• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Niladri-bije
କାଳିଆ ବେଶକୁ ଦେଖିବ ବୋଲି ଅନାଇ ବସିଛି ଭକ୍ତ

ଭୁବନେଶ୍ୱର: ପବିତ୍ର ସ୍ନାନ ଯାତ୍ରାରୁ ନୀଳାଦ୍ରି ବିଜେ। ଦୀର୍ଘ ୧ ମାସ ବ୍ୟାପୀ ହେବାକୁ ଥିବା ଶ୍ରୀଜିଉଙ୍କ ସମସ୍ତ ଯାତ୍ରା ଓ ନୀତିକାନ୍ତି ପାଇଁ ଧାର୍ଯ୍ୟ ହୋଇଛି ନୀତି ନିର୍ଘଣ୍ଟ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗର…

ଡାଇନୋସର୍ ଠାରୁ ବି ବିଶାଳ ଜୀବ ପୃଥିବୀରେ ଥିଲେ!

ସାଧାରଣତ ବିଶ୍ୱାସ କରାଯାଏ ଯେ ପ୍ରାଚୀନତାର ଜୀବାଶ୍ମ ମଧ୍ୟରେ କେବଳ ଡାଇନୋସର ହେଉଛି ସବୁଠାରୁ ଆକର୍ଷଣୀୟ। କିନ୍ତୁ ବେଳେବେଳେ ଅନ୍ୟ ପ୍ରଜାତିର ଜୀବାଶ୍ମ ମଧ୍ୟ ବେଶ ଚମକେଇ ଦେଇଥାଏ। ଚାଇନାରେ ମିଳିଥିବା ଏକ ଜୀବାଶ୍ମକୁ ଅଧ୍ୟୟନ କରାଯିବା ପରେ ଏଭଳି ହୋଇଛି।…

Moon-Earth
ସହଜ ହେବ ଚନ୍ଦ୍ର-ପୃଥିବୀ ଯୋଗାଯୋଗ

ଏବେ ସହଜ ହେବ ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଯୋଗାଯୋଗ। ରେଡିଓ ସିଗନାଲ ବଦଳରେ ହେବ ଅପ୍ଟିକାଲ୍ ଯୋଗାଯୋଗ। ଯାହା ଚନ୍ଦ୍ରର ଆଲୋକକୁ ପୃଥିବୀରେ ପହଞ୍ଚେଇବାରେ କୌଣସି ବାଧା ସୃଷ୍ଟି କରିବ ନାହିଁ। ଚନ୍ଦ୍ରରେ ମାନବ ବସତି ନେ‍ଇ ଚାଲିଛି ପ୍ରସ୍ତୁତି…

train
ଷ୍ଟେସନରେ ସିଙ୍ଗିଲ୍ ଏଣ୍ଟ୍ରି-ସିଙ୍ଗିଲ୍ ଏଗଜିଟ୍ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ହେଉ ଅବା ପୁଣି କର୍ମ କ୍ଷେତ୍ରକୁ ଫେରିବା ଭୁବନେଶ୍ୱର ରେଳ ଷ୍ଟେସନରେ ଏବେ ଯାତ୍ରୀଙ୍କ ଯା ଆସ ବଢୁଛି। ତେବେ ଏହାକୁ ନେଇ ରେଳ ବିଭାଗ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟେସନରେ ସିଙ୍ଗିଲ୍…

dinosaur
ମିଳିଲା ୧୧କୋଟି ବର୍ଷ ତଳ ଡାଇନୋସରର ପଦଚିହ୍ନ

ଲଣ୍ଡନ : ସମସ୍ତେ ଜାଣନ୍ତି ଯେ ବହୁ ବର୍ଷ ପୂର୍ବେ ପୃଥିବୀରେ ସବୁଠାରୁ ବିଶାଳକାୟ ଜୀବ ଡଇନୋସରର ଚଳପ୍ରଚଳ ଥିଲା। ବର୍ତ୍ତମାନ ଏହା ସମସ୍ତଙ୍କ ପାଇଁ କୌତୁହଳର ବିଷୟ। ଏହାକୁ କେହି ବାସ୍ତବରେ ଦେଖି ନ ଥିଲେ ମଧ୍ୟ ବିଭିନ୍ନ ସିନେମା,…

Untitled-1
ପିତୃ ଦିବସରେ ପିଲାଦିନ କଥା ମନେପକେଇଲେ ‌ଈଶା

ମୁମ୍ବାଇ : ଅଭିନେତ୍ରୀ ଈଶା ଦେଓଲଙ୍କୁ ତାଙ୍କ ପିତା ଅଭିନେତା ଧର୍ମେନ୍ଦ୍ରଙ୍କ ଅତି ନିକଟତର ବୋଲି କୁହାଯାଏ। ଜୁନ୍ ୨୦ରେ ପିତୃ ଦିବସ ଅବସରରେ ଈଶା ତାଙ୍କ ପିଲାଦିନର ସ୍ମୃତିକୁ ସତେଜ କରିଛନ୍ତି। ଈଶା ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ବଡ…

amriti
ଇକ୍‌ମୋ ଚିକିତ୍ସାରେ କେମିତି ଅଛନ୍ତି ଅମ୍ରିତ?

