• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

bride
ବିୟୁଟି ପାର୍ଲର ଭିତରେ ଦୁଲ୍‌ହନକୁ ହତ୍ୟା

ଭୋପାଳ: ବିବାହ ପାଇଁ ବିୟୁଟି ପାର୍ଲରରେ ମେକ୍‌ଅପ୍‌ ନେଉଥିବା ବେଳେ ଜଣେ ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବତୀଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରବିବାର ରତଲାମ ଜିଲ୍ଲାର ରାଜାପୁର ଗାଁର ଜଣେ ଯୁବତୀଙ୍କ ବିବାହ ନାଗଦାର ଜଣେ ଯୁବକଙ୍କ ସହ ହେବାର ଥିଲା। ବିବାହ ସନ୍ଧ୍ୟାରେ ଥିବାବେଳେ ସକାଳେ ସମ୍ପୃକ୍ତ ଯୁବତୀ ଜଣକ ଭଉଣୀଙ୍କ ସହ ମେକଅପ୍‌ […]

OTVForesight2021
କୋଭିଡ୍ ମୁକାବିଲାରେ ଭାରତ ହେବ ବିଶ୍ୱଗୁରୁ-ହର୍ଷବର୍ଦ୍ଧନ

ଭୁବନେଶ୍ୱର: ଆରମ୍ଭ ହୋଇଛି ଓଟିଭିର OTVର ବାର୍ଷିକ ସମ୍ମିଳନୀ ଫୋରସାଇଟ୍‌-୨୦୨୧।  ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ଓ ଜାତୀୟସ୍ତରର ଏକାଧିକ ଚିନ୍ତାନାୟକ ବିଭିନ୍ନ ପ୍ରସଙ୍ଗକୁ ନେଇ ମାନସ ମନ୍ଥନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟରେ  ଆଲୋଚନାର ବିଷୟ ରହିଛି ‘କୋଭିଡ-୧୯; ମାନବୀୟ ସାମର୍ଥ୍ୟ ବନାମ ଆପଦା’।  ନିଜର ମତ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଥିଲେ, କୋଭିଡ୍ ଯୁଦ୍ଧକୁ ବର୍ଷେ ୨ ମାସ ବିତିଲାଣି। ଭାରତର ସଫଳତାକୁ ନେଇ ବିଶ୍ୱରେ ଚର୍ଚ୍ଚା ହେଉଛି ।  […]

shasikala
ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ ଶଶିକଳା

ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଶଶିକଳା। ସମସ୍ତଙ୍କୁ ଚମକାଇ ରାଜନୀତି ଛାଡିଥିବା ଘୋଷଣା କରିଛନ୍ତି AIADMKର ପୂର୍ବତନ ନେତ୍ରୀ ଭି.କେ. ଶଶିକଳା । ତେବେ ରାଜନୀତି ଛାଡିବା ପୂର୍ବରୁ ଦଳର ସମସ୍ତ କର୍ମୀଙ୍କୁ ଏକାଠି କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନ ଏବଂ ଜୟଲଳିତାଙ୍କ ସୁବର୍ଣ୍ଣ ଶାସନ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି ? ଶଶିକଳା ରାଜନୀତିରୁ ସନ୍ୟାସ  ନେବା କଥା ଘୋଷଣା କରିବା ପୂର୍ବରୁ କହିଥିଲେ, ‘ ଆଗାମୀ ନିର୍ବାଚନରେ […]

rainfall
ବଙ୍ଗୋପସାଗରରେ ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ସକ୍ରିୟ ରହିବା ସହିତ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୯ ତାରିଖ ଯାଏ ବର୍ଷା ଲାଗି ରହିବ। ୧୨ ଘଣ୍ଟା ମଧ୍ୟରେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି […]

