• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

817dadef-3e20-4a1e-b3bc-a26533eff7fc
ଚକା ଫାଟି କାର୍‌ର ଇଞ୍ଜିନ୍‌ ବାହାରିଗଲା, ଡ୍ରାଇଭରଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ଚୌଦ୍ୱାର: (ପ୍ରକାଶ ନାୟକ ) ବେଳେ ବେଳେ ଏମିତି ଘଟଣା ଘଟେ ଯାହାକୁ  ଦେଖିଲେ ବିଶ୍ୱାସ କରି ହୁଏନି।  କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ନିଗୁଣ୍ଡି ରେଳ ଷ୍ଟେସନ ନିକଟରେ ଘଟିଛି ଏମିତି ଏକ ଘଟଣା। ଦ୍ରୁତ ଗତିରେ ଯାଉଥିବା ଏକ କାରର ଚକା ହଠାତ୍‌ ଫାଟିଗଲା। ହେଲେ ତା‘ ପରେ ଯାହା ଘଟିଲା ଆପଣ ଜାଣିଲେ ଆର୍ଶ୍ଚର୍ଯ୍ୟ ହୋଇଯିବେ। ଆଜି ସକାଳୁ ସକାଳୁ କାରଟି ଭୁବନେଶ୍ୱରରୁ ଚୌଦ୍ଵାର ଯାଉଥିଲା। ହେଲେ […]

corona
ସଂକ୍ରମଣ ବଢ଼ାଉଛି, କିନ୍ତୁ ଘାତକ ନୁହେଁ କରୋନାର ନୂଆ ଷ୍ଟ୍ରେନ୍‌

ଲଣ୍ଡନ: ବ୍ରିଟେନରେ  କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିବା ପରେ ବଢିଛି ଭାରତର ଚିନ୍ତା । ଡିସେମ୍ବର ୩୧ ଯାଏଁ ବ୍ରିଟେନକୁ  ବିମାନ ଉଡାଣ ବାତିଲ କରାଯାଇଛି । ତେବେ ସୋମବାର ବ୍ରିଟେନ୍‌ରୁ  ଭାରତ ଆସିଥିବା ବିଭିନ୍ନ ବିମାନରୁ ୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୫, କୋଲକାତାରୁ ୨ ଏବଂ ଚେନ୍ନାଇ ବିମାନ ବନ୍ଦରରୁ ଜଣେ ଯାତ୍ରୀ କରୋନାରେ ସଂକ୍ରମିତ ଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟିନ୍‌ରେ ରଖିବା ସହ […]

sports
ଆନ୍ତଃ ଜିଲ୍ଲା ଟି-20; କଟକ ଚାମ୍ପିୟନ

କଟକ: ଟୁଇନ ସିଟି ରେ ଶେଷ ହୋଇଥିବା OCA ଆନ୍ତଃ ଜିଲ୍ଲା ଟି-20 କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କଟକ ଚାମ୍ପିୟନ ହୋଇଛି। କଟକ ବାରବାଟୀ ଷ୍ଟାଡିୟମ ରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପୂର୍ବତଟ ରେଳ ପଥ କୁ ୭ ରନରେ ପରାସ୍ତ କରି ଟାଇଟଲ ହାସଲ କରିଛି। କଟକ ନିର୍ଦ୍ଧାରିତ ୨୦ ଓଭର ଖେଳି ସମସ୍ତ ଉଇକେଟ ହରାଇ ୧୩୦ ରନ ସ୍କୋର କରିଥିଲା। ଜବାବରେ ପୂର୍ବତଟ ରେଳପଥ ୭ ଉଇକେଟ ହରାଇ ୧୨୩ ରନ କରିବାକୁ ସକ୍ଷମ […]

flight
ଲଣ୍ଡନରୁ ଆସିଥିବା ଫ୍ଲାଇଟ୍‌ରେ ୬ ଯାତ୍ରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ:ବ୍ରିଟେନ୍‌ରେ କରୋନା ଭାଇରସର ନୂଆ ରୂପ ମିଳିବା ପରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଡିସେମ୍ବର ୨୨ ରାତିରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସବୁ ଫ୍ଲାଇଟ ଉପରେ ଭାରତ ପ୍ରତିବନ୍ଧକ ଲଗାଇଛି।  ୨୨ ଡିସେମ୍ବର ରାତିରେ ଆସୁଥିବା ଫ୍ଲାଇଟ ଉପରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି। ଏସବୁ ଭିତରେ ସୋମବାର ରାତିରେ ଲଣ୍ଡନରୁ ଆସିଥିବା ଫ୍ଲାଇଟ୍‌ରେ ୬ ଜଣ ଯାତ୍ରା କୋଭିଡ ସଂକ୍ରମିତ ଥିବା ଜଣାଯାଇଛି ଯାହା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି। ଜଣେ […]

