• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

nandighosa-ratha
ଛୋଟ ହାତରେ ବଡ଼ ଠାକୁର: ଅଦରକାରୀ ଜିନିଷରେ ତିଆରି କଲେ ନନ୍ଦିଘୋଷ ରଥ

ରାଉଲକେଲା: ରାଉରକେଲା ଝିରପାଣି ଗାଁରେ ରହୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରୋନିତ ପଣ୍ଡା। ଅଦରକାରୀ ଜିନିଷରେ ତିଆରି କରିଛନ୍ତି ନନ୍ଦିଘୋଷ ରଥ। ରଥ ଉପରେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ବିରାଜମାନ କରିଛନ୍ତି। ଏହି ରଥକୁ ତିଆରି କରିବା ପାଇଁ ପ୍ରୋନିତଙ୍କୁ ଲାଗିଛି…

corona virus
୩ ହଜାର ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା , ୨୪ ଘଣ୍ଟାରେ ଆଖି ବୁଜିଲେ ୩୮

ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି। ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟ କମୁନି। ଗତକାଲି  ୪୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବାବେଳେ ଆଜି ୩୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।…

DELTA-PLUS
ମହାରାଷ୍ଟ୍ରରେ ୨୧ଟି ନୂଆ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ କେସ୍ ଚିହ୍ନଟ

ମୁମ୍ବାଇ: ଦେଶରେ ଏବେ ଚିନ୍ତା ବଢ଼ାଉଛି କରୋନା ଭୂତାଣୁର ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ। କାରଣ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଚିହ୍ନଟ ହେଉଥିବାବେଳେ ମହାରାଷ୍ଟ୍ରରେ ୨୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏନେଇ ସ୍ପଷ୍ଟ କରିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ।…

Untitled-1
ଅଣ୍ଡା ସହ କେବେ ବି ଏହି ଜିନିଷ ଖାଆନ୍ତୁ ନାହିଁ, ହୋଇପାରେ ଏଲର୍ଜି

ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏଥିରେ ପ୍ରଚୁର ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ଥିବାବେଳେ ଏଥିରେ କାର୍ବୋହାଇଡ୍ରେଟ୍ କମ୍ ଥାଏ। ଏନେଇ ଏହା ଓଜନ ବୃଦ୍ଧି ନ କରି ସ୍ୱାସ୍ଥ୍ୟକୁ ସୁସ୍ଥ…

ODISHA-BOHU
ପ୍ରେମ ପାଇଁ ଓଡ଼ିଶା ଚାଲିଆସିଲେ ୟୁପିର ଯୁବତୀ

ପ୍ରେମ ପାଇଁ ଓଡ଼ିଶା ଚାଲିଆସିଲେ ୟୁପିର ଯୁବତୀ। ପୋଲିସ୍‌ ଆଗରେ ରୋକଠୋକ୍ କହିଲେ- ମୁଁ ବିବାହ କରିଛି, ଆଉ ଏଠାରେ ହିଁ ରହିବି। ଦୟାକରି ହଇରାଣ କରନି #Odisha

ଜୁନ୍ ୨୧ରେ କାହିଁକି ଦିନ ୧୨ ବଦଳରେ ୧୪ ଘଣ୍ଟା ହେଲା

ଜୁନ୍ ୨୧ ବର୍ଷର ସବୁଠାରୁ ଲମ୍ବା ଦିନ। ଆପଣ ଜାଣିଛନ୍ତି କି ଏହି ଦିନ ଦିଲ୍ଲୀ କିମ୍ବା ଉତ୍ତର ଭାରତରେ କିପରି ରହେ ଦିନ ରାତି?  ସାଧାରଣତଃ ଦିନ- ରାତି ସମାନ ୧୨-୧୨ ଘଣ୍ଟା ହୋଇଥାଏ। କିନ୍ତୁ ଡିସେମ୍ବର୨୧ ପରେ, ରାତି…

covid-death-part
କ୍ଷଣିକ ଭିତରେ ସବୁ ଶେଷ: ସହାୟତାର ଭିକ୍ଷା ମାଗିବା ପୂର୍ବରୁ ଚାଲିଗଲେ ସ୍ୱାମୀ

