• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

tab-0
ଟାବ୍‌ଲେଟ୍ ଖୋଳରେ କାହିଁକି ଥାଏ ନାଲି ପଟି; Rx,NRx ଓ XRxର ଅର୍ଥ କ'ଣ ?

ଔଷଧ କିଣିଲା ବେଳେ କେତୋଟି ସାଧାରଣ କଥା ବିଷୟରେ ଧ୍ୟାନ ଦେବା ନିହାତି ଆବଶ୍ୟକ। ଆମେ ଆଜି ଆପଣଙ୍କୁ ଏ ସମ୍ପର୍କିତ କିଛି ଦରକାରୀ ସୂଚନା ଦେବୁ ଯାହା ଜଣେ ସାଧାରଣ ବ୍ୟକ୍ତି ଜାଣିବା ନିହାତି ଆବଶ୍ୟକ। ଔଷଧ କିଣିଲା ବେଳେ ବିଭିନ୍ନ ଟାବ୍‌ଲେଟ୍ ଖୋଳରେ ଲାଲ୍ ପଟି, Rx, NRx କିମ୍ବା XRx ଲେଖାଯାଇଥାଏ। ଏଗୁଡ଼ିକର ଅର୍ଥ କ’ଣ ଓ ଏହା କାହିଁକି ଲେଖାଯାଇଥାଏ ଜାଣିଛନ୍ତି କି ? ତେବେ ଆସନ୍ତୁ  ଜାଣିବା। ଲାଲ୍‌ ପଟିର […]

  • Friday, 23 July 2021
isro
ମାଟ୍ରିକ୍‌ ପାସ୍‌ ପିଲାଙ୍କ ପାଇଁ ଇସ୍ରୋରେ ଚାକିରି ଅଫର୍‌: ଦରମା ୬୦ ହଜାର

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌(ଇସ୍ରୋ)ର ୨୦୧୯ରେ ଖାଲି ପଡ଼ିଥିବା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ କାର୍‌ପେଣ୍ଟର୍‌, କେମିକାଲ୍‌, ଇଲେକ୍‌ଟ୍ରିସିଆନ୍‌ ପରି ଅନ୍ୟାନ୍ୟ ପଦବୀ ରହିଛି। ଇଚ୍ଛୁକ ଆବେଦନକାରୀ ଇସ୍ରୋର ଅଫିସିଆଲ୍‌ ୱେବସାଇଟ୍‌ isro.gov.in କୁ ଯାଇ ନଭେମ୍ୱର ୨୯, ୨୦୧୯ ମଧ୍ୟରେ ଆବେଦନ କରିପାରିବେ। ଲିଖିତ ଓ ମୌଖିକ ପରୀକ୍ଷା ଜରିଆରେ ଉପଯୁକ୍ତ ଆବେଦନକାରୀ ଚୟନ କରାଯିବ। ପରୀକ୍ଷା ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ। ପରୀକ୍ଷାରେ କୃତକାର୍ଯ୍ୟ ହେଲେ ୬୯ […]

  • Friday, 23 July 2021
p
ମାଟ୍ରିକ୍ ଫେଲ୍‌ ନାବାଳକ ତିଆରି କଲେ ୩୫ଟି ଲାଇଟ୍‌ ୱେଟ୍‌ ବିମାନ ମୋଡେଲ୍

ଭଦୋଦରା: ଆମେ ଆଜି ଜଣେ ଏମିତି ଆରୋନେଟିକ୍‌ ଇଞ୍ଜିନୟରଙ୍କ ବିଷୟରେ କହିବୁ ଯାହାଙ୍କ ବୟସ ମାତ୍ର ୧୭। ମାଟ୍ରିକ୍‌ରେ ୬ଟି ଯାକ ବିଷୟରେ ବି ଫେଲ୍‌ ହୋଇଛନ୍ତି। କିନ୍ତୁ ପାଠ ନହେଲେ କଣ ହେଲା, ସାଠରେ ସେ ଯାହା କରିଦେଖାଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେ କହୁଛୁ ଗୁଜରାଟର ଭଦୋଦରାର ପ୍ରନ୍ମ ପଞ୍ଚଲଙ୍କ କଥା। ପ୍ରିନ୍ସ ମାତ୍ର ୧୭ ବର୍ଷ ବୟସରେ ଜଣେ ଅଭିଜ୍ଞ ଆରୋନେଟିକ୍‌ ଇଞ୍ଜିନୟରଙ୍କ ଭଳି ସ୍ୱଦେଶୀ ଜ୍ଞାନକୌଶଳରେ ୩୫ଟି ଲାଇଟ୍‌ ୱେଟ୍‌ […]

