• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

harsabardhan
ସଚେତନ ରୁହ, ଏବେ ବି ଭୟ ଯାଇନି-କରୋନାକୁ ନେଇ ଚେତାବନୀ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମ୍ ରହିଛି। ଏବେ ଭ୍ୟାକ୍ସିନ୍ ମଧ୍ୟ ଆସିସାରିଛି । ତେବେ ଏହାର ଅର୍ଥ ନୁହେଁ ଯେ ଆମେ କରୋନାକୁ ହାଲ୍‌କା ଭାବେ ନେବା ।  ଅବହେଳା କରିବା । ଦେଶରେ ଏବେ ଯେଉଁ ୬ଟି ରାଜ୍ୟରେ କୋଭିଡ୍ କେସ୍ ବଢୁଛି ତାହା କେବଳ ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ  ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । କରୋନା ଏବେ ମଧ୍ୟ ସମ୍ପୂର୍ଣ୍ଣ ଯାଇନି। ଏଥିପ୍ରତି ସତର୍କ […]

lockdown
ଅଣାୟତ୍ତ ହେଲା କରୋନା; ସହର ସମ୍ପୂର୍ଣ୍ଣ ଲକ୍‌ଡାଉନ

ଔରଙ୍ଗାବାଦ୍‌: ପୁଣି ଲେଉଟିଲା କରୋନା ! ମହାରାଷ୍ଟ୍ରରେ ଦିନକୁ ଦିନ ବେକାବୁ ହେଉଛି ଏହି ମହାମାରୀ। ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଔରଙ୍ଗାବାଦରେ ସମ୍ପୂର୍ଣ୍ଣ ଲକ୍‌ ଡାଉନ ଘୋଷଣା କରାଯାଇଛି। ଔରଙ୍ଗାବାଦ ଜିଲ୍ଲାରେ କରୋନା ସଂକ୍ରମଣ  ସଂଖ୍ୟା୫୭, ୭୫୫ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୫୬୯ ଆକ୍ଟିଭ କେସ ରହିଛି। ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସହରରେ ସମ୍ପୂର୍ଣ୍ଣ ଲକ୍‌ ଡାଉନ ଘୋଷଣା କରାଯାଇଛି । ଶନିବାର ମଧ୍ୟ ରାତ୍ରରୁ ଏହା ଲାଗୁ କରାଯିବ। […]

Mamata Banerjee
ହୁଇଲ ଚେୟାରରେ ଡାକ୍ତରଖାନାରୁ ଘରକୁ ଫେରିଲେ ମମତା ବାନାର୍ଜୀ

କୋଲକାତା: ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶୁକ୍ରବାର ଅପରାହ୍ନରେ ଦିଦି ଚିକିତ୍ସିତ ହେଉଥିବା କୋଲକାତାର SSKM ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଡାକ୍ତରଖାନାରୁ ଫେରିବା ପରେ ସେ ତାଙ୍କର କାଳିଘାଟସ୍ଥିତ ଘରକୁ ଫେରିଛନ୍ତି। ମମତାଙ୍କ ବାମ ପାଦ ଏବଂ ଗୋଇଠି ହାଡରେ ଆଘାତ ଲାଗିଥିଲା।  ସେହିପରି ଡାହାଣ ପଟ କାନ୍ଧ ଏବଂ ବେକରେ ବି ଆଘାତ ଲାଗିଥିଲା । ପୂର୍ବରୁ ତାଙ୍କ X-RAY ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥରେ ସୁଧାର ଆସିବା ପରେ ତାଙ୍କୁ […]

neet exam
ନିଟ୍-୨୦୨୧: ପ୍ରବେଶିକା‌ ପରୀକ୍ଷା ତାରିଖ ଘୋଷଣା କଲା NTA

ଅଗଷ୍ଟରେ ହେବ NEET-୨୦୨୧ ପରୀକ୍ଷା ତାରିଖ ଘୋଷଣା କଲା NTA ପେନ୍‌ ଓ ପେପର ମୋଡରେ ହେବ ପରୀକ୍ଷା ହିନ୍ଦୀ ଓ ଇଂରାଜୀ ସହ ୧୧ଟି ଭାଷାରେ ପରୀକ୍ଷା ଆୟୋଜିତ ହେବ ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟରେ ହେବ NEET ବା ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ । ଏ ନେଇ ଶୁକ୍ରବାର ସୂଚନା ଦେଇଛି ନାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)।  ଏନଟିଏ ପକ୍ଷରୁ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରାଯାଇଛି ।  ଅଣ୍ଡର ଗ୍ରାଜୁଏଟ ମେଡିକାଲ […]

sushant singh
ସୁଶାନ୍ତ ସିଂଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ !

