• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

lion
ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ସିଂହ

ବେଙ୍ଗାଲୁରୁ: ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ସିଂହ। କର୍ଣ୍ଣାଟକର ବେଲାରୀ ସ୍ଥିତ ଅଟଳ ବିହାରୀ ବାଜପେୟୀ ପ୍ରାଣୀ ଉଦ୍ୟାନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଏହି ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ଏବେ ଏହା ସୋଶାଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।   ଏକ ମିନିଟ୍‌ର ଏହି ଭିଡିଓରେ ଦେଖିବାକୁ ମିଳିଛି, ପର୍ଯ୍ୟଟକଙ୍କୁ ନେଇ ସଫାରୀ ଭିତରକୁ ଯାଇଥିବା ଗାଡ଼ିକୁ ୬ ବର୍ଷୀୟ ସିଂହ କେଶରୀ ଅତି ଭୟଙ୍କର ଭାବେ ଗୋଡ଼ାଉଛି। ଗାଡ଼ିଟି ଦ୍ରୁତ […]

dig
ବିଧାତାର ବିଚିତ୍ର ଖେଳ ! ମୃତ ଝିଅକୁ ପୋତିବାକୁ ଗାତ ଖୋଳୁଥିଲେ, ମିଳିଲା ଜୀଅନ୍ତା ଶିଶୁକନ୍ୟା

ବରେଲି(ଉତ୍ତର ପ୍ରଦେଶ): ଭଗବାନଙ୍କ ଲୀଳା ସତରେ କେତେ ବିଚିତ୍ର !  କେତେବେଳେ କ’ଣ ଯେ ସେ କରନ୍ତି କେହି ଜାଣି ପାରନ୍ତିନି। କେତେବେଳେ ଜୀବନର କିଛି ବଡ଼ ଜିନଷ ଛଡ଼ାଇ ନେଇଥାନ୍ତି ତ ଆଉ କେତେବେଳେ ଆଶାଠୁ ଅଧିକ ଦେଇଥାନ୍ତି। ଏମିତି କିଛି ବିଧାତାର ବିଚିତ୍ର ଖେଳ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଜଣେ ବ୍ୟବସାୟୀ ତାଙ୍କ ନବଜାତ ଶିଶୁ କନ୍ୟାର ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ। ମୃତଦେହକୁ ପୋତିବା ପାଇଁ କାନ୍ଦି କାନ୍ଦି ଶ୍ମଶାନ ଯାଇଥିଲେ। […]