• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

modii
‘ହାଓଡି ମୋଦି’ରେ ପହଞ୍ଚିଲେ ପିଏମ୍‌ ମୋଦି, ଓଡ଼ିଶୀ ନୃତ୍ୟରେ ଝୁମିଲା ବିଶ୍ୱ

ନୂଆଦିଲ୍ଲୀ: ଭାରତ-ଆମେରିକା ବନ୍ଧୁତ୍ୱରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’ ପାଇଁ ହୋଷ୍ଟନର ଏନ୍ଆରଜି ଷ୍ଟାଡଅମ୍ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିଶ୍ୱର  ପୁରୁଣା ଏହି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ୫୦ ହଜାର ଭାରତୀୟ-ଆମେରିକୀୟଙ୍କ ସାମ୍ନାରେ ଆଜି ଅଭିଭାଷଣ ରଖିବେ। ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି, ବିଶ୍ୱର ସବୁଠାରୁ ପୂରୁଣା ଏବଂ ସବୁଠାରୁ ବୃହତ ଗଣତନ୍ତ୍ର ମଧ୍ୟରେ ସହଭାଗୀତା ପାଇଁ ଏହା ଉଲ୍ଲେଖନୀୟ ଭୂମିକା ନେବ। ତେବେ […]

team india
ଶେଷ ମ୍ୟାଚ୍ ହାରିଲା ଟିମ୍ ଇଣ୍ଡିଆ, ସିରିଜ୍ ବରାବର

ବେଙ୍ଗାଲୁରୁ : ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ କ୍ୟାପଟେନ୍ କ୍ୱିଣ୍ଟନ୍ ଡି’କକଙ୍କ ଦମଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତକୁ ୯ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା। ରବିବାର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତ […]

priyanka
ଯେତେ ଲୁଚାଇଲେ ଲୁଚୁନି, ଏହି ଅଭିନେତାଙ୍କ ସହ ଡିନର ଡେଟ୍‌ରେ ଗଲେ ପ୍ରିୟଙ୍କା

ମୁମ୍ବାଇ: ହାତରେ ହାତ ଥାପି ଜଣେ ଅଭିନେତାଙ୍କ ସହ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଛି। ଆଉ ଏଥିରୁ ଉଭୟଙ୍କ ରିଲେସନ୍‌ସିପ୍‌କୁ ନେଇ ସବୁକିଛି ସ୍ପଷ୍ଟ ଜଣାପଡ଼ୁଛି। ବର୍ତ୍ତମାନ ପ୍ରିୟଙ୍କାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆମେରିକୀୟ ଅଭିନେତା ତଥା ପପ୍‌ ଷ୍ଟାର ନିକ୍‌ ଜୋନ୍ସଙ୍କ ସହ ଦେଶୀ ଗର୍ଲ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ମୁମ୍ବାଇର ବାନ୍ଦ୍ରାରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। କୁଆଡେ କୁହାଯାଉଛି ଯେ, ପ୍ରିୟଙ୍କା […]

bbb
ପେଟର ଚର୍ବି କମାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ସହଜ ଉପାୟ , ଟଙ୍କାଟିଏ ବି ଖର୍ଚ୍ଚ ହେବନି

ବଦଳୁଥିବା ଲାଇଫ ଷ୍ଟାଇଲ ଏବଂ ଭୁଲ ଖାଦ୍ୟ ପାନୀୟ କାରଣରୁ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୮ ଜଣ ମୋଟାପାର ସମ୍ମୁଖୀନ ହୋଇଥାନ୍ତି । କିଛି ଲୋକଙ୍କ ଚର୍ବି ଅଧିକ ହୋଇ ପେଟ ବଢିଯାଇଥାଏ , ଏହା ଦ୍ୱାରା ତାଙ୍କ ଚେହେରା ବଦଳି ଯାଏ। ଖରାପ ଦେଖାଯାଏ। ଏହା ସହ ସାଙ୍ଗସାଥି ଓ ସହକର୍ମୀମାନେ ଥଟ୍ଟା ପରିହାସ କରନ୍ତି।  ଏବେ ପେଟରୁ ଚର୍ବି କମାଇବାର ସହଜ ଉପାୟଟି କହୁଛୁ । ନା କୌଣସି ଔଷଧ ଖାଇବେ ନା […]

bikram
ଚନ୍ଦ୍ରଯାନ ୨ : ବାଏ ବାଏ ଲ୍ୟାଣ୍ଡର ବିକ୍ରମ!

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରଜ୍ଞାନ ରୋଭର ସହିତ ଯୋଗାଯୋଗ କରିବାର ଆଜି ଅନ୍ତିମ ଦିନ। ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାର ୧୪ ଦିନ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ କରିବା ପାଇଁ ଅବଧି ଥିଲା। ଆଜି ଶେଷ ଦିନ। ଏହାପରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ସମ୍ଭବ ନୁହେଁ ବୋଲି ପୂର୍ବରୁ ଇସ୍ରୋ ପକ୍ଷରୁ କୁହାଯାଇଥିଲା। ସେପ୍ଚେମ୍ୱର ୭-୮ ମଧ୍ୟରାତ୍ରୀରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ […]

