ନୂଆଦିଲ୍ଲୀ: ଜାନୁଆରୀ ମାସ ପାଇଁ କୋଭି଼ଡ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ନଭେମ୍ବର ୨୫ରେ ଜାରି ହୋଇଥିବା ଗାଇଡଲାଇନକୁ ଜାନୁଆରୀ ୩୧ ଯାଏଁ ବୃଦ୍ଧି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏହି ଗାଇଡଲାଇନ୍ ପାଳନ ପାଇଁ ସବୁ ରାଜ୍ୟକୁ କେନ୍ଦ୍ର ଚିଠି ଲେଖିଛି। ଏଥିରେ କୋଭିଡ୍ ନେଇ ଥିବା ଏସଓପି ପାଳନ କରିବା ଲାଗି କେନ୍ଦ୍ର କଡ଼ା ନିର୍ଦ୍ଦେଶ ରହିଛି। ଏପରିକି କଣ୍ଟେନ୍ମେଣ୍ଟ ଜୋନରେ ଲଗା ନାଇଟ୍ କର୍ଫ୍ୟୁ ମଧ୍ୟ ଲଗାଯାଇ ପାରିବ ବୋଲି […]
ଭୁବନେଶ୍ୱର: ଦୁଃଖର ବର୍ଷ ୨୦୨୦। ଆଉ ମାତ୍ର କେଇ ଦିନ ପରେ ଧରାପୃଷ୍ଠରୁ ନେବ ବିଦାୟ । ପୃଥିବୀବାସୀ ୨୦୨୦କୁ ସବୁଦିନ ପାଇଁ ମନେ ରଖିବେ। ଯଦିଓ ଖୁସିରେ ନୁହେଁ, ସେ ଦେଇଥିବା ଦୁଃଖ ପାଇଁ ସବୁବେଳେ ମନେ ପଡୁଥିବ ଏହି ବର୍ଷ। କୋଭିଡ ମହାମାରୀଠାରୁ ଆରମ୍ଭ କରି ଅନେକ ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ୨୦୨୦ ବକ୍ଷକୁ ବିଦୀର୍ଣ୍ଣ କରିଛି । ତେବେ ଏସବୁ ଦୁଃଖ ଭିତରେ କିଛିଟା ଆତ୍ମସନ୍ତୋଷ ବି ଉପଲବ୍ଧ ହୋଇଛି […]
ନୂଆଦିଲ୍ଲୀ: କେମିତି ଭାରତରେ ହେବ ଟିକାକରଣ ? ଟିକା ଆସିବା ପରେ କେମିତି ବଣ୍ଟାଯିବ ? ଏନେଇ ଆଜି ହେବାକୁ ଯାଉଛି କରୋନା ଭ୍ୟାକସିନ୍ ଟିକାକରଣର ଡ୍ରାଏ ରନ୍ (Dry Run) । ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ଆସାମରେ ଏହାର ଟ୍ରାଏଲ କରାଯିବ। ମୁଖ୍ୟତଃ ଟିକା ଆସିବା ପରେ ଏହାର ସଂରକ୍ଷଣ, ବଣ୍ଟନକୁ ଗୁରୁତ୍ୱ ଦିଆଯିବ। କରୋନା ସଙ୍କଟ ସମୟରେ ଭାକ୍ସିନକୁ ନେଇ ପ୍ରସ୍ତୁତି ଜୋରଦାର କରାଯାଇଛି। ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ଆସାମରେ ଏ ନେଇ […]
ଜେନେଭା: କରୋନା ମହାମାରୀ କବ୍ଜାରେ ସାରା ବିଶ୍ୱ। ସାରା ବିଶ୍ୱରୁ ଆଜି ସୁଦ୍ଧା ୮,୧୧,୫୦,୫୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭,୭୨,୧୧୪ ଜୀବନ ନେଲାଣି କରୋନା। କରୋନା ନିୟନ୍ତ୍ରଣ ପାଇଁ ଭାକ୍ସିନ ବାହାରିଥିଲେ ବି ତାହା କେତେ ପରିମାଣରେ ଏହାକୁ ରୋକିବାରେ ସଫଳ ହେବ ତାହା ଏ ପର୍ଯ୍ୟନ୍ତ ଅନୁମାନ କରି ହେଉନାହିଁ। ଏପରି ପରିସ୍ଥିତିରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ମୁଖ୍ୟ ଟେଡ୍ରୋସ୍ ଅଧନୋମ ଘେବ୍ରେୟେସସ୍ କରୋନାକୁ ଏମିତି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, […]
ମଣିଷ ଜୀବନ ବନ୍ଧୁ ବିନା ରଙ୍ଗହୀନ। ବନ୍ଧୁତା ଆକାଶ ପରି ଅସୀମ, ସାଗର ପରି ଗଭୀର। ପ୍ରକୃତ ବନ୍ଧୁ ସୁଖଦୁଃଖର ସାଥୀ। ତୁମ ଖୁସିରେ ଯିଏ ଖୁସି ହୁଏ, ଦୁଃଖରେ ଦୁଃଖୀ ହୁଏ ସିଏ ପ୍ରକୃତ ବନ୍ଧୁ। ବନ୍ଧୁତାର ସମ୍ପର୍କ ଯେ କୌଣସି ସମ୍ପର୍କ ଠାରୁ ମଧ୍ୟ ଶକ୍ତିଶାଳୀ। ଇଶ୍ୱର ଯାହାକୁ ରକ୍ତ ସମ୍ପର୍କରେ ବାନ୍ଧିବାକୁ ଭୁଲିଯାଆନ୍ତି, ତାକୁ ବନ୍ଧୁତାର ନିବିଡ଼ ବନ୍ଧନରେ ବାନ୍ଧି ଦିଅନ୍ତି । ବନ୍ଧୁତାରେ ଜାତିଅଜାତି, ଧନୀ ଗରିବର ଭେଦଭାବ ନଥାଏ। ଏହି […]
