଛି ଯାହାର ନା ହିଲିୟର୍‌ ହ୍ରଦ। ଏହି ହ୍ରଦ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। କାରଣ ଏହାର ଜଳ ଦେଖିବାକୁ ଗୋଲାପି ରଙ୍ଗର। ବିଭିନ୍ନ ଦେଶରୁ ଅଷ୍ଟ୍ରେଲିଆ ଆସୁଥିବା ପର୍ଯ୍ୟଟକ ହିଲିୟର୍‌ ହ୍ରଦକୁ ନଦେଖି ଯାଆନ୍ତି ନାହିଁ। […]

  • Friday, 23 July 2021
d7c8b09a-7aa3-4451-b3e7-7558ccc0dbda
ମାଉଣ୍ଟ ଏଲବୃସ୍‌ ଶିଖରରେ ଓଡ଼ିଆ ଝିଅ ଲିପିକା

ଭୁବନେଶ୍ୱର: ବରଗଡ଼ ଜିଲା ଡାଲବ ଗ୍ରାମର ସୁନାଝିଅ  ଲିପିକା ସେଠ ୟୁରୋପ ମହାଦେଶର ତଥା ରଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ୍‌କୁ  (5.642 mtr/18, 510 ft)କୁ ସଫଳତାର ସହ ଆରାହଣ କରିଛନ୍ତି। ନିଜର ଏହି ସଫଳତା ଯୋଗୁ ସେ ବରଗଡ଼ ଜିଲା ତଥା ସମଗ୍ର ରାଜ୍ୟ ପାଇଁ ଇତିହାସ ରଚିଛନ୍ତି। ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିବା ସହ ପର୍ବତାରୋହଣ ପରି କଠିନ କାମରେ ମଧ୍ୟ ପୁରୁଷଙ୍କଠାରୁ ନାରୀ କିଛି କମ୍‌ ନୁହେଁ ବୋଲି ପ୍ରମାଣିତ କରିଛନ୍ତି। […]

  • Friday, 23 July 2021
sghabni
ବୈଜ୍ଞାନିକ ପାଇଲେ ୨୦ ନୂଆ ଜହ୍ନ

ୱାସିଂଟନ: ବୃହସ୍ପତି ଗ୍ରହକୁ ଟପିଲା ଶନି। ବୈଜ୍ଞାନିକମାନେ ଶନିରେ ୨୦ଟି ନୂଆ ଚନ୍ଦ୍ରମା ଠାବ କରିଛନ୍ତି। ଫଳରେ ଶନିର ମୋଟ ଚନ୍ଦ୍ରମା ସଂଖ୍ୟା ୮୨କୁ ବୃଦ୍ଧି ପାଇଛି। ପୂର୍ବରୁ ୭୯ଟି ଚନ୍ଦ୍ରମା ଥିବା ଗ୍ରହ ବୃହସ୍ପତି ଶନିଠାରୁ ପଛରେ ପଡ଼ିଯାଇଛି। ଶନିଗ୍ରହ ବିଷୟରେ ଏହି ନୂଆ ତଥ୍ୟ ମିଳିବା ପରେ ବୈଜ୍ଞାନିକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଗବେଷକମାନେ ଶନି ଗ୍ରହ ବିଷୟରେ ଅଧିକ ଗବେଷଣା ଚଳାଇଛନ୍ତି। ମିଳିଥିବା ନୂତନ ଚନ୍ଦ୍ରମାଗୁଡ଼ିକର ବ୍ୟସ ପାଖାପାଖି ୫୦ କିମି ମଧ୍ୟରେ […]

  • Friday, 23 July 2021
d
ଟଙ୍କା ଲୋଭରେ ଚୋରି କରିଥିଲେ ବ୍ୟାଗ୍‌; କିନ୍ତୁ ବାହାରିଲା...

