• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

sushant 11
୩ ବର୍ଷରେ ସୁଶାନ୍ତଙ୍କ ଆୟ ଥିଲା କେତେ?

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ଆକାଉଣ୍ଟରୁ ହେରଫେର ହୋଇଥିବା ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଇଡି ଅନୁଯାୟୀ, ସୁଶାନ୍ତ ସିଂହ ଗତ ୨ରୁ ୩ ବର୍ଷ ମଧ୍ୟରେ ବିଭିନ୍ନ ପ୍ରୋଜେକ୍ଟରୁ ୩୦ରୁ ୩୫ କୋଟି ଟଙ୍କା ଆୟ କରିଥିଲେ। ତେବେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ଘଟଣାରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା […]

doctor died
ସ୍ୱାମୀ ଓ ୨ ଛୁଆଙ୍କୁ ମାରି ଡାକ୍ତରଙ୍କ ଆତ୍ମହତ୍ୟା !

ନାଗପୁର: ସ୍ୱାମୀ ଓ ୨ ଛୁଆଙ୍କୁ ମାରି ଜଣେ ୪୧ ବର୍ଷୀୟ ମହିଳା ଡାକ୍ତର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ମଙ୍ଗଳବାର ଏହି ଅଭାବନୀୟ ଘଟଣା ଘଟିଛି। ପୋଲିସ୍‌‌ ସୂଚନା ମୁତାବକ, ଡାକ୍ତର ସୁଷମା ରାଣେ, ତାଙ୍କ ସ୍ୱାମୀ ଧୀରଜ(୪୨) ଓ ସେମାନଙ୍କର ୧୧ ବର୍ଷ ଏବଂ ୫ ବର୍ଷ ଛୁଆଙ୍କ ମୃତଦେହ କୋରାଡି ଅଞ୍ଚଳର ଓମ୍‌ ନଗରରେ ଥିବା ଘରୁ ଉଦ୍ଧାର କରାଯାଇଛି। ଧୀରଜ ଏକ ଇଞ୍ଜିନିୟରିଂ କଲେଜର ପ୍ରଫେସର ଥିଲେ। […]

priyanka
କଂଗ୍ରେସ ଅଧ୍ୟକ୍ଷ ପଦ ଗାନ୍ଧି ପରିବାର ହାତରୁ ଖସାଇବା ନେଇ ମୁହଁ ଖୋଲିଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଦଳର ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ନେତୃତ୍ୱ ବଦଳାଇବା ଦାବି ଜୋର ଧରିଥିବାବେଳେ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମୁହଁ ଖୋଲିଛନ୍ତି।  ଦଳର ମଙ୍ଗ ଗାନ୍ଧି ପରିବାର ବାହାର ଲୋକ କେହି ସମ୍ଭାଳିବା ପାଇଁ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟକୁ ସମର୍ଥନ କରି ପ୍ରିୟଙ୍କା କହିଛନ୍ତି, ଆମମାନଙ୍କ ମଧ୍ୟରୁ କେହି ଦଳର ଅଧ୍ୟକ୍ଷ ହେବ ଉଚିତ୍‌ ନୁହେଁ। ଦଳକୁ ନିଜ ରାସ୍ତା ଖୋଜି ବାହାର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଲେଖକ ପ୍ରଦୀପ […]

mali
ମାଲିରେ ସାମରିକ ବିଦ୍ରୋହ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବନ୍ଦୀ

ବାମାକୋ (ମାଲି): ଆଫ୍ରିକୀୟ ରାଷ୍ଟ୍ର ମାଲିରେ ସାମରିକ ବିଦ୍ରୋହ ଉଗ୍ର ରୂପ ନେଇଛି। ବିଦ୍ରୋହୀମାନେ ସେନା ରାଷ୍ଟ୍ରପତି Ibrahim Boubacar Keita ଓ ପ୍ରଧାନମନ୍ତ୍ରୀ Boubou Cisseଙ୍କୁ ବନ୍ଦୀ କରିଛନ୍ତି ।  ବନ୍ଧୁକ ମୁନରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ  ବନ୍ଦୀ କରାଯାଇଥିବା ସୂଚନା ମିଳିଛି। ଦୁଇ ରାଷ୍ଟ୍ରମୁଖ୍ୟ ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ କରି ସେନା ଏହି ବିଦ୍ରୋହ କରିଥିବାର ସୂଚନା ମିଳିଛି । ବିଦ୍ରୋହୀମାନେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି।  ବନ୍ଦୀ ହେବା ପରେ […]

salman
ସଲମାନ୍‌ଙ୍କୁ ହତ୍ୟା ପାଇଁ ହୋଇଥିଲା ଷଡ଼ଯନ୍ତ୍ର, ଲକ୍‌ଡାଉନ୍‌ ପାଇଁ ଫେଲ୍‌ ମାରିଲା ପୂରା ପ୍ଲାନିଂ...

ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଷ୍ଟାର ସଲମାନ୍‌ ଖାନଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର। ହେଲେ କରୋନା ଲକ୍‌ଡାଉନ୍‌ ପାଇଁ ପୂରା ପ୍ଲାନିଂ ଫେଲ୍‌ ମାରିଥିଲା। ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ହରିୟାଣା ଫରିଦାବାଦ ପୋଲିସ୍‌। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍ ଜଣେ‌ ସାର୍ପସୁଟରଙ୍କ ସମେତ ୪ଜଣକୁ ଗିରଫ କରିଛି। ସାର୍ପସୁଟର ଜଣକ ଲରେନ୍ସ ବିଶ୍ନୋୟୀ ଗ୍ୟାଙ୍ଗ୍‌ର ବୋଲି ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍‌ ହରିୟାଣା ଓ ଅନ୍ୟ ରାଜ୍ୟମାନଙ୍କରେ ସକ୍ରିୟ ଥିବା ଜଣାଯାଇଛି। ଅଗଷ୍ଟ ୧୫ […]

1-1
ଜଣେ ପୁଅ ନେତା, ଅନ୍ୟ ଜଣେ ଅଫିସର, ହେଲେ ରାସ୍ତା ଉପରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଚଣ୍ଡିଗଡ଼: ସନ୍ତାନକୁ ନେଇ ପ୍ରତ୍ୟେକ ବାପା-ମା’ଙ୍କ ମନରେ ଅନେକ ଆଶା, ସ୍ୱପ୍ନ। ତାଙ୍କର ପିଲା ଭଲ ପାଠ ପଢିବ, ଭଲ ଚାକିରୀ କରିବ, ଭଲ ମଣିଷ ହେବ ଆଉ  ବାର୍ଦ୍ଧକ୍ୟର ତାଙ୍କର ସହାରା ହେବ…ଏମିତି ଅନେକ। ନିଜର ଅପୂରଣୀୟ ସ୍ୱପ୍ନ ସନ୍ତାନ ଆଖିରେ ଦେଖିବାକୁ ଚାହାନ୍ତି ପ୍ରତ୍ୟେକ ବାପା-ମା’। ଏଥିପାଇଁ ସେମାନେ ସବୁ କଷ୍ଟକୁ ହସି ହସି ବରି ନେଇଥାନ୍ତି। ହେଲେ ସେମାନଙ୍କ ସ୍ୱପ୍ନ ଅପୂରଣୀୟ ରହିଯାଏ। ବାର୍ଦ୍ଧକ୍ୟରେ ଅଲୋଡ଼ା ହୋଇ ଯାଆନ୍ତି ଠିକ୍‌ ଚଣ୍ଡୀଗଡ଼ର ଏଇ […]

sushant
ସୁଶାନ୍ତ ସିଂ ମୃତ୍ୟୁ ମାମଲା: CBI ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ମୁମ୍ବାଇ ପୋଲିସ୍‌କୁ ନିର୍ଦ୍ଦେଶ ଦେବାସହ ମୃତ୍ୟୁ ସମ୍ପର୍କିତ ସମସ୍ତ ତଥ୍ୟ CBIକୁ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଯଦି କୌଣସି ନୂଆ ଏତଲା ଦାୟର ହୁଏ, ତେବେ CBI ଏହାର ତଦନ୍ତ କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତଦନ୍ତ ପାଇଁ ସିବିଆଇର SIT ଟିମ୍ ଆଜି […]

drone
ଶ୍ରୀନଗରରେ ବ୍ୟାନ୍ ହେଲା ଡ୍ରୋନ୍ ଉଡ଼ାଣ, ରଖି ପାରିବେନି-କିଣି ପାରିବେନି-ବିକି ପାରିବେନି

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଉଡ଼ନ୍ତା ଆତଙ୍କକୁ ରୋକିବାକୁ କାର୍ଯ୍ୟାନୁଷ୍ଠାନ । ଶ୍ରୀନଗରରେ ବ୍ୟାନ୍ ହେଲା ଡ୍ରୋନ୍ ଉଡ଼ାଣ । କେବଳ ଉଡ଼ାଣ ନୁହେଁ, ଡ୍ରୋନ୍ ରଖିବା, ବିକାକିଣା ଓ ପରିବହନ ଉପରେ ବି ନିଷେଧା ଦେଶ ଲାଗିଛି । ଯେଉଁମାନଙ୍କର…

sanjaya
ଡାକ୍ତରଖାନାରେ ଭର୍ତ୍ତି ହେଲେ ସଞ୍ଜୁ ବାବା, କହିଲେ-‘ମୋ ପାଇଁ ପ୍ରାର୍ଥନା କର’

