ନୂଆଦିଲ୍ଲୀ: ସେମାନେ ଥିଲେ ଗରିବ, ଦୁଃଖୀ। ଆଖିରେ ଥିଲା ଆଖିରେ ଥିଲା ଗୋଟିଏ ସ୍ୱପ୍ନ- ପେଟକୁ କେମିତି ଦୁଇମୁଠା ଖାଦ୍ୟ ମିଳିବ। ମୁଠାଏ ଖାଦ୍ୟ ପାଇଁ ହାତ ପତେଇଥିଲେ ଜଣେ ଲଟେରୀ ସଞ୍ଚାଳକଙ୍କ ପାଖରେ। ଲଟେରୀ ସଞ୍ଚାଳକ ତାଙ୍କୁ ଖାଦ୍ୟ ତ ଦେଲେନି। ଖାଦ୍ୟ ବଦଳରେ ତାଙ୍କୁ ଯାହା ଦେଲେ, ସେଥିରେ ସେମାନଙ୍କର ଭାଗ୍ୟ ବଦଳିଗଲା। ଏକଦମ ମାଲାମାଲ। ଘଟଣା ଘଟିଛି ଫ୍ରାନ୍ସରେ। ଫ୍ରେଞ୍ଚ ଲଟେରୀ ସଞ୍ଚାଳକ ଏଫଡିଜେ (French lottery operator FDJ) ମଙ୍ଗଳବାର ସୂଚନା […]
ନୂଆଦିଲ୍ଲୀ: ୨୦୨୦ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍କୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ WFPକୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଓସ୍ଲୋ ଠାରେ ନେବେଲ୍ କମିଟିର ଅଧ୍ୟକ୍ଷ ବେରିଟ୍ ରେଇସ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ଔଷଧ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା […]
ନୂଆଦିଲ୍ଲୀ: ୱେଷ୍ଟ ଇଣ୍ଡିଜ୍ର ମହାନ କ୍ରିକେଟ୍ ତାରକା ବ୍ରାଏନ୍ ଲାରା ଦିଲ୍ଲୀ କ୍ୟାପିଟାଲର ୱିକେଟ୍ କିପର ଋଷଭ ପନ୍ତଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଋଷଭ ଚଳିତ ଆଇପିଏଲରେ ତାଙ୍କ ଖେଳିବାର ଶୈଳୀକୁ ବହୁ ଆଗକୁ ନେଇଛନ୍ତି। ଋଷଭ ବଲ୍କୁ ଅଫ୍ ସାଇଡ୍ରେ ଭଲ ଭାବରେ ଖେଳୁଛନ୍ତି। ପଡ଼ିଆର ସବୁ ସ୍ଥାନରେ ସ୍କୋର କରିବାର ଦକ୍ଷତା ତାଙ୍କର ଅଛି। ୨୦୨୦ ଆଇପିଏଲରେ ଦିଲ୍ଲୀ ପାଇଁ ସେ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ବୋଲି ଲାରା ମତ […]
ଭୁବନେଶ୍ୱର: ଚଳିତ ଥର ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍କୁ(WFP) ନୋବେଲ ଶାନ୍ତି ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ନୋବେଲ୍ କମିଟି। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ WFPକୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଓସ୍ଲୋ ଠାରେ ନେବେଲ୍ କମିଟିର ଅଧ୍ୟକ୍ଷ ବେରିଟ୍ ରେଇସ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା କରିଛନ୍ତି। ନେବୋଲ ପୁରସ୍କାର ବିଜେତା WFPର ଅର୍ଥ କଣ ? କାହିଁକି ଏହାକୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିବ ଆସନ୍ତୁ ଏ ବିଷୟରେ ଜାଣିବା। […]
