ଭୁବନେଶ୍ୱର: ଦ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ରେ ଚାକିରି କରିବା ପାଇଁ ଆଶା ରଖିଥିବା ପ୍ରାର୍ଥୀଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ! RBI ପକ୍ଷରୁ ଖାଲି ପଡ଼ିଥିବା ଏକାଧିକ ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆଗ୍ରହୀ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ଆରବିଆଇରେ ଆସିଷ୍ଟାଣ୍ଟ ମ୍ୟାନେଜର, ଲିଗାଲ ଅଫିସର, ମ୍ୟାନେଜର ଟେକ୍ନିକାଲ ସିଭିଲ, ଆସିଷ୍ଟାଣ୍ଟ ମ୍ୟାନେଜର ପ୍ରୋଟୋକଲ ଏବଂ ସିକ୍ୟୁରିଟି ଅଫିସ ପଦ ଖାଲି ପଡ଼ିଛି। ଏହି ପଦବୀ ପାଇଁ ଆବଶ୍ୟକ […]
ଗୌହାଟି: ଆସାମ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟ ସରକାର ବୁଧବାର ଦେଶକୁ ପୁଣି ଅଶାନ୍ତ କ୍ଷେତ୍ର (disturbed area) ଘୋଷଣା କରିଛନ୍ତି। ରାଜ୍ୟପାଳ ଜଗଦୀଶ ମୁଖୀ Armed Forces Special Powers Act ବା (AFSPA) ଅନୁସାରେ ପୁରା ରାଜ୍ୟକୁ ୬ ମାସ ପାଇଁ ଅଶାନ୍ତ କ୍ଷେତ୍ର ବୋଲି ଘୋଷଣା କରିଛନ୍ତି। ଫେବ୍ରୁଆରୀ ୨୭ରୁ ଆଗାମୀ ୬ ମାସ ପାଇଁ ଏହି ଘୋଷଣା ବଳବତ୍ତର ରହିବ। ତେବେ ରାଜ୍ୟପାଳ ଚାହିଁଲେ ଏହି ଅବଧି ସରିବା ପୂର୍ବରୁ ଏହାକୁ […]
ମୋଟେରା: ବଦଳିଲା ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମର ନାଁ ।ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ ନାଁରେ ପରିଚିତ ଥିବା ଗୁଜରାଟ ଅହମ୍ମଦାବାଦର ଏହି ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମ ଏବେ ନରେନ୍ଦ୍ର ମୋଦିଙ୍କ ନାମରେ ପରିଚିତ ହେବ। ଆଜି ଭାରତ-ଇଂଲଣ୍ଡ ପିଙ୍କ ବଲ୍ ଟେଷ୍ଟ ପୂର୍ବରୁ ଏପରି ନାମ ପରିବର୍ତ୍ତନ କରାଯାଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନୁହେଁ ଏବେ ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମର ପରିଚୟ ପାଇବ। ମ୍ୟାଚ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ରାମନାଥ […]
ଆମ ଦେଶରେ ବହୁ ଲୋକ ଭାତ ସହ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷକରି ଉତ୍ତର ଭାରତୀୟ ଭାତ ଏବଂ ରୁଟି ଏକା ସହ ଖାଇଥାନ୍ତି। କେହି କେହି ଭାତ ଓ ରୁଟି ଏକ ସଙ୍ଗେ ଖାଇବାକୁ ଭଲ କହୁଥିବା ବେଳେ ଆଉ କେହି ଏହାକୁ ମିଶାଇ ଖାଇଲେ ମୋଟା ହେବାର ଆଶଙ୍କା ଥାଏ ବୋଲି କହିଥାନ୍ତି। ହେଲେ ଆପଣ ଜାଣିଛନ୍ତି କି, ଏହାକୁ ମିଶାଇ ଖାଇଲେ ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପଡ଼େ ? […]
