• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

fuel-price
ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଅଦିଲ୍ଲୀ: ତିନି ଦିନ ତୈଳଦର ବୃଦ୍ଧିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଥିବାବେଳେ ଆଜି ସରକାରୀ ତେଲ କମ୍ପାନୀ ପୁଣି ତୈଳ ଦର ବୃଦ୍ଧି କରିଛନ୍ତି। ଆଜି ଡିଜେଲ ଦର ଲିଟର ପିଛା ୧୫ରୁ ୧୬ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ଦର ୨୪ରୁ ୨୫ ପଇସା ବଢିଛି। ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଦେଶର ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ମୂଲ୍ୟବୃଦ୍ଧି ପରେ ରାଜଧାନୀ ଦିଲ୍ଲରେ ଆଜି ପେଟ୍ରୋଲ ଲିଟର ପିଛା ୯୧.୧୭ […]

lightning
ଆକାଶରୁ ଖସିଲା ମୃତ୍ୟୁ, ଚାଲିଗଲା ୪୬ ଜୀବନ

ପାଟନା/ଲକ୍ଷ୍ନୌ: ଆକାଶରୁ ଖସିଲା ମୃତ୍ୟୁ। ବଜ୍ରପାତ ଯୋଗୁ ଉତ୍ତର ପ୍ରଦେଶ ଓ ବିହାରରେ ୪୬ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହାସହ କିଛି ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଶନିବାର ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ଓ ବଜ୍ରପାତ ହୋଇଥିଲା। ବଜ୍ରପାତ ଯୋଗୁ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ୨୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୯ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆହ୍ଲାବାଦରେ ୮ଜଣ, ମୀର୍‌ଜାପୁର୍‌ରେ ୬ଜଣ, କୁଶାମ୍ବିରେ ୨ଜଣ, ଭଦୋହିରେ ୬ଜଣ ଓ […]

petrol rate
ଏଠି ପେଟ୍ରୋଲ ଦର ଲିଟରକୁ ୧. ୪୫ ଟଙ୍କା

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଦର ଯେପରି ବଢୁଛି ଲୋକଙ୍କ ଆଖିରୁ ନିଦ ହଜିଗଲାଣି। ଦେଶର ରାଜସ୍ଥାନର ଶ୍ରୀଗଙ୍ଗାନଗର ପରି ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟପିଲାଣି। ପେଟ୍ରୋଲ ଦର କମିବା ନେଇ ସରକାର ଲଗାତାର ଆଲୋଚନା କରୁଛନ୍ତି। ହେଲେ କିଛି ଫଳ ହେଉନି। ଶୁଣି ଆଶ୍ଚର୍ଯ୍ୟ ହେବେ,  ପୃଥିବୀରେ ଏମିତି ଦେଶ ଅଛି, ଯେଉଁଠି ପେଟ୍ରୋଲ ପାଣି ମୂଲ୍ୟଠାରୁ ବି କମ୍‌ରେ ମିଳୁଛି। ଗ୍ଲୋବାଲ ପେଟ୍ରୋଲ ପ୍ରାଇସେଜ୍‌ ଏହା ଉପରେ ଲଗାତର ନଜର ରଖିଛି। […]

gold plate  biriyani
ଏଠାରେ ମିଳେ ଗୋଲ୍‌ଡ ପ୍ଲେଟେଡ୍‌ ବିରିୟାନୀ; ଦାମ୍‌ କେତେ ଜାଣନ୍ତି ?

ନୂଆଦିଲ୍ଲୀ: ଅନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟରୁ ବିରିୟାନୀ ଗୋଟିଏ। ପ୍ରାୟ ସମସ୍ତଙ୍କର ପସନ୍ଦ ଏହି ଖାଦ୍ୟ । କେଉଁଠି କେଉଁ ପ୍ରକାର ବିରିୟାନୀ ମିଳୁଛି, କାହାର ସ୍ୱାଦ କେମିତି, କାହାର ଦାମ କେତେ  ସେ ସବୁର ତାଲିକା ବିରିୟାନୀ ପ୍ରିୟ ଲୋକଙ୍କ ପାଖରେ ନିଶ୍ଚୟ ଥିବ । ଆମେ ଆଜି ଏକ ନୂଆ ପ୍ରକାର ବିରିୟାନୀର ସୂଚନା ଦେବାକୁ ଯାଉଛୁ । ଏହାର ଦାମ ଯେମିତି,, ସ୍ୱାଦ ମଧ୍ୟ ସେମିତି । ଆଉ ପରଷିବାର ଷ୍ଟାଇଲ ମଧ୍ୟ […]

opsc, File Pic for Representational Purpose
OPSC Recruitment 2021: ଖାଲି ପଡ଼ିଥିବା ଗ୍ରୁପ୍‌-ବି ପଦବୀ ପାଇଁ ଆବେଦନ କରନ୍ତୁ