ରେଲ୍‌ୱେ ଷ୍ଟେସନ୍‌ ହେଉ କିମ୍ବା କୌଣସି ଗହଳିପୂର୍ଣ୍ମ ବଜାର, ସବୁ ଭିଡ଼ ଜାଗାରେ ଆତଯାତ କରୁଥିବା ଲୋକଙ୍କ ଉପରେ ଚୋରମାନଙ୍କ ନଜର ଥାଏ। ଟିକେ ମୌକା ପାଇଲେ ସେମାନେ ତାଙ୍କ ହାତ ସଫେଇ କରି ଚମ୍ପଟ୍‌ ମାରନ୍ତି। ସେଥିରୁ ମିଳୁଥିବା ଟଙ୍କା କମ୍ବା ମୂଲ୍ୟବାନ ଜିନିଷକୁ ପାଇ ଚୋରମାନଙ୍କର କଚେ ପୁଅ ବାର। କିନ୍ତୁ ଆମେରିକାର କାଲିଫୋର୍ଣ୍ଣିଆ ସହରର ଏକ ଚୋରର ଲୋଭରେ ବ୍ୟାଗ୍‌ ତ ଚୋରି କଲେ କିନ୍ତୁ ବ୍ୟାଗ୍‌ରୁ ଯାହା ମିଳିଲା ତାକୁ ଦେଖି […]

  • Friday, 23 July 2021
ff
ପଶୁ ବି ମାନୁଛି ନୂଆ ଟ୍ରାଫିକ୍‌ ନିୟମ; ଭିଡିଓ ଶେୟାର୍‌ କଲେ ବଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର: ନୂଆ ଟ୍ରାଫିକ୍‌ ନିୟମ ହେଲା ପରେ କେବଳ ମଣିଷ ନୁହେଁ ପଶୁମାନେ ବି ଟ୍ରାଫିକ୍‌ ନିୟମ ମାନୁଛନ୍ତି। ରାସ୍ତାରେ ଡ୍ରାଇଭିଂ କଲାବେଳେ ଟ୍ରାଫିକ୍‌ ସିଗ୍‌ନାଲ୍ ଦେଖି ମଣିଷ ସହିତ ପଶୁ ବି ଅଟକି ଯାଉଛି। ସିଗ୍‌ନାଲ୍‌ କୋହଳ ହେଲା ପରେ ଯାଇ ଯାଉଛି। ଏମିତି ଏକ ଭିଡିଓ ନିଜ ଟ୍ୱିଟର୍‌ରେ ଶେୟାର କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା। ଯେଉଁଥିରେ ଗୋଟେ ଗାଈ ଗାଡ଼ିଘୋଡ଼ା ସହିତ ଲୋକଙ୍କ ମଝିରେ ଟ୍ରାଫିକ୍ ନିୟମ ମାନି ସୀମାରେଖା ଏପଟେ […]

  • Friday, 23 July 2021
ram
ରାଜ୍ୟ ରାଜନୀତିରେ ରାମ କିଏ, ରାବଣ କିଏ ?

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ରାମ କିଏ, ରାବଣ କିଏ? କାହା ପ୍ରବୃତ୍ତିରେ ଭରି ରହିଛି ରାବଣର ଗୁଣ? ଆସନ୍ତାକାଲି ରାବଣ ପୋଡ଼ି ପାଇଁ ପ୍ରସ୍ତୁତି  ଭିତରେ ଏବେ ତିନି ପ୍ରମୁଖ ଦଳ ନିଜ ଦଳରେ  ରାମ- ରାବଣ ଚରିତ୍ରକୁ ଅବତାରଣା କରିଛନ୍ତି। କିଏ ନବୀନଙ୍କ ଭିତରେ ରାମଙ୍କ ଅବତାର ଦେଖୁଥିବା ବେଳେ କିଏ ନିରଞ୍ଜନଙ୍କ ଭିତରେ ରାମଙ୍କୁ ପାଇଛି। ପୁଣି ଧର୍ମେନ୍ଦ୍ର ଓ ନବୀନଙ୍କୁ ଅଧା ରାବଣ ବୋଲି ବି କଟାକ୍ଷ କରିଛନ୍ତି ନେତା। କଂଗ୍ରେସ ବିଧାୟକ […]

  • Friday, 23 July 2021
aht
ହ୍ୱାଟ୍‌ସଆପ୍‌ର ଏହି ସିକ୍ରେଟ୍‌ ସେଟିଂ ଜାଣିଛନ୍ତି କି ?