ନୂଆଦିଲ୍ଲୀ: ୟୁପିଏସ୍ସି ସିଭିଲ ସର୍ଭିସ ପ୍ରିଲିମ୍ସ ୨୦୨୧ ପାଇଁ ଶେଷ ସୁଯୋଗକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କୁ ନିରାଶ କରିଛନ୍ତି ସୁପ୍ରିମକୋର୍ଟ। ୟୁପିଏସ୍ସି ସିଭିଲ ସର୍ଭିସ ପ୍ରିଲିମ୍ସ ପାଇଁ ବୟସସୀମା ଅତିକ୍ରମ କରି ସାରିଥିବା ପରୀକ୍ଷାର୍ଥୀଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମ୍ କୋର୍ଟ। ସର୍ବୋଚ୍ଚ ଅଦାଲତଙ୍କର ଏପରି ନିଷ୍ପତ୍ତି ୨୦୦୦ରୁ ଅଧିକ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଏକ ବଡ ଝଟକା ଦେଇଛି। ୨୦୨୦ କରୋନା ବର୍ଷ ଏହି ପ୍ରାର୍ଥୀମାନଙ୍କ ପାଇଁ ଶେଷ ବର୍ଷ ଥିଲା। […]
ମହାନତା ଦେଖାଇଲେ ଅଭିନେତା ବାବୁସାନ୍ । ନିଜର ଜଣେ ଫ୍ୟାନ୍ସଙ୍କ ଇଚ୍ଛା ପୂରଣ କରିବା ପାଇଁ ପହଞ୍ଚିଥିଲେ ଏସ୍ସିବିର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ। ଆଉ ନିଜର ପ୍ରିୟ ଅଭିନେତାଙ୍କୁ ରୋଗ ଶଯ୍ୟା ନିକଟରେ ଦେଖି ଖୁସିରେ ଗଦ୍ଗଦ୍ ହୋଇଯାଇଥିଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ୧୪ ବର୍ଷୀୟ ଚିଣ୍ଟୁ । କଟକ ( ପ୍ରଭାତ ବିଷୋୟୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ୧୪ ବର୍ଷର ଚିଣ୍ଟୁ ଡାକ୍ତରଖାନା ଶଯ୍ୟାରେ ଶୋଇଥିଲା। ମୁହଁରେ ବାରି ହୋଇପଡ଼ୁଥିଲା ଯନ୍ତ୍ରଣାର ଚିହ୍ନ। ମଝିରେ […]
ନୂଆଦିଲ୍ଲୀ: ଭାରତର ତିନି ରାଜ୍ୟ ମହାରାଷ୍ଟ୍ର, ତେଲେଙ୍ଗନା ଏବଂ କେରଳରେ କୋଭିଡ-୧୯ର ଦୁଇଟି ନୂଆ ଷ୍ଟ୍ରେନ୍ ଠାବ ହୋଇଛି। ତେବେ ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିର କାରଣ ଯେ ଏହି ନୂଆ ଷ୍ଟ୍ରେନ ତାହାର କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଏହି ଦୁଇ ନୂଆ ଭାରିଏଣ୍ଟର ନାମ N440K ଏବଂ E484K। E484K ଏମିତି ଭାଇରସ ଯାହାକୁ ଶରୀରର ଇମ୍ୟୁନ ରେସ୍ପନ୍ସ ନଷ୍ଟ କରିବାରେ ବିଫଳ ହୋଇଛି। […]
ପଦବୀର ନାଁ- ଗ୍ରୁପ୍-ବି କ୍ୟାଟେଗୋରୀ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ସଂଖ୍ୟା-୨୦୨ ଆବେଦନ ତାରିଖ-୨୦୨୧, ଫେବ୍ରୁଆରୀ ୧୮ ତାରିଖ ଆବେଦନର ଶେଷ ତାରିଖ-୨୦୨୧, ମାର୍ଚ୍ଚ ୨୦ ତାରିଖ କଟକ: ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ଗ୍ରୁପ୍-ବି କ୍ୟାଟେଗୋରୀ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅନ୍ ଲାଇନ୍ରେ ଆବେଦନ କରିପାରିବେ ବୋଲି ଫେବ୍ରୁଆରୀ ୧୭ ତାରିଖ ଜାରି ଏକ ନୋଟସ୍ରେ ସୂଚନା ଦିଆଯାଇଛି। ନୋଟିସ୍ରେ ଦିଆଯାଇଥିବା ତଥ୍ୟ […]