ଭୁବନେଶ୍ୱର:  ଗୃହ ବିଭାଗ ଅଧୀନ ରାଜ୍ୟ ଫୋରେନସିକ୍ ସାଇନ୍ସ ସେବା ସଂଗଠନରେ ଖାଲିଥିବା Scientific Officer ଗ୍ରୁପ୍ ବି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛକ ପ୍ରାର୍ଥୀ ତୁରନ୍ତ ଆବେଦନ କରିବା ପାଇଁ ଓଡିଶା ଜନସେବା ଆୟୋଗ (OPSC) ପକ୍ଷରୁ କୁହାଯାଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୪ ତାରିଖ ୨୦୨୧ ରୁ  ଏପ୍ରିଲ ୫ ତାରଖ ୨୦୨୧ଭିତରେ ଆବେଦନ କରିପାରିବେ।   OPSC- opsc.gov.in ର ଅଫିସିଆଲ୍ ୱେବସାଇଟ୍ ରେ ଅନଲାଇନ୍ ମୋଡରେ  […]

corona vaccine
ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮ ହଜାରରୁ ଅଧିକ କରୋନା ରୋଗୀ

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦିନକୁ ବଢିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ ରେକର୍ଡ ସଂଖ୍ୟାକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗୁରୁବାର ମହାରାଷ୍ଟ୍ରରୁ ସର୍ବାଧିକ ୮, ୭୦୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାଯାଇଛି, ଗତ ୨୪ ଘଣ୍ଟା ମଧ୍ୟରେ  ଦେଶରେ ୧୬ ହଜାର ୫୭୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୨୦ ରୋଗୀଙ୍କର ଜୀବନ ଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ […]

cease fire
ଗୋଟିଏ ଫୋନ କଲ୍‌ ଯୋଗୁ ଭାରତ-ପାକ୍ ମଧ୍ୟରେ‌ ଖୋଲିଲା ଯୁଦ୍ଧ ବିରତିର ରାସ୍ତା

ନୂଆଦିଲ୍ଲୀ:  ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ଉଲ୍ଲଘଂନକୁ ନେଇ ଦୁଇ ଦିନ ତଳେ ବୁଝାମଣା ହୋଇଛି। ଏହି ବୁଝାମଣା ଅନୁସାରେ ଲାଇନ ଅଫ କଣ୍ଟ୍ରୋଲ ଏବଂ ଅନ୍ୟ ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଲଘଂନକୁ କେହି ଭାଙ୍ଗିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।  ଦୀର୍ଘ ବର୍ଷ ଧରି ସୀମାରେ ଅସ୍ତ୍ର ବିରତି ଉଲ୍ଲଘଂନ ଚାଲିଥିବାବେଳେ ମାତ୍ର ଗୋଟିଏ ଫୋନ କଲ୍ ଦ୍ୱାରା ଏହା ବନ୍ଦ ହୋଇପାରିଛି। ତେବେ କିଏ କରିଥିଲେ ଏହି ଫୋନ ? କାହାପାଖକୁ କରିଥିଲେ ? […]

corona
କରୋନା ମୁକାବିଲା: ଗଞ୍ଜାମ ଗଲେ ୨ IAS , ୬ OAS

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ୨୪ ଘଣ୍ଟା ଭିତରେ ଗଞ୍ଜାମରେ ଆଉ ୩ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା।  ଏଥିସହ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ୨ ଜଣ IASଙ୍କୁ ସ୍ପେଶାଲ ଏଡିଏମ୍(ଇନ୍‌-ଚାର୍ଜ) ଭାବେ‌ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। କରୋନା ପରିଚାଳନା ପାଇଁ IAS ପାରୁଲ ପଟାୱାରୀ ଓ ବିଶାଲ […]

neta
ଧିକ୍ ନେତାଗିରି !

ବଦଳି ଯାଇଛି ନେତାଙ୍କ ଲକ୍ଷ୍ୟ, ଆଭିମୁଖ୍ୟ। ବଦଳି ଯାଇଛି ସେମାନଙ୍କ ଚରିତ୍ର, ବ୍ୟକ୍ତିତ୍ୱ।  ଜନତାଙ୍କ ସେବା ତାଙ୍କର କାମ ବୋଲି ଭାବୁ ନାହାନ୍ତି, ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ହାତେଇବା ତାଙ୍କର ଲକ୍ଷ୍ୟ ହୋଇଯାଇଛି। ଏପରି ନେତାଙ୍କୁ ନେଇ ଦେଶର ବିକାଶ କେତେଦୂର ସମ୍ଭବ ? ଏହାକୁ ନେଇ ମାୟାଧର ନାୟକଙ୍କ ବିଶେଷ ଆଲେଖ୍ୟ ଆମେ ଜଣେ ଶ୍ରମିକନେତା ଭାବେ ଜଣାଶୁଣା। ଏବେ ଏ ବିଶ୍ଲେଷଣଟି ଭାରି ଅଡୁଆ ଲାଗୁଛି। ଜଣେ ସାଧୁ ବ୍ୟଭିଚାରୀ ହେଲେ […]

suprim court
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବାପଘର ଲୋକଙ୍କୁ ନିଜ ସମ୍ପତ୍ତି ଦେଇ ପାରିବେ ବିଧବା ମହିଳା