ଔଷଧ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ଓ ସେବା କ୍ଷେତ୍ରରେ ନୋବେଲ୍ ପ୍ରାଇଜ୍ ଘୋଷଣା ହୋଇଛି। ଶାନ୍ତି କ୍ଷେତ୍ରରେ ଏଥର WFPକୁ ନୋବେଲ ପୁହରସ୍କାର ମିଳିଛି। ତେବେ ଏପର୍ଯ୍ୟନ୍ତ ନୋବେଲ୍ ପୁରସ୍କାର ପାଇଁ କୌଣସି ଭାରତୀୟଙ୍କ ନାଁ ଘୋଷଣା କରାଯାଇ ନାହିଁ। ଗତ ବର୍ଷ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ଅର୍ଥନୀତୀ ପାଇଁ ନୋବେଲ୍ ପୁରସ୍କାର ମିଳିଥିଲା। ସେହିଭଳି ୨୦୧୪ରେ ଶାନ୍ତି ପାଇଁ ଭାରତୀୟ ଭାବେ କୈଳାଶ ସତ୍ୟାର୍ଥୀଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ […]
ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସ୍ଇ କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୫୯ ପ୍ରତିଶତ ପିଲା ପାସ କରିଛନ୍ତି। ସେପ୍ଟେମ୍ବର ୨୨ରୁ ୩୦ ପର୍ଯ୍ୟନ୍ତ ସିବିଏସ୍ଇ ୧୨ କମ୍ପାର୍ଟମେଣ୍ଟ ପରୀକ୍ଷା ହୋଇଥିଲା। ଏଥିରେ ୧୦୨୬୮ଟି ସ୍କୁଲର ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥିଲେ। ଏଥିପାଇଁ ୧୨୩୯ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା। ପରୀକ୍ଷା ଦେବା ପାଇଁ ୧୧୬୧୨୫ ପିଲା ରେଜିଷ୍ଟେସନ କରିଥିବା ବେଳେ ସେଥିମଧ୍ୟରୁ ୧୦୫୮୪୭ ପରୀକ୍ଷା ଦେଇଥିଲେ। ସେଥିରୁ ୫୨୨୧୧ ପିଲା ପାସ୍ କରିଥିବା […]
2001 ମସିହାର ବଲିଉଡ୍ ଚଳଚ୍ଚିତ୍ର ‘ନାୟକ‘ ଯେଉଁମାନେ ଦେଖିଥିବେ, ସେମାନେ ନିଶ୍ଚିତ ଜାଣିଥିବେ ଅନୀଲ କପୁର ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହୋଇ କେମିତି ହଙ୍ଗାମା କରିଥିଲେ। ଏହି ଫିଲ୍ମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ଅମରିଶ ପୁରୀ ଦିନକ ପାଇଁ ଅର୍ଥାତ ୨୪ ଘଣ୍ଟା ପାଇଁ ନିଜ ପଦବୀ ଛାଡ଼ି ଅନୀଲ କପୁରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। ୨୪ ଘଣ୍ଟାରେ ବି ଅନୀଲ କପୁର ବହୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ଏହା ଥିଲା ଚଳଚ୍ଚିତ୍ରର ବିଷୟବସ୍ତୁ। ଏ କଥା […]
