• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

trump
ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ବନ୍ଦ କଲା ଟ୍ୱିଟର

ୱାଶିଂଟନ: କ୍ୟାପିଟାଲ ହିଂସା ପରେ ବନ୍ଦ ହେଲା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ । ସ୍ଥାୟୀ ଭାବେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରାଯାଇଥିବା ନେଇ ସୂଚନା ଦେଇଛି ଟ୍ୱିଟର । ଟ୍ରମ୍ପଙ୍କ ଉଭୟ ବ୍ୟକ୍ତିଗତ ଓ ଅଫିସିଆଲ୍ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି। ଆମେରିକା ସଂସଦ କ୍ୟାପିଟାଲ ହିଲ୍‌ର ଟ୍ରମ୍ପ ସମର୍ଥକଙ୍କ ହିଂସାକାଣ୍ଡ ପରେ ଟ୍ୱିଟର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆଗକୁ ମଧ୍ୟ ଟ୍ରମ୍ପଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ଏପରି […]

money
ଅଜଣା ବ୍ୟକ୍ତିଙ୍କ ନୂଆବର୍ଷ ଭେଟି: ଗ୍ରାମବାସୀଙ୍କ ଆକାଉଣ୍ଟକୁ ଆସିଲା ହଜାର ହଜାର ଟଙ୍କା

ବିଜୟନଗରମ୍‌:ନୂଆ ବର୍ଷରେ ଆପଣାର ମଣିଷମାନେ ଉପହାର ଦେଇଥାନ୍ତି। କିଏ ଚକ୍‌ଲେଟ, କିଏ କେକ୍‌, କିଏ ଫୁଲତୋଡା..। ଉପହାରଟିଏ ପାଇଲେ କାହାକୁ ବା ଖୁସି ନ ଲାଗେ ? ଶିବରାମ୍‌ପୁରମ୍‌ ଗାଁ ଲୋକେ ବି ନୂଆବର୍ଷ ଉପହାର ପାଇ ବେଶ ଖୁସି । କିନ୍ତୁ ଦୁଃଖ ଏତିକି ଯେ, ଉପହାର ଦେଇଥିବା ଲୋକଙ୍କୁ ସେମାନେ ଧନ୍ୟବାଦ ଟିକିଏ ବି ଦେଇ ପାରୁନାହାନ୍ତି। କାରଣ ଏହି ଦାତା କିଏ ସେମାନେ ଜାଣିନାହାନ୍ତି। ଡିସେମ୍ବର ୨୯ ତାରିଖ  ଗ୍ରାମର ପ୍ରାୟ ୨୦୦ […]

marriage
ଗରିବ ବ୍ରାହ୍ମଣଙ୍କୁ ବିବାହ କଲେ ମିଳିବ ୩ ଲକ୍ଷ ଟଙ୍କା

ବିଶାଖାପାଟଣା: (ଯୋଶବନ୍ତ ନାରାୟଣ ପାଢ଼ୀ)-ବ୍ରାହ୍ମଣମାନଙ୍କ ପାଇଁ ବଡ଼ ଘୋଷଣା। ଗରିବ ବ୍ରାହ୍ମଣଙ୍କୁ ବିବାହ କଲେ ମିଳିବ ଟଙ୍କା। ୨୫,୦୦୦ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ଏହି ଟଙ୍କା ଯୋଗାଇଦେବେ ରାଜ୍ୟ ସରକାର। ଏମିତି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର।  କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ବ୍ରାହ୍ମଣ ବିକାଶ ବୋର୍ଡ ଏବେ ଅରୁନ୍ଧତୀ ଓ ମୈତ୍ରୀୟୀ ନାମରେ ୨ଟି ଯୋଜନା କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଛନ୍ତି।  ଅରୁନ୍ଧତୀ ଯୋଜନା ଅନୁସାରେ, ପ୍ରତି ବ୍ରାହ୍ମଣ […]

trump
ଟ୍ରମ୍ପଙ୍କ ଫେସ୍‌ବୁକ୍‌, ଇନ୍‌ଷ୍ଟା, ଟ୍ୱିଟର ଆକାଉଣ୍ଟ ବ୍ଲକ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ବିବାଦ ଆମେରିକାରେ ଥମିନି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରାଜୟ ସ୍ୱୀକାର କରିବାକୁ ରାଜି ନ ଥିବାବେଳେ ଏହି ଫଳାଫଳକୁ ବେଆଇନ ବୋଲି କହି ଇଲେକ୍ଟୋରାଲ ପ୍ରସେସ୍‌କୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି। ଏପରିକି ଆଜି ଟ୍ରମ୍ପ ସମର୍ଥକଙ୍କ ହିଂସା ବିସ୍ଫୋରକ ରୂପ ନେଇଛି। ହଜାର ହଜାର ଟ୍ରମ୍ପ ସମର୍ଥକ ଅସ୍ତ୍ରଶସ୍ତ୍ର ନେଇ ସଂସଦରେ ଧସେଇ ପଶିବା ସହ ଭଙ୍ଗାରୁଜା କରି ସିନେଟରଙ୍କୁ ବନ୍ଧକ କରିନେଇଛନ୍ତି । ଏହି ହିଂସାକାଣ୍ଡରେ […]