ନୂଆଦିଲ୍ଲୀ: ବ୍ରିଟେନରୁ ଚିହ୍ନଟ କରୋନା ଭୂତାଣୁର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ । ଭୂତାଣୁ ମ୍ୟୁଟେସନ ସତ୍ତ୍ୱେ ଲକ୍ଷଣ କିମ୍ବା ଚିକିତ୍ସାରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି କୋଭିଡ୍ ପରିଚାଳନା ପାଇଁ ଗଠିତ ଜାତୀୟ ଟାସ୍କ ଫୋର୍ସର ସଦସ୍ୟ ତଥା ଦିଲ୍ଲୀ ଏମସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଯେଉଁ ଟିକା ଗୁଡିକ ଜରୁରୀକାଳୀନ ଅନୁମୋଦନ ପାଇଛି ସେଗୁଡିକ ମଧ୍ୟ ବ୍ରିଟେନରୁ […]
ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । କୁକୁର ଓ ବିଲେଇ ପାଇଁ ଖୁବଶୀଘ୍ର ତିଆରି ହେବ ଶ୍ମଶାନ ଘାଟ । ଭାବନାତ୍ମକ ସମ୍ପର୍କକୁ ଆଖି ଆଗରେ ରଖି ନୂଆ ବ୍ୟବସ୍ଥା ଆରମ୍ଭ କରାଯିବ । ନୀବିଡ଼ ସମ୍ପର୍କକୁ ସ୍ମୃତିର ସୂତା ଖିଅରେ ବାନ୍ଧିବାକୁ ସମସ୍ତ ଯେ।ଜନା ହେ।ଇସାରିଛି । ଏବେ ସୁଦ୍ଧା ସାରା ଦେଶରେ ପଶୁପକ୍ଷୀଙ୍କ ପାଇଁ ଶ୍ମଶାନ ଘାଟର କୌଣସି ବ୍ୟବସ୍ଥା କରାଯାଇନାହିଁ, ହେଲେ ଖୁବଶୀଘ୍ର ରାଜଧାନୀ ଦିଲ୍ଲୀର ଦ୍ବାରିକା ଠାରେ ପଶୁଙ୍କ ପାଇଁ ଶ୍ମଶ।ନ […]
ନୂଆଦିଲ୍ଲୀ: ଦେଶୀ କାର। କାରରେ ବସିବାର ଆନନ୍ଦ ମିଳିବ। ନା ଅଛି ପ୍ରଦୂଷଣ ନା ପ୍ରେଟ୍ରୋଲ ଚିନ୍ତା। ଆପଣ ଅନେକ କାର ଦେଖିଥିବେ। ହେଲେ ଏମିତି କାର ଦେଖିଛନ୍ତି କି ? ଏମିତି ଏକ ଅଜିବ କାର ଆଜି ଆପଣଙ୍କୁ ଆମେ ଦେଖାଇବୁ। ଏହି ଆଗରେ ଫିକା ପଡିଯିବ ବିଶ୍ୱର ନାମୀଦାମୀ କାର। ଏମିତିକି ଆମେରିକୀୟ କାର ନିର୍ମାତା କମ୍ପାନୀ ଏଲନ ମସ୍କ ଓ ଟେସ୍ଲା ଏହାକୁ ଦେଖିଲେ ମୁଣ୍ଡରେ ହାତ ଦେଇ ବସିବେ। ଏବେ ଆସନ୍ତୁ […]
ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ଅନିଲ ପି ଙ୍କ ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ଏହି ଖବର ଶୁଣିବା ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ତାଙ୍କର ଫ୍ୟାନ୍ସ। କ୍ରିସମାସ ଅବସରରେ ପ୍ରିୟ ଅଭିନେତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଦୁଃଖ ଦେଇଛି। ସୋଶାଲ ମିଡିଆରେ ମଧ୍ୟ ଶୋକର ଲହରୀ ଦେଖିବାକୁ ମିଳିଛି। କୁହାଯାଉଛି, ଅନିଲ ପି ଶୁଟିଂ ପାଇଁ ବାହାର ଯାଇଥିଲେ। ସେଠାରେ ସାଙ୍ଗମାନଙ୍କ ସହ […]
