କୋଲକାତା: ପ୍ରଥମ ପିଙ୍କ ବଲ ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିବା ଠାରୁ ମାତ୍ର ୪ ୱିକେଟ ଦୂରରେ ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସ୍ରେ ଈଶାନ୍ତ ଶର୍ମାଙ୍କ ଘାତକ ବୋଲିଂରେ ଛାରଖାର ହୋଇଯାଇଥିବା ବାଂଲାଦେଶ ଦ୍ୱିତୀୟ ଇନିଂସ୍ରେ ମଧ୍ୟ ସମଦଶା ଭୋଗିଛି। ପ୍ରଥମ ଇନିଂସ୍ରେ ଈଶାନ୍ତ ଶର୍ମା ଗୋଲାପୀ ବଲରେ ୫ଟି ୱିକେଟ ଦଖଲ କରିଥିବା ବେଳେ ଦ୍ୱିତୀୟ ଇନିଂସ୍ରେ ୪ଟି ୱିକେଟ ନେଇ ବାଂଲାଦେଶ ବ୍ୟାଟିଂ ଲାଇନଅପକୁ ଛିନଛତ୍ର କରିଦେଇଛନ୍ତି। ପ୍ରଥମ ଥର ଭାରତ ଓ […]
ମୁମ୍ୱାଇ: ରାତି ଅଧରେ ରାଜନୀତିକ ସମୀକରଣ ବଦଳାଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ। ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଫଡନାଭିସ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଏହି ଅବସରରେ ଫଡନାଭିସ କହିଛନ୍ତି, ମୋଦି ଅଛନ୍ତି ତ, ସବୁ ସମ୍ଭବ (ମୋଦି ହେ ତ ମୁମକିନ୍ ହେ)। ଏଥିସହ ତାଙ୍କ ସରକାର ଆଗାମୀ ପାଞ୍ଚ ବର୍ଷ ପାଇଁ ସ୍ଥିର ସରକାର ଦେବ ବୋଲି ସେ କହିଛନ୍ତି। […]
କୋଲକାତା: ଭାରତୀୟ କ୍ରିକେଟ୍ ପାଇଁ ଆଜି ଐତିହାସିକ ଦିନ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ତା’ର ପ୍ରଥମ ଦିବାରାତ୍ର ତଥା ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ ତଥା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ମଇଦାନକୁ ଓହ୍ଲାଇଛି। ଏହି ମୁକାବିଲା ଯେ କେବଳ ଭାରତ ପାଇଁ ନୁହେଁ ବରଂ ବାଂଲାଦେଶ ପାଇଁ ମଧ୍ୟ ଐତିହାସିକ। ଏହି ଐତିହାସିକ ମୁକାବିଲାର ପ୍ରତ୍ୟକ୍ଷଦର୍ଶୀ ସାଜିଛନ୍ତି ହଜାର ହଜାର ସଂଖ୍ୟକ ଦର୍ଶକ। ଘରୋଇ ଦର୍ଶକଙ୍କୁ ନିରାଶ ନକରି ଭାରତ ତା’ର ପ୍ରଥମ […]
ମୁମ୍ବାଇ: ମହାରାଷ୍ଟ୍ର ମହାନାଟକରେ ଆଜି ଯବନିକା ପଡ଼ିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଏହାର ଶେଷ ଦୃଶ୍ୟ ଆସନ୍ତାକାଲିକୁ ଘୁଞ୍ଚିଯାଇଛି। ଶୁକ୍ରବାର କମନ୍ ମିନିମମ୍ ପ୍ରୋଗ୍ରାମ୍ (ସିଏମ୍ପି) ନେଇ ଆଲୋଚନା ହୋଇଥିଲେ ହେଁ କଂଗ୍ରେସ, ଏନ୍ସିପି ଏବଂ ଶିବସେନା ମଧ୍ୟରେ କ୍ଷମତା ଭାଗବଣ୍ଟା ଏଯାଏ ଚୂଡ଼ାନ୍ତ ହୋଇପାରିନାହିଁ। ମୁମ୍ବାଇଠାରେ ଆଜି ୩ ଦଳର ବରିଷ୍ଠ ନେତାମାନେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱରେ ସରକାର ଗଠନର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଦୀର୍ଘ ୨ ଘଣ୍ଟାର ବୈଠକରେ […]