sonu-1
ସୋନୁ ସୁଦ୍‌ଙ୍କ ନାଁରେ FIR ଦେଲା BMC

ମୁମ୍ବାଇ: କଙ୍ଗନାଙ୍କ ପରେ ରିଲ୍‌ରୁ ରିୟଲ ହିରୋ ପାଲଟିଥିବା ସୋନୁ ସୁଦ୍‌ଙ୍କୁ ଟାର୍ଗେଟ କରିଛି ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC)। ତାଙ୍କର ବାସଗୃହକୁ ହୋଟେଲ କରିଥିବା ଅଭିଯୋଗ ଆଣି ସୋନୁଙ୍କ ନାମରେ FIR ଦାଏର କରିଛି BMC। BMC ପୋଲିସରେ ଏକ ଅଭିଯୋଗ ଦାଏର କରି କହିଛି, ସୋନୁ ସୁଦ୍‌ ତାଙ୍କର ୬ ମହଲା ବିଶିଷ୍ଟ ବାସଗୃହ ଶକ୍ତିସାଗରକୁ ହୋଟେଲ କରି ଦେଇଛନ୍ତି।  ହେଲେ ଏଥିପାଇଁ ସେ ଆବଶ୍ୟକ ଅନୁମତି ଆଣି ନାହାନ୍ତି।  ବିଏମ୍‌ସି ନୋଟିସ୍‌ ସତ୍ତ୍ୱେ […]

yoa00000
କପାଳଭାତି ପ୍ରାଣାୟମ ଦ୍ୱାରା ଏହିସବୁ ଫାଇଦା ମିଳେ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତ ବର୍ଷର ଥିମ୍ ରହିଛି- “Yoga for Health – Yoga at Home”। କରୋନା କଟକଣା ଭିତରେ ସାମାଜିକ ଦୂରତା ବଜାୟ ରଖି କିଭଳି ଭାବେ ଯୋଗ ଦିବସ ପାଳନ କରାଯିବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି। ଯୋଗ ଭାରତର ଏକ ପ୍ରାଚୀନ ପରମ୍ପରା। ଯୋଗ ଏପରି ଏକ ଅମୂଲ୍ୟ ଉପହାର ଯାହା ମନ ଓ ଶରୀରକୁ ଶକ୍ତି ଯୋଗାଇଥାଏ। ଯୋଗ ଦ୍ୱାରା ମଣିଷ ସୁସ୍ଥ ରହିବା ସହ ଦୀର୍ଘାୟୁ ମଧ୍ୟ ହୋଇଥାଏ। […]

asana999
ଡାଇବେଟିସ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଆସନ

ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ବହୁ ପୂର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଙ୍କେତ ଦେଖାଯାଇଥାଏ। ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା କରାଇଲେ ରୋଗ ନିୟନ୍ତ୍ରଣରେ ରହିପାରିବ। ଯଦି ଡାଇବେଟିସ୍‌ରେ ଆପଣ ଆକ୍ରାନ୍ତ ତେବେ ଡାକ୍ତରଙ୍କ ପରାମର୍ଶ ନେବା ସହ ପ୍ରତିଦିନ ‘ମଣ୍ଡୁକାସନ’ କରନ୍ତୁ। ଏ ଆସନଟି ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାସହ ଡାଇବେଟିସ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ରାମବାଣ ସଦୃଶ୍ୟ। ଏଣୁ […]

petrol
ନୂଆବର୍ଷରେ ପ୍ରଥମ ଥର ପାଇଁ ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ:ଲଗାତାର ୨୯ ଦିନ ସ୍ଥିର ରହିବା ପରେ ଆଜି ତୈଳଦରରେ ପରିବର୍ତ୍ତନ ଘଟିଛି। ତେଲ କମ୍ପାନୀ ପ୍ରତିଦିନ ସକାଳୁ ପେଟ୍ରୋଲ-ଡିଜେଲ ରେଟ ରିଭାଇଜ୍‌ କରନ୍ତି। ଗତ ୨୯ ଦିନ ଧରି ଏହାର ରେଟ୍‌ରେ କୌଣସି ପରିବର୍ତ୍ତନ ଘଟି ନଥିବାବେଳେ ନୂଆ ବର୍ଷରେ ପ୍ରଥମ ଥର ପାଇଁ ଆଜି ପରିବର୍ତ୍ତନ ଦେଖା ଦେଇଛି। ଆଜି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଇଣ୍ଡିଆ ଅଏଲ ୱେବସାଇଟରୁ ମିଳିଥିବା ସୂଚନାରୁ ଜଣାଯାଇଛି, ଆଜି ଡିଜେଲ ଦର ଲିଟର ପିଛା […]

emplyee
ଉଦାର ରତନ ଟାଟା... ପୁଣେ ଯାଇ ପୂର୍ବତନ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ

ନୂଆଦିଲ୍ଲୀ: ଧନୀ ଆଉ ଗରିବ ହୁଏତ ୨ଟି ଶବ୍ଦ ହୋଇପାରେ ହେଲେ ଏହା ଭିତରେ ରହିଛି ବିରାଟ ଦୂରତା। ଯେଉଁ ଦୂରତାକୁ ନା ମାପି ହୁଏ ନା ଅନୁମାନ କରିହୁଏ । ହେଲେ ମାନବିକ ସମ୍ପର୍କ ଏପରି ଏକ ଶବ୍ଦ ଯାହା ଏହି ବିରାଟ ଦୂରତାକୁ ଦୂର କରି ଶବ୍ଦ ଦୁଇଟିକୁ ଏକାଠି କରିପାରେ । ଏହି ସମ୍ପର୍କର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରତନ ଟାଟା। ଶିଳ୍ପପତି ରତନ ଟାଟା ନିଜର ମହନୀୟ ଗୁଣ ଏବଂ […]

Total Seats 70

BJP 47
AAP 23
INC 0
OTHERS 0

Delhi Vidhan Sabha Election Result