• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

shera
ଶିବସେନାରେ ଯୋଗଦେଲେ ସଲ୍‌ମାନ୍‌ଙ୍କ ବଡିଗାର୍ଡ ଶେରା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଠିକ୍‌ ଦୁଇ ଦିନ ପୂର୍ବରୁ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ ବଡିଗାର୍ଡ ଗୁର୍‌ମିତ୍‌ ସିଂ ଓରଫ ଶେରା ଶିବସେନାରେ ଯୋଗ ଦେଇଛନ୍ତି। ଏନେଇ ଶିବସେନାର ଅଫିସିଆଲ୍‌ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ଶୁକ୍ରବାର ଦିନ ଶେରା, ପାର୍ଟି(ଶିବସେନା)ର ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ଯୁବ ସେନାର ଅଧ୍ୟକ୍ଷ ଆଦିତ୍ୟ ଠାକ୍‌ରେଙ୍କ ଉପସ୍ଥିତିରେ ପାର୍ଟିରେ ସାମିଲ ହୋଇଥିଲେ। अभिनेते सलमान खान जी यांचे निष्ठावंत व विश्वासू गुरमीत […]