• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

haider
ରାସ୍ତା କଡ଼ରେ ପରିବା ବିକ୍ରି କରୁଛନ୍ତି ଅଭିନେତା ଜାଭେଦ୍, ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌

ମୁମ୍ବାଇ: ଯାହାଙ୍କର ଅଭିନୟ ଦିନେ ନିଶା ଆଉ ପେଶା ଥିଲା, ଏବେ ରାସ୍ତା କଡ଼ରେ ତାଙ୍କୁ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ବଲିଉଡ୍‌ ଅଭିନେତା ଜାଭେଦ୍ ହାଇଦର୍‌ ରାସ୍ତା କଡ଼ରେ ପରିବା ବିକ୍ରି କରୁଥିବା ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓକୁ ବଲିଉଡ୍‌ ଅଭିନେତ୍ରୀ ଡଲି ବିନ୍ଦ୍ରା ନିଜ ଟ୍ୱିଟର […]

acidity
ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟର ପରିବର୍ତ୍ତନ ଯୋଗୁ ଲୋକଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି। ଏଥିମଧ୍ୟରୁ ଏସିଡିଟି ଗୋଟିଏ। ଏସିଡିଟି ହେବା ଫଳରେ ପେଟ ଜ୍ୱଳନ,ଆମ୍ୱିଳା ହାକୁଟି ହୋଇଥାଏ। ଏହାର ଉପଶମ ପାଇଁ ଲୋକେ ଅନେକ ଔଷଧ ସେବନ କରିଥାନ୍ତି। ଆପଣ ଚାହିଁଲେ ବିନା ଔଷଧରେ ଘରୋଇ ଉପଚାର ଦ୍ୱାରା ଏସିଡିଟି ସମସ୍ୟାକୁ ଦୂରେଇ ପାରିବେ। ଲବଙ୍ଗ : ଯଦି ଆପଣଙ୍କୁ ଏସିଡିଟି ହୋଇଛି , ତେବେ ଲବଙ୍ଗ ଚୋବାନ୍ତୁ। ଲବଙ୍ଗ ପାଣିକୁ ଗରମ […]

suicide-sandip-nehar
ସୁଶାନ୍ତ ସିଂହଙ୍କ ସହ ଅଭିନୟ କରିଥିବା ବଲିଉଡ ଅଭିନେତା ସନ୍ଦୀପ ନାହାରଙ୍କ ଆତ୍ମହତ୍ୟା

ମୁମ୍ୱାଇ: ଏମଏସ ଧୋନି, କେସରୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ କଳାକାର ସନ୍ଦୀପ ନାହାର ସୋମବାର ଆତ୍ମହତ୍ୟା କରିଛନ୍ତି । ମୁମ୍ବାଇ ଗୋରୋଗାଁଓ ସ୍ଥିତ ବାସଭବନରୁ ସନ୍ଦୀପଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ ପୂର୍ବରୁ ସେ ନିଜ ଫେସବୁକ ଆକାଉଣ୍ଟରେ ୯ ମିନିଟ୍‌ର ଏକ ଭିଡିଓ ପୋଷ୍ଟ କରି ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ। ପୁଲିସ ଏବେ ଏହି ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ପୂର୍ବରୁ […]

marriage
ଲକ୍ଷାଧିକ ଟଙ୍କାର ଗହଣା ଓହ୍ଲାଇ ‘ଦୀକ୍ଷା’ ନେଲେ ହୀରା ବ୍ୟବସାୟୀଙ୍କ ଝିଅ

ସୁରଟ: ତାଙ୍କର ହାତ ମୁଠାରେ ଥିଲା ଐଶ୍ୱର୍ଯ୍ୟ ଏବଂ ଆରାମ ଦାୟକ ଜୀବନ । ପ୍ରାଚୁର୍ଯ୍ୟପୂର୍ଣ୍ଣ ପରିବେଶ। କୋଟି କୋଟି ଟଙ୍କା।  ହେଲେ ଏସବୁ ତାଙ୍କୁ ପ୍ରଲୋଭିତ କରି ପାରି ନ ଥିଲା। ନିଜ ହାତରେ ଏପରି ସୁଖକୁ ସେ ଏଡାଇ ଦେଇ ବରି ନେଇଥିଲେ ସୈନ୍ୟାସିନୀର ଜୀବନ । ଘଟଣା ଘଟିଛି ସୁରଟରେ। ଏଠିକାର ଜଣେ ହୀରା ବ୍ୟବସାୟୀଙ୍କ ୧୭ ବର୍ଷ କନ୍ୟା ରେନ୍ସି । ସେ ନିକଟରେ  ସାଂସାରିକ ସୁଖ ସ୍ୱଚ୍ଛନ୍ଦକୁ ଛାଡ଼ି ଜୈନ […]

petrol
କାହିଁକି ବଢୁଛି ତୈଳ ଦର ?