shradhha kapoor
ମାଲଦୀପରେ ଜନ୍ମଦିନ ପାଳିଲେ, ମନଭରି ନାଚିଲେ ଶ୍ରଦ୍ଧା କପୁର

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର ଏକ ଭିଡିଓ ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ଭିଡିଓରେ ଶ୍ରଦ୍ଧା କପୁର ମାଲଦୀପରେ ମସ୍ତି କରୁଥିବା ଦେଖିବାକୁ ମିଳିଛି। ହଁ, ଅନ୍ୟ ଅଭିନେତ୍ରୀଙ୍କ ପରି ଶ୍ରଦ୍ଧା କପୁର ବି ମାଲଦୀପ ଛୁଟି କଟାଇବାକୁ ଯାଇଥିବେ ! କିନ୍ତୁ ନା, ସେ ତାଙ୍କ କଜିନ ଭାଇ ପ୍ରିୟାଙ୍କ ଶର୍ମାଙ୍କ ମ୍ୟାରେଜ ସେରେମନି ଆଟେଣ୍ଡ କରିବାକୁ ମାଲଦୀପ ଯାଇଛନ୍ତି। ସେଠାରେ ଶ୍ରଦ୍ଧାଙ୍କ ଫଟୋ ଓ ଭିଡିଓ ବେଶ ଭାଇରାଲ ହୋଇଛି। ଏଥିମଧ୍ୟରୁ […]

golden blood group
ସବୁଠୁ ଦାମୀ ବ୍ଲଡ ଗ୍ରୁପ ଯାହା ମାତ୍ର ୪୩ ଜଣଙ୍କ ପାଖରେ ରହିଛି

ନୂଆଦିଲ୍ଲୀ: A, B, AB..ପଜିଟିଭ, ନେଗେଟିଭ…ଏମିତି କିଛି ବ୍ଲଡ ଗ୍ରୁପ୍‌ ବିଷୟରେ ଆମେ ଜାଣିଛୁ। ହେଲେ ଆଉ ଏକ ବ୍ଲଡ଼ ଗ୍ରୁପ ଅଛି ଯାହାର ନାଁ ଖୁବ୍‌ କମ୍‌ ଶୁଣିଥିବେ। ଏହି ପ୍ରକାର ବ୍ଲକ ଖୁବ୍‌ କମ୍‌ ଲୋକଙ୍କ ପାଖରେ ରହିଛି। ଏହି ବ୍ଲଡ ଗ୍ରୁପ୍‌ର ନାଁ ଗୋଲ୍‌ଡେନ ବ୍ଲଡ ଗ୍ରୁପ୍।  ଏହା ଏକ ବିରଳ ଗ୍ରୁପ୍‌ ହୋଇଥିବାରୁ ଅନେକ ସମୟରେ ଏହା ମୃତ୍ୟୁର କାରଣ ବି ପାଲଟେ। ଗୋଲ୍‌ଡେନ ବ୍ଲଡର ପ୍ରକୃତ ନାମ ହେଉଛି ଆର […]

Kapil Sharma Show’s fame Sunil Grover
ରାସ୍ତା କଡରେ ଜୁସ୍‌ ବିକିଲେ କମେଡିଆନ ସୁନୀଲ ଗ୍ରୋଭର

ମୁମ୍ବାଇ: କପିଲ ଶର୍ମା ଶୋ’ ଫେମ୍‌ ସୁନୀଲ ଗ୍ରୋଭର ନିଜର ଚମତ୍କାର କମେଡି  ଏବଂ ଅଭିନୟ ଦକ୍ଷତା ପାଇଁ ଦର୍ଶକଙ୍କ ମନ କିଣି ନେଇଛନ୍ତି। ଗୁଟି ନାଁରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ସୁନୀଲଙ୍କୁ ଏବେ  ଷ୍ଟ୍ରିଟ୍ ଭେଣ୍ଡର ଭାବେ ଦେଖିବାକୁ ମିଳିଛି। ସେ ରାସ୍ତା କଡରେ  କମଳା ରସ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ଭାଇରାଲ ହୋଇଛି। ସୋଶିଆଲ ମିଡିଆରେ ସୁନୀଲ ବେଶ ଆକ୍ଟିଭ । ଅନେକ ସମୟରେ […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result