  • Friday, 23 July 2021
emoji copy
ଭୁଲ୍‌ କେଉଁଠି ରହିଲା ଜାଣି ପାରିଲେନି ପ୍ରେମିକ

ଗୋଟିଏ ମେସେଜ୍‌ରେ ବ୍ରେକ୍‌ଅପ୍‌। ଛାଡ଼ି ଚାଲିଗଲା ପ୍ରେମିକା। କିନ୍ତୁ ମେସେଜ୍‌ରେ କଣ ଭୁଲ୍‌ ଥିଲା ଜାଣିପାରିଲେନି ପ୍ରେମିକ। ବିଚରା ଲୁହ ଗଡ଼ାଇବା ସାର ହେଲା। ପରେ ମାନସ ମନ୍ଥନ କରି ଜାଣିପାରିଲେ ନିଜର ଭୁଲ୍‌। ସୋଶାଲ ମିଡିଆର ବ୍ୟବହାର ଭଲଭାବରେ ଜାଣି ନଥିବାରୁ ଏଭଳି ଘଟିଛି। ପ୍ରକୃତ ଘଟଣା ଥିଲା ଏମିତି… ଶ୍ରୀତମଙ୍କ ସହିତ ହ୍ୱାଟ୍‌ସ ଆପ୍‌ରେ କଥା ହେଉଥିଲା ତାଙ୍କ ପ୍ରେମିକା ଗେହ୍ଲି। କଥା ହେଉ ହେଉ ଗେହ୍ଲି ନିଜ ଦୁଃଖ ଜଣାଇଥିଲେ ପ୍ରେମିକଙ୍କୁ। ଦୁଃଖ […]

  • Friday, 23 July 2021
ns
ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ନୂଆଦିଲ୍ଲୀ: ୟୁଆଇଡିଏଆଇ ଆଧାର ସଂଶୋଧନ ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଏଣିକି ଆପଣ ଆଧାର କାର୍ଡରେ ନିଜ ନାଁ, ଜେଣ୍ଡର ଓ ଜନ୍ମତାରିଖକୁ ବାରମ୍ବାର ସଂଶୋଧନ କରିପାରିବେ ନାହିଁ। ଏଥିରେ ଅଙ୍କୁଶ ଲଗାଇଛି ୟୁଆଇଡିଏଆଇ। ଆଧାର ସଂଶୋଧନର ବାରମ୍ବାରତା ଉପରେ ଅଙ୍କୁଶ ଲଗାଇ ଏହାକୁ ସିମିତ ରଖାଯାଇଛି। ଏବେ ଆସନ୍ତୁ ଜାଣିବା ଅଧାରକାର୍ଡରେ ଆଉ କଣ ସବୁ ସଂଶୋଧନ କରିପାରିବେ ଓ ଏଥିପାଇଁ କଣ ନିୟମ ରହିଛି। ଆଧାରକାର୍ଡରେ ନିଜ ନାଁ କେତେଥର ସଂଶୋଧନ କରିପାରିବେ ? – […]

  • Friday, 23 July 2021
maa
ବୁଢ଼ୀ ମାଆକୁ ଛାଡ଼ି କୁଆଡ଼େ ଗଲେ ପୁଅ ବୋହୂ? କାନ୍ଦି କାନ୍ଦି ଥକି ଗଲାଣି ସେ

ଚାନ୍ଦବାଲି(ବାସୁଦେବ ଦାସ): ଆହାର କେନ୍ଦ୍ର ବାହାରେ କାନ୍ଦୁଛି ବୁଢ଼ୀ ମାଆ, ଆଖିକୁ ଠିକ୍‌ ସେ ଦେଖାଯାଉନି କି କାନକୁ ବି ଶୁବୁନି। ସକାଳ ଯାଇ ସନ୍ଧ୍ୟା ହେଲାଣି, କିନ୍ତୁ ପୁଅ-ବୋହୂର ଦେଖା ନାହିଁ। ଏଇଠି ତାକୁ ଛାଡ଼ିଯାଇଛନ୍ତି ସେମାନେ। କହିଛନ୍ତି ତୁ ଏଇଠି ରହିବୁ। ସକାଳୁ ସନ୍ଧ୍ୟା ଯାଏ ବସିବା ପରେ ଶେଷରେ କୋହ ସମ୍ଭାଳିପାରିନି ମାଆ। ପୁଅ ଛାଡ଼ିଯାଇଥିବା ଜାଣିବା ପରେ ବି ଏଣେ ତେଣେ ହାତ ଦରାଣ୍ଡି ଖୋଜୁଛି ପୁଅକୁ, ଆଖିକୁ ଠିକ୍‌ ସେ […]

