• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

gujarat
ମୃତ୍ୟମୁଖରୁ ଅଳ୍ପକେ ବର୍ତ୍ତିଗଲେ ଏହି ଶ୍ରମିକ

ସୁରତ: କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ସୁରତରେ। ଜଣେ ଶ୍ରମିକ କାମ କରୁଥିବାବେଳେ ହଠାତ୍‌ ଏକ ସୂତା ଗୁଡ଼ା ମେସିନ୍‌ରେ ଟାଣି ହୋଇ ଯାଇଥିଲେ। ଏହାପରେ ତାଙ୍କର ଚିତ୍କାର ଶୁଣି ଅନ୍ୟ ଶ୍ରମିକମାନେ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ। ସିସିଟିଭିରେ କଏଦ ହୋଇଥିବା ଏହି ଘଟଣା ଏବେ ଭାଇରାଲ ହେବାରେ ଲାଗିଛି। […]