ନୂଆଦିଲ୍ଲୀ: ଫେସବୁକ୍ର ଡାଟା ଲିକ୍ ମାମଲାରେ ସିବିଆଇ ମାମଲା ରୁଜୁ କରିଛି। ବ୍ରିଟେନର କନସଲଟିଂ ଫାର୍ମ କେମ୍ବ୍ରିଜ ଆନାଲିଟିକା ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ଲୋକଙ୍କ ବିନା ଅନୁମତିରେ ଫେସବୁକରୁ ସେମାନଙ୍କ ତଥ୍ୟ ସଂଗ୍ରହ କରି ଏହି ସଂସ୍ଥା ବିକ୍ରି କରିଦେଇଥିଲା। ସାରା ବିଶ୍ୱରେ ପ୍ରାୟ ୫ କୋଟି ଲୋକଙ୍କର ଡାଟାକୁ କେମ୍ବ୍ରିଜ ଆନାଲିଟିକା ବିକି କରିଦେଇଥିବା ୨୦୧୮ ମାର୍ଚ୍ଚରେ ଅଭିଯୋଗ ଆସିଥିଲା । ଯେଉଁମାନଙ୍କର ଡାଟାକୁ ବିକ୍ରି କରାଯାଇଥିଲା, ସେମାନଙ୍କ ମଧ୍ୟରେ ୫ […]
କେନ୍ଦୁଝର(ପ୍ରଣୟ କୁମାର ପାଣି): ମଣିଷ ଆକାଶରେ ଉଡ଼ି ପାରୁଛି। ପାଣିର ବି ବୁଡ଼ି ପାରୁଛି। ଶରୀରରେ ଅଙ୍ଗପ୍ରତ୍ୟଙ୍ଗ ଯୋଡ଼ି ହୋଇ ପାରୁଛି। ମାଟି ତଳେ ସହର ତିଆରି କରିପାରୁଛି ପୁଣି ମାଟି ତଳୁ ଘରକୁ ଉଠାଇ ପାରୁଛି। କାରଣ ଆଜିର ବିଜ୍ଞାନ ଦୁନିଆରେ ସବୁ କିଛି ସମ୍ଭବ। ଏହିପରି ଏକ ଅସମ୍ଭବ କାମ ସମ୍ଭବ ଆଜି କେନ୍ଦୁଝରରେ ପ୍ରଥମ ଥର ପାଇଁ ସମ୍ଭବ ହେବାକୁ ଯାଉଛି । ଏକ ଛାତ ଘରକୁ ମାଟି ତଳୁ ୪ ଫୁଟ […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିବାସ ଅର୍ଥାତ୍ ହ୍ୱାଇଟ ହାଉସ୍ର ରୋଷେଇଘରର ରୂପରେଖ ସମ୍ପୂର୍ଣ୍ଣ ବଦଳିଯିବ। ଏହା ପୂର୍ବରୁ ଏହି ରୋଷେଇଘର ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାରର ପସନ୍ଦ ଅନୁସାରେ ପ୍ରସ୍ତୁତ ହୋଇଥିଲା। ଏବେ ରାଷ୍ଟ୍ରପତି ବାଇଡେନ୍ଙ୍କ ପସନ୍ଦ ଅନୁସାରେ ହେବ। ଆସନ୍ତୁ ଜାଣିବା, କେମିତି ଏଇ ହ୍ୱାଇଟ ହାଉସ୍ର କିଚେନ ଏବଂ ବାଇଡେନ୍ଙ୍କ ପାଇଁ ଏଠାରେ କ’ଣ ସବୁ ପ୍ରସ୍ତୁତ ହେବ ? ହ୍ୱାଇଟ୍ ହାଉସ୍ ଏବେ ଆଗାମୀ ୪ ବର୍ଷ ପାଇଁ ବାଇଡେନ୍ଙ୍କ ସରକାରୀ […]
ନୂଆଦିଲ୍ଲୀ: ଦ୍ୱିତୀୟ ଫେଜ୍ରେ କୋଭିଡ୍ ଟିକା ନେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍ଚ୍ଚ କିମ୍ବା ଏପ୍ରିଲରେ ଟିକାକରଣ ପାଇଁ ତାଙ୍କ ପାଳି ପଡ଼ିପାରେ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏମିତିକି ୫୦ ବର୍ଷରୁ ଅଧିକ ବୟସ୍କ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ଟିକା ନେଇପାରନ୍ତି । ପୂର୍ବରୁ ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତଙ୍କୁ କୋଭିଡ୍ ଟିକାକରଣ କରାଯିବ। ତେଣୁ ଏହି […]