ban
ଆଜିଠୁ ମହାରାଷ୍ଟ୍ରରେ ପ୍ଲାଷ୍ଟିକ୍ ବ୍ୟାନ୍

ମୁମ୍ୱାଇ : ମହାରାଷ୍ଟ୍ରରେ ପ୍ଲାଷ୍ଟିକ୍ ବ୍ୟାନ୍। ଆଜିଠୁ ମହରାଷ୍ଟ୍ରରେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ବିକ୍ରି ଏବଂ ବ୍ୟବହାର ଉପରେ ରୋକ ଲାଗିଛି। ପ୍ଲାଷ୍ଟିକ୍‌ରେ ନିର୍ମିତ ବ୍ୟାଗ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯାହା ଥରେ ବ୍ୟବହାର ହୋଇ ଫୋପାଡ଼ି ଦିଆଯାଏ ସେ ନେଇ କଟକଣା ଜାରି ହୋଇଛି। ଏପରିକି ନିୟମକୁ ଖିଲାପ କଲେ ୨୫ ହଜାର ଟଙ୍କା ଯାଏ ଜୋରିମାନା ଏବଂ ତିନି ମାସ ଜେଲ୍ ଦଣ୍ଡାଦେଶ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ପ୍ଲାଷ୍ଟିକ୍ ବଦଳରେ କାଗଜ, […]

Mosquito-bite
ମଶା ଦାଉରୁ କେମିତି ରକ୍ଷା ପାଇବେ ?

ଅାଜିର ଦିନରେ ମଶା ଭୟାନକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି I ମଶା ବିଭିନ୍ନ ରୋଗର ବାହକ ହୋଇଥାଏ I ମଶା ଅାମକୁ କାମୁଡ଼ି ରକ୍ତ ନେଇଥାଏ ଓ ବିଭିନ୍ନ ଜୀବାଣୁ ଅାମ ଶରୀରରେ ଛାଡିଯାଇଥାଏ I ମଶା କାମୁଡିବା ଦ୍ୱାରା ମେଲେରିଅା, ଡେଙ୍ଗୁ, ଚିକୁନଗୁନିଅା ଭଳି ମାରାତ୍ମକ ରୋଗରେ ଅାମେ ଅାକ୍ରାନ୍ତ ହୋଇଥାଉ I ଏହି ପ୍ରାଣଘାତକ ରୋଗରୁ ନିରାପଦ ରହିବାକୁ ହେଲେ ମଶାଠାରୁ ଦୂରେଇ ବହୁ ଜରୁରୀ ହୋଇଥାଏ I ମଶା କାମୁଡିବାରୁ ରକ୍ଷା ପାଇବା ପାଇଁ […]

tractor
ବୃଦ୍ଧା ମାଆକୁ ଚଳନ୍ତା ଟ୍ରାକ୍ଟର ସାମ୍ନାକୁ ଫୋପାଡି ଦେଲା ପୁଅ

ମହାରାଷ୍ଟ୍ର : ନିର୍ଦ୍ଦୟ ପୁଅର ଅମାନୁଷିକ କାଣ୍ଡ। ନିଜ ସ୍ୱାର୍ଥ ପାଇଁ ଜନ୍ମ କଲା ମାଆର ଜୀବନକୁ ବାଜି ଲଗାଇଛି ପୁଅ। ବୃଦ୍ଧା ମାଆକୁ ଚଳନ୍ତା ଟ୍ରାକ୍ଟର ସାମ୍ନାକୁ ଫୋପାଡି ଦେଇଛି ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଓ୍ୱାସିମ୍ ସହରରେ। ଯେଉଁଠି ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳର ପରିଣତି ଏହି ବୃଦ୍ଧାଙ୍କୁ ଭୋଗିବାକୁ ପଡ଼ିଛି । ସବୁଠୁ ବଡ଼ କଥା ହେଲା, ନିଜ ପୁଅ ହିଁ ତାଙ୍କୁ ଟ୍ରାକ୍ଟର […]

ERECTILE DYFUNCTION SYMPTOMS
ନପୁଂସକତାକୁ ନେଇ ଚିନ୍ତିତ କି ? ସହଜରେ ଦୂର କରିପାରିବେ ଏହି ସମସ୍ୟା

ଆଜିକାଲି ନା ଅଛି ରୋଗର ଅଭାବ ନା ଔଷଧର । କିନ୍ତୁ ଏମିତି କିଛି ରୋଗ ଅଛି ଯାହା ଅନେକ ଉପଚାର ପରେ ବି ଭଲ ହେଉନି। ନପୁଂସକତା ଏମିତି ଏକ ରୋଗ । ଏହାକୁ ନେଇ ପୁରୁଷମାନେ ଖୁବ୍ ମର୍ମାହତ ଥାଆନ୍ତି। ନିଜର ବୈବାହିକ ଜୀବନକୁ ନେଇ ଆଶା ଆଶଙ୍କାରେ ଦିନ କାଟନ୍ତି। ଏହି ସମସ୍ୟାରୁ ଆପଣ ଚାହିଲେ ବିନା ଔଷଧରେ ମୁକ୍ତି ପାଇପାରିବେ ଓ ଏକ ସୁନ୍ଦର ବୈବାହିକ ଜୀବନ ଅତିବାହିତ କରିପାରିବେ। କେବଳ […]

india win
ଦ୍ୱିତୀୟ ଟି-୨୦: ମୋହାଲିରେ କୋହଲି କମାଲ୍, ଟିମ୍ ଇଣ୍ଡିଆ ବିଜୟୀ

ମୋହାଲି: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସାଙ୍ଗକୁ କ୍ୟାପଟେନ୍ ବିରାଟ୍ କୋହଲି ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ହୋଇଛି। ଏହାଛଡ଼ା ସ୍ୱଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏହା ପ୍ରଥମ ବିଜୟ। ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଆଇଏସ୍ ବିନ୍ଦ୍ରା […]