  • Friday, 23 July 2021
nnnhj
ଓଡ଼ିଶାର ବଗିଚାରେ ଫୁଟିଛି ଗୋଟେ ସେଫାଳୀ; ଯାହାର ସୌନ୍ଦର୍ଯ୍ୟରେ ବିଶ୍ୱ ବିମୋହିତ

ଭୁବନେଶ୍ୱର: ଓଡ଼ିଶାର ବଗିଚାରେ ଫୁଟିଛି ଗୋଟେ ସେଫାଳୀ ଫୁଲ। ଇଏ ସେଇ ସେଫାଳୀ ନୁହେଁ ଯିଏ ରାତିରେ ଫୁଟି ସକାଳେ ଝଡ଼ିଯିବ। ବରଂ ଇଏ ସେଇ ସେଫାଳୀ ଯାହାର ସୌନ୍ଦର୍ଯ୍ୟର ବିଶ୍ୱ ବିମୋହିତ। ଯିଏ ଫୁଟିବାମାତ୍ରେ ସାରା ଓଡ଼ିଶା ଆଜି ବିଶ୍ୱକୁ ମହମହ ବାସୁଛି। ଆମେ କହୁଛୁ ଅର୍ନ୍ତଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ନିଜର ସୈନ୍ଦର୍ଯ୍ୟରେ ଯାଦୁରେ ସମସ୍ତଙ୍କ ବାନ୍ଧି ରଖିପାରିଥିବା ଆମ ଓଡ଼ିଆ ବଲାଙ୍ଗିରର ଝିଅ ସେଫାଳୀ ଉଦ୍‌ଗାତାଙ୍କ କଥା। ଶ୍ରୀଲଙ୍କାରେ ହୋଇଥିବା ମିସ୍ ବ୍ରିଟିଶ୍ ଏମ୍ପାୟର୍ […]

  • Friday, 23 July 2021
ffff
ରାଜଧାନୀରେ ଭୋକିଲା ପେଟକୁ ଦାନା ଦେଉଛି ‘ହାପି ଫ୍ରିଜ୍‌’

ଭୁବନେଶ୍ୱର: ଚିକ୍‌ମିକ୍‌ ଏଇ ରାଜଧାନୀରେ ରହନ୍ତି ଉଭୟ ଧନୀ ଓ ଗରିବ। କେଉଁଠି ଚିକେନ୍‌ ବିରିୟାନୀ ଭାସେ ତ ଆଉ କେଉଁଠ ପେଟରେ ଓଦା କନା ଦେଇ ଶୋଇଯାଏ ଭୋକିଲା ଜୀବନ। କାରଣ ପେଟ ପାଇଁ ମୁଠାଏ ଦାନା ଯୋଗାଡ଼ କରିବା ରାଜଧାନୀର ଗରିବଙ୍କ ପାଇଁ ସବୁବେଳେ ସମ୍ଭବ ହୋଇନଥାଏ। କିନ୍ତୁ ଏହି ଗରିବ ଲୋକଙ୍କ ପେଟ ଦାନା ଯୋଗାଉଛି ‘ହାପି ଫ୍ରିଜ୍‌।’ ଏହା ହେଉଛି ଏକ କମ୍ୟୁନିଟି ଫ୍ରିଜ୍, ଯେଉଁଠି ଦାନ କରାଯାଇଥିବା ବଳକା ଖାଦ୍ୟ […]

  • Friday, 23 July 2021
mi
ଖୁବ୍‌ଶୀଘ୍ର ଆସୁଛି ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ଦମ୍‌ଦାର ସ୍ମାର୍ଟ ଫୋନ୍‌