ମୁମ୍ବାଇ: ଆଜି ସୁଶାନ୍ତ ସିଂ ରାଜପୁତ୍ଙ୍କ ଜନ୍ମଦିନ। ଏକମାତ୍ର ଭାଇର ଜନ୍ମଦିନରେ ଅନେକ ଶୁଭକାମନା କରନ୍ତି ତିନି ଭଉଣୀ। ସେଇ ଜନ୍ମ ତିଥି ଆସିଛି। ହେଲେ ଭାଇ ତାଙ୍କର ନାହିଁ। ଭାଇ ବିନା ଏଥର ଜନ୍ମଦିନ ପାଳନ କରୁଛନ୍ତି ସୁଶାନ୍ତଙ୍କ ଭଉଣୀ। ହେଲେ ସବୁଥର ପରି ଏଥର ତାଙ୍କ ମନରେ ନାହିଁ ସେହି ଆନନ୍ଦ, ଉଚ୍ଛ୍ୱାସ…। ଆଖିର ଲୁହ, ମନର କୋହକୁ ଚାପିରଖି ଜନ୍ମଦିନ ପାଳୁଛନ୍ତି। ସୁଶାନ୍ତ ସିଂହ ରାଜପୁତ୍ଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଭଉଣୀ […]
ୱାଶିଂଟନ:ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଯୁଗ। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ୭୭ ବର୍ଷୀୟ ଜୋ ବାଇଡେନ୍। ତାଙ୍କ ସହ ଆମେରିକାର ପ୍ରଥମ ମହିଳା, ପ୍ରଥମ ଭାରତୀୟ ବଂଶୋଦ୍ଭବ, ପ୍ରଥମ ଦକ୍ଷିଣ ଏସିୟ ଏବଂ ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି କମଳା ହାରିସ୍ । ବାଇଡେନଙ୍କୁ ଚିଫ୍ ଜଷ୍ଟିସ୍ ଜନ୍ ରୋବର୍ଟ୍ସ୍ ଏବଂ କମଳା ହାରିସଙ୍କୁ ସୁପ୍ରିମକୋର୍ଟର ଜଷ୍ଟିସ୍ ସୋନିଆ ସୋଟୋମେୟର୍ ଶପଥ ପାଠ […]
ମୁମ୍ବାଇ: ୟଶ ଷ୍ଟାରର୍ KGF Chapter 2 ଏହି ବର୍ଷ ପ୍ରଶଂସକଙ୍କୁ ବେଶ ମନୋରଞ୍ଜର ଖୋରାକ ଯୋଗାଇବ। ଦର୍ଶକ ଏବେଠାରୁ ଏହି ମୁଭିକୁ ଦେଖିବା ପାଇଁ ଦିନ ଗଣିବାକୁ ଆରମ୍ଭ କଲେଣି। କେଉଁଦିନ ଫିଲ୍ମ ରିଲିଜ ହେବ ଜାଣିବା ପାଇଁ ଦର୍ଶକ ବିଭିନ୍ନ ପ୍ଲାଟଫର୍ମ ଉପରେ ନଜର ରଖିଛନ୍ତି। ମୁଭିର ରିଲିଜ ତାରିଖକୁ ନେଇ ଅନେକ ଡେଟ ପୂର୍ବରୁ ଶୁଣିବାକୁ ମିଳିଥିଲା। କିନ୍ତୁ ପରେ ଏହା ଦର୍ଶକଙ୍କୁ ନିରାଶ କରିଥିଲା। ହେଲେ ଏବେ ସେହି ପ୍ରତୀକ୍ଷାର ଅନ୍ତ […]
ନୂଆଦିଲ୍ଲୀ: ଜାନୁଆରୀ ୨୩ରେ ସାରା ଦେଶରେ ପାଳିତ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ହେଲେ ଏଣିକି ଏହି ଦିନକୁ ପରାକ୍ରମ ଦିବସ ନାଁରେ ସମସ୍ତେ ମନେ ରଖିବେ। ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ। ୨୩ ତାରିଖ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ହେବ। ଏହି […]
ମୁମ୍ବାଇ: ୭ ମାସ ବିତିଗଲା। ଏକମାତ୍ର ଗେହ୍ଲାଭାଇକୁ ଆଉ ଦେଖି ନାହାନ୍ତି ଭଉଣୀମାନେ । କେବଳ ତା’ର ସ୍ମୃତିକୁ ନେଇ ଯାହା ବଞ୍ଚିଛନ୍ତି। ଆଜି ଭାଇର ଜନ୍ମଦିନ । କିନ୍ତୁ ଭାଇ ତାଙ୍କର ନାହିଁ। କେଉଁ ଅଫେରା ଦୁନିଆକୁ ଚାଲି ଯାଇଛି ଯେ ଆଉ ଆସିବନି। ହଁ, ଆମେ ଏଠି ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ କଥା କହୁଛୁ। ଗତବର୍ଷ ଜୁନ୍ ୧୪ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍ରୁ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ତେବେ […]
