କର୍ଣ୍ଣାଟକ : କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ କର୍ଣ୍ଣାଟକରେ ଟିପୁ ସୁଲତାନଙ୍କ ଜନ୍ମଦିନ ପାଳନ ହେଉଛି। ବେଙ୍ଗାଲୁରୁ ସମର ପାଲେସରେ ରାଜ୍ୟସ୍ତରୀୟ ଉତ୍ସବର ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ ଡି. ଶିବକୁମାର। ତେବେ ପୂର୍ବରୁ ଯୋଗଦେବା ଲାଗି ସମ୍ମତି ଜଣାଇଥିଲେ ବି ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ ବ୍ୟସ୍ତତା ଦର୍ଶାଇ ଏଥିରେ ଯୋଗ ଦେଇନାହାନ୍ତି। ପୂର୍ବରୁ ଟିପୁ ଜୟନ୍ତୀକୁ ବିରୋଧ କରୁଥିବା ବିଜେପି ଅାଜି ସାରା ରାଜ୍ୟରେ କଳା ଦିବସ ପାଳନ କରିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ଶୋଭାଯାତ୍ରା […]
ଥିରୁଭନନ୍ତପୁରମ୍: ବର୍ଷ ବର୍ଷ ଧରି କେରଳର ସାବରୀମାଲା ମନ୍ଦିରରେ ଚାଲି ଆସିଥିବା ପରମ୍ପରା ଭାଙ୍ଗିବା ସହିତ ମନ୍ଦିର ଭିତରେ ପ୍ରବେଶ କରି ଇତିହାସ ରଚିଥିବା ଦୁଇ ମହିଳାଙ୍କ ମଧ୍ୟରୁ କନକ ଦୁର୍ଗା(୩୯) ନାମକ ଜଣେ ମହିଳାଙ୍କୁ ତାଙ୍କ ଶାଶୂ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସାବରୀମାଲା ମନ୍ଦିରରେ ପ୍ରବେଶ ପରଠାରୁ ଆନ୍ଦୋଳନକାରୀଙ୍କ ଧମକ […]
ଉତ୍ତରାଖଣ୍ଡ : ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଥର ଭଳି ଚଳିତ ଥର ମଧ୍ୟ ସେନା କ୍ୟାମ୍ପକୁ ଯାଇ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ଉତ୍ତରାଖଣ୍ଡ ହରସୀଲ ଅାଇଟିବିପି କ୍ୟାମ୍ପରେ ମୋଦି ପହଞ୍ଚି ସେନା ଓ ITBPର ଯବାନଙ୍କୁ ମିଠା ଖୁଅାଇ ଥିଲେ । ଶୌର୍ଯ୍ୟ ଏବଂ ବୀରତ୍ୱ ସହ ସୀମାରେ ମୁତୟନ ଥିବା ଯବାନଙ୍କ ସହ ବେଶ କିଛି ମୁହୂର୍ତ୍ତ ବିତାଇଛନ୍ତି ପ୍ରଧାନମନ୍ତ୍ରୀ। ଏହି […]
ଲକ୍ଷ୍ନୌ : ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକନା କ୍ରିକେଟ୍ ଷ୍ଟାଡିୟମ୍ରେ ୨ୟ ଟି-୨୦କୁ ସହଜରେ ଜିତିନେଲା ଭାରତ । ୭୧ ରନ୍ରେ ୱେଷ୍ଟ ଇଣ୍ଡିଜ୍କୁ ହରାଇ ୨-୦ରେ ଅଗ୍ରଣୀ ସହ ସିରିଜ୍ ହାତେଇଛି ଭାରତ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ତଥା ଐତିହାସିକ ଶତକ ବଳରେ ୨ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା। ଏହାର ଜବାବ୍ରେ ଇଣ୍ଡିଜ୍ […]
ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମାଗମ କୁମ୍ଭମେଳା ଆରମ୍ଭ ହୋଇଛି। ପବିତ୍ର ନଦୀସମୂହରେ ବୁଡ଼ ପକାଇବାପାଇଁ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି । ଉତ୍ତରପ୍ରଦେଶର ଏହି ଐତିହାସିକ ସହର ନିକଟରେ ଗଙ୍ଗା, ଯମୁନା ଓ ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀର ମିଳନ ଘଟିଛି। ସେଥିପାଇଁ ଏହି ସ୍ଥାନକୁ ସଙ୍ଗମ ବୋଲି ମଧ୍ୟ କୁହଯାଇଥାଏ। ଏହି ସଙ୍ଗମ ସ୍ଥଳରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମକୁ […]
ଜାମ୍ମୁ-କାଶ୍ମୀର : ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଦେଉଥିବା ଭାରତୀୟ ସୀମା ସୁରକ୍ଷା ବଳ ଯବାନ ଦୀପାବଳି ପାଳନ କରିଛନ୍ତି। ଜାମ୍ମୁ ଓ କାଶ୍ମୀରର ଅାର. ଏସ୍. ପୁରା ସେକ୍ଟରରେ ଯବାନମାନେ ସୀମାରେ ଥିବା ତାର ବାଡ଼ରେ ଦୀପ ଜାଳିବା ସହ ବାଣ ଫୁଟାଇଥିଲେ। ପରସ୍ପରକୁ ମିଠା ଦେଇ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଦୀପ ଜାଳି ସାରିବା କ୍ଷଣି ନିଜ ନିଜ କାମରେ ଲାଗି ପଡ଼ିଥିଲେ ଯବାନ। ଏହାସହ ସୁରକ୍ଷିତ ଭାବେ ଦୀପାବଳି ପାଳି ଖୁସି […]
ସବରିମାଳା: ଅାଜି ପୁଣି ଖୋଲାଯାଇଛି କେରଳ ସବରିମାଳାର ସ୍ୱାମୀ ଅାୟାପ୍ପା ମନ୍ଦିର। ପାରମ୍ପରିକ ରୀତିନୀତି ପରେ ସନ୍ଧ୍ୟା ୫ଟାରେ ଦ୍ୱାର ଫିଟାଯାଇଥିଲା। କାଲି ରାତି ୧୦ଟାରେ ଶେଷ ପୂଜା ସହ ମନ୍ଦିର ପୁଣି ବନ୍ଦ ହେବ। ଅଳ୍ପ ସମୟର ଯୋଗ ଥିବାରୁ ସ୍ୱାମୀ ଅାୟାପ୍ପାଙ୍କ ଦର୍ଶନ ଓ ପୂଜା କରିବା ଲାଗି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି। ଗତ ରାତିରୁ ନିଲକଲ ଓ ପମ୍ପାରେ ପହଞ୍ଚିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ସେପଟେ ମହିଳାଙ୍କ ପ୍ରବେଶ ଅନୁମତିକୁ ବିରୋଧ […]