ଚଳିତ ବର୍ଷ  Xiaomi ମୋବାଇଲ୍ କମ୍ପାନୀ ଗୋଟିଏ ପରେ ଗୋଟିଏ ଜବରଦସ୍ତ ଫୋନ୍‌ ମାର୍କେଟ୍‌କୁ ଛାଡ଼ିଛି। ଆଉ ପ୍ରାୟ ସବୁ ଫୋନ୍‌ଗୁଡ଼ିକରେ ଜବରଦସ୍ତ କ୍ୟାମେରା କ୍ୱାଲିଟି ରିହିଛି। କମ୍ପାନୀ ପ୍ରଥମେ ୪୮ ମେଗାପିକ୍ସେଲ୍‌ ଓ ପରେ ୬୪ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ସ୍ମାର୍ଟ ଫୋନ୍‌ ଛାଡ଼ି ମୋବାଇଲ୍‌ ମାର୍କେଟ୍‌ରେ ହାଲ୍ଲାବୋଲ୍‌ କରୁଛି।  ଆଉ ଏବେ ଶୁଣିବାକୁ ମିଳୁଛି ଯେ ସାଓମୀ ଖୁବ୍‌ଶୀଘ୍ର ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ସ୍ମାର୍ଟ ଫୋନ୍‌ ଆଣିବାକୁ ଯାଉଛି, ଯାହାର ଲିକ୍‌ ସାମ୍ନାକୁ […]

  • Friday, 23 July 2021
c
କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ମୋବାଇଲ୍ ଫୋନ୍‌ ଦୁନିଆରେ iphone ଏକ ବଡ଼ ବ୍ରାଣ୍ଡ୍ ବୋଲି କୁହାଯାଏ। କାରଣ ଏହି ଫୋନ୍‌ ଦେଖିବାକୁ ଯେମିତି ଦାମ୍‌ ବି ସେମିତି। ସେଥିପାଇଁ ତ ଏହାକୁ ବଡ଼ଲୋକିଆଙ୍କ ଫୋନ୍‌ ବୋଲି କୁହନ୍ତି। ଆଇଫୋନ୍‌ ଧରିବାକୁ ସମସ୍ତଙ୍କର ଇଚ୍ଛା ଥିଲେ ବି ଏହା ମହଙ୍ଗା ହୋଇଥିବାରୁ କିଣିହୁଏନି। କିନ୍ତୁ ଏବେ ଆପଣଙ୍କ c ହେବାକୁ ଯାଉଛି। iphone ସବୁଠୁ ସସ୍ତା ଫୋନ୍‌ ଆଣିବାକୁ ଯାଉଛି, ଯାହାକୁ ସାଧାରଣ ବଜେଟ୍‌ରେ କିଣିଯାଇ ପାରିବ।   ୨୦୨୦ ସୁଦ୍ଧା iphone […]

  • Friday, 23 July 2021
f
ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଅନେକ ସମୟରେ ଅଫିସ୍ କିମ୍ବା କୌଣସି ଦରକାରୀ କାମ କରୁଥିଲେ କିମ୍ବା ଅନ୍ୟମାନଙ୍କ ଗହଣରେ ଥିଲେ ଫୋନ୍‌ କଲ୍‌ ରିସିଭ୍‌ କରିପାରିନ୍ତି ନାହିଁ। କିନ୍ତୁ ସେହି ସମୟରେ ସମ୍ପର୍କୀୟ ବ୍ୟକ୍ତିମାନେ ବାରମ୍ବାର ଫୋନ୍‌ କରିଥାନ୍ତି। ଆପଣ ଚାହିଁଲେ ବି ସେମାନଙ୍କ ଫୋନ୍‌ କଲ୍‌କୁ କାଟିପାରନ୍ତି ନାହିଁ।  ଅଫିସ୍‌ରେ ଫୋନ୍‌ ଉଠାଇବା ମଧ୍ୟ ଅନେକ ସମୟରେ ସମ୍ଭବ ହୋଇନଥାଏ। ଏହି ସମୟରେ ଆପଣ ନିଶ୍ଚେ ଭାବୁଥିବେ ଯେ ଏଭଳି ଗୋଟେ ସୁବିଧା ଥାଆନ୍ତା କି, ଯେମିତି ସିମ୍‌ କାର୍ଡ […]

