• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

lpg cylinder
ପୁଣି ବଢିଲା LPG ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକ ମୁଣ୍ଡରେ ହାତ ଦେଇଥିବାବେଳେ ପୁଣି ସେମାନଙ୍କୁ ମିଳିଛି ଆଉ ଏକ ଝଟକା। ପୁଣି ଥରେ ବଢିଛି ଏଲ୍‌ପିଜି ଗ୍ୟାସ ସିଲିଣ୍ଡରର ଦାମ। ସୋମବାର ଏଲପିଜି ଦାମ ୨୫ ଟଙ୍କା ବଢିଥିବା ଜଣାଯାଇଛି । ଗୋଟିଏ ମାସରେ ଏଲପିଜି ଦର ଦୁଇଥର ବଢିଲାଣି ଖାଉଟି ଚିନ୍ତାରେ ପଡିଛନ୍ତି। LPG ଦର କ୍ରମାଗତ ଭାବେ ବଢି ଚାଲିଛି। ଗୋଟିଏ ମାସରେ ଏକାଧିକ ବାର ବଢିଲାଣି LPG ସିଲିଣ୍ଡର ଦାମ।  ଏହା ପୂର୍ବରୁ […]

OTV-portal-leader
ଜନତା ପାଉନାହାନ୍ତି ଯୋଗ୍ୟ ନେତା!

ଲୋକ ଅନେକ। ଏଇ ପୃଥିବୀରେ ପାଖାପାଖି ଆଠଶହ କୋଟି ଲୋକ। ସରକାରୀ ହିସାବ ସବୁବେଳେ ଭୁଲ। ଆତ୍ମସ୍ୱାର୍ଥ ସର୍ବସ୍ୱ କର୍ମଚାରୀମାନେ ନିଜ ପ୍ରେମରେ ବୁଡ଼ିରହି ପ୍ରକୃତ ଜନଗଣନା କରନ୍ତି ନାହିଁ। ଏପର୍ଯ୍ୟନ୍ତ ଆଫଗାନିସ୍ଥାନର ଲୋକସଂଖ୍ୟା କଳନା ହୋଇନି। ଆଉ କେତେ କେତେ ଯାଯାବରଙ୍କ ସଂଖ୍ୟା ରଖୁଛି କିଏ? ସେଥିପାଇଁ ଆମେ ଅନୁମାନ କରି ଆଠଶହ କୋଟି କହୁଛୁ – ଆହୁରି ବେଶି ହୋଇପାରେ, ଟିକେ କମ୍ ବି ହୋଇପାରେ, କିନ୍ତୁ ସାତଶହ ଚାଳିଶ କୋଟି ଜନସଂଖ୍ୟା ଗଣନାରେ ମୁଣ୍ଡି ମାରିଦେବା ଠିକ୍ […]

Sex-Racket
ଦେହ ବ୍ୟବସାୟୀଙ୍କୁ କରୋନା, କ୍ୱାରେଣ୍ଟିନ୍‌ରେ ଗଲେ ପୁଲିସ୍‌ କର୍ମୀ

ଉଦୟପୁର: ରାଜସ୍ଥାନ ଉଦୟପୁରରେ ଦେହ ବ୍ୟବସାୟରେ ସାମିଲ ଜଣେ ଯୁବତୀଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ଜୁଲାଇ ୧ରେ ପୁଲିସ୍‌ ଚଢ଼ଉ କରି ଦେହ ବ୍ୟବସାୟରେ ସାମିଲ ନେଇ ୭ଜଣ ଯୁବତୀ ଓ କିଛି ଲୋକଙ୍କୁ ଗିରଫ କରିଥିଲା। ଏହି ଘଟଣା ପରେ ପୁଲିସ୍‌ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। କାରଣ ଚଢ଼ଉ ବେଳେ ପୁଲିସ୍‌ର ଏକ ବଡ଼ ଟିମ୍‌ ସାମିଲ ହୋଇଥିଲେ। ସୂଚନା ଅନୁସାରେ, ଜୁଲାଇ ୧ରେ ଉଦୟପୁରର ୩ଟି ସ୍ଥାନରେ ପୁଲିସ୍‌ର ଏକ […]

OTV-portal-hatyakari
ହତ୍ୟା କରିବାକୁ ଆସିଥିଲେ, ନିରୀହ ଶିଶୁକୁ ଦେଖି ଖୋଲିଦେଲେ ରହସ୍ୟ

ଗାଜିଆବାଦ: ଏମିତି ଦୟାବନ୍ତ ହତ୍ୟାକାରୀ ଅଛନ୍ତି ଦୁନିଆରେ ! ହତ୍ୟାକାରୀ ପୁଣି ଦୟାବନ୍ତ ହୋଇପାରେ ?  କଥାଟା ଶୁଣି ଆପଣଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସୁଛି କି ?  ଆଶ୍ଚର୍ଯ୍ୟ ହେଉଛନ୍ତି କି ?  ମାତ୍ର କଥାଟି ସତ । କୋମଳମତି ଶିଶୁକୁ ଦେଖି ଜଣେ ହତ୍ୟାକାରୀର ହୃଦୟ ବଦଳିଯାଇଛି ଆଉ ରକ୍ଷା ପାଇ ଯାଇଛି ଦୁଇଟି ନୀରିହ ଜୀବନ। ତେବେ ସୁପାରୀ ଦେଇଥିବା ଅଭିଯୁକ୍ତ ସ୍ୱାମୀ ଓ ସହଯୋଗୀ ପୋଲିସ ହାତରେ ଧରାପଡ଼ିଛନ୍ତି। ଏମିତି […]

injury
ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଛୋଟବେଳେ ଆପଣ ସାଇକେଲ୍‌ ଶିଖିଲା ବେଳେ ହେଉ ବା ଖେଳିଲା ବେଳେ ପଡ଼ି ଯାଇ ଖଣ୍ଡିଆ ହୋଇଥିବେ ନିଶ୍ଚୟ। ତେବେ ଖଣ୍ଡିଆ ହୋଇ ଶରୀରରେ ଏହି ଦାଗ ରହିଲେ ଏହା ସୁନ୍ଦର ଦେଖାଯାଇନଥାଏ। ଫଳରେ ଆମେ ବିଭିନ୍ନ ଉପାୟ ମାଧ୍ୟମରେ ଦାଗ ଲିଭାଇବା ପାଇଁ ଚେଷ୍ଟା କରିଥାଉ। କିଛି ଲୋକ ଏହି ଖଣ୍ଡିଆ ପାଇଁ ସର୍ଜରୀ କରାଇବା ସହ ଆହୁରି ଅନେକ ଚିକିତ୍ସା ମଧ୍ୟ କରାଇଥାନ୍ତି। କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ ସବୁ ଲୋକ ଏପରି ଚିକିତ୍ସା […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result