• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

3
ଆଜି ରାଜ୍ୟସଭାରେ ଆସିପାରେ ତିନି ତଲାକ୍ ବିଲ୍

ନୂଆଦିଲ୍ଲୀ : ନୂଆ ବର୍ଷ ଛୁଟି ପରେ ଆଜିଠାରୁ ପୁଣି ସଂସଦ ଚାଲିବ। ଗୁରୁତ୍ୱପୂର୍ଣ୍ଣ ଟ୍ରିପଲ୍ ତଲାକ ବିଲ୍ ଆଜି ରାଜ୍ୟସଭାରେ ଆସିପାରେ। ଗତ ସୋମବାର ଦିନ ଏହି ବିଲ୍ ଉପସ୍ଥାପନ ଲାଗି ସରକାର ଚେଷ୍ଟା କରିଥିଲେ। କିନ୍ତୁ କଂଗ୍ରେସ ସହିତ ଅନ୍ୟ ବିରୋଧୀ ଏହାକୁ ପ୍ରବଳ ବିରୋଧ କରିଥିଲେ। ବିଲ୍‌ର ବର୍ତ୍ତମାନର ରୂପରେଖକୁ ସେମାନେ ବିରୋଧ କରୁଛନ୍ତି। ଏହି ଦଳଗୁଡ଼ିକର ଦାବି, ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଯାଉ। ସରକାର ଏଥିରେ ରାଜି ନ ହେବାରୁ ରାଜ୍ୟସଭାରେ […]

cbi 2
ଦୁଇ ଟପ୍ ଅଧିକାରୀ ଅାଲୋକ ବର୍ମା ଓ ରାକେଶ ଅସ୍ଥାନାଙ୍କ ଅଫିସ୍ ସିଲ୍

ନୂଆଦିଲ୍ଲୀ : ବଢୁଛି ସିବିଅାଇ କଳି। ବାଧ୍ୟତାମୂଳକ ଭାବେ ନିର୍ଦ୍ଦେଶକ ଅାଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସେ ଅାବେଦନ କରିଛନ୍ତି। ନିୟମ ଅନୁସାରେ ସିବିଅାଇ ନିର୍ଦ୍ଦେଶକ ୨ ବର୍ଷ ଏହି ପଦରେ ରହିଥାନ୍ତି । ତେଣୁ ତାଙ୍କୁ ଛୁଟିରେ ପଠାଇବା ବେଅାଇନ ବୋଲି ସେ ଦର୍ଶାଇଛନ୍ତି। ଅାଲୋକ ବର୍ମାଙ୍କ ଅାବେଦନକୁ ଗ୍ରହଣ କରାଯାଇଛି। ଅାସନ୍ତା ଶୁକ୍ରବାର ଏହାର ଶୁଣାଣି ହେବ […]

arun
ସିବିଅାଇ ବିବାଦରେ ମୁହଁ ଖୋଲିଲା କେନ୍ଦ୍ର

ନୂଆଦିଲ୍ଲୀ : ସିବିଅାଇ ଅନ୍ତଃକନ୍ଦଳ ଓ ୨ ଅଧିକାରୀଙ୍କୁ କାର୍ଯ୍ୟାନ୍ତର ପ୍ରସଙ୍ଗରେ ମୁହଁ ଖୋଲିଲା କେନ୍ଦ୍ର। ତଦନ୍ତରେ ସ୍ୱଚ୍ଛତା ପାଇଁ ଉଭୟଙ୍କୁ ସାମୟିକ ଅନ୍ତର କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ। ସିଭିସିଙ୍କ ତତ୍ତ୍ୱାବଧାନରେ ଏସ୍ଅାଇଟି ଗଠନ ହୋଇ କରାଯିବ। ଜେଟଲୀ କହିଛନ୍ତି ସିବିଅାଇ ହେଉଛି ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଏବଂ ଏହାର ତଦନ୍ତ ବିଶ୍ୱସନୀୟତା ଅକ୍ଷୂର୍ଣ୍ଣ ରହିବା ଉଚିତ। ଉଭୟ ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ତଦନ୍ତର ସ୍ୱଚ୍ଛତା […]