ମେଲବର୍ଣ୍ଣ: ମେଲବର୍ଣ୍ଣରେ ଆରମ୍ଭ ହୋଇଛି ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ଅଷ୍ଟେଲିଆ କ୍ୟାପ୍ଟେନ ଟିମ୍ ପେନ୍ ଟସ୍ ଜିତିଥିଲେ ଓ ଭାରତ ବିରୋଧରେ ପ୍ରଥମ ବାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ଅଷ୍ଟ୍ରେଲିଆର ବାଟିଂ ବିପର୍ଯ୍ୟୟ ଘଟିଛି। ଅଷ୍ଟ୍ରେଲିଆ ୩ ୱିକେଟ ହରାଇ ୩୮ ରନ୍ କରିପାରିଛି। ୩୮ ରନରେ ହିଁ ଅଷ୍ଟ୍ରେଲିଆକୁ ତୃତୀୟ ଝଟକା ଲାଗିଥିଲା। ହେଲେ ପରେ ଲାବୁଶାନ ଏବଂ ଟ୍ରବିସ୍ ହେଡେନ ଅର୍ଦ୍ଧଶତକ ପାଳି ଖାଳି କଙ୍ଗାରୁ ଟିମ୍ ପଲାକୁ […]
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଶେଷ ହେବ ୨୦୨୦। ପଛକୁ ଚାହିଁଲେ ଦିଶିଯାଏ ଏକ ଝାପ୍ସା ମୁହଁ, ଯେଉଁ ମୁହଁରେ ଆକର୍ଷଣ ନାହିଁ, ଆଶ୍ୱାସନା ନାହିଁ । ବରଂ ରହିଛି ହୃଦୟ ଥରେଇ ଦେବା ବଳି ଅନୁଭୂତି। ତଥାପି ଏହି ବର୍ଷକୁ ମନେ ରଖିବା ପରି ଅନେକ କିଛି ରହିଛି। ଏହି ବର୍ଷ ଆମକୁ ମନେ ପକେଇ ଦେଇଛି ୯୦ ଦଶକର ସ୍ମୃତିକୁ। କରୋନା ପାଣ୍ଡାମିକ୍ ସମୟରେ ସମସ୍ତେ ଘରେ ରହିଲେ ଗୃହବନ୍ଦୀ ହୋଇ। ତା […]
ଛେଳି, ବିଲୁଆ ପରି ଜନ୍ତୁମାନଙ୍କୁ ବାଘ ଶିକାର କରିବା ଆମେ ଜାଣିଛୁ । ବେଳେବେଳେ ବାଘ ମଣିଷ ଶିକାର ବି କିରେ। ହେଲେ ବାଘ କେବେ କାହାର ଶିକାର ହେବା ଜାଣିଛନ୍ତି ? ସେ ପୁଣି କୁମ୍ଭୀରର ! ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଶିକାରୀ ବି ବେଳେବେଳେ ଏମିତି ଶିକାର ବନିଯାଏ। ସୋଶାଲ ମିଡିଆରେ ଏମିତି ଏକ ଚମକାଇ ଦେଲା ପରି ଭିଡିଓ ବେଶ ଭାଇରାଲ ହୋଇଛି। ଭିଡିଓଟିକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। […]
ନୂଆଦିଲ୍ଲୀ: ଆଜି ଅର୍ଥାତ୍ ଡିସେମ୍ବର ୨୫ ସାରା ବିଶ୍ୱ ପାଳନ କରୁଛି ମେରୀ ଖ୍ରୀଷ୍ଟମାସ। ଭାରତରେ ବି ଏହି ପର୍ବ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଉଛି। ତେବେ ଖ୍ରୀଷ୍ଟମାସ ସହ ଆଜି ଆଉ ଏକ ଦିବସ ଭାରତରେ ପାଳନ କରାଯାଉଛି ତାହା ହେଉଛି ସୁଶାସନ ଦିବସ ବା Good Governance Day। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀକୁ ସାରା ଦେଶରେ ସୁଶାସନ ଦିବସ ଭାବେ ପାଳନ କରାଯାଉଛି। ୨୦୧୪ରୁ ଏହି ଦିବସ ପାଳନ […]
ନୂଆଦିଲ୍ଲୀ:ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଦିଲ୍ଲୀର ନାଗାଲୋଈ ଇଲାକାରେ ସକାଳ ୫.୦୨ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୨.୩ ଥିବା ଜଣାଯାଇଛି। ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହେଉଥିବାରୁ ରାଜଧାନୀ ବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଅଳ୍ପରେ ଭୂକମ୍ପ:- ଦିଲ୍ଲୀରେ ସକାଳ ୫.୨ରେ ଭୂମିକମ୍ପ ଅନୁଭୂତ ହୋଇଛି ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୨.୩ ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର […]