ଓ୍ୱାଶିଂଟନ : ଚାଲିଛି ଯୋଗ ଶିବିର । କୌଣସି ଭାରତୀୟ ସହର ନୁହେଁ, ଆମେରିକାର ରାଜଧାନୀ ଓ୍ୱାଶିଂଟନରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ପାଖାପାଖି ୨୫ ଶହରୁ ଅଧିକ ଲୋକ ଯୋଗ କରୁଛନ୍ତି। ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଓ୍ୱାସିଙ୍ଗଟନରେ ପାଳନ ହୋଇଛି ଯୋଗ ଦିବସ। ଯୋଗ ଶିବିରରେ ଯୋଗ ଦେଇଥିବା ଲୋକଙ୍କୁ ଉଦ୍ବୋଧନ ଦେଇଥିଲେ ଭାରତୀୟ ରାଷ୍ଟ୍ରଦୂତ ନବତେଜ୍ ସରାନା। ସେପଟେ ଚୀନର ଏସ୍ସିଓ କାର୍ଯ୍ୟାଳୟରେ ହୋଇଥିଲା ଯୋଗ […]
ଉତ୍ତରପ୍ରଦେଶ : ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ବିଆରଡି ମେଡିକାଲ ଶିଶୁ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଡାକ୍ତର କାଫିଲ ଖାନଙ୍କ ଭାଇଙ୍କୁ ଗୁଳିମାଡ ଘଟଣାରେ ଏବେ ବି ପୋଲିସର ହାତ ଖାଲି। ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ। ତେଣୁ ଘଟଣାର ସିବିଆଇ କିମ୍ବା ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ କାଫିଲ ଖାନ୍ ଦାବି କରିଛନ୍ତି। ଦିଲ୍ଲୀ ପୋଲିସ ଦ୍ୱାରା ତଦନ୍ତ ହେଲେ ନ୍ୟାୟ ମିଳିବ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଜୁନ ୧୦ରେ କାଫିଲଙ୍କ […]
ନୂଆଦିଲ୍ଲୀ: ବଲ୍ ଟାମ୍ପରିଂ କେସ୍ରେ ଦୋଷୀ ସାବ୍ୟସ୍ତ ହେଲେ ଶ୍ରୀଲଙ୍କା କ୍ରିକେଟ୍ର ଅଧିନାୟକ ଦିନେଶ ଚାଣ୍ଡିମଲ। ୱେଷ୍ଟଇଣ୍ଡିଜ୍ ବିରୋଧରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ବଲ୍ ଖରାପ କରିବା ଅଭିଯୋଗ ତାଙ୍କ ନାଁରେ ରହିଥିଲା। ତେବେ ଏ ନେଇ ରବିବାର ଆଇସିସି ଚାଣ୍ଡିମଲଙ୍କ ଉପରେ କ୍ରିକେଟ ଆଚରଣବିଧୀ ୨.୨.୯ର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଲଗାଇଛି। ଏ ନେଇ ଆଜି ଆଇସିସି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି। ଶ୍ରୀଲଙ୍କା ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସେଣ୍ଟ ଲୁସିଆରେ ଖେଳାଯାଉଥିବା ଟେଷ୍ଟମ୍ୟାଚ୍ରେ ଦ୍ୱିତୀୟ ଓ […]
ବେଙ୍ଗାଲୁରୁ : ବିଭୀଷିକାର ବଳୟରେ ସ୍ୱର୍ଗସମ କେରଳ। ଛାରଖାର ହୋଇଯାଇଛି ସୌନ୍ଦର୍ଯ୍ୟ, ଦୁର୍ବିସହ ହୋଇ ପଡିଛି ଜୀବନ। ଖାଲି ପାଣି କାହିଁକି ମାଟି ବି ଏଠି ଦେଖାଉଛି ପ୍ରଳୟଙ୍କରୀ ରୂପ। ୱାୟନାଡ ପୁଥୁମାଲା ଗାଁର ଟିତ୍ର ବହୁତ ଭୟଙ୍କର। ହଠାତ୍ ଏଠାରେ ଧସି ପଡୁଛି ପାହାଡ଼ ସମ ମାଟି ଅତଡ଼ା। ବିକଳରେ ଜୀବନ ବଞ୍ଚାଇବାର ଚାଲିଛି ପ୍ରୟାସ, ମାତ୍ର କେଇ ମୁହୁର୍ତ୍ତରେ ପାଲଟି ଯାଇଛି ଧ୍ୱଂସସ୍ତୁପ। ତା ଭିତରୁ ଖୋଜା ଚାଲିଛି ଧନ ଜୀବନ। କେରଳରେ ୨ […]