ମୁମ୍ବାଇ: ଚିକିତ୍ସା ପାଇଁ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲ ଗଲେ କର୍କଟ ରୋଗରେ ଆକ୍ରାନ୍ତ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ।ଆଜି ପତ୍ନୀ ମାନ୍ୟତା, ଦୁଇ ଭଉଣୀ ପ୍ରିୟା ଓ ନମ୍ରତା ତଥା ପରିବାରର ଅନ୍ୟ କିଛି ସଦସ୍ୟଙ୍କ ସହ ହସ୍ପିଟାଲ ଯାଇଛନ୍ତି । ସଞ୍ଜୁ ବାବା ଫୁସ୍‌ଫୁସ୍ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିବା ପରେ ଆଗାମୀ ୩ ମାସ ଲାଗି ଚିକିତ୍ସା ପାଇଁ ସେ ଆମେରିକା ଯିବାର ଥିଲା। ହେଲେ ବର୍ତ୍ତମାନ ସମୟରେ ପ୍ରାଥମିକ ଚିକିତ୍ସା […]

Pranab Mukharjee
Pranab Mukharjee Health Update: ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ଗତ ସୋମବାରଠାରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ (Pranab Mukharjee) ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଛି। ବ୍ରେନ ସର୍ଜରୀ ଏବଂ କରୋନା ଆକ୍ରାନ୍ତ ହେବା ପରେ ପ୍ରଣବ ଦା’ଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ଏବେ ବି  ଭେଣ୍ଟିଲେଟରରେ ରଖା ଯାଇଛି। ସ୍ପେଶାଲିଷ୍ଟ ଡାକ୍ତରୀ ଦଳ ଚିକିତ୍ସା ବୁଝୁଥିବା ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛି ଦିନ ହେବ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ […]

art
ଦେଶରେ କରୋନା ସ୍ଥିତି: ୨୪ ଘଣ୍ଟାରେ ୬୪ ହଜାର ୫୩୧ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୬୪ ହଜାର ୫୩୧ ନୂଆ ମାମଲା ସାମ୍ନାକୁ ଆସିଛି।  ସେହିପରି ୨୪ ଘଣ୍ଟାରେ ୧୦୯୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୨ ହଜାର ୮୮୯କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୪କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୨୦ ହଜାର […]

sushant 11
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ବିହାରରେ ହୋଇଥିବା ମାମଲା ଠିକ୍

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।  ଏହି ନିର୍ଦ୍ଦେଶ ପରେ ସୁଶାନ୍ତ ସିଂ ମୃତ୍ୟୁ ମାମଲା ନୂଆ ମୋଡ ନେବାକୁ ଯାଉଛି। ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତରେ ବିହାର ପୋଲିସକୁ ମୁମ୍ବାଇ ପୋଲିସ ଓ ପ୍ରଶାସନ ସହଯୋଗ କରୁନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ କ୍ଷେତ୍ରରେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ମୁମ୍ବାଇ ପୋଲିସ୍‌କୁ […]

rafale
ପୁଣି ଘନେଇଲାଣି ରାଫେଲ ବିବାଦ, ଚୁକ୍ତିରେ ଅନିୟମିତତା ନେଇ ବିଚାରପତି ନିଯୁକ୍ତ କଲେ ଫ୍ରାନ୍ସ ସରକାର

ନୂଆଦିଲ୍ଲୀ: ରାଫେଲ ଡିଲକୁ ନେଇ ଜୋର ଧରିଲା ରାଜନୀତି । ୫୯ ହଜାର କୋଟିର ଏହି ଚୁକ୍ତିର ତଦନ୍ତ କରିବାକୁ ଫ୍ରାନ୍ସ ସରକାର ବିଚାରପତି ନିଯୁକ୍ତ କରିବା ପରେ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ରାଫେଲ ରାଜିନାମାରେ ବ୍ୟାପକ ଦୁର୍ନୀତି…

air-india
ଏଆର ଇଣ୍ଡିଆ ବିମାନକୁ ବ୍ୟାନ୍‌ କଲା ହଂକଂ

ନୂଆଦିଲ୍ଲୀ: ଏଆର ଇଣ୍ଡିଆ ବିମାନ ଉଡ଼ାଣ ଉପରେ ବ୍ୟାନ୍ ଲଗାଇଲା ହଂକଂ। ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ହଂକଂ ଏହି ବ୍ୟାନ୍ ଲଗାଇଛି। ଏଆର ଇଣ୍ଡିଆ ବିମାନରେ କିଛି ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହଂକଂ ବ୍ୟାନ୍ ଲଗାଇଥିବା ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି। ତେବେ ଯଦି ବିମାନର ସମସ୍ତ ଯାତ୍ରୀଙ୍କର ୭୨ ଘଣ୍ଟା ପୂର୍ବରୁ କୋଭିଡ୍‌ ଟେଷ୍ଟ ହୋଇଥିବ ଓ ସେମାନଙ୍କ ପାଖରେ କୋଭିଡ-୧୯ର ନେଗେଟିଭ୍‌ ରିପୋର୍ଟ ଥିବ ତେବେ ବିମାନକୁ ହଂକଂରେ […]