Capture 99
ମହାମାରୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇ ଘରକୁ ଫେରିଲେ ୪ ମାସର ଶିଶୁ

ବିଶାଖାପାଟନମ୍‌: ମହାମାରୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହେଲା ୪ ମାସର ଶିଶୁ। ଆନ୍ଧ୍ର ପ୍ରଦେଶର ଭାଇଜାଗ୍ ହସ୍ପିଟାଲ୍‌ରେ ୧୮ ଦିନ ଭେଣ୍ଟିଲେଟରରେ ରହିବା ପରେ ଶିଶୁଟି ସୁସ୍ଥ ହୋଇଛି। ଚିକିତ୍ସା ପରେ କରୋନା ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଶିଶୁଟିକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ପୂର୍ବ ଗୋଦାବରୀ ଜିଲ୍ଲାର ଜଣେ ଆଦିବାସୀ ମହିଳାଙ୍କ କରୋନା ପଜିଟିଭ୍ ଆସିବା ପରେ ତାଙ୍କର ୪ ମାସର ଶିଶୁ କନ୍ୟା ମଧ୍ୟ ସଂକ୍ରମିତ ଥିବା ଜଣାପଡ଼ିଥିଲା। ମେ’ ୨୫ରେ […]

kolkata
ପତ୍ନୀ ଦଳ ଛାଡ଼ିବା ପରେ ମିଡିଆ ସାମ୍ନାରେ କାନ୍ଦିଲେ ବିଜେପି ଏମ୍‌ପି, କହିଲେ-‘ସମ୍ପର୍କ ଶେଷ’

କୋଲକାତା: ଆଉ ୪ ମାସ ପରେ ହେବ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ନିର୍ବାଚନରେ ୨୯୪ ଆସନରୁ ୨୦୦ରୁ ଅଧିକ ଆସନ ଜିତିବେ ବୋଲି ଦୃଢ ଆଶା ରଖିଛନ୍ତି। ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହ, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ଲାଗି ପଡ଼ିଛନ୍ତି। ଏଥିପାଇଁ ବିଜେପି ତାର ରଣନୀତି ପ୍ରସ୍ତୁତ କରି ସାରିଲାଣି। ରାଜ୍ୟକୁ ୫ଟି ନିର୍ବାଚନୀ ଜୋନରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଜୋନ ପାଇଁ ଜଣେ ପର୍ଯ୍ୟବେକ୍ଷକ […]

dl test
ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ, ଲର୍ଣ୍ଣର ଲାଇସେନ୍ସ ଆବେଦନ ମନା

ଭୁବନେଶ୍ୱର: ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ(DL) ଓ ଲର୍ଣ୍ଣର ଲାଇସେନ୍ସ(LL) ପାଇଁ ଆବେଦନ କରି ହେବନି। କିନ୍ତୁ ପୂର୍ବରୁ ଆବେଦନ କରିଥିବା ଆବେଦନକାରୀଙ୍କୁ ଜୁଲାଇରୁ ମିଳିବ ନୂଆ ସ୍ଲଟ୍। ପ୍ରାୟ ଅଢ଼େଇ ଲକ୍ଷ ଆବେଦନକାରୀଙ୍କ ପାଇଁ ନୂଆ ସମୟ ଧାର୍ଯ୍ୟ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଜୁନ୍‌ ୧୧ରୁ ପୁଣିଥରେ ସ୍ଲଟ୍‌ ବୁକିଂ ‌ଆରମ୍ଭ ହୋଇଛି।  ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୨୨ ତାରିଖ […]

EXjQ3H-WAAAniMw
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩ ଜଣଙ୍କ ମଧ୍ୟରୁ ୨ ଜଣ ହୋମ୍ କ୍ୱାରେଣ୍ଟିନରେ ଥିଲେ ଓ ଆଉ ଗୋଟିଏ ଲୋକାଲ କେସ୍। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨୭ ବର୍ଷୀୟ ଯୁବକ ଏୟାରପୋର୍ଟ ପାଖ ଭୀମପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ୩୬ ବର୍ଷୀୟ ଯୁବକ କଳିଙ୍ଗ ଷ୍ଟୁଡିଓ ପାଖ ଭରତପୁର ଅଞ୍ଚଳର।ଉଭୟଙ୍କର ଦିଲ୍ଲୀ […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result