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ବନ୍ଦ ପ୍ରଭାବରେ  ଭୁବନେଶ୍ୱର ରେଳ ଷ୍ଟେସନ୍, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ସମେତ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କଂଗ୍ରସ କର୍ମୀମାନେ ପିକେଟିଂ କରୁଛନ୍ତି। ଏନ୍‌ଏଚ୍‌ରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ, ଶହ ଶହ ଗାଡ଼ି ଅଟକ ରହିଛି। ସୂଚନାଥାଉ କି, ପେଟ୍ରୋଲ, ଡିଜେଲ୍ […]

disha-greta
କ’ଣ ଥିଲା ଏହି ଟୁଲ୍‌କିଟ୍‌ରେ ଯାହାକୁ ନେଇ ବିବାଦରେ ଫସିଲେ ଦିଶା ରବି

ନୂଆଦିଲ୍ଲୀ: ଟୁଲ୍‌କିଟ୍ ମାମଲାରେ ଦେଶରେ ପ୍ରଥମଥର ପାଇଁ ଜଣଙ୍କୁ ଗିରଫ କରାଯାଇଛି । ୨୧ ବର୍ଷୀୟା ପରିବେଶବିତ୍ ଦିଶା ରବିଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ‘ଗ୍ରେଟା ଥନବର୍ଗ’ କରିଥିବା ଟ୍ୱିଟ୍‌କୁ ଟୁଲ୍‌କିଟ୍ କରିଥିବା ଅଭିଯୋଗ ନେଇ ଏହି ଗିରଫଦାରି ହୋଇଛି। ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ‘ଗ୍ରେଟାଙ୍କ ଟୁଇଟ୍ ପରେ ଏହାକୁ ଦିଶା ପୁଣି ଥରେ ପ୍ରଚାର ପ୍ରସାର କରିଥିଲେ। ଏଥିରେ ଖଲିସ୍ତାନୀଙ୍କୁ ସମର୍ଥନ କରିବା ସହ ଦେଶ ବିରୋଧୀ ଷଡ଼ଯନ୍ତ୍ର […]

umar
କମ୍ୱଳ ଧରି ଧାଇଁ ପଳାଇଲେ ଉମର ଅବଦୁଲ୍ଲା, ଫୋନ ଆଣିବାକୁ ବି ଭୁଲିଗଲେ

ଶ୍ରୀନଗର: ଉତ୍ତର ଭାରତରେ ଗତକାଲି ରାତି ୧୦ଟା ୩୧ ସମୟରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ବିଶେଷକରି ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଶ୍ରୀନଗର, ପଞ୍ଜାବର ଲୁଧିଆନା, ଉତ୍ତରପ୍ରଦେଶର ନୋଏଡ଼ା ଓ ହରିଆଣା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୬.୩ ଥିଲା। ଭୂମିକମ୍ପ ହେବା ଜାଣି ଶ୍ରୀନଗରରେ ରହୁଥିବା ଜମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା କମ୍ୱଳ ଧରି ବାହାରକୁ ଦୌଡି ପଳାଇ ଆସିଥିଲେ […]

nirmala
ରାହୁଲ୍‌ଙ୍କୁ ଟାର୍ଗେଟ କଲେ ନିର୍ମଳା: କହିଲେ, ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବା ତାଙ୍କର ଅଭ୍ୟାସ

ନୂଆଦିଲ୍ଲୀ:ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ଆଜି ବର୍ଷିଛନ୍ତି। ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କଂଗ୍ରେସ ନେତା ନକଲିକୁ ନେଇ ଆଲୋଚନା କରନ୍ତି। ଦେଶକୁ ବିଭାଜନ କରୁଥିବା ଶକ୍ତି ପାଇଁ ଛିଡା ହୁଅନ୍ତି ଏବଂ ସାମ୍ବିଧାନିକ ସଂସ୍ଥାକୁ ଅପମାନ କରନ୍ତି। ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, ସେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରୁଥିଲେ, ଏବେକାର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ […]