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଭଗବାନପୁର ଗାଁର ଉମାକାନ୍ତ ନାୟକ। କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ରାଜ୍ୟ ବାହାରେ ଚିକିତ୍ସାର ଆବଶ୍ୟକତା ଥିବାରୁ ଆର୍ଥିକ ସହାୟତା…

Untitled-1
କରୋନା ସହ ଲଢୁଛନ୍ତି ସ୍ୱାମୀ : ସହଯୋଗ ଆଶାରେ ପତ୍ନୀ

ଭୁବନେଶ୍ୱର : କରୋନାର କରାଳ କାୟା ସମସ୍ତଙ୍କୁ ଯନ୍ତ୍ରଣା ଦେଇ ଚାଲିଛି। ଏହାରି ଭିତରେ ଗଲାଣି ଅନେକ ଜୀବନ। କୋଉଠି ବାପା-ମାଙ୍କୁ ହରେଇ ଛୁଆ ଅନାଥ ହେଲାଣି ତ କୋଉଠି ପୁଅର ମୃତ୍ୟୁକୁ ଝୁରି ଝୁରି ମା ଆଖିରୁ ଲୁହ ଶୁଖୁନି।…

dutee chand 1
ନୂଆ ଜାତୀୟ ରେକର୍ଡ କଲେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ: ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କଲେ ଦୂତୀ ଚାନ୍ଦ। ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ନିଜ ରେକର୍ଡ ଭାଙ୍ଗିଲେ ଦୂତୀ। ୧୦୦ ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ସେ ରେକର୍ଡ କରିଛନ୍ତି। ପୂର୍ବରୁ ଦୂତୀଙ୍କ…

bjp-bjd
ଫଟୋ ପାଇଁ ମୁହାଁମୁହିଁ ହେଲେ ବିଜେପି-ବିଜେଡି

ଭୁବନେଶ୍ୱର: ତେଜିଲା ଟିକା ରାଜନୀତି। ମୁହାଁମୁହିଁ ହେଲେ ବିଜେପି-ବିଜେଡି। ତେବେ ଏଥର ଟିକା ଅଭାବକୁ ନେଇ ବରଂ ନୁହେଁ ଫଟୋ ପାଇଁ ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲାଗିବା ପରେ ସୃଷ୍ଟି ହୋଇଛି ଏଭଳି ସ୍ଥିତି। ପ୍ରଧାନମନ୍ତ୍ରୀଙ୍କର…

୧୧ ବର୍ଷର ବାଳକ ଯୋଗ ଶିକ୍ଷା ଦେଇ କମଉଛନ୍ତି ୧୦.୯୦ଲକ୍ଷ

ନୂଆଦିଲ୍ଲୀ : ଜଣେ ୧୧ ବର୍ଷର ବାଳକ ଚାଇନାର ସବୁଠାରୁ କନିଷ୍ଠ ଯୋଗ ଶିକ୍ଷକ। ଯୋଗ ଶିକ୍ଷା ଦେଇ ସେ ପ୍ରତି ମାସରେ ୧୬,୦୦୦ ଡଲାର (୧୦.୯୦ ଲକ୍ଷ ଟଙ୍କା) ରୋଜଗାର କରିପାରେ ସକ୍ଷମ ହୋଇପାରିଛନ୍ତି। ତାଙ୍କର ଯୋଗ ଶିକ୍ଷା ହେତୁ…

1
ଯୋଗ ଦିବସରେ ପ୍ରଶଂସକଙ୍କ ହୋସ୍ ଉଡେଇଲେ କରୀନା

ମୁମ୍ବାଇ: ଆଜି ଅର୍ଥାତ୍ ଜୁନ୍ ୨୧କୁ ସମଗ୍ର ବିଶ୍ୱ ଯୋଗ ଦିବସ ଭାବେ ପାଳନ କରୁଛି। ବଲିଉଡରେ ମଧ୍ୟ ଏପରି ଅନେକ ତାରକା ଅଛନ୍ତି, ଯେଉଁମାନେ ନିଜକୁ ଫିଟ୍ ରଖିବା ପାଇଁ ଏବଂ ଏହାକୁ ବହୁ ଗୁରୁତ୍ୱ ଦେବା ପାଇଁ ପ୍ରତିଦିନ…

covid-violation
ମନ୍ଦିରରେ ଚାଲିଥିବା ବାହାଘରକୁ ଅଟକାଇଲା ପୋଲିସ

କଟକ: ମହାମାରୀ କରୋନାର ଦ୍ୱିତୀୟ ଲହରରେ ଏବେବି ଯାଇନି। ଏନେଇ ସରକାର ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ କଟକଣା ଜାରିକରିଛନ୍ତି। ଏପରିକି ଶୁଦ୍ଧ କ୍ରିୟା ଓ ବିବାହ ଉତ୍ସବରେ ମାତ୍ର ୨୫ ଜଣଙ୍କୁ ନେଇ କରାଯିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି…

