ସୁରତ : ଅାଗକୁ ଅାସୁଛି ଦୀପାବଳି । ଅନେକ କମ୍ପାନୀ ଏହି ଅବସରରେ ନିଜ କର୍ମଚାରୀଙ୍କୁ ବୋନସ ପ୍ରଦାନ କରିଥାନ୍ତି। ତେବେ ଏଭଳି ଏକ କମ୍ପାନୀ ବିଷୟରେ ଶୁଣିଛନ୍ତି କି ଯିଏ ନିଜ କର୍ମଚାରୀଙ୍କୁ ବୋନସ ଅାକାରରେ କାର ଦେଇଥାଏ । ପ୍ରତିବର୍ଷ ଭଳି ଏଥର ମଧ୍ୟ କାର ଉପହାର ଦେଇ ପୁଣି ଚର୍ଚ୍ଚାକୁ ଅାସିଛନ୍ତି ସୁରତର ହୀରା ବ୍ୟବସାୟୀ ସବଜି ଢୋଲାକିଅା । ଧାଡି ଧାଡି ହୋଇ ଶହ ଶହ କାର ରଖା ହୋଇଛି । […]
ନୂଆଦିଲ୍ଲୀ : ଏୟାରସେଲ -ମାକ୍ସିସ ଜାଲିଅାତି ଘଟଣାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଚିଦାମ୍ବରମଙ୍କ ସହ ଅନ୍ୟ ୮ଜଣଙ୍କ ନାଁରେ ମଧ୍ୟ ଅଭିଯୋଗ ରହିଛି। ଚିଦାମ୍ବରମଙ୍କ ଚାର୍ଟାଡ ଅାକାଉଣ୍ଟାଣ୍ଟଙ୍କ ନାଁ ମଧ୍ୟ ଚାର୍ଜସିଟରେ ରହିଛି। ଦିଲ୍ଲୀର ପଟିଅାଲା ହାଉସ୍ କୋର୍ଟରେ ଏସମ୍ପର୍କିତ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଛି। ନଭେମ୍ବର ୨୬ରେ ଚାର୍ଜସିଟ୍ ସମ୍ପର୍କରେ ବିଚାରକୁ ନିଅାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ଘଟଣାରେ ପି. […]
ନୂଆଦିଲ୍ଲୀ : ସିବିଅାଇ ବ୍ୟାପାରରେ ହସ୍ତକ୍ଷେପକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ଏପରିକି ଏହା ସହିତ ରାଫେଲ୍ ଦୁର୍ନୀତିକୁ ଯୋଡିଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ରାଫେଲ୍ ଡିଲ୍ର ଗୁମର ଖୋଲିଯିବା ଭୟରେ ସରକାର ରାତି ଅଧିଅା ସିବିଅାଇ ନିର୍ଦ୍ଦେଶକଙ୍କୁ ହଟାଇଲେ। ସିବିଅାଇ ଏହି ମାମଲାରେ ତଦନ୍ତ କରିବାର ଥିଲା, ତେଣୁ ଗୁମର ଖୋଲିଯିବା ଭୟରେ ସରକାର ଏଭଳି କରିଥିବା ସେ କହିଛନ୍ତି । ବିଜେପି ଏହାର ଜବାବ ରଖିବା ସହିତ କଂଗ୍ରେସ୍ […]
ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ସିଡ୍ନିରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍। ଶେଷ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମ ଥର ଐତିହାସିକ ସିରିଜ୍ ବିଜୟ ଲକ୍ଷ୍ୟରେ ରହିଛି। ଏଥିପାଇଁ ୧୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ନିଜର ଝିଅ ଜନ୍ମ ହେବା ପରେ ଭାରତ ଫେରିଥିବା ରୋହିତ ଶର୍ମାଙ୍କ ସ୍ଥାନରେ ପୁଣି ଥରେ ସୁଯୋଗ ପାଇଛନ୍ତି ଓପନର କେଏଲ୍ ରାହୁଲ। ଏହାସହ ଆହତ ଥିବା କାରଣରୁ ୨ଟି ଟେଷ୍ଟ ଖେଳି […]
ବିଶାଖାପାଟଣା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଅା ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଟାଇ ହୋଇଛି। ୱେଷ୍ଟଇଣ୍ଡିଜ୍କୁ ଶେଷ ବଲରେ ୫ ରନ୍ ଦରକାର ଥିବା ବେଳେ ୪ ରନ୍ ହୋଇପାରିଛି। ୱେଷ୍ଟଇଣ୍ଡିଜ୍ ୩୨୨ ରନ୍ ଲକ୍ଷ୍ୟ ନେଇ ୨ୟ ଇନିଂସ ଖେଳି ମ୍ୟାଚ୍କୁ ଟାଇ କରିଛି। ସାଇ ହୋପଙ୍କ ଅପରାଜିତ ୧୨୩ ରନ୍ ଓ ସିମ୍ରନ୍ ହେଟମେୟରଙ୍କ ୯୪ ରନ୍ ବଳରେ ୱେଷ୍ଟଇଣ୍ଡିଜ୍ ୭ ଓ୍ଵିକେଟ ହରାଇ ୩୨୨ ରନ୍ ସଂଗ୍ରହ କରିଛି। ଶେଷ ଓଭରରେ ୧୪ […]
ଥିରୁଅନନ୍ତପୁରମ୍ : କେରଳ ସବରିମାଳା ମନ୍ଦିରରେ ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା ପରମ୍ପରା। ମନ୍ଦିରରେ ପ୍ରବେଶ କଲେ ୨ ଜଣ ମହିଳା। ଆଜି ବଡ଼ି ଭୋରରୁ ବିନ୍ଦୁ ଓ କନକଦୁର୍ଗା ନାମକ ୫୦ରୁ କମ୍ ବୟସର ୨ ଜଣ ମହିଳା ମନ୍ଦିରରେ ପ୍ରବେଶ କରିଥିଲେ। ଆଉ ଭୋର ୩ଟା ୪୫ ମିନିଟ୍ରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ସେମାନଙ୍କ ସହିତ କିଛି ସାଧା ପୋଷାକଧାରୀ ପୁଲିସ୍ ଓ ଖାକିରେ ଥିବା ପୁଲିସ୍ ମଧ୍ୟ ଥିଲେ। ଗତ ସପ୍ତାହରେ […]