• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

biplab-up
୧୫ ଜଣିଅା ଓଡ଼ିଶା ରଣଜୀ ଦଳ ଘୋଷଣା

ଭୁବନେଶ୍ୱର :  ୧୫ ଜଣିଅା ଓଡ଼ିଶା ରଣଜୀ ଦଳ ଘୋଷଣା । ବିପ୍ଳବ ସାମନ୍ତରାୟଙ୍କ ନେତୃତ୍ୱରେ ପ୍ରଥମ ୨ଟି ମ୍ୟାଚ୍ ପାଇଁ ଦଳ ଘୋଷଣା ହୋଇଛି । ରଣଜୀ ଦଳ : ବିପ୍ଳବ ସାମନ୍ତରାୟ(ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ରଞ୍ଜିତ ସିଂହ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି, ଶାନ୍ତନୁ ମଲ୍ଲିକ,ସୁଜିତ ଲେଙ୍କା, ପପୁ ରାୟ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଷେକ ରାଉତ ଓ ଶୁଭମ ନାୟକ।

deepika-up
ବାଜିବ ସାହାନାଇ

ମୁମ୍ବାଇ : ଶେଷରେ ସ୍ଥିର ହୋଇଛି ବଲିଉଡର ହିଟ୍ ଯୋଡ଼ି ରଣବୀର ସିଂହ ଏବଂ  ଦୀପିକା ପାଦୁକୋଣଙ୍କ ବିବାହ ତାରିଖ। ଏହା ସହ ବି ଟାଉନର ଏହି ସକ୍‌ସେସ କପୁଲଙ୍କ ବିବାହକୁ ନେଇ ରହିଥିବା ସସପେନ୍ସ ମଧ୍ୟ ଦୂର ହୋଇଛି। ଅାଜି ସୋସିଅାଲ ମିଡିଅାରେ ଉଭୟେ ନିଜ ବାହାଘର ତାରିଖ ସମ୍ପର୍କରେ ସୂଚନା ଦେଇଛନ୍ତି। ଅାସନ୍ତା ମାସ ୧୪ ଏବଂ ୧୫ ତାରିଖରେ ଉଭୟ ଷ୍ଟାର ବିବାହ ବନ୍ଧନରେ ଅାବଦ୍ଧ ହେବେ।  ହ୍ୱାଇଟ ଏବଂ ଗୋଲ୍ଟ କଲରର […]

m1
ମେଘାଳୟ ସାନ୍ କୋଇଲା ଖଣିରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ମେଘାଳୟ ଜଇନ୍ତିଆ ପର୍ବତର ସାନ୍ କୋଇଲା ଖଣିରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି। ନୌସେନା ଟିମ୍‌ର ବୁଡ଼ାଳି ମାନେ ଖଣିର ୭୦ ଫୁଟ୍ ତଳକୁ ଯାଇ ପହଞ୍ଚିଛନ୍ତି। ତେବେ ପାଣି ଅତ୍ୟଧିକ ଥଣ୍ଡା ଏବଂ ରାଟ୍ ହୋଲ୍ ହୋଇଥିବାରୁ ଖଣି ଭିତରକୁ ପଶିବାରେ ସମସ୍ୟା ଦେଖାଦେଉଛି। ଗତକାଲି ରାତି ସାରା ଉଦ୍ଧାରକାରୀ ଟିମ୍ ଅପରେସନ୍ ଜାରି ରଖିଥିଲା। ଆଜି ପୁଣି ଥରେ ଅପରେସନ୍‌କୁ ଜାରି ରଖାଯାଇଛି। ନୌସେନାର ୧୮ ଜଣ ସଦସ୍ୟ […]

sai
ଶିରିଡ଼ି ସାଇ ମନ୍ଦିରକୁ ବଢୁଛି ଶ୍ରଦ୍ଧାଳୁଙ୍କ ଦାନ

ଶିରିଡ଼ି  : ଗତ ୩ ଦିନ ମଧ୍ୟରେ ଶିରିଡ଼ି ସାଇ ବାବାଙ୍କ ହୁଣ୍ଡିରୁ ସଂଗ୍ରହ ହୋଇଛି ୬ କୋଟିର ଦାନ । ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଏନେଇ ସୂଚନା ଦିଅାଯାଇଛି। ସାଇବାବାଙ୍କ ସମାଧିକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଏଠାକୁ  ଭକ୍ତଗଣ ଏତେ ପରିମାଣର ଦାନ ଦେଇଛନ୍ତି। ମନ୍ଦିର ପରିସରରେ ଥିବା ଡୋନେସନ କାଉଣ୍ଟରରୁ ୨ କୋଟି ୫୨ ଲକ୍ଷ, ଶିରିଡି ସହରରେ ଥିବା ଡୋନେସନ କାଉଣ୍ଟରରୁ ୧ କୋଟି ୪୬ ଲକ୍ଷ, ଅନଲାଇନ୍‌ […]