ଇନ୍‌ଷ୍ଟାଣ୍ଟ ମେସେଜିଁ ଆପ୍‌ ଭାବରେ ହ୍ୱାଟ୍‌ସଆପ୍‌ ଆଜି ସାରା ବିଶ୍ୱରେ ବେଶ୍‌ ଆଦୃତିଲାଭ କରିଛି। କୋଟି କୋଟି ଲୋକ ଆଜି ହ୍ୱାଟ୍‌ସ୍‌ଆପ୍ ବ୍ୟବହାର କରୁଛନ୍ତି। ଫଟୋ, ଭିଡିଓ ପଠାଇବା ସହିତ ୟୁଜର୍ ଏଥିରେ ଅଡିଓ ଓ ଭିଡିଓ କଲ୍‌ ବି କରିପାରୁଛନ୍ତି। କିନ୍ତୁ ଆପଣ ହ୍ୱାଟସ୍‌ଆପ୍‌ର ଏହି ସିକ୍ରେଟ୍‌ ଟିପ୍ସ ବିଷୟରେ ଜାଣିଛନ୍ତି କି ? ହ୍ୱାଟ୍‌ସଆପ୍ ସିକ୍ରେଟ୍ ଟିପ୍ସ ବିନା ଟାଇପ୍‌ କରି ପଠାଇପାରିବେ ମେସେଜ୍- ଗୁଗଲ୍‌ ଆସିଷ୍ଟାଣ୍ଟ୍ କିମ୍ବା ଆପଲ ସିରି ଭଏସ୍ ଆସିଷ୍ଟାଣ୍ଟର […]

  • Friday, 23 July 2021
gandhi-ji3-1
ନୋଟ୍‌ରେ କେବେ ଛପାହେଲା ଗାନ୍ଧୀଜୀଙ୍କ ଫଟୋ ?

ଆଜି ଗାନ୍ଧୀ ଜୟନ୍ତୀ। ୧୮୬୯ ଅକ୍ଟୋବର୍‌ ୨ରେ ଗୁଜରଟାର ପୋର ବନ୍ଦର ଠାରେ ଜନ୍ମଗ୍ରହଣ କରିଥିଲେ ବାପୁ।। ଆଉ ଆଜି ତାଙ୍କର ୧୫୦ତମ ଜୟନ୍ତୀ ପାଳନ କରୁଛି ସାରା ଦେଶ। ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ତେବେ ଆଜି ଏହି ଅବସରରେ ଚାଲନ୍ତୁ ଥରେ ଇତିହାସର ପୃଷ୍ଠା ଓଲଟାଇବା, ଆଉ ଜାଣିବା ଯେ ସମସ୍ତଙ୍କ ହୃଦୟରେ ଘର କରିଥିବା ବାପୁ କିପରି ଭାରତୀୟ ମୁଦ୍ରାରେ ଆସିଲେ। କିପରି ତାଙ୍କ ଫଟୋ ଭାରତୀୟ ନୋଟ୍‌ରେ […]

  • Friday, 23 July 2021
jgua
ୟୁଏନ୍‌ ହଲ୍ ଭିତରେ ଭାଷଣ ଦେଉଥିଲେ ଇମ୍ରାନ, ଆଉ ବାହାରେ ନିଜ ଦେଶ ଉପରେ ବର୍ଷୁଥିଲେ ଏହି ପାକିସ୍ତାନୀ ଝିଅ

ନ୍ୟୁୟର୍କ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ମାନବାଧିକାରର ଲଢ଼େଇର ନୂଆମୁହଁ ପାଲଟିଛନ୍ତି ଗୁଲାଲାଇ ଇସ୍‌ମାଇଲ୍‌। ସେ ଏହି ଲଢ଼େଇ ପାଇଁ ସ୍ୱଦେଶ ଛାଡ଼ି ଆମେରିକାରେ ରାଜନୀତିକ ଶରଣ ନେଇଛନ୍ତି। ଇସ୍‌ଲାମିକ୍‌ ରାଷ୍ଟ୍ରରେ ହୀନସ୍ତାର ଶିକାର ହେଉଥିବା ସଂଖ୍ୟାଲଘୁଙ୍କ ପାଇଁ ଆଶାର ଦୀପ ପାଲଟିଥିବା ଇସ୍‌ମାଇଲ୍‌ଙ୍କୁ ଗତ ଶୁକ୍ରବାର ନ୍ୟୁୟର୍କ ରାସ୍ତାରେ ଦେଖିବାକୁ ମିଳିଥିଲା। ସଂଖ୍ୟାଲଘୁ କିଭଳି ଭାବେ ଦଶନ୍ଧି ଦଶନ୍ଧି ଧରି କଷ୍ଟ ସହି ଆସୁଛନ୍ତି ସେ ସାରା ଦୁନିଆକୁ ଏହି ବିଷୟରେ ବଖାଣିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ […]