  • Friday, 23 July 2021
1231243
ହୃଦ୍‌ରୋଗ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ବଢୁଛି, ଟପ୍‌ ଟେନ୍‌ରେ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ପାଇଁ ଏକ ଉଦ୍‌ବେଗଜନକ ଖବର। ରାଜ୍ୟରେ  ହୃଦରୋଗ ଆକ୍ରାନ୍ତ ଶିଶୁ ଓ କିଶୋରଙ୍କ ସଂଖ୍ୟା ବୃଦ୍ଧି ପାଉଛି।  ଏପରିକି ଦେଶରେ ଟପ୍ ଟେନ୍ ତାଲିକାରେ ରହିଛି ଓଡ଼ିଶାର ନାଁ।  ଏଭଳି ତଥ୍ୟ କମ୍ପ୍ରେହେନ୍ସିଭ୍ ନ୍ୟାସନାଲ୍‌ ନ୍ୟୁଟ୍ରିସନ୍ ସର୍ଭେରୁ ସାମ୍ନାକୁ ଆସିଛି । ୨୦୧୬ରୁ ୧୮ ମଧ୍ୟରେ ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛି, ବୟସ୍କଙ୍କ ହୃଦ୍‌ଘାତର ମୁଖ୍ୟ କାରଣ ସାଜୁଥିବା ମୋଟାପଣ, ଉଚ୍ଚ ରକ୍ତଚାପ ଓ ହାଇ କୋଲେଷ୍ଟେରଲ୍ ଏବେ ଓଡ଼ିଶାର ପିଲାମାନଙ୍କଠାରେ ବହୁଳ ପରିମାଣରେ […]

  • Friday, 23 July 2021
1i0hu51g_pink-water-lake_625x300_21_August_19
ନିଆରା ଗୋଲାପୀ ହ୍ରଦ; ମନମୋହେ ପ୍ରାକୃତିକ ଦୃଶ୍ୟ

ଅଷ୍ଟ୍ରେଲିଆ:  ନାନା ରହସ୍ୟରେ ଭରା ଏ ଦୁନିଆ। ବିଶ୍ୱ ନିଅନ୍ତାଙ୍କ ସୃଷ୍ଟିରେ କେଉଁଠି, କେମିତି ଓ କ’ଣ ସବୁ ସଜାଇ ରହିଛି ତାହା ଏକାବେଳେ ଖୋଜିପାଇବା ମଣିଷ ପାଇଁ ମୁସ୍କିଲ୍। ପଶ୍ଚିମ ଅଷ୍ଟ୍ରେଲିଆର ଶେଷ ଭାଗରେ ଏକ ହ୍ରଦ ଅଛି ଯାହାର ନା ହିଲିୟର୍‌ ହ୍ରଦ। ଏହି ହ୍ରଦ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। କାରଣ ଏହାର ଜଳ ଦେଖିବାକୁ ଗୋଲାପି ରଙ୍ଗର। ବିଭିନ୍ନ ଦେଶରୁ ଅଷ୍ଟ୍ରେଲିଆ ଆସୁଥିବା ପର୍ଯ୍ୟଟକ ହିଲିୟର୍‌ ହ୍ରଦକୁ ନଦେଖି ଯାଆନ୍ତି ନାହିଁ। […]

  • Friday, 23 July 2021
d7c8b09a-7aa3-4451-b3e7-7558ccc0dbda
ମାଉଣ୍ଟ ଏଲବୃସ୍‌ ଶିଖରରେ ଓଡ଼ିଆ ଝିଅ ଲିପିକା

ଭୁବନେଶ୍ୱର: ବରଗଡ଼ ଜିଲା ଡାଲବ ଗ୍ରାମର ସୁନାଝିଅ  ଲିପିକା ସେଠ ୟୁରୋପ ମହାଦେଶର ତଥା ରଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ୍‌କୁ  (5.642 mtr/18, 510 ft)କୁ ସଫଳତାର ସହ ଆରାହଣ କରିଛନ୍ତି। ନିଜର ଏହି ସଫଳତା ଯୋଗୁ ସେ ବରଗଡ଼ ଜିଲା ତଥା ସମଗ୍ର ରାଜ୍ୟ ପାଇଁ ଇତିହାସ ରଚିଛନ୍ତି। ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିବା ସହ ପର୍ବତାରୋହଣ ପରି କଠିନ କାମରେ ମଧ୍ୟ ପୁରୁଷଙ୍କଠାରୁ ନାରୀ କିଛି କମ୍‌ ନୁହେଁ ବୋଲି ପ୍ରମାଣିତ କରିଛନ୍ତି। […]

