• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

flight 2
ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କଲା କେନ୍ଦ୍ର। ଡିସେମ୍ବର ୩୧ ଯାଏ ବିଦେଶକୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି ସରକାର। ଡିସେମ୍ବର ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ୍‌ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ କାର୍ଗୋ ବିମାନ ଚଳାଚଳ ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ। ସୂଚନାଥାଉ କି, ଗତକାଲି ଡିସେମ୍ବର ଗାଇଡଲାଇନ ଜାରି କରିଥିଲା ଗୃହ ମନ୍ତ୍ରାଳୟ। ଏଥିରେ ଅନ୍ତର୍ଜାତୀୟ ବିମାନ ସେବା ଚଳାଚଳକୁ ଅନୁମତି […]

kumar sanu
ପୁଅ ଜାନ୍‌ଙ୍କ ବୟାନକୁ ନେଇ ରାଗିଗଲେ କୁମାର ସାନୁ !

ମୁମ୍ବାଇ: ଯଦିଓ ‘ବିଗ୍ ବସ୍ ୧୪’ରୁ ପ୍ରଖ୍ୟାତ ବଲିଉଡ୍ ଗାୟକ କୁମାର ସାନୁଙ୍କ ପୁଅ ଜାନ୍ କୁମାର ସାନୁ ବାହାରି ଯାଇଛନ୍ତି, ହେଲେ ବ୍ୟକ୍ତିଗତ ଜୀବନରେ ସେ ଚର୍ଚ୍ଚାରେ ଅଛନ୍ତି। କିଛି ଘଟଣାକୁ ନେଇ କୁମାର ସାନୁ ଓ ଜାନ୍ କୁମାର ମୁହାଁମୁହିଁ ହୋଇଛନ୍ତି। ଏପରିକି ଜାନ୍‌ କୁମାରଙ୍କୁ ତାଙ୍କ ନାମ ବଦଳାଇବା ଉପରେ ବିଚାର କରିବା ଉଚିତ୍‌ ବୋଲି କୁମାର ସାନୁ କହିବାକୁ ପଛାଇ ନାହାନ୍ତି। ଜାନ୍‌ ଯେତେବେଳେ ଛୋଟ ଥିଲେ, ସେତେବେଳେ ତାଙ୍କ ବାପାମା’(କୁମାର […]

one-nation-one-elction
ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନର ସ୍ଲୋଗାନ ଦୋହରାଇଛନ୍ତି। ୭୧ ତମ ସମ୍ବିଧାନ ଦିବସରେ ସେ କହିଛନ୍ତି, ଏହା ହେଉଛି ବର୍ତ୍ତମାନର ଆବଶ୍ୟକତା। ବ୍ୟବସ୍ଥାକୁ ଯୁଗଉପଯୋଗୀ କରିବାକୁ ପଡ଼ିବ। ଦେଶରେ ବାରମ୍ବାର ନିର୍ବାଚନ ହେଉଥିବାରୁ ଏହାର ପ୍ରଭାବ ବିକାଶ ଉପରେ ପଡୁଛି ବୋଲି ମୋଦି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେଉଥିବାରୁ ସେହି ସମୟରେ କୌଣସି ପ୍ରକାର ନୂଆ […]

kbc
କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

କନ୍‌ ବନେଗା କରୋଡ୍‌ପତି(କେବିସି) ସିଜିନ୍‌-୧୨ରେ କମାଲ୍ ଦେଖାଇଛନ୍ତି ମହିଳା। ହଟ୍‌ ସିଟ୍‌ରେ ବସି ୩ ମହିଳା ହୋଇଛନ୍ତି କୋଟିପତି। ସବୁଠାରୁ  ବଡ଼ କଥା ହେଲା ଏଯାବତ ଏହି ସିଜିନ୍‌ରେ ୩ ଜଣ ବିଜୟୀ ହୋଇଛନ୍ତି, ଆଉ ଏମାନେ ସମସ୍ତେ ମହିଳା। କେବଳ ଏମାନେ ଟଙ୍କା ଜିତିନାହାନ୍ତି ବରଂ କୋଟି ଦର୍ଶକଙ୍କ ମନ ଜିଣିପାରିଛନ୍ତି। ଲୋକପ୍ରିୟ ରିଆଲିଟି ଶୋ କେବିସି ଗେମ୍‌ରେ କେବଳ ସ୍ୱପ୍ନ ଯେ ସତ ହେବ ତାହା ନୁହେଁ ବରଂ ବାସ୍ତବିକ କୋଟି କୋଟି ଲୋକଙ୍କୁ […]

nagarjun-besha
ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ପୁରୀ: ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଜଗନ୍ନାଥ-ବଳଭଦ୍ରଙ୍କୁ ଯୋଦ୍ଧା ବେଶରେ ସଜ୍ଜିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବେଶ ପରିପାଟି ସହ ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ର ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରୁ ଆଜି ରାତି ଦୁଇଟାରୁ […]

nagarjuna
ପୂର୍ବରୁ କେଉଁ ବର୍ଷରେ ପଡ଼ିଛି ନାଗାର୍ଜୁନ ବେଶ ? ଶେଷଥର କେବେ ହୋଇଥିଲା ଏହି ଦୁର୍ଲଭ ବେଶ

ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଯୁଦ୍ଧର ସ୍ମାରକୀ ବେଶ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ନେଇ ଜଗନ୍ନାଥ ସଂସ୍କୃତି ଅଧ୍ୟନୟରତ ମିହିର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ସମୟ ଗୋଟାଏ ଚକ ଭଳି। ଯିଏ ହରଦମ୍ ଚାଲେ, ହେଲେ ଏଠି ଏ ଚକ ବିଲକୁଲ୍ ସ୍ଥିର। ନାଁ ତାର ନୀଳଚକ୍ର। ସମଗ୍ର ସଂସାରରକୁ ଏଇ ଚକରେ ଚଳାଉଥିବା କାଳିଆ ଠାକୁରର ଆଖି […]

ts
ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

ନୂଆଦିଲ୍ଲୀ: ପ୍ରଖ୍ୟାତ ଆଇଟି ସର୍ଭିସ କମ୍ପାନୀ ଟାଟା କନ୍‌ସଲ୍‌ଟେନ୍ସି ସର୍ଭିସେସ୍‌ ବା (ଟିସିଏସ୍‌)ର ଫାଉଣ୍ଡର ଫକିର ଚନ୍ଦ ହୋଲିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଫକିରଚନ୍ଦ କୋହଲି ଟିସିଏସ୍‌ର ପ୍ରଥମ ସିଇଓ ହୋଇଥିଲେ। କୋହଲିଙ୍କୁ ଭାରତୀୟ ସଫ୍ଟୱେୟାର ଇଣ୍ଡଷ୍ଟ୍ରୀର ଜନକ ବୋଲି ମଧ୍ୟ କୁହାଯାଇଥାଏ। ଭାରତୀୟ ସଫ୍ଟୱେୟର ଇଣ୍ଡଷ୍ଟ୍ରୀରେ କୋହଲିଙ୍କ ଯୋଗଦାନ ଯୋଗୁ ୨୦୦୨ରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୨୪ […]