ମଥୁରା: ମଙ୍ଗଳବାର ବିଳମ୍ବିତ ରାତିରେ ଯମୁନା ଏକ୍ସପ୍ରେସ ୱେରେ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ଡିଜେଲ ନେଇ ଯାଉଥିବା ଏକ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଯାଇଛି। ଫଳରେ ଡିଭାଇଡର ଭାଙ୍ଗି ଯାଇ ଟ୍ୟାଙ୍କରଟି ଆଗ୍ରା ଆଡକୁ ଯାଉଥିବା ଏକ ଇନୋଭା ଉପରେ ଚଢି ଯାଇଛି। ଇନୋଭାରେ ଥିବା ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଖବର ପାଇ ଡିଏମ ନବନୀତ ଚହଲ ଏବଂ ଏସ୍ଏସ୍ପି ଗୌରବ ଗ୍ରୋଭର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ […]
ନୂଆଦିଲ୍ଲୀ:କମେଡିଆନ କପିଲ ଶର୍ମାଙ୍କ ଏକ ଭିଡିଓ ଏବେ ଖୁବ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, କମେଡି କିଙ୍ଗ କପିଲ ଶର୍ମା ହୁଇଲ ଚେୟାରରେ ବସି ଏୟାରପୋର୍ଟ ବାହାରକୁ ଆସୁଛନ୍ତି। କପିଲ ଶର୍ମା ହୁଇଲ ଚେୟାରରେ ବସି ଏୟାରପୋର୍ଟ ବାହାରକୁ ଆସିବାବେଳେ ଖୁବ ବିବ୍ରତ ଏବଂ ଉଦାସ ଦେଖା ଯାଉଛନ୍ତି । ଏପରକି ତାଙ୍କର ଭିଡିଓ ରେକର୍ଡିଂ ଚାଲିଥିଲେ ମଧ୍ୟ କପିଲ କ୍ୟାମେରାମ୍ୟାନଙ୍କ ସହ କଥାବର୍ତ୍ତା କରି ନ ଥିଲେ। ଏହି ଭିଡିଓ କପିଲଙ୍କ ଫ୍ୟାନ୍ସଙ୍କୁ ଚିନ୍ତାରେ […]
ନୂଆଦିଲ୍ଲୀ: ପାକିସ୍ତାନ ପ୍ରତି ପୁଣି ଉଦାର ମନୋଭାବର ପରିଚୟ ଦେଲା ଭାରତ। ଭାରତୀୟ ବାୟୁସୀମାରେ ପାକିସ୍ତାନ ବିମାନକୁ ଉଡ଼ାଣ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର । ଯାହାଫଳରେ ଆଜି ଭାରତୀୟ ବାୟୁସୀମା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିମାନ ଉଡ଼ି ପାରିବ। ସୂଚନାଥାଉ କି, ଆଜି ଇମ୍ରାନ ଖାଁଙ୍କ ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମ ଥିଲା। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପ୍ରଥମ ଥର ଲାଗି ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି। ତେଣୁ ଭାରତୀୟ ବାୟୁସୀମା ଦେଇ […]
ଭାରତରେ କୌଣସି ବିମାନବନ୍ଦର ନାହିଁ ଯାହା ଭଗବାନଙ୍କ ନାମରେ ନାମିତ ହୋଇଛି। ଏବେ ଉତ୍ତରପ୍ରଦେଶରେ ଯୋଗୀ ସରକାର ଅଯୋଧ୍ୟାରେ ହେବାକୁ ଥିବା ଏୟାରପୋର୍ଟର ନାମ ଭଗବାନ ରାମଙ୍କ ନାମରେ ରଖିବା ପାଇଁ ଘୋଷଣା କରିଛନ୍ତି। ହେଲେ ଭାରତ ବାହାରେ ରହିଛି ଏମିତି ଏକ ଏୟାରପୋର୍ଟ, ଯାହା ଖାଲି ହିନ୍ଦୁଧର୍ମର ଦେବତାଙ୍କ ନାମରେ ନାମିତ କରାଯାଇନି, ବରଂ ଏଠି ହିନ୍ଦୁ ଦେବଦେବୀଙ୍କ ପ୍ରତିମୂର୍ତ୍ତି ବି ରହିଛି। ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ବଜେଟ ଉପସ୍ଥାପନ […]