କୋଲକାତା: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ କରିଛନ୍ତି। କ୍ୟାପଟେନ୍ ଭାବେ କୋହଲି ଟେଷ୍ଟରେ ୫ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ଦୁନିଆର ଷଷ୍ଠ କ୍ୟାପଟେନ୍ ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ତେବେ କୋହଲି ବିଶ୍ୱର ପ୍ରଥମ କ୍ୟାପଟେନ୍ ଭାବେ ଦ୍ରୁତ ୫ହଜାର ରନ୍ ପୂରଣ କରିଛନ୍ତି। କୋହଲି ମାତ୍ର ୮୬ ଇନିଂସରେ ଏହି କାରନାମା କରି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂକୁ ପଛରେ ପକାଇଛନ୍ତି। ପଣ୍ଟିଂ […]
ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ଅନେକ ସ୍ଥାନରେ ଏହାର ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହେଲେ ପୁଣି ଟ୍ରାଫିକ୍ ପୋଲିସ ତରଫରୁ ଟିକେ ଢିଲା ହେବା ପରେ ପୁଣିଥରେ ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଦେଖିବାକୁ ମିଳିଛି କେତେକ ଉଦ୍ଭଟ ଟ୍ରାଫିକ ନିୟମ ଓ ଅଜବ ଜୋରିମାନା। ଡିସେମ୍ୱର ପହିଲାରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ ଆଇନ କଡ଼ାକଡ଼ି ହେବ। ହେଲେ ଏହା ପୂର୍ବରୁ ଜାଣି ରଖନ୍ତୁ କ’ଣ […]
କୋଲକାତା: ଇଡେନ୍ ଗାର୍ଡେନ୍ସରେ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଐତିହାସିକ ଦିବାରାତ୍ର ଟେଷ୍ଟ। ପିଙ୍କ୍ ବଲରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶ ଟିମ୍ ପ୍ରଥମ ଇନିଂସରେ ମାତ୍ର ୩୦.୩ ଓଭରରେ ୧୦୬ ରନରେ ଅଲଆଉଟ୍ ହୋଇଯାଇଛି। ବାଂଲାଦେଶ ପକ୍ଷରୁ ତିନିଜଣ ବ୍ୟାଟ୍ସମ୍ୟାନ୍ ଯଥା ଶାଦମାଦ୍ ଇସଲାମ୍ (୨୯), ଲିଟନ୍ ଦାସ (୨୪) ଓ ନୟିମ୍ […]
କେରଳ : କୁହାଯାଏ ସବୁ ସଂପର୍କଠୁ ନିଆରା ପତି-ପତ୍ନୀଙ୍କ ସଂପର୍କ। ଯେଉଁଠି ବିଶ୍ୱାସର ନୀଡ଼ରେ ବସା ବାନ୍ଧିଥାନ୍ତି ଦୁଇ ମନ ଓ ପ୍ରାଣ। ପ୍ରୀତି ଓ ପ୍ରତିଶ୍ରୁତିର ରଙ୍ଗରେ ରଙ୍ଗାୟିତ ହୋଇଥାଏ ସାତଜନମର ସଂପର୍କ । ଜଣେ ଅନୁଭବ କରିପାରେ ଆଉ ଏକ ଦେହ ଓ ହୃଦୟର କଷ୍ଟ । ସେଇଥିପାଇଁ ସବୁଠୁ ପବିତ୍ର ଓ ସୁନ୍ଦର ଏହି ସମ୍ୱନ୍ଧ। ଏମିତି ଏକ ସ୍ୱାମୀ-ସ୍ତ୍ରୀ ସଂପର୍କର ସ୍ୱତନ୍ତ୍ର ଉଦାହରଣ ଦେଖିବାକୁ ମିଳିଛି କେରଳ ଥିସୁରରେ। ସାନ୍ ଇବ୍ରାହିମ୍ […]
ନୂଆଦିଲ୍ଲୀ : ମାଡ଼ି ଆସୁଛି ସମୁଦ୍ର । ପ୍ରତି ବର୍ଷ ୧ ଦଶମିକ ୭୭ ମିଲିମିଟର୍ ସମୁଦ୍ର ଜଳ ପତ୍ତନ ବଢୁଛି। ଭାରତର ଉପକୂଳରେ ଗତ ୫୦ ବର୍ଷରେ ସମୁଦ୍ରର ଜଳସ୍ତର ୮ ଦଶମିକ ୫ ସେଣ୍ଟିମିଟର ବଢ଼ିଛି। ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ। ଦେଶର ୧୦ଟି ବନ୍ଦରରେ ଗତ ୫୦ ବର୍ଷର ଅନୁଧ୍ୟାନ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ପାରାଦୀପ ମଧ୍ୟ ରହିଛି । ପାରାଦୀପରେ […]