Untitled-1
ନିଜ ପତିଙ୍କ ନିର୍ଯାତନାର ଶିକାର ହେଉଥିଲେ କରିସ୍ମା!

ମୁମ୍ବାଇ: ନବେ ଦଶକରେ ବଡ ପରଦାରେ ରାଜ କରୁଥିବା ଅଭିନେତ୍ରୀ କରିସ୍ମା କପୁର ତାଙ୍କ ଅଭିନୟରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ କମେଡି, ଟ୍ରାଜେଡି ହେଉ କିମ୍ବା ରୋମାନ୍ସ ହେଉ, କରିସ୍ମା କପୁର ପ୍ରତ୍ୟେକ ସ୍ୱାଦର ଚଳଚ୍ଚିତ୍ର କରିଥିଲେ ଏବଂ ଦର୍ଶକଙ୍କ…

jp-nadda.jpg-kolkata
ବିରୋଧୀ ନେତା ଏବେ କ୍ୱାରେଣ୍ଟିନ୍‌ରେ: ନଡ୍ଡା

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। କିଛି ରାଜନୈତିକ ଦଳ ଏଣୁତେଣୁ ପ୍ରଶ୍ନ କରି ସମସ୍ୟା ସୃଷ୍ଟି କରୁଛନ୍ତି। ଆଜି କିଛି ଏଭଳି କହି ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି…

shankara
ବୁଡ଼ି ଯାଉଥିଲେ ଯୁବକ, ଚିତ୍କାର କରୁଥିଲେ ଲୋକ : ଜୀବନକୁ ଖାତିର ନକରି ନଦୀକୁ ଡେଇଁ ପଡ଼ିଲେ ପୋଲିସ୍ ବାବୁ

କର୍ତ୍ତବ୍ୟ ଆଗ ଜୀବନ ପଛ । ନଦୀର ସ୍ରୋତରେ ବୁଡ଼ି ଯାଉଥିଲେ ଯୁବକ, ନିଜ ଜୀବନକୁ ଖାତିର ନକରି ନଦୀକୁ ଡେଇଁପଡ଼ିଥିଲେ ସାହସୀ ସବ୍‌-ଇନିସପେକ୍ଟର । ପିଲାବେଳେ ପହଁରା ଶିଖିଥିଲେ ସୁଦ୍ଧା ବଡ଼ ହେବା ପରେ ଅଭ୍ୟାସ ଛାଡ଼ି ଯାଇଥିଲା ।…

kaliya-Rath
କୋଭିଡ୍-୧୯ ଓ ରଥ ଯାତ୍ରା-୨୧:  ଏକ ପ୍ରଶ୍ନ

ଚଳିତ ବର୍ଷ ପୁରୀରେ ରଥଯାତ୍ରାର ଆଚରଣ ସମ୍ପର୍କରେ ସ୍ପେସିଆଲ ରିଲିଫ୍ କମିଶନରଙ୍କ ଘୋଷଣା ସାରା ବିଶ୍ୱର ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଖୁସିର ଖବର। କୋଭିଡ୍-୧୯ର ଦ୍ୱିତୀୟ ଲହର ସାରା ଦେଶରେ ଦୁଃଖ ଏବଂ ଯନ୍ତ୍ରଣା ବ୍ୟାପିଛି। କୋଭିଡ୍-୧୯ ଧୀରେ ଧୀରେ ହ୍ରାସ ପାଇବା…

well
ମହାରାଷ୍ଟ୍ରର ଦଶରଥ ମାଞ୍ଝି : ୨୨ ଦିନରେ ୨୦ ଫୁଟର କୂଅ ଖୋଲିଦେଲେ ରାମଦାସ

ୱାଶିମ୍ : ବିହାର ପରେ ମହାରାଷ୍ଟ୍ରରେ ଦଶରଥ ମାଞ୍ଝି । ମାଉଣ୍ଟେନ୍ ମ୍ୟାନ୍ ଦଶରଥ ମାଞ୍ଝି ୨୫ ଫୁଟର ପାହାଡ଼ କାଟି ରାସ୍ତା ତିଆରି କରିଦେଇଥିଲେ । ଏହିପରି ସମାନ ମାମଲା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ହଳେ ଦମ୍ପତି…

odisha
ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବାଦ୍; ପ୍ରତିବାଦରେ ବିଜେପି କର୍ମୀଙ୍କ ହୋହାଲ୍ଲା