  • Friday, 23 July 2021
bus-2
ଭୁଲ୍‌ ରାସ୍ତାରେ ଯାଉଥିଲା ବସ୍‌; ଏମିତି ବୁଦ୍ଧି ଶିଖାଇଲେ ମହିଳା

ନୂଆଦିଲ୍ଲୀ: ସ୍କୁଟି ଚଲାଉଥିବା ଜଣେ ମହିଳାଙ୍କ ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଏହାର କାରଣ କ’ଣ ଜାଣିଲେ ଯେକେହି ମଧ୍ୟ ତାଙ୍କର ପ୍ରଶଂସା କରିବେ। ଭାଇରାଲ୍‌ ହେଉଥିବା ଏକ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଏକ ବସ୍‌ ରାସ୍ତାର ଡାହାଣ ପଟେ ଛିଡ଼ା ହୋଇଛି। ଆଉ ତା’ର ସାମ୍ନାରେ ଏହି ମହିଳା ଛିଡ଼ା ହୋଇଛନ୍ତି। When you are RIGHT it gives you a very different kind of MIGHT. See Joe a lady […]

  • Friday, 23 July 2021
pf
ବୃଦ୍ଧ ଦମ୍ପତି ଯାଉଥିବା ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଲେ ଜିଲ୍ଲାପାଳ; ତା ପରେ...

ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ଆଉ ଜଣେ ଜିଲ୍ଲାପାଳ। ଏଥର ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁର ଜିଳ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର। ରାସ୍ତାରେ ଯାଉଥିବାବେଳେ ନିଜ ଗାଡ଼ିରୁ ଓହ୍ଲାଇବା ସହ ଏକ ଅସହାୟ ଦୃଷ୍ଟିହୀନ ଦମ୍ପତିଙ୍କୁ ଭେଟି ଭଲମନ୍ଦ ପଚାରିବୁଝିଛନ୍ତି। ତା’ସହ ଆବଶ୍ୟକ ସରକାରୀ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି। ଏହି ଦମ୍ପତି ହେଉଛନ୍ତି ପାପଡ଼ାହାଣ୍ଡି ବ୍ଲକ୍ ପାତ୍ରୀ ପଞ୍ଚାୟତର ସମ୍ବାରୁ ଭତ୍ରା ଏବଂ ସୁକାନ୍ତି ଭତ୍ରା। ଝାଡ଼ାବାନ୍ତିର ଶୀକାର […]

  • Friday, 23 July 2021
Untitled-1
ଲେଖିଲା ବେଳେ ବଡ଼ ଭୁଲ୍ କରିଦେଲେ ଥରୁର; ଭୟଙ୍କର ଭାବେ ଜବାବ ଦେଲେ ଲୋକେ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ବର୍ତ୍ତମାନ ଥିରୁଭନନ୍ତପୁରମର ସାଂସଦ ଶଶି ଥରୁରୁ ସାରା ଦେଶରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ଜାତୀୟ ଗଣମାଧ୍ୟମରେ ଡିବେଟ୍ ହେଉଁ କିମ୍ବା କୌଣସି ସେମିନାର୍‌, ସେ ସୁବୁଠି ନିଜ ଦଳର ଅଭିମୁଖ୍ୟକୁ ଖୁବ୍‌ ଦୃଢ଼ ଓ ସୁନ୍ଦର ଭାବରେ ଉପସ୍ଥାପନା କରନ୍ତି। ସେ କେବଳ ଜଣେ ନେତା ନୁହନ୍ତି, ଜଣେ ଭଲ ଲେଖକ ଓ ସମାଲୋଚକ ମଧ୍ୟ। ସୋଶାଲ୍‌ ମିଡିଆରେ ଷ୍ଟାର୍‌ ନେତା କୁହାଯାଉଥିବା ଶଶି ଥରୁର ଯେତେବେଳେ ପୋଷ୍ଟ କରନ୍ତି ତାଙ୍କ […]