rakesh
କୋର୍ଟରେ ପହଞ୍ଚିଲା ସିବିଅାଇ କନ୍ଦଳ

ନୂଆଦିଲ୍ଲୀ : ଅାସନ୍ତା ସୋମବାର ପର୍ଯ୍ୟନ୍ତ ଗିରଫ ଅାଶଙ୍କାରୁ ବର୍ତ୍ତିଲେ ସିବିଅାଇର ନମ୍ବର ଟୁ ଅଫିସର ରାକେଶ ଅସ୍ଥାନା । ତାଙ୍କ ବିରୋଧରେ ସିବିଅାଇ ପକ୍ଷରୁ ଲାଞ୍ଚ ଅଭିଯୋଗ ନେଇ ଏତଲା ଦାଏର ହୋଇଥିଲା । ଏହାକୁ ଖାରଜ ସହ ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବାକୁ ଅସ୍ଥାନା ଦିଲ୍ଲୀ ହାଇକୋର୍ଟଙ୍କ ଅାଶ୍ରୟ ନେଇଥିଲେ। କୋର୍ଟ ଅସ୍ଥାନାଙ୍କ ଅାବେଦନକୁ ଗ୍ରହଣ ସହ ଅାସନ୍ତା ସୋମବାର ମାମଲାର ଶୁଣାଣି କରିବେ। ତେବେ ସେ ପର୍ଯ୍ୟନ୍ତ ଅସ୍ଥାନାଙ୍କ ଗିରଫ କରାଯାଇ ପାରିବ […]

sabarimala
ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ

ନୂଆଦିଲ୍ଲୀ : ସବରିମାଳାରରେ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ନେଇ ଦେଇଥିବା ରାୟର ପୁନର୍ବିଚାର ଅାବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି ଅାସନ୍ତା ୧୩ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏନେଇ ମୋଟ୍ ୧୯ଟି ମାମଲା ସୁପ୍ରମକୋର୍ଟରେ ଦାଖଲ ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅକ୍ଟୋବର ୧୮ ତାରିଖରୁ ପାଞ୍ଚ ଦିନ ପାଇଁ ସବରିମାଳା ମନ୍ଦିର ଖୋଲାଯାଇଥିଲା। ବିଭିନ୍ନ ସଂଗଠନର ବିରୋଧ ଯୋଗୁଁ ମହିଳାମାନେ ମନ୍ଦିରରେ ପ୍ରବେଶ କରିପାରିନଥିଲେ। ୫ଦିନରେ ୯ଜଣ […]

olympics
ସଫଳତା ସତ୍ତ୍ୱେ ଦିବ୍ୟାଙ୍ଗ ଆଥ୍‌ଲେଟଙ୍କୁ ପାତରଅନ୍ତର ଅଭିଯୋଗ

ଭୁବନେଶ୍ୱର : ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ପାରା ସ୍ପ୍ରିଣ୍ଟର ଜୟନ୍ତୀ ବେହେରା। ଦୃଷ୍ଟିହୀନ ଚେସ୍‌ ଖେଳାଳି ସୌନ୍ଦର୍ଯ୍ୟ ପ୍ରଧାନ ଓ ପ୍ରାଚୁର୍ଯ୍ୟ ପ୍ରଧାନ। ଏସିଅାନ୍ ପାରା ଗେମସରେ ପ୍ରମୋଦ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଏବଂ  ଡବଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ଅାଥଲେଟ ଜୟନ୍ତୀ ବେହେରା ୨ଶହ ମିଟର ଦୌଡ଼ ଇଭେଣ୍ଟରେ ରୌପ୍ୟ ଓ ୪ଶହ ମିଟର ଦୌଡରେ ବ୍ରୋଞ୍ଜ ପଦକ ଜିଣିଛନ୍ତି। ସେପଟେ ଦୃଷ୍ଟିହୀନ ଚେସ୍‌ ଖେଳାଳି ଦୁଇ ଭାଇ ସୌନ୍ଦର୍ଯ୍ୟ ଓ […]

sourabha
ଅମୃତସର ଟ୍ରେନ୍ ଦୁର୍ଘଟଣା

ଅମୃତସର : ଅମୃତସର ଟ୍ରେନ୍ ଦୁର୍ଘଟଣା ପରେ ଫେରାର ଥିବା ସୌରଭ ମଦନ ମିଠୁ ଅାଜି ରିଲିଜ୍ କରିଛନ୍ତି ଭିଡିଓ । ଅଜ୍ଞାତ ଅଞ୍ଚଳରୁ ରହି ଜାରି କରିଥିବା ଏହି ଭିଡିଓରେ ନିଜ ପକ୍ଷ ରଖିଛନ୍ତି ସୌରଭ । ଘଟଣା ଦିନ ରେଳ ଧାରଣା ଉପରକୁ ନଯିବା ପାଇଁ ଲୋକଙ୍କୁ ନିବେଦନ କରିଥିବା କଥା କହିଛନ୍ତି ସୌରଭ । ତେବେ ଏତେ ବଡ଼ ଘଟଣାକୁ ମାତ୍ର ଦୁର୍ଘଟଣା କହି ନିଜ ଉପରେ ଦୋଷ ଝାଡ଼ି ଦେବାକୁ ଚେଷ୍ଟା […]