  • Friday, 23 July 2021
sghabni
ବୈଜ୍ଞାନିକ ପାଇଲେ ୨୦ ନୂଆ ଜହ୍ନ

ୱାସିଂଟନ: ବୃହସ୍ପତି ଗ୍ରହକୁ ଟପିଲା ଶନି। ବୈଜ୍ଞାନିକମାନେ ଶନିରେ ୨୦ଟି ନୂଆ ଚନ୍ଦ୍ରମା ଠାବ କରିଛନ୍ତି। ଫଳରେ ଶନିର ମୋଟ ଚନ୍ଦ୍ରମା ସଂଖ୍ୟା ୮୨କୁ ବୃଦ୍ଧି ପାଇଛି। ପୂର୍ବରୁ ୭୯ଟି ଚନ୍ଦ୍ରମା ଥିବା ଗ୍ରହ ବୃହସ୍ପତି ଶନିଠାରୁ ପଛରେ ପଡ଼ିଯାଇଛି। ଶନିଗ୍ରହ ବିଷୟରେ ଏହି ନୂଆ ତଥ୍ୟ ମିଳିବା ପରେ ବୈଜ୍ଞାନିକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଗବେଷକମାନେ ଶନି ଗ୍ରହ ବିଷୟରେ ଅଧିକ ଗବେଷଣା ଚଳାଇଛନ୍ତି। ମିଳିଥିବା ନୂତନ ଚନ୍ଦ୍ରମାଗୁଡ଼ିକର ବ୍ୟସ ପାଖାପାଖି ୫୦ କିମି ମଧ୍ୟରେ […]

  • Friday, 23 July 2021
d
ଟଙ୍କା ଲୋଭରେ ଚୋରି କରିଥିଲେ ବ୍ୟାଗ୍‌; କିନ୍ତୁ ବାହାରିଲା...

ରେଲ୍‌ୱେ ଷ୍ଟେସନ୍‌ ହେଉ କିମ୍ବା କୌଣସି ଗହଳିପୂର୍ଣ୍ମ ବଜାର, ସବୁ ଭିଡ଼ ଜାଗାରେ ଆତଯାତ କରୁଥିବା ଲୋକଙ୍କ ଉପରେ ଚୋରମାନଙ୍କ ନଜର ଥାଏ। ଟିକେ ମୌକା ପାଇଲେ ସେମାନେ ତାଙ୍କ ହାତ ସଫେଇ କରି ଚମ୍ପଟ୍‌ ମାରନ୍ତି। ସେଥିରୁ ମିଳୁଥିବା ଟଙ୍କା କମ୍ବା ମୂଲ୍ୟବାନ ଜିନିଷକୁ ପାଇ ଚୋରମାନଙ୍କର କଚେ ପୁଅ ବାର। କିନ୍ତୁ ଆମେରିକାର କାଲିଫୋର୍ଣ୍ଣିଆ ସହରର ଏକ ଚୋରର ଲୋଭରେ ବ୍ୟାଗ୍‌ ତ ଚୋରି କଲେ କିନ୍ତୁ ବ୍ୟାଗ୍‌ରୁ ଯାହା ମିଳିଲା ତାକୁ ଦେଖି […]

  • Friday, 23 July 2021
ff
ପଶୁ ବି ମାନୁଛି ନୂଆ ଟ୍ରାଫିକ୍‌ ନିୟମ; ଭିଡିଓ ଶେୟାର୍‌ କଲେ ବଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର: ନୂଆ ଟ୍ରାଫିକ୍‌ ନିୟମ ହେଲା ପରେ କେବଳ ମଣିଷ ନୁହେଁ ପଶୁମାନେ ବି ଟ୍ରାଫିକ୍‌ ନିୟମ ମାନୁଛନ୍ତି। ରାସ୍ତାରେ ଡ୍ରାଇଭିଂ କଲାବେଳେ ଟ୍ରାଫିକ୍‌ ସିଗ୍‌ନାଲ୍ ଦେଖି ମଣିଷ ସହିତ ପଶୁ ବି ଅଟକି ଯାଉଛି। ସିଗ୍‌ନାଲ୍‌ କୋହଳ ହେଲା ପରେ ଯାଇ ଯାଉଛି। ଏମିତି ଏକ ଭିଡିଓ ନିଜ ଟ୍ୱିଟର୍‌ରେ ଶେୟାର କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା। ଯେଉଁଥିରେ ଗୋଟେ ଗାଈ ଗାଡ଼ିଘୋଡ଼ା ସହିତ ଲୋକଙ୍କ ମଝିରେ ଟ୍ରାଫିକ୍ ନିୟମ ମାନି ସୀମାରେଖା ଏପଟେ […]

  • Friday, 23 July 2021
ram
ରାଜ୍ୟ ରାଜନୀତିରେ ରାମ କିଏ, ରାବଣ କିଏ ?