ମୁମ୍ବାଇ: ଦେଶୀ ଗର୍ଲ ହେବେ ବିଦେଶୀ ବୋହୂ! ଆଉ ବାହା ହେବେ ବିଦେଶରେ। ଏଥିପାଇଁ ବିଦେଶରୁ ପ୍ରପୋଜାଲ୍ ମଧ୍ୟ ଆସିଛି। ଏସବୁ ଜାଣିଲା ପରେ ନିଶ୍ଚୟ ମନ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ। କିଏ ସେ ଦେଶୀ ଗର୍ଲ? ଆଉ ବିଦେଶରେ କାହାକୁ ବାହା ହେବେ? ଏମିତି ଅନେକ କିଛି… ପଢ଼ନ୍ତୁ ପୂରା ଘଟଣା କ’ଣ… ଅଭିନେତ୍ରୀ ଅନୁଷ୍କା ଶର୍ମା, ସୋନମ୍ କପୁର ଆଉ ନେହା ଧୁପିଆଙ୍କ ପରେ ପୁଣି ଜଣେ ଅଭିନେତ୍ରୀଙ୍କ ବିବାହକୁ ନେଇ […]
ମସ୍କୋ: ଫିଫା ବିଶ୍ୱକପ୍ରେ ଆଜି ଖେଳାଯିବ ୩ଟିମ୍ୟାଚ୍। ଏଥିରେ ରହିଛି ୨ଟି ହାଇ ଭୋଲ୍ଟେଜ ମ୍ୟାଚ୍। ପ୍ରଥମ ମ୍ୟାଚ୍ରେ କୋଷ୍ଟାରିକାକୁ ଭେଟିବ ସର୍ବିଆ ଓ ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ସହ ହେବ ମେକ୍ସିକୋର ଟକ୍କର। ଭାରତୀୟ ସମୟ ସାଢ଼େ ୮ଟାରେ ଏହି ମ୍ୟାଚ ଖେଳାଯିବ। ଶେଷ ମ୍ୟାଚରେ ଦେଖିବାକୁ ମିଳିବ ଜବରଦସ୍ତ ଟକ୍କର। ବ୍ରାଜିଲ ସହ ହେବ ସ୍ୱିଜରଲାଣ୍ଡର ମୁକାବିଲା। ବ୍ରାଜିଲର ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି। ଭାରତୀୟ ସମୟ ରାତି ସାଢେ […]
ଇସ୍ଲାମାବାଦ୍ : ପାକିସ୍ତାନରେ ଟମାଟୋ ଦର ତିନି ଶହ ପାର୍। ଭାରତ ସହ ବାଣିଜ୍ୟ ସମ୍ପର୍କ ଛିନ୍ନ କରିବା ପାକିସ୍ତାନକୁ ଭାରି ପଡ଼ିଛି। ପାକିସ୍ତାନର ପରିବା ବଜାରରେ ଏବେ ଆକାଶ ଛୁଆଁ ଦର। କିଲୋ ପିଛା ଟମାଟ ତିନି ଶହ ଟଙ୍କାରେ ବିକ୍ରି ହେଉଛି ପାକିସ୍ତାନରେ। କେବଳ ଟମାଟୋ ନୁହେଁ ଅନ୍ୟ ପନିପରିବା ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ହଠାତ୍ ଦରଦାମ ବୃଦ୍ଧି ପାଇବାରୁ ପାକିସ୍ତାନରେ ଏବେ ଛନକା ପଶିଛି। ଭାରତରୁ ପାକିସ୍ତାନକୁ ଟମାଟ ଆମଦାନୀ […]
ମୁମ୍ବାଇ: ଶୁକ୍ରବାର ରିଲିଜ ହୋଇଥିବା ସଲମାନ ଖାନଙ୍କ ଫିଲ୍ମ ରେସ୍ ୩ ପ୍ରଥମ ଦିନରେ ୨୯.୧୭ କୋଟି ଟଙ୍କା ଆୟ କରିଛି। ଆରମ୍ଭରୁ ଏହି ସିନେମାକୁ ଦର୍ଶକଙ୍କଠାରୁ ଭଲ ରେସ୍ପନ୍ସ ମିଳିଛି। ପ୍ରଥମ ସପ୍ତାହରେ ଏହା ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି। ଦଶ ବର୍ଷ ତଳେ ରିଲିଜ୍ ହୋଇଥିବା ରେସ୍ ଫିଲ୍ମର ଏହା ହେଉଛି ତୃତୀୟ ସିକ୍ୱେଲ୍। ଏଥିରେ ସଲମାନଙ୍କ ସମେତ ଅନିଲ କପୁର, ବବି ଦେଓ୍ୱଲ, ଜ୍ୟାକଲିନ୍ […]