ଭୁବନେଶ୍ୱର: ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ସଂପର୍କରେ କୌଣସି ରାୟ ଦିଆଯିବ ନାହିଁ । ଏ ନେଇ ଉପଯୁକ୍ତ ନିଷ୍ପତ୍ତି ଓ ପଦକ୍ଷେପ ନେବା ଦିଲ୍ଲୀ ପୋଲିସର ଦାୟିତ୍ୱ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନରତ ଚାଷୀଙ୍କ ସହ ସରକାରଙ୍କ ଆଲୋଚନା ବିଫଳ ହେବା ପରେ ଜାନୁଆରି ୨୬ରେ ଦିଲ୍ଲୀ ଭିତରେ ଚାଷୀମାନେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଚାଷୀଙ୍କ ଟ୍ରାକ୍ଟର ରାଲି ବନ୍ଦ କରିବା ଦାବିରେ […]
ନୂଆଦିଲ୍ଲୀ: ବ୍ରିସ୍ବେନ୍ ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଲା ଟିମ୍ ଇଣ୍ଡିଆ। ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ୩ ୱିକେଟ୍ରେ ହରାଇ ଦେଇଛି। ଋଷବ ପନ୍ତ ଓ ଶୁଭମନ ଗିଲ ଏହି ଐତିହାସିକ ବିଜୟର ହିରୋ ହୋଇଛନ୍ତି। ପନ୍ତ ୧୩୮ ବଲ ଖେଳି ୯ ଚୌକା ଓ ୧ ଛକା ସହ ୮୯ ରନ୍ କରି ଅପରାଜିତ ରହିଥିବା ବେଳେ ଗିଲ୍ ୧୪୬ ବଲରେ ୯୧ କରିଛନ୍ତି। ସେହିପରି ପୂଜାରା ୫୬ ରନର ଜବରଦସ୍ତ ପାଳି […]
ନୂଆଦିଲ୍ଲୀ: ଏଣିକି ପରାକ୍ରମ ଦିବସ ଭାବେ ପାଳନ ହେବ ନେତାଜୀ ଜୟନ୍ତୀ । ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ। ଜାନୁଆରୀ ୨୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପୂର୍ବରୁ କେନ୍ଦ୍ର ସରକାର ଏହି ବଡ଼ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣାକୁ ନେଇ […]
ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂଆ ଷ୍ଟେଟସ୍। ଦେଖିବା ପରେ ତାଜୁବ ହୋଇଗଲେ ୟୁଜର୍ସ। ଷ୍ଟେଟସ୍ ଦେଖିଲା ପରେ ୟୁଜର୍ସ ଏବେ ଆଶ୍ୱସ୍ତ। ପ୍ରଥମ ଥର ପାଇଁ ଷ୍ଟେଟସ ଲଗାଇ ଚର୍ଚ୍ଚାକୁ ଆସିଛି ହ୍ୱାଟ୍ସଆପ୍। କିଛି ଦିନ ହେଲା ନୂଆ ପ୍ରାଇଭେସି ପଲିସୀକୁ ନେଇ ଚର୍ଚ୍ଚାରେ ଥିବା ହ୍ୱାଟ୍ସଆପ ଷ୍ଟେଟସରେ ସଫେଇ ଦେଇ ୟୁଜର୍ସଙ୍କ ମନ ଜିଣିବା ଆରମ୍ଭ କରି ଦେଇଛି। ଲୋକଙ୍କ ନେଗେଟିଭ ପ୍ରତିକ୍ରିୟା ଦେଖି ବିଭିନ୍ନ ପ୍ଲାଟଫର୍ମରେ ହ୍ୱାଟ୍ସଆପ ଲଗାତାର ସଫେଇ ଦେଇ ଚାଲିଛି। ପ୍ରଥମେ ହ୍ୱାଟ୍ସଆପ୍ […]