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପଛରେ ଅଣ୍ଡରୱାର୍ଲଡ୍ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ୍‌ର ହାତଥିବା‌‌ କୁହାଯାଉଛି। ଏକ୍ସ-ର’ ଅଫିସର ଏନ୍‌କେ ସୁଦ୍‌ଙ୍କ କହିବା ଅନୁସାରେ, ଅଭିନେତା ସୁଶାନ୍ତ ସିଂଙ୍କୁ ପୂରା ପ୍ଲାନିଂରେ ମର୍ଡର କରାଯାଇଥିଲା ଓ ଏହା ପଛରେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ୍‌ର ହାତ ଅଛି। ଏକ ଭିଡିଓରେ ସୁଦ୍ କହିଛନ୍ତି, ସୁଶାନ୍ତଙ୍କ ଘରୋଇ ସହାୟକ ବ୍ୟତୀତ ତାଙ୍କ ସାଙ୍ଗ ସନ୍ଦୀପ ସିଂ ଓ ତାଙ୍କ(ସୁଶାନ୍ତ) ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସହିତ […]

maoist
ମାଓପ୍ରବଣ ତାଲିକାରୁ ଓଡ଼ିଶାର ୫ ଜିଲ୍ଲା ବାଦ୍‌

ଭୁବନେଶ୍ୱର: ମାଓ ପ୍ରଭାବିତ ସୁରକ୍ଷା ସଂପର୍କିତ ଖର୍ଚ୍ଚ (SRE) ଜିଲ୍ଲା ତାଲିକାରୁ ବାଦ୍‌ ପଡ଼ିଲା ଓଡ଼ିଶାର  ୫ ଜିଲ୍ଲା। ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେଓଗଡ଼ ଏବଂ ନୟାଗଡ଼ ଜିଲ୍ଲା ସୁରକ୍ଷା ସଂପର୍କିତ ଖର୍ଚ୍ଚ (SRE)ରୁ ବାଦ୍ ପଡ଼ିଛି। ଏନେଇ ରାଜ୍ୟ ସରକାର ଅନୁମୋଦନ କରିଥିବା ସୂଚନା ମିଳିଛି। ୫ ଜିଲ୍ଲା ବାଦ୍ ପଡ଼ିଥିବା ନେଇ ଆଜି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।  ଏସବୁ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ଏଭଳି […]

EbamH7hWoAAYrt5
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ

ପାଟନା: ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ବହଗା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ସଶସ୍ତ୍ର ସୀମା ବଳ ଓ ସ୍ପେଶାଲ ଟାସ୍କଫୋର୍ସର ମିଳିତ ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବହୁ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଲୋକାରିଆ ପୋଲିସ ସୂଚନା ଦେଇଛି। ଆଜି ସକାଳେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ବେଳେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ‌ ଉପରକୁ  ଆକ୍ରମଣ କରିଥିଲା। ଏହାର ପାଲଟା ଜବାବ ଦେଇଥିଲେ […]

vikash dubey
ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ

କାନପୁର: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍‌। ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୁଲିସ୍‌‌ ତାଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ, ଆଜି ସକାଳେ ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ STF(Special Task Force)‌ ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ନିକଟ ବାରା ଅଞ୍ଚଳରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ […]

sushant singh
ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଫିଲ୍ଲ ନିର୍ମାତା ଶେଖର ଦେଲେ ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ଫିଲ୍ଲ ନିର୍ମାତା ଶେଖର କପୁର ଇ-ମେଲ ମାଧ୍ୟମରେ ମୁମ୍ବାଇ ପୋଲିସକୁ ତାଙ୍କର ବୟାନ ପଠାଇଛନ୍ତି।ଶେଖର, ମୁମ୍ବାଇରେ ନ ଥିବାରୁ ସେ ତାଙ୍କ ବୟାନକୁ ଇ-ମେଲ ମାଧ୍ୟମରେ ପଠାଇଥିବା ଜଣାପଡ଼ିଛି। ସେ ଏବେ ଉତ୍ତରାଖଣ୍ଡରେ ଅଛନ୍ତି।କରୋନା ଯୋଗୁ ମୁମ୍ବାଇ ଫେରି ନ ପାରିବାରୁ ସେ  ଇ-ମେଲ ମାଧ୍ୟମରେ ତାଙ୍କର ବୟାନ ପଠାଇଛନ୍ତି। ତେବେ ଏହି ବୟାନରେ ଶେଖର ଏମିତି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result