  • Friday, 23 July 2021
vv
ଘାତକ ସର୍ପାଘାତ; ପ୍ରତି ମିନିଟ୍‌ରେ ଯାଉଛି ୪ ଜୀବନ, କେମିତି ରକ୍ଷା ପାଇବେ ଜାଣନ୍ତୁ

ଏବେ ଘାତକ ରୂପ ନେଲାଣି ସର୍ପାଘାତ। ସାପକାମୁଡ଼ାରେ ବିଶ୍ୱରେ ପ୍ରତି ୪ ମିନିଟ୍‌ରେ ଜଣକଙ୍କ ମୃତ୍ୟୁ ହେଉଥିବା ବେଳେ ଘଣ୍ଟାକୁ ୧୫ ଜଣକଙ୍କ ଜୀବନ ଯାଉଛି। ପ୍ରିତ ବର୍ଷ ଏକ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଆଉ ଯଦି ଆମ ରାଜ୍ୟର ତଥ୍ୟ ଉପରେ ନଜର ପକାଇବା ତେବେ ବିଗତ ଦିନମାନଙ୍କରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୫ ବର୍ଷ ମଧ୍ୟରେ ସାପକାମୁଡ଼ାରେ ୨ ହଜାର ୯୫୪ ଲୋକଙ୍କ ପ୍ରାଣ ହରାଇଛନ୍ତି। ସେଥିରୁ ମୟୂରଭଞ୍ଜ […]

  • Friday, 23 July 2021
dd
ମୋବାଇଲ୍ କିଣିବା ପୂର୍ବରୁ ଜାଣନ୍ତୁ ଏହିସବୁ କଥା

ଚଳିତ ବର୍ଷ ସେପ୍ଟେମ୍ବର୍‌ ମାସରେ ଆଗଧାଡ଼ିର ମୋବାଇଲ୍‌ କମ୍ପାନୀଗୁଡ଼ିକ ବଜାରକୁ ଦମ୍‌ଦାର ମୋବାଇଲ୍‌ ଫୋନ୍‌ ଛାଡ଼ିଥିବା ବେଳେ ଆଉ କେତେକ ଫୋନ୍‌ ଲଞ୍ଚ ହେବାର ଅଛି। ସାମସଙ୍ଗ, ନୋକିଆ. ଭିଭୋ, ଲିନୋଭୋ ନିଜ ସ୍ମାର୍ଟ ଫୋନ୍‌ରେ ଲୋଭନୀୟ ଅଫର୍‌ ଦେଇ ଗ୍ରାହକଙ୍କୁ ବାନ୍ଧି ରଖିବାକୁ ଚେଷ୍ଟା କରିଛନ୍ତି। ତେବେ ଗ୍ରାହକ କେଉଁ ମୋବାଇଲ୍‌କୁ ଆପଣେଇବେ ତାହା ସମୟ କହିବ। ତେବେ ଜାଣିନିଅନ୍ତୁ ନିକଟରେ ଲଞ୍ଚ୍‌ ହୋଇଥିବା କିଛି ଫୋନ୍‌ ଫିଚର୍ସ ବିଷୟରେ। ଭିଭୋର Vivo V17 Pro- […]