ଭୁବନେଶ୍ୱର: ନିୟନ୍ତ୍ରଣକୁ ଆସିଲାଣି ଅମ୍ରିତଙ୍କ ସଂକ୍ରମଣ। ତାଙ୍କ ଅମ୍ଲଜାନ ସ୍ତର ୮୫ରୁ ୯୦ ଭିତରେ ରହୁଛି। ଗତ ଦୁଇ ସପ୍ତାହ ହେଲା ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଇକମୋ ସହାୟତାରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନ ପ୍ରଧାନଙ୍କ ବାବଦରେ ଏହି ତଥ୍ୟ…

3
ନୂଆ ବଙ୍ଗଳା ପାଇଁ ୧୮ କୋଟି ଋଣ କଲେ ଅଜୟ ଦେବଗନ୍

ମୁମ୍ବାଇ: କରୋନା ମହାମାରୀ କାଳରେ ବଲିଉଡ୍‌ର ଷ୍ଟାଇଲିସ୍ ହୀରୋ ତଥା ସିଂଘମ୍ ଅଜୟ ଦେବଗନ ଏକ ବିଳାସପୂର୍ଣ୍ଣ ସମ୍ପତ୍ତି କିଣିଛନ୍ତି। ଅଜୟ ଦେବଗନ୍ ମୁମ୍ବାଇର ଜୁହୁ ଅଞ୍ଚଳରେ କୋଟି କୋଟି ଟଙ୍କାର ଘର କିଣିଛନ୍ତି। ଖବର ଅନୁଯାୟୀ, ଗତ ବର୍ଷ ନଭେମ୍ବର-ଡିସେମ୍ବର…

Ratha Jatra
ରଥଯାତ୍ରା ଲାଗି ଚୂଡ଼ାନ୍ତ ହେଲା ନୀତି ନିର୍ଘଣ୍ଟ

ପୁରୀ: ରଥଯାତ୍ରା ଲାଗି ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଣ୍ଟ। ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ସ୍ନାନଯାତ୍ରା ଦିନ ରାତି ୧ଟାରେ ମଙ୍ଗଳାର୍ପଣ ହେବ। ରାତି ୧ଟାରୁ ୪ଟା…

vaccanation
ପ୍ରତିଦିନ ୩ ଲକ୍ଷ ଟିକାକରଣ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର: ଆସନ୍ତାକାଲିଠୁ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହେବ ଟିକାକରଣ। କେନ୍ଦ୍ର ସରକାରଙ୍କ ନୂଆ ଟୀକା ନୀତି ଅନୁଯାୟୀ ଟୀକାକରଣ ହେବ ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ କରିବାକୁ ଟାର୍ଗେଟ ରଖିଛନ୍ତି ସରକାର। ଆସନ୍ତାକାଲି ରାଜ୍ୟର ସମସ୍ତ ବ୍ଲକ ଓ ମ୍ୟୁନିସପାଲିଟିରେ…

Sonepur
ସ୍ୱାମୀ ପାଇଁ ଭିକ ମାଗୁଛନ୍ତି ସ୍ତ୍ରୀ

ମୋ ସ୍ୱାମୀଙ୍କୁ ବଂଚାଇ ଦିଅ….ପାଖରେ ଆଉ ଟଙ୍କା ନାହିଁ, ମୋର ଦୁଇ ପିଲା..ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ସେମାନଙ୍କୁ ଖାଇବାକୁ ଦେବାକୁ କିଛି ନାହିଁ.. ସୋନପୁର(ରବିନ୍ଦ୍ର ହୋତା): ସୋନପୁରର ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ହୁଏତ ତାହା ଦେଖିଲେ ଆପଣଙ୍କୁ କଷ୍ଚ ହୋଇପାରେ…

river
ନଦୀରେ ବୁଡ଼ି ୨ ଯୁବକଙ୍କ ସଲିଳ ସମାଧି

ଯାଜପୁର: ନଦୀରେ ବୁଡ଼ି ଦୁଇ ଯୁବକଙ୍କ ସଲିଳ ସମାଧି। ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ଶଙ୍କରାକୂଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବ୍ଲକ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀ ପଠାରେ ଆଜି ସକାଳେ ଯୁବକ ଦ୍ୱୟ ଗାଧୋଉଥିବା…