bill gates
ଆଗାମୀ ଯୁଦ୍ଧ ମିସାଇଲ ନୁହେଁ, ଭାଇରସ ସହ ହେବ- ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ: ଗତବର୍ଷରୁ ଆରମ୍ଭ ହୋଇଛି କରୋନା ଭାଇରସ୍‌ ବିରୋଧରେ ଯୁଦ୍ଧ। ଏହି ଜୈବିକ ଯୁଦ୍ଧରେ ଅନେକ ଜୀବନ ଗଲାଣି। କରୋନା ଲୋକଙ୍କ ଆଖିରୁ ନିଦ ହଜାଇ ଦେଲାଣି। ତେବେ ଏପରି ହେବ ବୋଲି ବହୁ ଆଗରୁ ଅନୁମାନ କରାଯାଇଥିଲା । ମାଇକ୍ରୋସପ୍ଟର ସହ ସଂସ୍ଥାପକ ତଥା ସମାଜସେବୀ ବିଲ୍‌ ଗେଟ୍‌ସ ୨୦୧୫ରେ ବିଶ୍ୱକୁ ମହାମାରୀ ସମ୍ପର୍କରେ ସଚେତନ କରାଇଥିଲେ। ଏବେ ବିଲ୍‌ ଗେଟ୍‌ସଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ କହିଛନ୍ତି, ଆଗାମୀ ଯୁଦ୍ଧରେ […]

Radio
ଜାଣନ୍ତି, ରେଡିଓରେ କେବେ ପ୍ରସାରିତ ହୋଇଥିଲା ନିଉଜ ବୁଲେଟିନ୍‌ ?

ନୂଆଦିଲ୍ଲୀ: ଆଜି ରେଡିଓ ଦିବସ। ରେଡିଓ ଦିନେ ଥିଲା ଗାଁ ଗହଳିର ଯୁବକଙ୍କଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତର ଥିଲା ଅତି ଆପଣାର ଥିଲା। ଘର କ’ଣର ମହିଳାଙ୍କ ଅବସର ବିନୋଦନର ମାଧ୍ୟମ ଥିଲା। ସୁଖ ହେଉ ବା ଦୁଃଖ, ବିପଦ ହେଉ ବା ସଂପଦ,  ଆପଣାର ମଣିଷଙ୍କୁ କହିବା ପରି ସବୁ କଥା କହୁଥିଲା।  ସେଥିପାଇଁ ତ ହାଲି ଫ୍ଲାନାଗାନ୍‌ କହନ୍ତି,  ରେଡିଓର କ୍ଷମତା ଏହା ନୁହେଁ ଯେ ସେ ଖାଲି ଳକ୍ଷଧିକ ଲୋକଙ୍କ ସହ କଥା […]

rhea chakraborty
ସୁଶାନ୍ତଙ୍କ ଆତ୍ମହତ୍ୟାର ୧୪ ଦିନ ପରେ ଗର୍ଲଫ୍ରେଣ୍ଡ୍‌ ରିୟା ନେଲେ ଏମିତି ପଦକ୍ଷେପ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପରେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି। ସୁଶାନ୍ତଙ୍କ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ ଲାଗି ଲୋକମାନେ ଦାବି କରିଛନ୍ତି। ଏହାସହ ଫିଲ୍ମ ଇଣ୍ଡଷ୍ଟ୍ରିରେ ପରିବାରବାଦକୁ ନେଇ ମଧ୍ୟ ବଡ଼ ବଡ଼ ସେଲିବ୍ରିଟି ମାନଙ୍କୁ ଲୋକମାନେ ଟାର୍ଗେଟ୍ କରିଛନ୍ତି। ସେମାନଙ୍କୁ ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ କରିବାଠୁ ଆରମ୍ଭ କରି ‌ସେମାନଙ୍କ ବିରୋଧରେ ସ୍ୱର ମଧ୍ୟ ଉଠାଇଛନ୍ତି। ଏସବୁ ଘଟଣାକୁ ନେଇ ବଲିଉଡ୍‌ର କିଛି ପ୍ରମୁଖ କଳାକାର ମାନେ […]

tamilnadu fire incident
ତାମିଲନାଡ଼ୁ ବାଣ କାରଖାନାରେ ଅଗ୍ନିକାଣ୍ଡ: ଜଣେ ଓଡ଼ିଆ ଶ୍ରମିକଙ୍କ ସହ ୧୧ ମୃତ

ଚେନ୍ନାଇ: ତାମିଲନାଡ଼ୁର ଏକ ବାଣ କାରଖାନାରେ ନିଆଁ ଲାଗି ଯାଇଛି। ଏହି ଅଗ୍ନିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୬ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଶ୍ରମିକ ଅଛନ୍ତି। ଏଥିସହିତ ୩ ଜଣ ଓଡ଼ିଆ ଶ୍ରମିକ ଗୁରୁତର ହୋଇଛନ୍ତି। ପ୍ରଥମେ ୪ ଶ୍ରମିକଙ୍କୁ ସ୍ଥାନୀୟ ମେଡ଼ିକାଲ ନିଆଯାଇଥିଲା। ସେଠାରେ  ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲାବେଳେ  ୩ ଶ୍ରମିକ ଚିକିତ୍ସାଧୀନ ଅଛନ୍ତି। ୪ ଜଣ ଶ୍ରମିକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନୟାପାଲି ଗାଁର ବୋଲି […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result