ନୂଆଦିଲ୍ଲୀ: ଦିଲ୍ଲୀରୁ ବେଙ୍ଗାଲୁରୁ ଆସୁଥିବାବେଳେ ଜଣେ ମହିଳା ବିମାନରେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମଦେଇଛନ୍ତି। ଉଭୟ ମାଆ ଓ ପୁଅ ସୁସ୍ଥଥିବାର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ସନ୍ଧ୍ୟାରେ ଇଣ୍ଡିଗୋ ବିମାନ 6E122ରେ ଏହି ଘଟଣା ଘଟିଛି। ହଠାତ ଉଡ଼ନ୍ତା ବିମାନରେ ଜଣେ ନବଜାତ ଶିଶୁ ନୂଆ ଅତିଥି ହୋଇଯାଇଥିଲେ। ଦିଲ୍ଲୀରୁ ଜଣେ ମହିଳା ବିମାନରେ ବେଙ୍ଗାଲୁରୁ ଆସୁଥିଲେ। ହଠାତ୍ ସେ ଯନ୍ତ୍ରଣା ଅନୁଭବ କଲେ। ସୌଭାଗ୍ୟକ୍ରମେ ସେହି ବିମାନରେ ଜଣେ ସ୍ତ୍ରୀ […]
ନୂଆଦିଲ୍ଲୀ: ଛୋଟପିଲାମାନେ ସାଧାରଣ ବହୁତ ଦୁଷ୍ଟାମୀ କରିଥାନ୍ତି। ଚଗଲା ମନ ଯୋଗୁ ଅନେକ ସମୟରେ ସେମାନେ ଏମିତି ଢଙ୍ଗ ଦେଖାନ୍ତି ଯେ ଯିଏ ଦେଖିବ ସିଏ ହସିବ। ଛୋଟ ପିଲାଙ୍କ ଦୁଷ୍ଟାମୀ ଦେଖି କେହି କେହି ଚିଡ଼ିଗଲେ ମଧ୍ୟ ବେଳେ ବେଳେ ଏହା ଖୁବ୍ ମଜା ଲାଗେ। ଏବେ ସେହିଭଳି ଏକ ଛୋଟ ପଞ୍ଜାବୀ ପିଲାର ଚପଳାମିର ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଭିଡିଓରେ ଗେଟ୍ ଭିତରେ ଥିବା ଦୁଇଟି କୁକୁରଙ୍କୁ ଭାଙ୍ଗଡ଼ା(ପଞ୍ଜାବର ଲୋକ ନୃତ୍ୟୁ) କରି […]
ନୂଆଦିଲ୍ଲୀ: ଘରୋଇ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଟିଆର୍ପି ଜାଲିଆତି କରୁଥିବା ନେଇ ଜାତୀୟ ସ୍ତରରେ ଜୋର୍ଦାର୍ ଚର୍ଚ୍ଚା ହେଉଥିବା ବେଳେ ସମସ୍ତ ଘରୋଇ ଟିଭି ଚ୍ୟାନେଲ ପାଇଁ ଗାଇଡ୍ଲାଇନ ଜାରି କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। କାର୍ଯ୍ୟକ୍ରମ ପ୍ରସାରଣ ବେଳେ କେବୁଲ ଟେଲିଭିଜନ ନେଟୱର୍କ(ରେଗୁଲେସନ) ଆକ୍ଟ ୧୯୯୫ ଅଧିନରେ ଥିବା ପ୍ରୋଗାମ କୋଡ ନିୟମ ନମ୍ବର ୬କୁ ମାନିବାକୁ ଗାଇଡ୍ଲାଇନ୍ ଜାରି ହୋଇଛି। ଏହି ନିୟମ ବିଷୟରେ ବିସ୍ତୃତ ସୂଚନା ଦେଇ ମନ୍ତ୍ରଣାଳୟ କହିଛି ଯେ ଘରୋଇ […]