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ରାମ କିଏ, ରାବଣ କିଏ? କାହା ପ୍ରବୃତ୍ତିରେ ଭରି ରହିଛି ରାବଣର ଗୁଣ? ଆସନ୍ତାକାଲି ରାବଣ ପୋଡ଼ି ପାଇଁ ପ୍ରସ୍ତୁତି  ଭିତରେ ଏବେ ତିନି ପ୍ରମୁଖ ଦଳ ନିଜ ଦଳରେ  ରାମ- ରାବଣ ଚରିତ୍ରକୁ ଅବତାରଣା କରିଛନ୍ତି। କିଏ ନବୀନଙ୍କ ଭିତରେ ରାମଙ୍କ ଅବତାର ଦେଖୁଥିବା ବେଳେ କିଏ ନିରଞ୍ଜନଙ୍କ ଭିତରେ ରାମଙ୍କୁ ପାଇଛି। ପୁଣି ଧର୍ମେନ୍ଦ୍ର ଓ ନବୀନଙ୍କୁ ଅଧା ରାବଣ ବୋଲି ବି କଟାକ୍ଷ କରିଛନ୍ତି ନେତା। କଂଗ୍ରେସ ବିଧାୟକ […]

  • Friday, 23 July 2021
aht
ହ୍ୱାଟ୍‌ସଆପ୍‌ର ଏହି ସିକ୍ରେଟ୍‌ ସେଟିଂ ଜାଣିଛନ୍ତି କି ?

ଇନ୍‌ଷ୍ଟାଣ୍ଟ ମେସେଜିଁ ଆପ୍‌ ଭାବରେ ହ୍ୱାଟ୍‌ସଆପ୍‌ ଆଜି ସାରା ବିଶ୍ୱରେ ବେଶ୍‌ ଆଦୃତିଲାଭ କରିଛି। କୋଟି କୋଟି ଲୋକ ଆଜି ହ୍ୱାଟ୍‌ସ୍‌ଆପ୍ ବ୍ୟବହାର କରୁଛନ୍ତି। ଫଟୋ, ଭିଡିଓ ପଠାଇବା ସହିତ ୟୁଜର୍ ଏଥିରେ ଅଡିଓ ଓ ଭିଡିଓ କଲ୍‌ ବି କରିପାରୁଛନ୍ତି। କିନ୍ତୁ ଆପଣ ହ୍ୱାଟସ୍‌ଆପ୍‌ର ଏହି ସିକ୍ରେଟ୍‌ ଟିପ୍ସ ବିଷୟରେ ଜାଣିଛନ୍ତି କି ? ହ୍ୱାଟ୍‌ସଆପ୍ ସିକ୍ରେଟ୍ ଟିପ୍ସ ବିନା ଟାଇପ୍‌ କରି ପଠାଇପାରିବେ ମେସେଜ୍- ଗୁଗଲ୍‌ ଆସିଷ୍ଟାଣ୍ଟ୍ କିମ୍ବା ଆପଲ ସିରି ଭଏସ୍ ଆସିଷ୍ଟାଣ୍ଟର […]

  • Friday, 23 July 2021
gandhi-ji3-1
ନୋଟ୍‌ରେ କେବେ ଛପାହେଲା ଗାନ୍ଧୀଜୀଙ୍କ ଫଟୋ ?

ଆଜି ଗାନ୍ଧୀ ଜୟନ୍ତୀ। ୧୮୬୯ ଅକ୍ଟୋବର୍‌ ୨ରେ ଗୁଜରଟାର ପୋର ବନ୍ଦର ଠାରେ ଜନ୍ମଗ୍ରହଣ କରିଥିଲେ ବାପୁ।। ଆଉ ଆଜି ତାଙ୍କର ୧୫୦ତମ ଜୟନ୍ତୀ ପାଳନ କରୁଛି ସାରା ଦେଶ। ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ତେବେ ଆଜି ଏହି ଅବସରରେ ଚାଲନ୍ତୁ ଥରେ ଇତିହାସର ପୃଷ୍ଠା ଓଲଟାଇବା, ଆଉ ଜାଣିବା ଯେ ସମସ୍ତଙ୍କ ହୃଦୟରେ ଘର କରିଥିବା ବାପୁ କିପରି ଭାରତୀୟ ମୁଦ୍ରାରେ ଆସିଲେ। କିପରି ତାଙ୍କ ଫଟୋ ଭାରତୀୟ ନୋଟ୍‌ରେ […]