army foils
ପାକିସ୍ତାନର ଆକ୍ରମଣ ଯୋଜନାକୁ ପଣ୍ଡ କଲା ଭାରତୀୟ ସେନା

ଶ୍ରୀନଗର: ଭାରତୀୟ ସେନାର ଏକ ଘାଟି ଉପରକୁ ପାକିସ୍ତାନୀ ସେନାର ବଡ଼ ଧରଣର ଆକ୍ରମଣକୁ ଭାରତୀୟ ସେନା ପଣ୍ଡ କରି ଦେଇଛନ୍ତି। ଜମ୍ମୁ ଓ କଶ୍ମୀର ନୌଗାମ୍ ସେକ୍ଟରର ନିୟନ୍ତ୍ରଣ ରେଖାକୁ ଅତିକ୍ରମ କରିବା ଲାଗି ଗତକାଲି ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍‌ର ଏକ ଟିମ୍‌ ଉଦ୍ୟମ କରିଥିଲେ। କିନ୍ତୁ ଭାରତୀୟ ସେନା ସେମାନଙ୍କର ଏହି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ଦୀର୍ଘ ସମୟ ଧରି ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ […]

argentina
ୟୁଥ୍ ଅଲିମ୍ପିକ୍ସ ଗେମ୍ସ ପଦକ ବିଜେତାଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ

ଅାର୍ଜେଣ୍ଟିନା : ଅାର୍ଜେଣ୍ଟିନାରେ ଶେଷ ହୋଇଥିବା ୟୁଥ୍ ଅଲିମ୍ପିକ୍ସ ଗେମ୍ସର ପଦକ ବିଜେତାଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁଥ ଅଲିମ୍ପିକ୍ସରେ ଭାଗ ନେଇ ପଦକ ଜିଣିଥିବା ସମସ୍ତ ଖେଳାଳିଙ୍କ ଅନୁଭୁତି ସମ୍ପର୍କରେ ପିଏମ୍ ମୋଦି ପଚାରି ବୁଝିବା ସହ ସେମାନଙ୍କ ସଫଳତା ପାଇଁ ପ୍ରଶଂସା କରିଛନ୍ତି। ଅାଗକୁ  ଭଲ ପ୍ରଦର୍ଶନ କରିବା ପାଇଁ ପିଏମ୍ ମୋଦି ଉତ୍ସାହିତ କରିଛନ୍ତି। ପଦକ ବିଜେତାଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର ଉପସ୍ଥିତ […]

BeFunky-collage (1)
୧୬ ଦିନର ଅପରେସନ୍ ପରେ ମିଳିଲା ୩ଟି ହେଲ୍‌ମେଟ୍

ନୂଆଦିଲ୍ଲୀ: ମେଘାଳୟ ସାନ୍ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟବେଳେ ଆଜି ୩ଟି ହେଲ୍‌ମେଟ୍ ମିଳିଛି। ଗତ ୧୩ ତାରିଖରୁ ୧୫ ଜଣ ଶ୍ରମିକ କୋଇଲା ଖଣିରେ ଫସିରହିଛନ୍ତି। ଗତକାଲିଠାରୁ ଓଡ଼ିଶା ଅଗ୍ନିଶମ ବାହିନୀ ଟିମ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି। ଏନ୍‌ଡିଆରଏଫ୍ ସହ ମିଳିତ ଭାବେ ଓଡ଼ିଶା ଅଗ୍ନିଶମ ବିଭାଗ ବେସ୍ ତତ୍ପରତା ସହ ଉଦ୍ଧାର କାର୍ଯ୍ୟ କରୁଛି। ଖଣିରୁ ପାଣି କାଢ଼ିବା ଲାଗି ଉଚ୍ଚ କ୍ଷମତା ସଂପନ୍ନ ମୋଟର ପମ୍ପ, ପାଇପ୍‌ ଓ […]