ନୂଆଦିଲ୍ଲୀ: ସୁଇସ୍ ବ୍ୟାଙ୍କରେ କଳାଧନର ଦ୍ୱିତୀୟ ତାଲିକା ଭାରତକୁ ମିଳିଛି। ଚୁକ୍ତି ଅନୁସାରେ ସ୍ୱିଜରଲ୍ୟାଣ୍ଡ ସରକାର କଳାଟଙ୍କାର ଦ୍ୱିତୀୟ ସୂଚନା ଭାରତ ସରକାରଙ୍କୁ ଦେଇଛନ୍ତି। ଭାରତ ସମେତ ୮୬ଟି ଦେଶକୁ ୩୧ ଲକ୍ଷ ଆକାଉଣ୍ଟଧାରୀଙ୍କ ତଥ୍ୟ ଦିଆଯାଇଛି। ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ଭାରତ ସମେତ ୭୫ଟି ଦେଶକୁ କଳା ଟଙ୍କାର ତାଲିକା ଦେଇଥିଲେ ସ୍ୱିଜରଲ୍ୟାଣ୍ଡ ସରକାର। ଅଟୋମେଟିକ ଏକ୍ସଚେଞ୍ଜ ଅଫ୍ ଇନଫରମେସନ ଜରିଆରେ ସ୍ୱଜରଲ୍ୟାଣ୍ଡର ଫେଡରାଲ ଟ୍ୟାକ୍ସ ଆଡମିନଷ୍ଟ୍ରେସନ(ଏଫ୍ଟିଏ) କଳା ଟଙ୍କାର ସୂଚନା ଆଦାନ ପ୍ରଦାନ କରୁଛି। […]
ଦୁବାଇ: ଚଳିତ ଆଇପିଏଲର ୨୩ ତମ ମୁକାବିଲାରେ ଆଜି ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ଶାରଜା ଷ୍ଟାଡିୟମ୍ରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ରାଜସ୍ଥାନ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅପରପକ୍ଷରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ୧୮୪ ରନ୍ର ଟାର୍ଗେଟ୍ ଦେଇଛି। ଦିଲ୍ଲୀ ପକ୍ଷରୁ ଶିମରମ ହେଟମେୟରଙ୍କ ବିସ୍ଫୋରକ ୪୫ ରନ୍ କରିଥିଲେ। ସେହିପରି ମାର୍କସ ଷ୍ଟୋଇନିସ ମଧ୍ୟ ୩୦ ରନ୍ର ଦମ୍ଦାର ପାଳି ଖେଳିଥିଲେ। […]
ନୂଆଦିଲ୍ଲୀ: ପାକିସ୍ତାନରେ ବ୍ୟାନ୍ ହେଲା ଲୋକପ୍ରିୟ ଚାଇନିଜ୍ ଆପ୍ ଟିକ୍ଟକ୍। ପାକିସ୍ତାନ ସରକାର ଏହି ଆପ୍କୁ ବ୍ୟାନ୍ କରିଦେଇନ୍ତି। ଏହା ପୂର୍ବରୁ ଭାରତ ଓ ଆମେରିକାରେ ମଧ୍ୟ ଟିକ୍ଟକ୍ ବ୍ୟାନ୍ ହୋଇସାରିଛି। ଆପ୍ ବ୍ୟାନ୍ ନେଇ ଦେଶଗୁଡ଼ିକ ଭିନ୍ନ ଭିନ୍ନ କାରଣ ଦର୍ଶାଉଥିଲେ ମଧ୍ୟ ଏହାର ନିର୍ମାତା କମ୍ପାନୀ ByteDance କୁ ବହୁତ ବ୍ୟବସାୟିକ କ୍ଷତି ସହିବାକୁ ପଡ଼ୁଛି। ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ବେଆଇନ୍ ଅନ୍ଲାଇନ୍ କଣ୍ଟେଣ୍ଟକୁ ରୋକିବା ପାଇଁ କମ୍ପାନୀ ଟିକ୍ଟକ୍ ଆପ୍ରେ କୌଣସି […]
ବିଗ୍ ବସ୍-12 ଚର୍ଚ୍ଚିତ ଯୋଡ଼ି ଅନୁପ ଜଲୋଟା ଓ ଜସଲିନ୍ ମାଥୁରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ନିଜେ ଜସଲିନ୍ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରଛିନ୍ତି, ଯାହାକି ନବ ବିବାହିତ ଦମ୍ପତିଙ୍କ ପରି ଦେଖାଯାଉଛନ୍ତି। View this post on Instagram 🔥🔥 @anupjalotaonline A post shared by Jasleen Matharu ਜਸਲੀਨ ਮਠਾੜੂ (@jasleenmatharu) on Oct 8, 2020 at 7:17am […]