  • Friday, 23 July 2021
ndtv
ଲଞ୍ଚ୍ ହେଲା Lenovo K10 Plus; କମ ଦାମ୍‌ରେ ଅଧିକ ଫିଚର୍ସ

ନୂଆଦିଲ୍ଲୀ: ଲିନୋବୋ କମ୍ପାନୀ ସ୍ମାର୍ଟ ଫୋନ୍‌ Lenovo K10 Plus କୁ ଆଜି ୨୨ ସେପ୍ଟେମ୍ବରରେ ଭାରତରେ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍‌ ଟି 4GB ରାମ୍‌ ଓ  ‌64GB ଇନ୍‌ବ୍ୟୁଲ୍‌ଡ ଷ୍ଟୋରେଜ୍ ସହିତ ଲଞ୍ଚ୍ ହୋଇଛି। ଏହାର ମୂଲ୍ୟ ୧୦ ହଜାର ୯୯୯ ଟଙ୍କା ରହିଛି। ଆଉ ସେପ୍ଟେମ୍ବର ୩୦ ତାରିଖ ଦିନ ୧୨ରେ ଫୋନ୍‌ଟି Big Billion Day ସେଲ୍‌ ଇଭେଣ୍ଟରେ ଫ୍ଲିପ୍‌କାର୍ଟରେ ବିକ୍ରି ହେବ। ମୋବାଇଲ୍‌ ଫିଚର୍ସ– Lenovo K10 Plus ଫୋନ୍‌ରେ […]

  • Friday, 23 July 2021
sncchej
ଆଖି ସାମ୍ନାରେ ମୃତ୍ୟୁ ଆଡ଼କୁ ଢଳୁଥିଲା କୁନି ଝିଅ; କିନ୍ତୁ କେହି କିଛି କରିପାରିଲେ ନାହିଁ

ବେଳେବେଳେ ପ୍ରକୃତି ପାଖରେ ମଣିଷ ଏତେ ଅସହାୟ ହୋଇଯାଏ ଯେ ସେ ଚାହିଁଲେ ବି କିଛି କରିପାରେନା। ବଞ୍ଚାଇବାର ହଜାରେ ଚେଷ୍ଟା ପରେ ବି କେହି ଜଣେ ଆଖି ସାମ୍ନାରେ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଢଳି ଶେଷରେ ଜୀବନ ହାରିଦିଏ, ଏକଥା କେତେ ଯେ କଷ୍ଟ, ତାହା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ। ଆପଣ ଉପରେ ଦେଖୁଥିବା ଏହି ଫଟୋ ପଛରେ ବି ଠିକ୍‌ ଏମିତି ଗୋଟେ କାହାଣୀ ରହିଛି ଯାହା ଆପଣଙ୍କୁ […]

  • Friday, 23 July 2021
ashoke
ଅଶୋକ ଓ ଅନ୍‌ସାରୀଙ୍କ ଫଟୋ ପଛର ଅସଲ କାହାଣୀ ଜାଣିଛନ୍ତି କି ?

ଆପଣ ଉପରେ ଦେଖୁଥିବା ଏହି ଦୁଇଟି ଫଟୋ ହେଉଛି ଗୁଜରାଟ ଦଙ୍ଗା ସମୟର। ସେହି ସମୟରେ ଏହି ଦୁଇଟି ଫଟୋ ବେଶ୍ ଭାଇରାଲ୍‌ ହୋଇଥିଲା। ଯାହା ଗୁଜରାଟ ଦଙ୍ଗାର ଭୟାବହତା ବୟାନ କରୁଥିଲା। ହେଲେ ଏହି ଫଟୋକୁ ନେଇ ଏବେବି ଅନେକ ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି। ଅନେକେ ଭାବନ୍ତି ଫଟୋରେ ଖଣ୍ଡା ଧରିଥିବା ଅଶୋକ ପରମାର ହାତଯୋଡ଼ି ନେହୁରା ହେଇ ଜୀବନ ଭିକ୍ଷା ମାଗୁଥିବା କୁତବୁଦ୍ଦିନ ଅନ୍‌ସାରୀଙ୍କୁ ହାଣିବା ପାଇଁ ଖଣ୍ଡା ଉଞ୍ଚାଇଛନ୍ତି। ଆଉ […]