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ବିଧବା ମହିଳା ନିଜ ଅଂଶ ସମ୍ପତ୍ତି ବାପଘରକୁ ଦେଇପାରିବେ ବାପଘର ପକ୍ଷ ଲୋକଙ୍କୁ ଅପରିଚିତ କୁହାଯାଇ ପାରିବ ନାହିଁ ବାପଘର ପକ୍ଷର ଲୋକଙ୍କୁ ମହିଳାଙ୍କ ପରିବାରର ଏକ ଅଂଶ ବୋଲି କୁହାଯାଇ ପାରିବ ନୂଆଦିଲ୍ଲୀ: ମହିଳାଙ୍କ ସମ୍ପତ୍ତିକୁ ନେଇ ସୁପ୍ରମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ  ଶୁଣାଇଛନ୍ତି। ଅଦାଲତ କହିଛନ୍ତି, ଜଣେ ବିଧବା ମହିଳା ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସମ୍ପତ୍ତି ବାପଘର ପକ୍ଷକୁ ଦେଇ ପାରବେ। କୋର୍ଟଙ୍କ କହିବା ଅନୁଯାୟୀ, ହିନ୍ଦୁ ସକ୍‌ସେସନ ଆକ୍ଟ  […]

golden mask
ସୁନାର ମାସ୍କ ପିନ୍ଧି ଚର୍ଚ୍ଚାରେ ଏହି ବ୍ୟକ୍ତି, ଦାମ୍‌ ୨ଲକ୍ଷ ୮୯ ହଜାର ଟଙ୍କା

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ। ଛୋଟରୁ ବଡ଼ ଯାଏ ସମସ୍ତେ ଏବେ ମାସ୍କ ପିନ୍ଧି ନିଜକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରୁଛନ୍ତି। କରୋନା ପାଇଁ ମାସ୍କର ଚାହିଦା ବୃଦ୍ଧି ପାଉଥିବାରୁ ବିଭିନ୍ନ ପ୍ରକାରର ମାସ୍କ ଏବେ ମାର୍କେଟ୍‌ରେ ଉପଲ୍ଲବ୍ଧ ହେଉଛି। ଏଭଳି ସମୟରେ ମହାରାଷ୍ଟ୍ର ପୁଣେ ଜିଲ୍ଲାର ପିଂମ୍ପରୀ-ଚିଞ୍ଚଓ୍ୱାଡା ନିବାସୀ ଶଙ୍କର କୁରାଡେ ନାମକ ଜଣେ ବ୍ୟକ୍ତି ସୁନାର ମାସ୍କ ପିନ୍ଧି ଏବେ ଚର୍ଚ୍ଚାରେ। […]

OTV-rahul
ମତ୍ସ୍ୟଜୀବୀଙ୍କ ସହ ମିଶି ସମୁଦ୍ରକୁ ଡେଇଁଲେ ରାହୁଲ, ଭିଡିଓ ଭାଇରାଲ

କୋଲ୍ଲମ: ସମୁଦ୍ର ଭିତରେ ରାହୁଲ ଗାନ୍ଧି ! ପୁଣି ମତ୍ସ୍ୟଜୀବୀଙ୍କ ଗହଣରେ ! ହଁ, କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମୁଦ୍ର ଭିତରେ ପହଁରୁଥିବା ଦେଖିବାକୁ ମିଳିଛି । ପ୍ରକୃତ କଥା ହେଲା, ମତ୍ସ୍ୟଜୀବୀଙ୍କ ଜୀବନଶୈଳୀକୁ ଅତି ନିକଟରୁ ଦେଖିବା ପାଇଁ ରାହୁଲ ମତ୍ସ୍ୟଜୀବୀଙ୍କ ସହ ମିଶି ସମୁଦ୍ରକୁ ଯାଇଥିଲେ, ମାଛ ଧରିଥିଲେ ଏବଂ ତାଙ୍କ ସହ ମିଶି ଜଳକ୍ରୀଡା ମଧ୍ୟ କରିଥିଲେ। କେରଳ ଗସ୍ତରେ ଯାଇଥିବା ରାହୁଲ ଗାନ୍ଧି ପ୍ରଥମେ ନୌକାରେ କେରଳର କୋଲ୍ଲମ […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result