bar
ରାଜଧାନୀରେ ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ବାର୍ : ରାତି ୧୦ଟା ପର୍ଯ୍ୟନ୍ତ ମିଳିଲା ଅନୁମତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଖୋଲିବ ବାର୍ । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ କରୋନା କଟକଣା କୋହଳ କରାଯାଇଛି । ଏହି କ୍ରମରେ ଦିଲ୍ଲୀରେ ଏବେ ସୋମବାର ଠାରୁ ବାର୍ ଖୋଲିବାକୁ ଅନୁମତି ଦିଆଯାଇଛି । ଅନଲକ୍…

Pradipta Naik
ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ; ଖୁବ୍ ଶୀଘ୍ର ହେବେ ଡିସ୍‌ଚାର୍ଜ

ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ୩-୪ ଦିନ ମଧ୍ୟରେ ପ୍ରଦୀପ୍ତଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯିବ କୋଭିଡ୍‌ରେ ସଂକ୍ରମିତ ହୋଇ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ଏମ୍ସର ୨ ଜଣ ଡାକ୍ତରଙ୍କ…

brajil
ବ୍ରାଜିଲରେ କରୋନା ତାଣ୍ଡବ : ପାଞ୍ଚ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

ସାଓପୋଲୋ : ବ୍ରାଜିଲରେ କରୋନା ତାଣ୍ଡବ । କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଆମେରିକା ଏବଂ ଭାରତ ପରେ ଆସେ ବ୍ରାଜିଲର ନାମ । ଏଠାରେ କରୋନାରେ ବର୍ତ୍ତମାନ ସୁଦ୍ଧା ପାଞ୍ଚ ଲକ୍ଷରୁ ଅଧିକ ଲୋକ ପ୍ରାଣ…

dubai
ପ୍ରତିବନ୍ଧକ କୋହଳ : ଭାରତୀୟଙ୍କ ପାଇଁ ପୁଣି ଦ୍ଵାରା ଖୋଲିଲା ଦୁବାଇ

ଭାରତ ସମେତ ଅନ୍ୟାନ୍ୟ ଦେଶରୁ ଯାଉଥିବା ଲୋକଙ୍କ ପାଇଁ କଟକଣା କୋହଳ କଲା ଦୁବାଇ । ତେବେ ଏଥିପାଇଁ ଯାତ୍ରୀଙ୍କୁ ୟୁଏଇ ଦ୍ୱାରା ସ୍ୱୀକୃତ କରୋନା ଟିକାର ଉଭୟ ଡୋଜ ନେବା ବାଧ୍ୟତାମୂଳକ କରାଯାଇଛି । ଦକ୍ଷିଣ ଆଫ୍ରିକା, ନାଇଜେରିଆ ଏବଂ…

police
ଲାଞ୍ଚ ନେବାବେଳେ କ୍ୟାମେରାରେ ଧରା ପଡ଼ିଲେ ପୋଲିସ୍‌ ବାବୁ

ରାଇପୁର: ମହଙ୍ଗା ପଡ଼ିଲା ପୋଲିସ୍‌ ବାବୁଙ୍କୁ ଲାଞ୍ଚ ନେବା। ଲାଞ୍ଚ ନେବାବେଳେ କ୍ୟାମେରାରେ ଧରା ପଡ଼ିଛନ୍ତି ୨ ପୋଲିସ୍‌ କର୍ମୀ। ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ଏହି ୨ ପୋଲିସ୍‌ କର୍ମୀ ଜଣେ ଟ୍ରାନ୍ସପୋର୍ଟରଙ୍କୁ ଲାଞ୍ଚ ମାଗିବା ଓ ତାଙ୍କ ଠାରୁ ଲାଞ୍ଚ…

cm-naveen
"ଆଶୀର୍ବାଦ" ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଲାଭବାନ୍‌ ହେବେ ଅନାଥ ପିଲା

ନୂଆ କରି ଆଶୀର୍ବାଦ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାପା ମାାଆଙ୍କୁ ହରାଇଥିବା ଶିଶୁ ପାଇଁ ଆଶୀର୍ବାଦ ଯୋଜନା ହୋଇଛି। ପରିବାର ମୁଖ୍ୟ ଉପର୍ଜନକାରୀଙ୍କୁ ହରାଇଥିବା ଶିଶୁ ବି ଉପକୃତ ହେବେ

murder in cuttack
ପରକୀୟା ପ୍ରୀତିକୁ ନେଇ ହତ୍ୟା ! ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ଯୁବକଙ୍କୁ ଆକ୍ରମଣ