ଭୁବନେଶ୍ୱର: କରୋନା ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବାଦ୍ ଦେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ବିଜେପି ପ୍ରତିବାଦ କରିଛି। ବାଲେଶ୍ୱର, ଜୟପୁର ଓ ରାୟଗଡ଼ାରେ ବିଜେପି ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି। ବାଲେଶ୍ୱରରେ…

up
ୟୁପିରେ ଧର୍ମ ପରିବର୍ତ୍ତନ ର‌୍ୟାକେଟ୍ ର ପର୍ଦ୍ଦାଫାଶ : ଦୁଇ ଜଣ ମୌଲାନା ଗିରଫ

ନୋଏଡା : ଧର୍ମ ପରିବର୍ତ୍ତନ ର‌୍ୟାକେଟର ପର୍ଦ୍ଦାଫାଶ । ଉତ୍ତରପ୍ରଦେଶ ନୋଏଡାରେ ଧର୍ମପରିବର୍ତ୍ତନ କରାଉଥିବା ର‌୍ୟାକେଟର ପର୍ଦ୍ଦାଫାଶ କରିଛି ପୋଲିସ୍ । ଏହି ମାମଲାରେ ଦୁଇ ଜଣ ମୌଲାନାଙ୍କୁ ଗିରଫ କରିଛି ୟୁପି ଏଟିଏସ୍ । ଦୁଇ ବର୍ଷ ଧରି ଏହି…

cow
ଚୋରି ହୋଇଗଲା ୮୦୦ କିଲୋ ଗାଈ ଗୋବର, ମାମଲା ରୁଜୁ କଲା ପୋଲିସ୍‌

କୋରବା: କିଛି ଜିନିଷ ଚୋରି ହୋଇଗଲେ ଥାନାରେ ଅଭିଯୋଗ ହେବା କଥା ଆପଣ ଶୁଣିଥିବେ। ଯଦି ଗାଈ ଗୋବର ଚୋରି ହୋଇଯାଇଛି ଓ ଏନେଇ ଥାନାରେ ଅଭିଯୋଗ ହୋଇଛି, ହୁଏତ ଏହା ଶୁଣିଲା ପରେ ଆପଣଙ୍କୁ ଟିକେ ଅଜବ ଲାଗିବ। ହେଲେ…

aparajita sarangi
ଦୁଇ ବର୍ଷରେ କ’ଣ କରିଛନ୍ତି, ରିପୋର୍ଟ କାର୍ଡ ଦେଲେ ଅପରାଜିତା

ଭୁବନେଶ୍ୱର: ସାଂସଦ ଭାବେ ସେ କେତେ କାମ କରିଛନ୍ତି, କ’ଣ କ’ଣ କରିଛନ୍ତି…ଦୁଇ ବର୍ଷ କାର୍ଯ୍ୟର ରିପୋର୍ଟ କାର୍ଡ ଦେଇଛନ୍ତି  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।  ବିକାଶମୂଳକ କାର୍ଯ୍ୟକ୍ରମ, ଜନ ଶୁଣାଣି, ସଂସଦରେ ଅଂଶଗ୍ରହଣ ଭଳି ବିଭିନ୍ନ ଦିଗରେ ନିଜ କାର୍ଯ୍ୟ…

gold
୨ ଦିନରେ ୧,୬୦୦ ଟଙ୍କା ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: ଗତ ସପ୍ତାହରେ ଲଗାତାର ଭାବେ ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି। ଗତ ୨ ଦିନରେ ସୁନା ପାଖାପାଖି ୧,୬୦୦ ଟଙ୍କା ଶସ୍ତା ହୋଇଥିବା ଦେଖିବାକୁ ମିଳିଥିଲା। Multi Commodity Exchange(MCX)ରେ…