  • Thursday, 22 July 2021
isro-sivan-presser-1200
ମାଟିରୁ ମହାକାଶ; ଚାଷୀ ପୁଅ ଆଜି ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମିଶନ୍‌ ସମୟରେ ସବୁଠାରୁ ଚର୍ଚ୍ଚିତ ନାମ ଥିଲା ଇସ୍ରୋ ମୁଖ୍ୟ କେ ଶିବନ୍‌ଙ୍କ ନାମ। ଗତବର୍ଷ ହିଁ ଏହି ଦାୟିତ୍ୱ ନେଇଥିବା ଶିବନ୍ ଗତକାଲି ଚନ୍ଦ୍ରଯାନ-୨ ମିଶନ୍‌ର ଶେଷ ମୁହୂର୍ତ୍ତକୁ ନେଇ ଭାଙ୍ଗିପଡ଼ିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଲିଙ୍ଗନ କରି ପିଠି ଥାପୁଡ଼ାଇବାର ଦୃଶ୍ୟ ସାରା ଦେଶରେ ଏବେ ଚର୍ଚ୍ଚାରେ ରହିଛି। ତାମିଲନୁଡ଼ୁର ଏହି ରକେଟ ବିଜ୍ଞାନୀ ୨୦୧୮ ମସିହା ଜାନୁଆରୀରେ ଇସ୍ରୋ ମୁଖ୍ୟ ଦାୟିତ୍ୱ ନେଇଥିଲେ। କନ୍ୟାକୁମାରୀ ଜିଲ୍ଲାର ତାରାକାନ୍‌ଭିଲ୍ଲାଇ […]

  • Thursday, 22 July 2021
isro
ଚନ୍ଦ୍ର ପୃଷ୍ଠରେ ଅବତରଣ କରୁଛି ଚନ୍ଦ୍ରଯାନ-୨: ୧୦ଟି ରୋଚକ ତଥ୍ୟ ଜାଣନ୍ତୁ

ନୂଆଦିଲ୍ଲୀ: ଜାତୀୟ ପତାକା, ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞା ସହ ମହାକାଶ ଯାଇଥିବା ଚନ୍ଦ୍ରଯାନ-୨ର ଆଜି ପରୀକ୍ଷା ବେଳ। ଫଳାଫଳକୁ ଅନେଇ ବସିଛନ୍ତି ସାରା ଭାରତର ଲୋକେ ଏବଂ ବିଶ୍ୱର ବିଭିନ୍ନ ବଡ଼ ବଡ଼ ରାଷ୍ଟ୍ର। ୧. ଜୁଲାଇ ୨୨ରେ ବାହୁବଳୀ ରକେଟ୍‌ ବା ଜିଏସ୍‌ଏଲଭି ଏମ୍‌କେ ୩ ଜରିଆରେ ଚନ୍ଦ୍ରଯାନର ଉତ୍‌କ୍ଷେପଣ କରାଯାଇଥିଲା। ୨. ବେଶ୍‌ କିଛି ସପ୍ତାହ ଏହା ପୃଥିବୀକୁ ପ୍ରଦିକ୍ଷଣ କରିବା ପରେ ଅଗଷ୍ଟ ୨୦ରେ ଏହା ଚନ୍ଦ୍ର ଆଡ଼କୁ ମୁହାଁଇଥିଲା। […]

  • Thursday, 22 July 2021
photo
ପ୍ରକୃତରେ କିଏ ଆବିଷ୍କାର କରିଥିଲେ ଇ-ମେଲ୍‌ ଜାଣିଛନ୍ତି କି ?

ବର୍ତ୍ତମାନ ସମୟରେ ଇ-ମେଲ୍‌ର ଆବଶ୍ୟକତା ଖୁବ୍‌ ବଢ଼ିଯାଇଛି। ଚିଠି ହେଉ କିମ୍ବା ଦରଖାସ୍ତ କିମ୍ବା ଅନ୍ୟ କୌଣସି ଦରକାରୀ ଦାପ୍ତରିକ ସୂଚନା ପାଇଁ ଆମେ ଇ-ମେଲ୍‌ର ବ୍ୟବହାର କରୁଛୁ। ଥରେ ଭାବନ୍ତୁ ତ, ଯଦି ଏଇ ଇ-ମେଲ୍‌ ନଥାନ୍ତା ! ତେବେ ଆପଣ କ’ଣ ଏତେ ସହଜରେ ଏସବୁ ଲେଖି ପଠାଇ ପାରିଥାନ୍ତେ, ଏଥିପାଇଁ ବୋଧ୍‌ ହୁଏ ଆମକୁ କାଗଜ କଲମ ଉପରେ ନିର୍ଭର କରିବାକୁ ପଡ଼ିଥାନ୍ତା। ଯାହାହେଉ, ଆଧୁନିକ ଜୀବନଶୈଳୀକୁ ଏକପ୍ରକାର ସହଜ ଓ ସ୍ୱଚ୍ଛନ୍ଦ […]

  • Thursday, 22 July 2021