  • Friday, 23 July 2021
jgua
ୟୁଏନ୍‌ ହଲ୍ ଭିତରେ ଭାଷଣ ଦେଉଥିଲେ ଇମ୍ରାନ, ଆଉ ବାହାରେ ନିଜ ଦେଶ ଉପରେ ବର୍ଷୁଥିଲେ ଏହି ପାକିସ୍ତାନୀ ଝିଅ

ନ୍ୟୁୟର୍କ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ମାନବାଧିକାରର ଲଢ଼େଇର ନୂଆମୁହଁ ପାଲଟିଛନ୍ତି ଗୁଲାଲାଇ ଇସ୍‌ମାଇଲ୍‌। ସେ ଏହି ଲଢ଼େଇ ପାଇଁ ସ୍ୱଦେଶ ଛାଡ଼ି ଆମେରିକାରେ ରାଜନୀତିକ ଶରଣ ନେଇଛନ୍ତି। ଇସ୍‌ଲାମିକ୍‌ ରାଷ୍ଟ୍ରରେ ହୀନସ୍ତାର ଶିକାର ହେଉଥିବା ସଂଖ୍ୟାଲଘୁଙ୍କ ପାଇଁ ଆଶାର ଦୀପ ପାଲଟିଥିବା ଇସ୍‌ମାଇଲ୍‌ଙ୍କୁ ଗତ ଶୁକ୍ରବାର ନ୍ୟୁୟର୍କ ରାସ୍ତାରେ ଦେଖିବାକୁ ମିଳିଥିଲା। ସଂଖ୍ୟାଲଘୁ କିଭଳି ଭାବେ ଦଶନ୍ଧି ଦଶନ୍ଧି ଧରି କଷ୍ଟ ସହି ଆସୁଛନ୍ତି ସେ ସାରା ଦୁନିଆକୁ ଏହି ବିଷୟରେ ବଖାଣିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ […]

  • Friday, 23 July 2021
bus-2
ଭୁଲ୍‌ ରାସ୍ତାରେ ଯାଉଥିଲା ବସ୍‌; ଏମିତି ବୁଦ୍ଧି ଶିଖାଇଲେ ମହିଳା

ନୂଆଦିଲ୍ଲୀ: ସ୍କୁଟି ଚଲାଉଥିବା ଜଣେ ମହିଳାଙ୍କ ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଏହାର କାରଣ କ’ଣ ଜାଣିଲେ ଯେକେହି ମଧ୍ୟ ତାଙ୍କର ପ୍ରଶଂସା କରିବେ। ଭାଇରାଲ୍‌ ହେଉଥିବା ଏକ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଏକ ବସ୍‌ ରାସ୍ତାର ଡାହାଣ ପଟେ ଛିଡ଼ା ହୋଇଛି। ଆଉ ତା’ର ସାମ୍ନାରେ ଏହି ମହିଳା ଛିଡ଼ା ହୋଇଛନ୍ତି। When you are RIGHT it gives you a very different kind of MIGHT. See Joe a lady […]

  • Friday, 23 July 2021
pf
ବୃଦ୍ଧ ଦମ୍ପତି ଯାଉଥିବା ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଲେ ଜିଲ୍ଲାପାଳ; ତା ପରେ...

ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ଆଉ ଜଣେ ଜିଲ୍ଲାପାଳ। ଏଥର ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁର ଜିଳ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର। ରାସ୍ତାରେ ଯାଉଥିବାବେଳେ ନିଜ ଗାଡ଼ିରୁ ଓହ୍ଲାଇବା ସହ ଏକ ଅସହାୟ ଦୃଷ୍ଟିହୀନ ଦମ୍ପତିଙ୍କୁ ଭେଟି ଭଲମନ୍ଦ ପଚାରିବୁଝିଛନ୍ତି। ତା’ସହ ଆବଶ୍ୟକ ସରକାରୀ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି। ଏହି ଦମ୍ପତି ହେଉଛନ୍ତି ପାପଡ଼ାହାଣ୍ଡି ବ୍ଲକ୍ ପାତ୍ରୀ ପଞ୍ଚାୟତର ସମ୍ବାରୁ ଭତ୍ରା ଏବଂ ସୁକାନ୍ତି ଭତ୍ରା। ଝାଡ଼ାବାନ୍ତିର ଶୀକାର […]

  • Friday, 23 July 2021