କଟକ: ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ଯୁବକଙ୍କୁ ହତ୍ୟା। କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକ CDA ମାର୍କେଟ୍‌ର ଏକ ଦୋକାନ ବାରଣ୍ଡାରେ ଯୁବକ ଜଣକ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇ ଅତି ନିର୍ମମ ଭାବେ…

supreme-court
କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବା ସମ୍ଭବ ନୁହେଁ : ସୁପ୍ରିମକୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

କୋଭିଡ ମୃତକଙ୍କ କ୍ଷତିପୂରଣ ବାବଦରେ ସୁପ୍ରିମକୋର୍ଟଙ୍କ ନିକଟରେ ଜବାବ ଦାଖଲ କଲେ କେନ୍ଦ୍ର ସରକାର ସରକାର କହିଛନ୍ତ. କୋଭିଡ କାରଣରୁ ପ୍ରତ୍ୟେକ ମୃତ୍ୟୁ ପାଇଁ ୪ ଲକ୍ଷ କ୍ଷତିପୂରଣ ଦେବା ସମ୍ଭବ ନୁହେଁ ପ୍ରତ୍ୟେକ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଉପରେ…

Snana Yatra
ଆଜି ସ୍ନାନ ଯାତ୍ରାର ହେବ ନୀତିନିର୍ଘଣ୍ଟ

ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ପାଇଁ ଆଜି ହେବ ନୀତି ନିର୍ଘଣ୍ଟ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଶନ କୁମାର, ଜିଲ୍ଲାପାଳ, ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ ଓ ବିଭିନ୍ନ ନିଯୋଗର କର୍ତ୍ତୃପକ୍ଷଙ୍କ ସହ ଏ ସଂପର୍କରେ ଆଲୋଚନା କରିବେ

corona
ତଳମୁହାଁ କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୧୫୭୬ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଧୀରେ ଧୀରେ ଦେଶରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୫୭୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ଆଜିକୁ ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୬ ହଜାର ୭୧୩କୁ ବୃଦ୍ଧି ପାଇଛି। ସେପଟେ, ଆଜି ଦେଶରେ ୫୮ ହଜାର ୪୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି

Uttarakhand-1
ପ୍ରବଳ ବର୍ଷାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ

ମୌସୁମୀ ପ୍ରଭାବରେ ଲଗାଣ ବର୍ଷା ହେବାରୁ ଉତ୍ତରାଖଣ୍ଡ ଓ ହିମାଳୟ ଆରପଟେ ନେପାଳର ବିଭିନ୍ନ ନଦୀରେ ବନ୍ୟା ଆସିଛି। ହିମାଳୟ ପର୍ବତମାଳାରେ ବର୍ଷା ଯୋଗୁଁ ପାହାଡ଼ରୁ ପାଣି ଖସି ଉତ୍ତରାଖଣ୍ଡ ଦେଇ ପ୍ରବାହିତ ଗଙ୍ଗା, ଅଳକାନନ୍ଦାରେ ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ଆଣିଛି

tribal marriage
ଚାରି ବର୍ଷ ଡେଟିଂ, ଆଉ ତା’ପରେ ଦୁଇ ଯୁବତୀଙ୍କୁ ଗୋଟିଏ ବେଦୀରେ ବିବାହ କଲେ ଯୁବକ

ପ୍ରେମରୁ ଆରମ୍ଭ ବିବାହରେ ଶେଷ । ମନ ସହ ମନର ମିଳିନ, ପରେ ପରିବାରର ସହମତି । ଆଉ ଏବେ ତ୍ରିକୋଣୀୟ ପ୍ରେମକାହାଣୀର ସଫଳ ଅନ୍ତ । ସତ ହେଲା ନିଆରା ପ୍ରେମକାହଣୀ । ଦୁଇ ଯୁବତୀଙ୍କୁ ପ୍ରେମ କରିବା ପରେ…

covid death
୫ ମାସରେ ଏହି ରାଜ୍ୟରେ କରୋନା ନେଲା ୭୫ ହଜାର ମୁଣ୍ଡ !

ପାଟନା: ବିହାର ସରକାର କ’ଣ କୋଭିଡ୍‌ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି କି ? କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ପ୍ରକୃତ ସଂଖ୍ୟା ଲୁଚାଇ ଏହାକୁ କମ୍‌ କରି କ’ଣ ବିହାର ସରକାର ତଥ୍ୟ ପ୍ରଦାନ କରୁଛନ୍ତି ? ଗତ ୫ ମାସରେ ବିହାରରେ…