ନୂଆଦିଲ୍ଲୀ : 2019 ଲୋକସଭା ଅାସନ ପାଇଁ ସବୁ ଦଳ ଋଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି I ଏହା ଭିତରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଇଛା ବୋଲି ବୟାନ ଦେଇଛନ୍ତି I ସେ କହିଛନ୍ତି ଯେ, ମୁଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁନି I କିନ୍ତୁ ଉତ୍ତରପ୍ରଦେଶରେ ମୁଁ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇ ବିକାଶ କରିବାକୁ ଚାହୁଁଛି I 2019 ରେ ପ୍ରଧାନମନ୍ତ୍ରୀ ହେବାର ପ୍ରଶ୍ନରେ ଅଖିଳେଶ କହିଲେ […]
ଦୀର୍ଘ ୧୫ ବର୍ଷ ପରେ ବିରଳ ମହାଜାଗତିକ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିପାରେ I ୨୦୦୩ ମସିହା ପରେ ଏହି ବର୍ଷ ପୃଥିବୀ ଓ ମଙ୍ଗଳ ଗ୍ରହ ନିକଟତର ହେବେ I ନାସାର ସୂଚନା ମୁତାବକ ଏହା ଜୁଲାଇ ୨୭ ତାରିଖରେ ଦେଖାଯିବ I ଅନ୍ତରୀକ୍ଷରେ ମଙ୍ଗଳ, ପୃଥିବୀ ଓ ସୂର୍ଯ୍ୟ ଏକ ସରଳ ରେଖାରେ ରହିବେ I ସୂର୍ଯ୍ୟର କିରଣ ମଙ୍ଗଳ ଉପରେ ପଡିବା ଦ୍ୱାରା ପୃଥିବୀରୁ ଭଲ ଭାବରେ ଏହା ଦେଖିହେବ I ୬୦,୦୦୦ ବର୍ଷ […]
ଭୋପାଳ: ଶବ ଦାହ କରିବାକୁ ଯାଇ ନିଜେ ହୋଇଗଲେ ଶବ। ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରିବାକୁ ଯାଉଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୧୫ ଜୀବନ। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରୁ ୪୫୬ କିଲୋମିଟର ଦୂର ମୋରେନାଠାରେ ଏଭଳି ଦୁଃଖଦ ଘଟଣା ଘଟିଛି। ଗୋଟିଏ ପରିବାରର ୨୦ଜଣ ସଦସ୍ୟ ଏକ ଜିପ୍ରେ ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଯାଉଥିଲେ। ମୋରେନା ଘୁରଘାନ୍ ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ଜିପ୍କୁ […]
ୟୁଏସ୍ : ୟୁଏସ୍ ଓପନ୍ରେ ଆଉ ଏକ ରେକର୍ଡ ରଚିଲେ ରାଫେଲ୍ ନାଡାଲ୍। ଗତକାଲି ଖେଳାଯାଇଥିବା ୟୁଏସ୍ ଓପନ୍ର ଫାଇନାଲ୍ ମ୍ୟାଟ୍ରେ ରୁଷର ମେଡଭେଡେଭଙ୍କୁ ହରାଇ ନାଡ଼ାଲ ଉନ୍ନବିଂଶତମ ଟାଇଟାଲ୍ ଜିତିଛନ୍ତି। ପୁରୁଷ ସିଙ୍ଗଲ୍ସରେ ମେଡଭେଡେଭଙ୍କୁ ୭-୫, ୬-୩, ୫-୭, ୪-୬, ୬-୪ ସେଟ୍ରେ ମାତ ଦେଇଛନ୍ତି। ଚଳିତ ଥର ୟୁଏସ୍ ଓପନ୍ରେ ଲଗାତାର ଭାବେ ୧୦ଟି ମ୍ୟାଚ୍ ଜିତିଛନ୍ତି ନାଡ଼ାଲ୍ । ଏହାସହ ଆଉ ଏକ ରେକର୍ଡକୁ ନିଜ ନାଁକୁ କରିଛନ୍ତି ନାଡାଲ୍। ୩୦ ବର୍ଷରୁ […]
ଇସ୍ଲାମାବାଦ : ପାକିସ୍ତାନ ଆକାଶ ମାର୍ଗ ବନ୍ଦ କରିବା ପରେ ଏବେ ଏହାକୁ ନେଇ ଉଠିଛି ବିରୋଧ। ଜାତିସଂଘରେ ଶାନ୍ତି ଓ ସଦଭାବନାର କଥା କହୁଥିବା ପାକିସ୍ତାନର ଅସଲ ମୁଖା ଏହି ଘଟଣା ପରେ ଖୋଲି ଯାଇଥିବା କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ। କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ଏପରି ଆଭିମୁଖ୍ୟ ଆଦୌ ଶୋଭନୀୟ ନୁହେଁ। ଏନେଇ ପରବର୍ତ୍ତି ସମୟରେ ଭାରତ କଡ଼ା ଜବାବ ରଖିବା ଉଚିତ୍ ବୋଲି କହିଛନ୍ତି ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ ଜେଡି ବକ୍ସି । […]