ନୂଆଦିଲ୍ଲୀ: ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଖୁସି ଖବର। ଚଳିତ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଜବାହର ନବୋଦୟ ବିଦ୍ୟାଳୟରେ ଅଧିକ ୫ ହଜାର ସିଟ୍ ବୃଦ୍ଧି କରାଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭ୍ଡେକର ଆଜି ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ୪୬ହଜାର ୬ଶହ ରେସିଡେନ୍ସିଆଲ୍ ସ୍କୁଲ ରହିଛି। ଗତ ଚାରି ବର୍ଷ ମଧ୍ୟରେ ମୋଟ୍ ୯ ହଜାର ସିଟ୍ ବଢ଼ାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୧୯ ଶିକ୍ଷା […]
ମୁମ୍ବାଇ : ଭାରତ-ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଦିନିକିଅାରେ ବିରାଟ ବାହିନୀର ବିରାଟ ବିଜୟ । ୨୨୪ ରନ୍ରେ ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି ଟିମ୍ ଇଣ୍ଡିଅା । ଏହି ବିଜୟ ସହ ୫ଟିକିଅା ଦିନିକିଅା ସିରିଜ୍ରେ ଭାରତ ୨-୧ରେ ଅାଗୁଅା ରହିଛି । ମୁମ୍ବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ବିପକ୍ଷ କାରିବିଅାନ୍କୁ ୩୭୮ ରନ୍ର ଟାର୍ଗେଟ୍ ଦେଇଥିଲା । ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୩୭୭ […]
ମୁମ୍ବାଇ : ଭାରତ-ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଦିନିକିଅାରେ ଟିମ୍ ଇଣ୍ଡିଅାର ଦମଦାର ବ୍ୟାଟିଂ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ବିପକ୍ଷ କାରିବିଅାନ୍କୁ ୩୭୮ ରନ୍ର ଟାର୍ଗେଟ ଦେଇଛି । ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୩୭୭ ରନ୍ କରିଛି ଭାରତୀୟ ଟିମ୍ । ମୁମ୍ବାଇ ହୋମ୍ ଗ୍ରାଉଣ୍ଡରେ ଓପନ୍ର ରୋହିତ ଶର୍ମା ଧୁଆଁଧାର ୧୬୨ ରନ୍ କରିଛନ୍ତି । ଅମ୍ବାତି ରାଇଡ଼ୁଙ୍କ ଫାଷ୍ଟେସ୍ ଶତକ ଟିମ୍ ଇଣ୍ଡିଅାକୁ ବିଶାଳ ସ୍କୋରରେ ପହଞ୍ଚାଇଛି […]
ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଗୃହମନ୍ତ୍ରୀ ରାଜନାଥ ସିଂ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ରାଜନାଥ ସିଂଙ୍କୁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପିର ଇସ୍ତାହାର କମିଟିର ଅଧ୍ୟକ୍ଷ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏଥିସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ୧୭ଟି ଗ୍ରୁପ୍ ମଧ୍ୟ ଗଠନ କରିଛନ୍ତି। ବିଜେପିର […]